Home Left

‘ଏନ୍‌କାଉଣ୍ଟର ମୋ ପୁଅ ପାଇଁ ଏକ ଶ୍ରଦ୍ଧାଞ୍ଜଳି’

ପ୍ରୟାଗରାଜ,୧୩।୪: ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ଅସଦ ଅହମ୍ମଦଙ୍କୁ ଗୁରୁବାର ଝାନ୍ସିରେ ଏନ୍‌କାଉଣ୍ଟର କରାଯାଇଛି। ଏହି ଏନ୍‌କାଉଣ୍ଟର ଖବର ପାଇବା ପରେ ଓକିଲ ଉମେଶ ପାଲଙ୍କ ମା’ ଶାନ୍ତି ଦେବୀ ଏହା ମୋ ପୁଅ ପାଇଁ ଏକ ଶ୍ରଦ୍ଧାଞ୍ଜଳି ବୋଲି…

ଅସଦ ଅହମଦ ଏନକାଉଣ୍ଟରକୁ ନେଇ ଯୋଗୀ ସରକାରଙ୍କୁ ଅପିଲ କଲେ ମାୟାବତୀ

ଲକ୍ଷ୍ନୌ,୧୩।୪: ଉମେଶ ପାଲ ହତ୍ୟାକାଣ୍ଡରେ ଫେରାର ଥିବା ଅଭିଯୁକ୍ତ ଅତିକଙ୍କ ପୁଅ ଅସଦ ଅହମଦ ଓ ତାଙ୍କ ସହଯୋଗୀ ଗୁଲାମ ମହମ୍ମଦ ଉତ୍ତର ପ୍ରଦେଶ ଏସଟିଏଫ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ବହୁଜନ…

ମୁସଲିମ ପର୍ସନାଲ ଲ ବୋର୍ଡର ଅଧ୍ୟକ୍ଷ ମୌଲାନା ରାବେ ହସନି ନଦଭିଙ୍କ ପରଲୋକ

ଲକ୍ଷ୍ନୌ,୧୩।୪: ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡର ଅଧ୍ୟକ୍ଷ ହଜରତ ମୌଲାନା ରାବେ ହସନି ନଦଭି ସାହବଙ୍କର ଗୁରୁବାର ଦେହାନ୍ତ ହୋଇଛି। ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ମୁସଲିମ ପର୍ସନାଲ ଲ ବୋର୍ଡର ଅଧ୍ୟକ୍ଷଙ୍କୁ ଚିକିତ୍ସା ପାଇଁ ରାୟବରେଲିରୁ…

‘ବ୍ଲଡି ଡ୍ୟାଡି’ର ଟିଜରରେ ଖତରନାକ ଅନ୍ଦାଜରେ ନଜର ଆସିଲେ ଶାହିଦ

ମୁମ୍ବାଇ: ବଲିଉଡର ‘କବିର ସିଂ’ ଶାହିଦ କପୁର ୨୦୨୩ରେ ଧମାଲ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଗଲେଣି। ଆକ୍ଟରଙ୍କର କିଛି ବ୍ୟାକ ଟୁ ବ୍ୟାକ ଫିଲ୍ମ ରିଲିଜ ହେବାକୁ ଯାଉଛି। ଏବେ କିନ୍ତୁ ଅଭିନେତା ତାଙ୍କ ମୁଭି ‘ବ୍ଲଡି ଡ୍ୟାଡି’କୁ…

ଚନ୍ଦନକାଠ ଚୋରା ଚାଲାଣ, ଜଣେ ଅଟକ

ପଟାଙ୍ଗି,୧୩ା୪(ଡି.ଏନ୍‌.ଏ.): ଛତିଶଗଡ଼ ରାଜ୍ୟରୁ ଓଡ଼ିଶାର ଜୟପୁର, କୋରାପୁଟ, ସୁନାବେଡ଼ା, ଶେମିଳିଗୁଡ଼ା ଓ ପଟ୍ଟାଙ୍ଗି ଦେଇ ଯାଇଥିବା ଜାତୀୟ ରାଜପଥ ପଡ଼ୋଶୀ ଆନ୍ଧ୍ର ରାଜ୍ୟକୁ ସଂଯୋଗ କରିଥାଏ। ଉକ୍ତ ରାସ୍ତା ଦେଇ ଅନେକ କିଛି ଚୋରା ଚାଲାଣ ହେଉଥିବା ବେଳେ ମୁଖ୍ୟତଃ ଉକ୍ତ…

କୋର୍ଟ ଆଦେଶକୁ ଅବମାନନା କରି ପଳାତକ ଘୋଷିତ ହୋଇଥିଲେ, ୨ ହତ୍ୟା ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କଲା ପୋଲିସ

ବେଗୁନିଆପଡ଼ା,୧୩ା୪(ଡି.ଏନ୍‌.ଏ.): ପୋଲିସ ହାତରେ ଧରା ଦେଲେନି, କୋର୍ଟକୁ ବି ଅବମାନନା କଲେ। ଶେଷରେ ଜବତ ହେଲା ଅପରାଧୀଙ୍କ ସମ୍ପତ୍ତି। ଏଭଳି ଏକ ଖବର ସାମ୍ନାକୁ ଆସିଛି ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତର ମାଟିଗଡ଼ ଗାଁରୁ। ଖବର ଅନୁଯାୟୀ,…

ବିଭିନ୍ନ ଦାବିରେ ଶ୍ରମିକଙ୍କ ଆନ୍ଦୋଳନ

ଛତ୍ରପୁର,୧୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଇଆର୍‌ଇ କମ୍ପାନୀ ପରିସରରେ ଥିବା ରିପ୍‌ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଲାଗି ରହିଛି। ଏହି ଦାବି ପୂରଣ ନେଇ ପୂର୍ବରୁ ଆଇଆର୍‌ଇ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ମାତ୍ର ୩ ମାସ…

ଛାତ୍ରୀଙ୍କୁ ଅପହରଣ ସହ ବଳାତ୍କାର ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୩ା୪: ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ପ୍ରଭାତ କୁମାର ରାଜଗୁରୁ ଜନୈକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ପ୍ରମାଣ ଅଭାବରୁ ସେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେ ହେଉଛନ୍ତି ସଦର ଥାନା ଅନ୍ତର୍ଗତ…

ପ୍ରଥମ ଥର ପରଦାରେ ରୋମାନ୍ସ କରିବେ ବିକି-ସାରା

  ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲ ଏବଂ ସାରା ଅଲି ଖାନ ପ୍ରଥମ ଥର ଅନସ୍କ୍ରିନରେ ରୋମାନ୍ସ କରୁଥିବା ନଜର ଆସିବେ। ଶେଷରେ ତାଙ୍କ ଫିଲ୍ମର ଟାଇଟଲ ସାମ୍ନାକୁ ଆସିଛି। ବୁଧବାର, ଜିଓ ଷ୍ଟୁଡିଓ ଏହାର ଆଗାମୀ ଚଳଚ୍ଚିତ୍ର ଏବଂ…

କେଣ୍ଟୁକି ବ୍ୟାଙ୍କ ଫାୟରିଂ ସମୟରେ ୯୧୧କୁ କଲ କରି ଲୋକେ ବଖାଣିଥିଲେ ଭୟ, ଗୁଳିକାଣ୍ଡରେ ୫ ମୃତ

ଲୁଇସଭିଲେ,୧୩।୪: ଆମେରିକାର ଟେକ୍ସାସ ଅଞ୍ଚଳରେ ଲୁଇସଭିଲେ ସହରରେ ଥିବା ଏକ ବ୍ୟାଙ୍କ ବିଲଡିଂରେ ମଙ୍ଗଳବାର ହୋଇଥିବା ଗୁଳିକାଣ୍ଡରେ କେତେଜଣ ହତାହତ ହୋଇଛନ୍ତି। ହଠାତ୍‌ କେତେଜଣ ଆକ୍ରମଣକାରୀ ବ୍ୟାଙ୍କ ଭିତରକୁ ପସି ଯାଇଥିଲେ ଓ ଆଖିବୁଜା ଗୁଳି ଚଳାଇଥିଲେ । ଏହି ଗୁଳିକାଣ୍ଡରେ…

ପ୍ରୟାଗରାଜ କୋର୍ଟରେ ହାଜର ହେଲେ ଅତିକ ଅହମଦ

ଲକ୍ଷ୍ନୌ,୧୩।୪: ଉତ୍ତରପ୍ରଦେଶର ମାଫିଆ ଏବଂ ପୂର୍ବତନ ଏମ୍‌ପି ଅତିକ ଅହମଦ ଏବଂ ତାଙ୍କ ଭାଇ ଅଶରଫଙ୍କୁ ପ୍ରୟାଗରାଜରେ ଉମେଶ ପାଲ ହତ୍ୟା ମାମଲାରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଛି। ପଚରାଉଚରା ପାଇଁ ଅତିକଙ୍କୁ ହେପାଜତରେ ନେବାକୁ ପୋଲିସ…

ସାମନ୍ଥା ରୁଥ ପ୍ରଭୁଙ୍କ ’ଶାକୁଂତଳମ’ର ଫାଷ୍ଟ ରିଭ୍ୟୁ ଆଉଟ

ମୁମ୍ବାଇ: ସାମନ୍ଥା ରୁଥ ପ୍ରଭୁଙ୍କ ’ଶାକୁଂତଳମ’କୁ ଦର୍ଶକେ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି। ଏହି ଫିଲ୍ମ କାଳିଦାସଙ୍କ କବିତା ‘ଅଭିଜ୍ଞାନ ଶାକୁଂତଳମ’ ଉପରେ ବେସ୍ଡ ଏକ ମାଇଥୋଲଜିକାଲ ଡ୍ରାମା। ସାମନ୍ଥାଙ୍କ ଏହି ମୋଷ୍ଟ ଆଓ୍ବେଟେଡ ମୁଭି ୧୪ ଏପ୍ରିଲ ଅର୍ଥାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?