ଏମ୍‌ ଜଗନ୍ନାଥ-ତବଲେଶ ପାଣ୍ଡେ ହେଲେ ଏଲ୍‌ଆଇସିର ନୂଆ ଏମ୍‌ଡି 

ନୂଆଦିଲ୍ଲୀ,୧୪।୩: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ମଙ୍ଗଳବାର କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତବଲେଶ ପାଣ୍ଡେ ଏବଂ ଏମ୍‌ ଜଗନ୍ନାଥଙ୍କୁ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ ପଦୋନ୍ନତି ଦେଇଛି। ଉଭୟଙ୍କ ନିଯୁକ୍ତି ଏପ୍ରିଲ ୧, ୨୦୨୩ଠାରୁ କାର୍ଯ୍ୟକାରୀ ହେବ। ପାଣ୍ଡେ ପରିଚାଳନା ନିର୍ଦ୍ଦେଶକ ବି ସି ପଟ୍ଟନାୟକଙ୍କ ସ୍ଥାନ ନେବେ। ତେବେ ଏଲ୍‌ଆଇସିରେ ବର୍ତ୍ତମାନ ୪ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି।
ଏମ୍‌ ଜଗନ୍ନାଥ ୧୯୮୮ ରେ ଡିଆର୍‌ଓ ଭାବରେ ଏଲ୍‌ଆଇସିରେ ଯୋଗ ଦେଇଥିଲେ।  ତାଙ୍କର ଏକ ଦୀର୍ଘ ମାର୍କେଟିଂ ଅଭିଜ୍ଞତା ଅଛ।  ସେ ଜଣେ ବାଣିଜ୍ୟ ସ୍ନାତକ ଏବଂ ସିଏ ଇଣ୍ଟର। ସେ ମାର୍କେଟିଂରେ ପିଜି ଡିପ୍ଲୋମା ମଧ୍ୟ କରିଛନ୍ତି। ସେ ଏର୍ନାକୁଲମ, ଧରୱାଡ୍‌ ଏବଂ ବାଙ୍ଗାଲୋର ଡିଭିଜନ୍‌ର ସିନିୟର ଡିଭିଜନାଲ୍‌ ମ୍ୟାନେଜର ଭାବରେ କାର୍ଯ୍ୟ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ବିଧାୟକଙ୍କ ବେଡରୁମ୍‌ ଟିକ୍‌ଟକ୍‌ ଭିଡିଓ ଭାଇରାଲ୍‌

ପାଟନା,୨।୯:ବିହାର ଜମୁଇର କଂଗ୍ରେସ ବିଧାୟକ ସୁଧୀର କୁମାର ଏବଂ ତାଙ୍କ ସ୍ତ୍ରୀଙ୍କ ବେଡରୁମ୍‌ ଟିକ୍‌ଟକ୍‌ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଏନେଇ ଥାନାରେ ଏକ...

ଏଲ୍‌ଏସିରେ ହେବ ୪୭ ଆଉଟ୍‌ପୋଷ୍ଟ

ନୂଆଦିଲ୍ଲୀ, ୨୫ା୧୦: ଏଲ୍‌ଏସିକୁ ନେଇ ଭାରତ ଓ ଚାଇନା ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। କୂଟନୈତିକ ଆଲୋଚନା ପରେ ଆଲୋଚନା ହେଉଥିଲେ ହେଁ କୌଣସି...

ଓଲାରୁ ୨୦୦ କର୍ମଚାରୀ ଛଟେଇ

ନୂଆଦିଲ୍ଲୀ,୧୪।୧: ଦେଶର ପ୍ରମୁଖ କ୍ୟାବ୍‌ ଏଗ୍ରିଗେଟର କମ୍ପାନୀ ଓଲା ଶୁକ୍ରବାର ତା’ର ୨୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ଜଣାପଡ଼ିଛି। ଏପରିକି ଓଲାର ଟେକ୍‌, ପ୍ରଡକ୍ଟ ଓ...

ରାଜୀବ କୁମାରଙ୍କ ବଢିଲା ଚିନ୍ତା: ଜାମିନ ପାଇଁ ଗଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୨।୫: ସାରଦା ଚିଟ୍‌ଫଣ୍ଡ୍‌ ମାମଲାରେ ସମ୍ପୃକ୍ତ ଥିବା କୋଲକତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର ଜାମିନ ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗରେ ଓକିଲ...

ବାଣ ନେଲା ଭାଜପା ଏମ୍‌ପିଙ୍କ ନାତୁଣୀ ଜୀବନ

ପ୍ରୟାଗରାଜ,୧୭।୧୧: ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ଭାଜପା ଏମ୍‌ପି ରୀତା ବହୁଗୁଣା ଯୋଶୀଙ୍କ ଘରେ ଏକ ଅଭାବନୀୟ ଘଟଣା ଘଟିଛି। ଦୀପାବଳି ଦିନ ରାତିରେ ରୀତାଙ୍କ...

ମଧ୍ୟପ୍ରଦେଶ କଂଗ୍ରେସରେ ବଢୁଛି ଫାଟ: ଜ୍ୟୋତିରାଦିତ୍ୟ ଗଢ଼ିବେ କି ନୂଆ ଦଳ !

ଭୋପାଳ,୨୨।୨: ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ କମଳନାଥ, ଦିଗବିଜୟ ସିଂ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ସହମତି ପ୍ରକାଶ ନ ପାଇବାରୁ ଏଭଳି...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କଲା ଇପିଏଫ୍‌ଓ: ଅଧିକ ପେନ୍‌ସନ ବିକଳ୍ପ ବାଛିପାରିବେ କର୍ମଚାରୀ

ନୂଆଦିଲ୍ଲୀ,୧।୧: ସୁପ୍ରିମକୋର୍ଟଙ୍କ ୨୦୨୨ ନଭେମ୍ବର ୪ ରାୟ ଅନୁଯାୟୀ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ)ର ଯୋଗ୍ୟ ସଦସ୍ୟମାନେ ଉଚ୍ଚତର ପେନ୍‌ସନ ବିକଳ୍ପ ବାଛିପାରିବେ। ଏଥିପାଇଁ ବିକଳ୍ପ...

କଂଗ୍ରେସକୁ ବଡ଼ ଝଟ୍‌କା: ଜମ୍ମୁ-କଶ୍ମୀରରେ ୬୪ନେତାଙ୍କ ସମୂହ ଇସ୍ତଫା

ଶ୍ରୀନଗର,୩୦।୮: ଜମ୍ମୁ-କଶ୍ମୀର କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ଜମ୍ମୁ-କଶ୍ମୀରରେ କଂଗ୍ରେସର ଏକାଧିକ ନେତା ଏକାସାଙ୍ଗରେ ଇସ୍ତଫା ଦେଇଛନ୍ତି।...

Advertisement
Archives

Model This Week