Home Left

ଗୁଜରାଟ ଏଏପିରେ ବଡ଼ ପରିବର୍ତ୍ତନ

ଅହମ୍ମଦାବାଦ୍‌,୪।୧: ଗୁଜରାଟ ବିଧାନସଭା ନିର୍ବାଚନ ପରାଜୟ ପରେ ଆମ ଆଦମୀ ପାର୍ଟି(ଏଏପି) ରାଜ୍ୟରେ ଏକ ବଡ ପରିବର୍ତ୍ତନ କରିଛି। ଏଏପିର ଗୁଜରାଟ ରାଜ୍ୟ ସଭାପତି ଗୋପାଳ ଇଟାଲିୟାଙ୍କୁ ଜାତୀୟ ଯୁଗ୍ମ ସଚିବ ଏବଂ ମହାରାଷ୍ଟ୍ରରେ ଏଏପିର ସହ-ପ୍ରଭାରୀ କରାଯାଇଛି। ଗୁଜରାଟ ବିଧାନସଭା…

ଦ୍ୱିତୀୟ ଟି୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା

ନୂଆଦିଲ୍ଲୀ,୪।୧: ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ ପୁଣେରେ ଗୁରୁବାର ଖେଳାଯିବ। ଏହାପୂର୍ବରୁ ଦଳକୁ ବଡ଼ ଝଟ୍‌କା ଲାଗିଛି। ସଞ୍ଜୁ ସାମସନ୍‌ ଆହତ ହୋଇଥିବାରୁ ସେ ଏହି ମ୍ୟାଚ୍‌ରୁ ବାହାର ହୋଇପାରନ୍ତି ବୋଲି କୁହାଯାଇଛି। ରିପୋର୍ଟ ମୁତାବକ, ସାମସନ୍‌ଙ୍କ ଆଣ୍ଠୁରେ…

୧୮ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ ଲାଗି ନେଉଛନ୍ତି ମୋଟା ପାଉଣା 

ବମ୍ବେ: ବିଗ୍‌ବସ୍‌ରୁ ଲୋକପ୍ରିୟତା ବୃଦ୍ଧି ପାଇବା ପରେ ଏବେ ପାଉଣା ବଢ଼ାଇଛନ୍ତି ଟେଲି ଅଭିନେତା କରନ୍‌ କୁନ୍ଦ୍ରା। କଲର୍ସ ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଥିବା ଧାରାବାହିକ ‘ଇସ୍କ ମେ ଘାୟଲ’ରେ ନଜର ଆସିବେ ସେ। ଏହାର ଏପିସୋଡ ପିଛା ସେ ୫…

ଇବ୍‌ ଟ୍ରାଜେଡି: ମିଳିଲା ଜଣଙ୍କ ମୃତଦେହ

ସୁନ୍ଦରଗଡ଼,୪ା୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଇବ୍‌ ନଦୀର କନାକୁଣ୍ଡ ଘାଟକୁ ବୁଧବାର ପିକ୍‌ନିକ୍‌ କରିବାକୁ ଆସି ଥିବା ୨୫ ଜଣଙ୍କ ମଧ୍ୟରୁ ୩ ଯୁବକ ଗାଧୋଉଥିବା ବେଳେ ଅପରାହ୍ନରେ ନଦୀ ପାଣିରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟ…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ କାମ୍ୟା ପଞ୍ଜାବୀ

ଲକ୍ଷ୍ନୌ,୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତ ଯୋଡୋ ଯାତ୍ରା ୟୁପିରେ ବାଗପତରେ ପହଞ୍ଚିଛି। ଏଠାରେ ଟିଭି ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଏହି ଯାତ୍ରାରେ ସାମିଲ ହୋଇଥିଲେ। ରାହୁଲଙ୍କ ସହ କାମ୍ୟା ପଞ୍ଜାବୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।…

ଫୋନ୍‌ ଚାର୍ଜ କରିବା ବେଳେ କରୁଛନ୍ତି କି ଏହି ୫ ଭୁଲ୍‌? ଶୀଘ୍ର ନଷ୍ଟ ହୋଇଯିବ…

ଆଜିକାଲିର ଯୁଗକୁ ସ୍ମାଟ୍‌ଫୋନ୍‌ର ଯୁଗ ବୋଲି କହିପାରିବା। କାରଣ ସ୍ମାଟ୍‌ଫୋନ୍‌ ବିନା ଏବେ କୌଣସି ବି କାମ କରିବା ଏକପ୍ରକାର ଅସମ୍ଭବ। ଏଣୁ ପୂର୍ବାପେକ୍ଷା ଫୋନ୍‌ର ବ୍ୟବହାର ବଢ଼ିଛି କହିଲେ ଚଳେ। ବ୍ୟବହାର ଯେତିକି ବଢ଼ୁଛି ଫୋନ୍‌ର ବ୍ୟାଟେରୀ କ୍ଷୟ ସେତିକି…

ବୈତରଣୀ ପଠାରୁ ମିଳିଲା ଜଣେ ବ୍ୟକ୍ତିଙ୍କ ମୃତଦେହ

ଆନନ୍ଦପୁର,୪ା୧(ସ୍ବ.ପ୍ର.): ଆନନ୍ଦପୁର ବୈତରଣୀ ବ୍ୟାରେଜ ନିକଟ ପଠାରେ ବୁଧବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ ଆନନ୍ଦପୁର ପୌରପରିଷଦ ପଦ୍ମପୁର ୧ ନଂ ଓ୍ବାର୍ଡର ଘଣ୍ଟିଆ ସାମଲଙ୍କ ପୁଅ ଶରତ(୪୨) ବୋଲି ଜଣାପଡିଛି। ଶରତଙ୍କ ନିକଟରେ ପଡ଼ିଥିବା…

ଥରୁଛି ଝାଡ଼ଖଣ୍ଡ, ଜାନୁୟାରୀ ୮ ଯାଏ ସ୍କୁଲ ବନ୍ଦ ଘୋଷଣା

ରାଞ୍ଚି,୪।୧: ଉତ୍ତର ଭାରତ ସମେତ ଦେଶର ଅନେକ ରାଜ୍ୟରେ ଶୀତର ପ୍ରକୋପ ଦେଖିବାକୁ ମିଳୁଛି। ଘନ କୁହୁଡ଼ି ସାଙ୍ଗକୁ ଥଣ୍ଡା ପବନ ଯୋଗୁ ଅନେକ ରାଜ୍ୟରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ ଝାଡ଼ଖଣ୍ଡରେ ମଧ୍ୟ ଶୀତଲହରକୁ ଦୃଷ୍ଟିରେ…

ମହିଳା ଆଇନଜୀବୀଙ୍କୁ ଜେଲରଙ୍କ ଦୁର୍ବ୍ୟବହାର, ଥାନାରେ ପହଞ୍ଚିଲା ମାମଲା

କେନ୍ଦୁଝର,୪ା୧(ସ୍ବ.ପ୍ର.): ବୁଧବାର ଆଇନଜୀବୀ ଜଗଜିତା ଦାଶ ଓ ଅନ୍ୟ ଜଣେ ଜେଲକୁ ତାଙ୍କର ଜଣେ ମହକିଲଙ୍କୁ ଦେଖା କରିବା ପାଇଁ ଯାଇଥିବାବେଳେ ଜେଲର ମନସ୍ବିନୀ ନାୟକ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ଦୁର୍ବ୍ୟବହାର କରିବା ସହ ଭେଟିବାକୁ ଦେଇ ନ ଥିବା…

ପନ୍ତଙ୍କୁ କରାଗଲା ଏୟାର୍‌ଲିଫ୍ଟ

ମୁମ୍ବାଇ,୪।୧:ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଡେରାଡୁନରୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ପନ୍ତ ବର୍ତ୍ତମାନ ମୁମ୍ବାଇର କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଏବଂ ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଚିକିତ୍ସିତ ହେବେ। ୩୦ ଡିସେମ୍ବର ସକାଳେ ଏକ ସଡ଼କ…

କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ମାଷ୍ଟରସେଫ୍‌ର ଏହି ୩ ବିଚାରପତି, ଜାଣିଲେ ହେବେ…

ନୂଆଦିଲ୍ଲୀ,୪।୧: ଆରମ୍ଭ ହୋଇଛି କୁକିଂ ରିଆଲିଟି ଶୋ’ ମାଷ୍ଟରସେଫ ଇଣ୍ଡିଆ। ଚଳିତ ଥର ଏଥିରେ ବିଚାରପତି ଭାବେ ସେଫ୍‌ ବିକାଶ ଖାନ୍ନା, ସେଫ୍‌ ରଣବୀର ବ୍ରା, ସେଫ୍‌ ଗାରିମା ଅରୋରାଙ୍କୁ ଦେଖିବାକୁ ମିଳୁଛି। ତେବେ ଆସନ୍ତୁ ଜାଣିବା ଏହି ସେଫ୍‌ମାନଙ୍କ ମୋଟ…

ବର୍ଷକୁ ଏତିକି ଟଙ୍କା ରୋଜଗାର କରିବେ ରୋନାଲ୍ଡୋ, ଭାରତର ସବୁଠୁ ମହଙ୍ଗା ଖେଳାଳିଙ୍କୁ ସେତିକି ଟଙ୍କା ରୋଜଗାର କରିବାକୁ ଲାଗିଯିବ ୧୫୦ ବର୍ଷ

ନୂଆଦିଲ୍ଲୀ,୪।୧: ଦୁନିଆର ସବୁଠାରୁ ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କ ରୋଜଗାର ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ରୋନାଲ୍ଡୋ ୟୁରୋପର ଫୁଟବଲ କ୍ଲବ ମଞ୍ଚେଷ୍ଟର ୟୁନାଇଟେଡ ଛାଡି ସାଉଦି ଆରବର ଫୁଟବଲ କ୍ଲବ ଅଲ ନସରରେ ଯୋଗ ଦେଇଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri