Posted inଖେଳ

ଅସ୍ତ୍ରୋପଚାର ସଫଳ, ଟିମ୍‌କୁ ଖୁବ୍‌ଶୀଘ୍ର ଫେରିବେ ବୁମ୍‌ରା

ନୂଆଦିଲ୍ଲୀ,୮।୩: ଭାରତୀୟ ଟିମ୍‌କୁ ହୋଲି ଅବସରରେ ଏକ ବଡ଼ ଖୁସି ଖବର ମିଳିଛି। ଟମ୍‌ ଇଣ୍ଡିଆର ଦ୍ରୁତ ବୋଲର୍‌ ଜସପ୍ରୀତ୍‌ ବୁମ୍‌ରାଙ୍କ ପିଠିରେ ହୋଇଥିବା ସର୍ଜରୀ ସଫଳ ହୋଇଛି। ତାଙ୍କର ନ୍ୟୁଜିଲ୍ୟାଣ୍ଡରେ ଅସ୍ତ୍ରୋପଚାର କରାଯାଇଛି। ଏହି ଅସ୍ତ୍ରୋପଚାର ପରେ ବୁମ୍‌ରାଙ୍କୁ ମୈଦାନକୁ ଫେରିବାକୁ ଅତିକମରେ ୬ ମାସ ସମୟ ଲାଗିପାରେ। ଏପରି ପରିସ୍ଥିତିରେ ଆଶା କରାଯାଉଛି କି ଏହି ବର୍ଷ ଓଡିଆଇ ଓ୍ବାଲର୍‌ଡ କପ୍‌ ପୂର୍ବରୁ ଭଲ ହୋଇ ଦଳକୁ ଫେରିବେ। ଅଭ୍ୟାସ ସମୟରେ ବୁମ୍‌ରାଙ୍କ ପିଠିରେ ସମସ୍ୟା ଦେଖାଦେଇଥିଲା। ଏହା ପରେ ସେ ଦଳରୁ ବାଦ୍‌ ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ୍‌ ଦୁବାଇସ୍ଥିତ କୋଚିଂ କ୍ରିକେଟ ଏକାଡେମୀ ବ୍ରାଣ୍ଡ ଆମ୍ବାସାଡର

ଦୁବାଇ,୧୬।୪(ପି.ଟି.): ଭାରତୀୟ ତାରକା ଓପନର ତଥା ସୀମିତ ଓଭର ଉପ- ଅଧିନାୟକ ଦୁବାଇ ପର୍ଯ୍ୟବସିତ ଏକ କୋଚିଂ ଏକାଡେମୀର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ଏହି...

ଭାରତୀୟ ଖେଳାଳୀଙ୍କ ‘ଫିମେଲ୍‌ ଭର୍ସନ’: କୋହଲି-ଧୋନୀଙ୍କୁ ଚିହ୍ନିବା ମୁସ୍କିଲ, ମନ ଜିଣୁଛନ୍ତି ଭୁବନେଶ୍ୱର

ନୂଆଦିଲ୍ଲୀ,୨୩।୬: ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ନିଜର ଇନ୍‌ଷ୍ଟାଗ୍ରାମ ପୃଷ୍ଟାରେ ଶେୟାର କରିଥିବା ଏକ ଫଟୋ ଏବେ ଚର୍ଚ୍ଚାରେ। ଏହା ପଛରେ ଥିବା କାରଣଟି...

ଫିଫା ବିଶ୍ୱକପ୍‌: ଡୋପିଙ୍ଗ୍‌ ପାଇଁ ମୋଓ୍ବାଲାଦ୍‌ ବାଦ୍‌

କାତାର ବିଶ୍ୱକପ୍‌ ପାଇଁ ୨୬ ଜଣିିଆ ସୌଦି ଆରବ ଫୁଟ୍‌ବଲ ଦଳ ଘୋଷଣାର ୪୮ ଘଣ୍ଟା ନ ପୂରୁଣୁ ଡୋପିଙ୍ଗ୍‌ ମାମଲା ଯୋଗୁ ଓ୍ବିଙ୍ଗର ଫହାଦ୍‌...

ଆଇପିଏଲ୍‌ରେ ବିଶ୍ୱରେକର୍ଡ ହାସଲ କରିବେ ଧୋନୀ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍‌ର ୧୩ତମ ସିଜିନରେ ସେମିତି କିଛି ଖାସ୍‌ ପ୍ରଦର୍ଶନ କରିପାରି ନ...

ବିବାହ ତାରିଖ ଘୋଷଣା କଲେ ହସନ ଅଲି

କରାଚୀ, ୨ା୮ (ପି.ଟି.)-ପାକିସ୍ତାନ ପେସ୍‌ ବୋଲର ହସନ ଅଲିଙ୍କ ଜଣେ ଭାରତୀୟଙ୍କୁ ବିବାହ ନେଇ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା, ତାହାର ଅବସାନ ଘଟିଛି।...

କଟା ହାତ ସତ୍ତ୍ୱେ ଫୁଟ୍‌ବଲକୁ ଫେରିଲେ ଜ୍ୱିରେକ୍ୱି

ହରାରେ, ୨୦ା୬ (ଏଏଫ୍‌ପି)-ହାତ କଟି ଯାଇଥିଲେ ମଧ୍ୟ ଫୁଟ୍‌ବଲ ପଡ଼ିଆକୁ ଫେରିଛନ୍ତି ଜିମ୍ବୋଓ୍ବେ ଖେଳାଳି ହାର୍ଡଲାଇଫ୍‌ ଜ୍ୱିରେକ୍ୱି। ଜିମ୍ବାଓ୍ବେ ଫୁଟ୍‌ବଲ ଦଳର ଜଣେ ନିୟମିତ ସଦସ୍ୟ...

ନ୍ୟୁଜିଲାଣ୍ଡକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଟିକେଟ୍‌ ଦେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୨।୨: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମୁକାବିଲା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି। ଟେଷ୍ଟ ଭିତ୍ତିକ ଟୁର୍ନାମେଣ୍ଟର ପ୍ରଥମ ସଂସ୍କରଣର ଫାଇନାଲରେ ସ୍ଥାନ ପକ୍କା କରିଛି ନ୍ୟୁଜିଲାଣ୍ଡ।...

ନାଡା ଶୃଙ୍ଖଳାଗତ ପ୍ୟାନେଲରେ ପୁଣି ଅଖିଲ୍‌

ନୂଆଦିଲ୍ଳୀ,୧୨।୫(ପି.ଟି.): ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ବକ୍ସର ଅଖିଲ୍‌ କୁମାରଙ୍କୁ ପୁଣି ଥରେ ଜାତୀୟ ନିଶା ନିବାରଣ ସଂସ୍ଥା (ନାଡା) ଶୃଙ୍ଖଳାଗତ କମିଟିରେ...

Advertisement
Archives

Model This Week