ଶାହାରୁଖଙ୍କ ପ୍ରଶଂସକଙ୍କର ଅପେକ୍ଷାର ହେଲା ଅନ୍ତ

ମୁମ୍ବାଇ: ଶାହାରୁକ ଖାଁ, ଦୀପିକା ପାଦୁକୋନ ଓ ଜନ ଅବ୍ରାହମ ଷ୍ଟାରର ବର୍ଷ ୨୦୨୩ର ପ୍ରଥମ ବ୍ଲକ ବୁଷ୍ଟର ମୁଭି ‘ପଠାନ’ ରିଲିଜ ହେବାର ୭ ସପ୍ତାହ ହୋଇଗଲାଣି । ଏତେଦିନ ପରେ ବି ଏହି ମୁଭି ବକ୍ସ ଅଫିସରେ ରାଜ କରୁଛି । ସ୍ପାଇ-ଥ୍ରିଲର ଫିଲ୍ମର ଟିକେଟ ଖୁବ୍ ବିକ୍ରି ହୋଇ ରେକର୍ଡ କରିଛି । ଏବେ ଏହି ଫିଲ୍ମକୁ ଓଟିଟିରେ ରିଲିଜ ହେବାକୁ ଉତ୍ସୁକତାର ସହ ଅପେକ୍ଷା ରଖିଥିବା ଫ୍ୟାନ୍ସଙ୍କ ପାଇଁ ଏବେ ଖୁସି ଖବର ଆସିଛି । ସୂଚନାଯୋଗ୍ୟ, ‘ପଠାନ’ ୨୨ ମାର୍ଚ୍ଚ ୨୦୨୩ରେ ଡିଜିଟାଲ ଫ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ।

ଶାହାରୁଖ ଖାଁଙ୍କ କମବ୍ୟାକ ବ୍ଲକବୁଷ୍ଟର ମୁଭି ୨ ଜାନୁୟାରୀ ୨୦୨୩ରେ ସିନେମା ହଲରେ ରିଲିଜ ହୋଇଥିଲା । ଫିଲ୍ମର ପ୍ରିମିୟର ୨୨ ମାର୍ଚ୍ଚରେ ଓଟିଟି ପ୍ଲାଟଫର୍ମରେ ପ୍ରାଇମ ଭିଡିଓରେ ଆସିବ । ଏହାକୁ ନେଇ ପ୍ରାଇମ ଭିଡିଓ ତା’ର ଇନଷ୍ଟାଗ୍ରାମ ପେଜରେ ଫିଲ୍ମର ପୋଷ୍ଟର ଶେୟାର କରି ଏହି ସୂଚନା ଦେଇଛି । ଏଥିରେ ଲେଖାଯାଇଛି, ଆମକୁ ପାଣିପାଗରେ ପରିବର୍ତ୍ତନର ଆଭାସ ମିଳୁଛି, ଆଖିର ‘ପଠାନ’ ଆସୁଛି! ପଠାନ ପ୍ରାଇମ ଭିଡିଓରେ ୨୨ ମାର୍ଚ୍ଚ ହିନ୍ଦୀ, ତାମିଲ ଓ ତେଲୁଗୁରେ ଆସିବ ।
‘ପଠାନ’ର ନିର୍ଦ୍ଦେଶନା ସିଦ୍ଧାର୍ଥ ଆନନ୍ଦ ଦେଇଥିବା ବେଳେ ଏହାର ପ୍ରଯୋଜନା କରିଛି ୟଶରାଜ ଫିଲ୍ମସ । କେବଳ ଘରୋଇ ଅଡିଅନ୍ସ ନୁହେଁ ଗ୍ଲୋବାଲି ଏହା ଦର୍ଶକଙ୍କୁ ବେଶ ମନୋରଞ୍ଜନ ଦେଇପାରିଛି । ଏବେ ଏହି ମୁଭି ଐତିହାସିକ ବକ୍ସ ଅଫିସ ନମ୍ବର କରିଛି । ତେବେ ଫିଲ୍ମର ଡିଲିଟ ହୋଇଥିବା ସିନ ଓଟିଟି ଭର୍ସନରେ ଦେଖାଯାଇପାରେ ବୋଲି ନିର୍ଦ୍ଦେଶକ ସିଦ୍ଧାର୍ଥ ନିକଟରେ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri