ସିଟ୍ ବେଲ୍ଟ ନ ବାନ୍ଧି ଦୁର୍ଘଟଣାରେ ୧୬,୩୯୭ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୨୯ା୧୨: ୨୦୨୧ ବର୍ଷରେ ହୋଇଥିବା ସଡ଼କ ଦୁର୍ଘଟଣାରେ ସିଟ୍ ବେଲ୍ଟ ନ ବାନ୍ଧିବା କାରଣରୁ ୧୬,୩୯୭ ଜଣଙ୍କ ଜୀବନ ଯାଇଥିବା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡ଼ିଛି। ମୃତକଙ୍କ ମଧ୍ୟରୁ ୮,୪୩୮ ଜଣ ଡ୍ରାଇଭର ହୋଇଥିବାବେଳେ ଅବଶିଷ୍ଟ ୭,୯୫୯…
ମିଳୁନି ମୂଳଧନ, କ୍ଷତିରେ ଚାଷୀ
ପଦ୍ମପୁର,୨୯।୧୨(ଡି.ଏନ.ଏ.): ପନିପରିବାର ଦାମ୍ ଆଶାତୀତ କମିଯିବାରୁ ଚାଷୀମୁଣ୍ତରେ ଚଡ଼କ ପଡିଛି। ଅକ୍ଲାନ୍ତ ପରିଶ୍ରମ ପରେ ଚଳିତ ବର୍ଷ ପନିପରିବା ଚାଷ ଭଲ ହୋଇଥିଲା। ଚାଷୀ କିଛି ଲାଭ ପାଇବ ବୋଲି ଆଶା କରିଥିଲେ। କିନ୍ତୁ ଅମଳ ସମୟରେ ପରିବା ଦର କମିଯିବାରୁ…
ଦିନ ଦ୍ବିପହରରେ ଲୁଟ୍ ଉଦ୍ୟମ, ତିନି ଜଣଙ୍କୁ ଅଟକ ରଖି ପଚରାଉଚରା
କେନ୍ଦୁଝର,୨୯।୧୨ (ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ରାଇସୁଆଁ ନିକଟ ଥାନାଠାରୁ କିଛି ଦୂରରେ ଏନ୍ଏଚ୍ ୨୦ରେ ଏକ ଲୁଟ୍ ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ କବିତ୍ରା ଗ୍ରାମର ଗଗନ ଜେନା ଓ ରାଜା ନାଏକ ଏବଂ…
ଭାରତ ଯୋଡୋ ଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିନାହିଁ: ଅଖିଳେଶ
ନୂଆଦିଲ୍ଲୀ,୨୯୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜାନୁୟାରୀରେ ଉତ୍ତରପ୍ରଦେଶରେ ପ୍ରବେଶ କରିବାକୁ ଯାଉଛି। ଏଥିସହ ଦଳ ପକ୍ଷରୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ବିଏସ୍ପି ମୁଖ୍ୟ ମାୟାବତୀ ଏବଂ ଆର୍ଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ…
ଚାଇନାର ଗୁପ୍ତଚର ମହିଳା ଗିରଫ
ଗୟା,୨୯।୧୨: ଭାରତରେ ଅନୁପ୍ରବେଶ କରିବାକୁ ଚାଇନା ଅନେକ ଅସଫଳ ଉଦ୍ୟମ କରିସାରିଛି। ନିଜର ମନ୍ଦ କାର୍ଯ୍ୟକଳାପରେ ବିଫଳ ହେବା ପରେ ଏବେ ଚାଇନାର ନୂଆ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ବର୍ତ୍ତମାନ ସୁରକ୍ଷା ଏଜେନ୍ସି ପକ୍ଷରୁ ଦାବି କରାଯାଇଛି ଯେ, ଏବେ ଭାରତରେ…
ବାମଣ୍ଡା କପ୍: ବ୍ରହ୍ମପୁରକୁ ପରାସ୍ତ କରି ସେମିରେ କଟକ
ଦେବଗଡ଼,୨୯।୧୨(ଡି.ଏନ୍.ଏ.): ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୨ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ମ୍ୟାଚରେ ବ୍ରହ୍ମପୁରକୁ ପରାସ୍ତ କରି କଟକ ବିଜୟୀ ହୋଇଛି। ଆଲ୍ଫା ସ୍ପୋର୍ଟିଂ ବ୍ରହ୍ମପୁର ବନାମ ୟୁନିୟନ ସ୍ପୋର୍ଟିଂ କଟକ ମଧ୍ୟରେ ମ୍ୟାଚ ହୋଇଥିଲା। ମ୍ୟାଚରେ…
ସାପ କାମୁଡାରେ ଶିଶୁକନ୍ୟା ମୃତ
ହିଞ୍ଜିଳିକାଟୁ ୨୯।୧୨( ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ସାରୁ ଗ୍ରାମରେ ସାପ କାମୁଡାରେ ୪ ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭଲକ୍ଷ୍ମୀ ସାହୁ। ସୂଚନାନୁସାରେ, ଶୁଭଲକ୍ଷ୍ମୀ ଘରେ ଖେଳୁଥିବା ସମୟରେ ଏକ ବିଷଧର ସାପ…
ବ୍ରହ୍ମୋସ୍ର ନୂଆ ଅବତାରର ସଫଳ ପରୀକ୍ଷଣ
କୋଲକାତା,୨୯।୧୨: ଭାରତ ଲଗାତର ଭାବେ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି। ଚାଇନା ଏବଂ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବା ପାଇଁ ଭାରତ ନିଜର କ୍ଷେପଣାସ୍ତ୍ର କ୍ଷମତାକୁ ଉନ୍ନତ କରିବାରେ ଲାଗିପଡ଼ିଛି। ଇତିମଧ୍ୟରେ ଭାରତୀୟ ବାୟୁସେନା ସଫଳତାର ସହ ବ୍ରହ୍ମୋସ ଏୟାର-ଲଞ୍ଚ…
ଏନ୍ଟିଆରଙ୍କ ସହ ସ୍କ୍ରିନ୍ ଶେୟାର କରିବେ ଅମୀର
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଜୁନିୟର ଏନ୍ଟିଆର ଖୁବ୍ଶୀଘ୍ର ପ୍ରଶାନ୍ତ ନୀଲଙ୍କ ସହ ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ରରେ କାମ କରିବାକୁ ଯାଉଛନ୍ତି। ହେଲେ ବର୍ତ୍ତମାନ ଫିଲ୍ମର ନାମ ଚୂଡାନ୍ତ ହୋଇ ନ ଥିବା ବେଳେ ଏନ୍ଟିଆର-୩୧ ଫିଲ୍ମର ଟାଇଟଲ ବୋଲି କୁହାଯାଉଛି।…
ଆମ ଯୋଗୁ ପ୍ରଧାନମନ୍ତ୍ରୀ ହୋଇ ହେଲିକପ୍ଟରରେ ବୁଲୁଛନ୍ତି ମୋଦି: ଖାର୍ଗେ
ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ ଫାଉଣ୍ଡେଶନ ଦିବସ ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମୁମ୍ବାଇରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ରରେ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏଥିସହ ସେ ଭାଜପାକୁ ବିଧାୟକ ଚୋରି କରି ସରକାର ଗଠନ କରିଥିବା ଅଭିଯୋଗ…
ଦାବି ପୂରଣ ନ ହେଲେ ଦିନରାତି ଧାରଣା
ଫୁଲବାଣୀ ଅଫିସ,୨୯।୧୨: ଦୀର୍ଘଦିନ ଧରି ଅଙ୍ଗନୱାଡି କର୍ମୀମାନେ ସେମାନଙ୍କ ଦାବି ପୂରଣ ପାଇଁ ଆନ୍ଦେଳନ ଚଳାଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଅଙ୍ଗନୱାଡି ଲେଡିଜ ୱାର୍କସ ଆସୋସିଏଶନ ପକ୍ଷରୁ ଏହି ଆନ୍ଦୋଳନକୁ ତୀବ୍ର…
ଦମ୍ପତିଙ୍କୁ ଗୁଳିକରି ହତ୍ୟା ଘଟଣା: ମାସେ ପରେ ବି ସୁରାକ୍ ପାଉନି ପୋଲିସ
ବଡ଼ବିଲ,୨୯ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ ଲସର୍ଦା ଗ୍ରାମରେ ଗତ ନଭେମ୍ବର ୨୮ ରାତିରେ ଗୁଳିକରି ଦମ୍ପତିଙ୍କୁ ହତ୍ୟା ଘଟଣାର ଏକ ମାସ ପରେ ବି ପୋଲିସକୁ ଅପରାଧୀମାନଙ୍କ ସମ୍ପର୍କରେ ସୁରାକ ମିଳିପାରିନି। ସନ୍ଦେହରେ ତଦନ୍ତ ଜାରି ରଖିଛି ପୋଲିସ।…
Archives


