ଜି-୨୦ ସମ୍ମିଳନୀ: ଗାଡ଼ି ଚଳାଚଳ ନେଇ ଆଡଭାଇଜରୀ ଜାରି କଲା ପୋଲିସ
ମୁମ୍ବାଇ,୧୨।୧୨: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ତାଜ ହୋଟେଲରେ ଡିସେମ୍ବର ୧୩ରେ ଜି-୨୦ ସମ୍ମିଳନୀ ଆୟୋଜିତ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଟ୍ରାଫିକ ପୋଲିସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି। ଏହି ଆଡଭାଇଜରୀ ଅନୁଯାୟୀ, ଦକ୍ଷିଣ ମୁମ୍ବାଇର…
ପୁଣି ବଢ଼ିଲା ଅଡ଼ୁଆ: ସିସୋଡିଆଙ୍କ ଆବେଦନ ଖାରଜ
ନୂଆଦିଲ୍ଲୀ,୧୨।୧୨: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବିରୋଧରେ ଦାଏର କରିଥିବା ମାନହାନି ମାମଲା ଖାରଜ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏହାକୁ ଖାରଜ କରିବା ଲାଗି ସିସୋଡିଆ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ। ଯଦି ସର୍ବସାଧାରଣ…
କଶ୍ମୀରକୁ ନେଇ ଇସ୍ଲାମିକ୍ ସଂଗଠନ ରଖିଲା ଏଭଳି ପ୍ରତିକ୍ରିୟା
ନୂଆଦିଲ୍ଲୀ,୧୨।୧୨: ଇସ୍ଲାମିକ ଦେଶର ସଂଗଠନ ଓଆଇସି (ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ କୋଅପରେଶନ୍) ପୁଣି ଥରେ କଶ୍ମୀର ବିବାଦ ସମ୍ପର୍କରେ ଏକ ବୟାନ ଜାରି କରିଛି। କଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନାର ଏକ ରାସ୍ତା ଖୋଜିବା ପାଇଁ ଏହି…
୫୫ବର୍ଷ ପରେ ବି ହେଉନି ସମାଧାନ: ସ୍କୁଲରେ ତାଲା ପକାଇଲେ ଅଭିଭାବକ
କେନ୍ଦୁଝର,୧୨।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତ ଅଧୀନ ବଡ଼କମଣ୍ଡରା ପ୍ରାଥମିକ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଅଭିଭାବକମାନେ ସୋମବାର ସ୍କୁଲରେ ତାଲା ପକାଇ ଦେଇଛନ୍ତି। ୧୯୬୬ରେ ପ୍ରତିଷ୍ଠିତ ଏହି ସ୍କୁଲରେ ଶିକ୍ଷକ ଅଭାବ ସହିତ ଶ୍ରେଣୀ କକ୍ଷର ମଧ୍ୟ…
ଅପହରଣ ନୁହେଁ ଦୁର୍ଘଟଣା: କୂଅରେ ଖସିପଡ଼ିଥିଲା କାର୍, ୪ ମୃତ
ଉମରକୋଟ,୧୨ା୧୨(ସ୍ବ.ପ୍ର.): ଛତିଶଗଡ଼ର କାଙ୍କେରରୁ ଭୋଜିଖାଇ ଫେରୁଥିବା ୪ ଜଣଙ୍କୁ ଶନିବାର ରାତିରେ ଅପହରଣ କରାଯାଇଥିବା ସନ୍ଦେହ ଭୁଲ୍ ପ୍ରମାଣିତ ହୋଇଛି। ଅପହରଣ ନୁହେଁ ଏହା ଏକ ଦୁର୍ଘଟଣା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୩୦ ନମ୍ବର ଜାତୀୟ ରାଜପଥରେ କାର୍ ଦୁର୍ଘଟଣାଗ୍ରସ୍ତ…
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ଅଭିଯୋଗ ଆଣିଲେ ବାପା
ଭଣ୍ଡାରିପୋଖରୀ,୧୨।୧୨(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଫାଣ୍ଡି ଅଧୀନ ବିରିଡ଼ି ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଅପହୃତା ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ଝିଅ ରବିବାର ଅପରାହ୍ନ ୪ଟାରେ ସାତଶୋଳା ଗ୍ରାମକୁ…
ବଟଲର, ଅମିନ ପ୍ଲେୟର ଅଫ୍ ଦି ମନ୍ଥ୍
ଦୁବାଇ,୧୨ା୧୨: ନଭେମ୍ବର ମାସରେ ଉତ୍ତମ ପ୍ରଦର୍ଶନ ପାଇଁ ଇଂଲଣ୍ଡର ଟି୨୦ ବିଶ୍ୱକପ୍ ବିଜୟୀ ଅଧିନାୟକ ଜୋସ୍ ବଟଲର ପ୍ରଥମ ଥର ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ପୁରୁଷ ପ୍ଲେୟର ଅଫ୍ ଦି ମନ୍ଥ୍ ବିବେଚିତ ହୋଇଛନ୍ତି। ପାକିସ୍ତାନର ସିଦ୍ରା ଅମିନ କ୍ରମାଗତ…
ନୂଆପଡ଼ାକୁ ମିଳିଲା ‘ରାଜସ୍ବ ଗ୍ରାମ୍ୟ ମାନ୍ୟତା’
କୋକସରା,୧୨।୧୨(ଡି.ଏନ୍.ଏ): କଳାହାଣ୍ଡି ଜିଲା କୋକସରା ତହସିଲ ଅଧୀନରେ ଥିବା ଟେମରା ପଞ୍ଚାୟତର ନୂଆପଡା ଗ୍ରାମକୁ ଦୀର୍ଘ ବର୍ଷ ପରେ ରାଜସ୍ବ ଗ୍ରାମ୍ୟର ମାନ୍ୟତା ମିଳିିଛି। ଗ୍ରାମବାସୀ ଦୀର୍ଘ ବର୍ଷରୁ ରାଜସ୍ବ ଗ୍ରାମର ମାନ୍ୟତା ପାଇବା ପାଇଁ ଦାବି କରିଆସୁଥିଲେ। ତେବେ ସବୁ…
ଓକିଲ ସଂଘର ସତ୍ୟାଗ୍ରହ
ସୁନ୍ଦରଗଡ,୧୨।୧୨(ଡି.ଏନ୍.ଏ.): ଜାତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦର ମନମୁଖୀ କାର୍ଯ୍ୟର ପ୍ରତିବାଦ ଓ ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପୁଣି ତେଜିଛି। ସୋମବାର ଏନେଇ ସୁନ୍ଦରଗଡ଼ ଜିଲା ଓକିଲ ସଂଘ ପକ୍ଷରୁ କୋର୍ଟ ସମ୍ମୁଖରେ ସତ୍ୟାଗ୍ରହ…
ଭିନ୍ନ ମାମଲାରେ ୭ଜଣଙ୍କୁ ବାନ୍ଧିଲା ଅବକାରୀ
ବ୍ରହ୍ମପୁର ଅଫିସ,୧୨।୧୨: ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଲଗାତାର ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରାଯାଉଛି। ରବିବାର ରାତିରେ ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତଙ୍କ ନେତୃତ୍ୱରେ ଏକ ଟିମ୍ ଗୋପାଳପୁର ଜଙ୍କଶନ ନିକଟରେ ବସକୁ ଅପେକ୍ଷା କରିଥିବା ୪ଜଣଙ୍କ ଠାରୁ…
ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ଅଭିନେତ୍ରୀ ନୋରା
ମୁମ୍ବାଇ,୧୨।୧୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟାର ସମାଧାନ ହେବାର ନାଁ ନେଉନାହିଁ। ବର୍ତ୍ତମାନ ଅଭିନେତ୍ରୀ ନୋରା ଫତେହି ଏବଂ ଜ୍ୟାକଲିନ ଫର୍ନାଣ୍ଡିଜ ଏହି ମାମଲାକୁ ନେଇ ମୁହାଁମୁହିଁ…
କାନାଡାରେ ଭାରତୀୟ ମୂଳ ବାସିନ୍ଦା ଶିଖ ଯୁବକଙ୍କୁ ଗୁଳିକରି ହତ୍ୟା
ଟରୋଣ୍ଟୋ,୧୨ ।୧୨: କାନାଡାର ଅଲବର୍ଟା ଅଞ୍ଚଳରେ ଜଣେ ଭାରତୀୟ ମୂଳ ବାସିନ୍ଦା ଶିଖ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ତା’ର ବୟାନ ଜାରି କରି କହିଛି ମୃତକ ହେଉଛନ୍ତି ସନରାଜ ସିଂ । ଡିସେମ୍ବର…
Archives


