ଫେବୃୟାରୀ ୨୧ରୁ ଓସିଏସ୍ ମେନ୍ ପରୀକ୍ଷା
କଟକ ଅଫିସ,୫ା୧:ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍)-୨୦୨୧ ମେନ୍ ପରୀକ୍ଷା ଆସନ୍ତା ଫେବୃୟାରୀ ୨୧ରୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ହେବ। ଏ ନେଇ ଓପିଏସ୍ସି ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତିଦିନ ୨ ସିଟିଂରେ…
୧୨୦ ବର୍ଷ ପରେ ଖୋଲିବ ସୂର୍ଯ୍ୟମନ୍ଦିର ଗର୍ଭଗୃହ
କୋଣାର୍କ, ୫ା୧(ଡି.ଏନ୍.ଏ):୧୩ ଶହ ଶତାବ୍ଦୀରେ ନିର୍ମିତ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହ ଦୀର୍ଘ ୧୨୦ ବର୍ଷ ପରେ ପୁଣି ଖୋଲାଯିବ। ଗର୍ଭଗୃହରୁ ବାଲି କଢ଼ାଯିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ପକ୍ଷରୁ ଏଭଳି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଗର୍ଭଗୃହରୁ…
୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ
ଓ୍ବାଶିଂଟନ୍,୫।୧: ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ଆମାଜନ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା କରୁଛି। ଖର୍ଚ୍ଚ ହ୍ରାସ କରିବାକୁ କମ୍ପାନୀ ଏହି ପଦକ୍ଷେପ ନେଉଛି। କମ୍ପାନୀର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ (ସିଇଓ) ଆଣ୍ଡି ଜାସି କର୍ମଚାରୀଙ୍କୁ ପଠାଯାଇଥିବା ଏକ ନୋଟରେ କହିଛନ୍ତି,…
ଚାକିରି ନ ଥିବାରୁ ଯୁବକଙ୍କୁ ମିଳୁନି କନ୍ୟା:ପାଓ୍ବାର
ମୁମ୍ବାଇ,୫।୧: ବେରୋଜଗାରକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର କେନ୍ଦ୍ର ଏବଂ ମହାରାଷ୍ଟ୍ରର ଭାଜପା ସରକାରଙ୍କ ଉପରେ ବର୍ଷିଛନ୍ତି। ପୁଣେରେ ‘ଜନ ଜାଗରଣ ଯାତ୍ରା’ରେ ସେ କହିଛନ୍ତି, ବେକାରୀ ସମସ୍ୟା ସାମାଜିକ ସମସ୍ୟା ସୃଷ୍ଟି କରୁଛି। ଚାକିରି ଅଭାବରୁ ବିବାହ ଯୋଗ୍ୟ…
ମାସକୁ କେତେ ରୋଜଗାର କରନ୍ତି ଶାହରୁଖ, ଦେଲେ ମଜାଳିଆ ଉତ୍ତର
ସୁପରଷ୍ଟାର ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଏବେ କିଙ୍ଗ୍ ଖଶନ୍ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଗତ କିଛି ଦିନ ମଧ୍ୟରେ ଶାହରୁଖ ଖାନ ତୃତୀୟ ଥର ପାଇଁ ଟୁଇଟର୍ରେ ଆସ୍କ ମି…
ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଆରମ୍ଭ ହେବ ମ୍ୟାଚ୍
ପୁଣେ,୫।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଲାଯିବ। ଏହି ସିରିଜକୁ କବ୍ଜା କରିବା ଉଦ୍ଦେଶ୍ୟରେ ଭାରତ ପଡିଆକୁ ଓହ୍ଲାଇବ। ଏଥି ସହିତ ଶ୍ରୀଲଙ୍କା ଦଳ ଏହି ମ୍ୟାଚ୍ ଜିତି…
ଚେସ୍ ଖେଳାଳି କମଳାକାନ୍ତଙ୍କ ପରଲୋକ
ଭୁବନେଶ୍ୱର, ୫ା୧ (ସ୍ପୋଟର୍ସ ବ୍ୟୁରୋ): ବରିଷ୍ଠ ଚେସ୍ ଖେଳାଳି କମଳାକାନ୍ତ ବିଷୋୟୀଙ୍କ ୭୩ ବର୍ଷ ବୟସରେ ବୁଧବାର ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ଦୀର୍ଘ ଦିନଧରି ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ୧୯୫୦ରେ କଟକର ସୁଭଦ୍ରାପୁର ଗ୍ରାମରେ ଜନ୍ମ ଗ୍ରହଣ…
ଚହଲଙ୍କୁ ନେଇ ଚିନ୍ତାରେ ଭାରତ
ପୁଣେ,୫ା୧(ପି.ଟି) : ଗୁରୁବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ ପୂର୍ବରୁ ଦଳର ପ୍ରମୁଖ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଫର୍ମକୁ ନେଇ ଚିନ୍ତାରେ ଭାରତ। ପ୍ରଥମ ଟି୨୦ରେ ପଦାର୍ପଣ କରିଥିବା ଶୁବମାନ ଗିଲ୍ଙ୍କ ପାଓ୍ବାର ପ୍ଲେରେ ଧିମା ବ୍ୟାଟିଂ ମଧ୍ୟ ଚିନ୍ତାର…
ଆନ୍ତଃବିଶ୍ୱବିଦ୍ୟାଳୟ ହକି ଚାମ୍ପିୟନଶିପ୍ ଆରମ୍ଭ
ଭୁବନେଶ୍ୱର, ୫।୧ : ଚଳିତ ବର୍ଷ ସମଗ୍ର ରାଜ୍ୟରେ ହକିକୁ ନେଇ ଉତ୍ସାହ ଦେଖିବାକୁ ମିଳୁଥିବାବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆନ୍ତଃ ବିଶ୍ୱବିଦ୍ୟାଳୟ ହକି ଚାମ୍ପିୟନଶିପ୍ ଆରମ୍ଭ ହୋଇଯାଇଛି। ସମଗ୍ର ଓଡିଶାରୁ ୯ଟି ବିଶ୍ୱବିଦ୍ୟାଳୟ ମହିଳା ହକି ଦଳ ମଙ୍ଗଳବାର ରମାଦେବୀ…
ରଣଜୀ ଟ୍ରଫି: ଓଡ଼ିଶା ବୋଲର ନିରାଶ
ଭୁବନେଶ୍ୱର, ୫।୧ (କ୍ରୀଡ଼ା ପ୍ରତିନିଧି): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ବୋଲରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଫଳରେ ନାଗାଲାଣ୍ଡ ଦୃଢ଼ ବ୍ୟାଟିଂ କରି ବଡ଼ ସ୍କୋର ଛିଡ଼ା କରିଛି। ଗ୍ରୁପ୍ ‘ଏ’ର ଅପେକ୍ଷାକୃତ ଦୁର୍ବଳ…
ମାଇକ୍ରୋଭେଷ୍ଟଠାରୁ ଭର୍ଥାନାର ନିବେଶ ପ୍ରାପ୍ତି
ନୂଆଦିଲ୍ଲୀ,୫।୧: ସୁଲଭ ଶିକ୍ଷା ଋଣ ନିମନ୍ତେ ବାଙ୍ଗାଲୋରର ଏକ ନନ୍ ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ୍ କମ୍ପାନୀ (ଏନ୍ବିଏଫ୍ସି) ଆମେରିକାରା ଏକ ବିଶ୍ୱସ୍ତରୀୟ ବିନିଯୋଗ ସଂସ୍ଥା ମାଇକ୍ରୋଭେଷ୍ଟଠାରୁ ୭ ମିଲିୟନ ଡଲାର (ପ୍ରାୟ ୫୬ କୋଟି ଟଙ୍କା) ନିବେଶ ପ୍ରାପ୍ତି କରିଛି। ଏହି ପୁଞ୍ଜି…
‘ଜିଓକୁ ସପୋର୍ଟ କରିବ ମୋଟୋରୋଲା ୫ଜି ଫୋନ୍
ନୂଆଦିଲ୍ଲୀ, ୫।୧: ଦେଶର ଅଗ୍ରଣୀ ସ୍ମାର୍ଟଫୋନ୍ ନିର୍ମାତା ମୋଟୋରୋଲା ତାର ନୂତନ ୫ଜି ସ୍ବାର୍ଟଫୋନ୍ ବଜାରରେ ପ୍ରବେଶ କରିଛି। ଏଥିରେ ଜିଓର ଟ୍ରୁ ୫ଜି ଷ୍ଟାଣ୍ଡ୍ ଏଲୋନ୍ ନେଟ୍ଓ୍ବାର୍କକୁ ସପୋର୍ଟ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ମୋଟୋରୋଲା ଏଜ୍…
Archives


