Home Left

ହାଜତ ମୃତ୍ୟୁ: ବଡ଼ଚଣା ଥାନା ଅଧିକାରୀଙ୍କୁ ବଦଳି

ଚଣ୍ଡିଖୋଲ,୭ା୧(ଡି.ଏନ୍‌.ଏ.): ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ଫାଣ୍ଡିରେ ହାଜତ ମୃତ୍ୟୁ ମାମଲାରେ ନୂଆ ଏସ୍‌ପି ବିନୀତ ଅଗ୍ରଓ୍ବାଲ ଶନିବାର ସାରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ସିନ୍ଧୁପୁର ଗ୍ରାମର ଈଶ୍ୱର ସେଠୀଙ୍କ ଧାନମଣ୍ଡଳ ଫାଣ୍ଡି…

ଶିବସୁନ୍ଦର ଜାତୀୟ ଦଳର ଚୟନକର୍ତ୍ତା

ଭୁବନେଶ୍ୱର,୮।୧ (ସ୍ପୋଟର୍‌ସ ବ୍ୟୁରୋ): ବିସିସିଆଇ କ୍ରିକେଟ ଉପଦେଷ୍ଟା କମିଟି ପକ୍ଷରୁ ଶନିବାର ୫ ଜଣିଆ ଜାତୀୟ ଚୟନକର୍ତ୍ତା ଦଳ ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ତଥା ଓଡ଼ିଶା ଖେଳାଳି ଶିବସୁନ୍ଦର ଦାସଙ୍କୁ ସିନିୟର ଦଳର ଚୟନକର୍ତ୍ତା ଭାବରେ…

‘ରାଜ୍ୟପାଳ ହେବାରେ କୌଣସି ଆନନ୍ଦ ନାହିଁ, କେବଳ ଦୁଃଖ’

ମୁମ୍ବାଇ,୭।୧: ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରି ନିଜର ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାଜ୍ୟପାଳ ହେବାରେ କୌଣସି ଆନନ୍ଦ ନାହିଁ ବରଂ ଏହି ପଦବୀରେ ରହିବାରେ ବହୁତ ଦୁଃଖ ଅଛି ବୋଲି ସେ କହିଛନ୍ତି। ମହାରାଷ୍ଟ୍ର ରାଜଭବନରେ ଆୟୋଜିତ…

ତଳେ ପଡ଼ିଗଲେ, ତଥାପି ମାରିଲେ ଛକା

ରାଜକୋଟ,୭।୧: ଫୁଲ୍‌ଟସ୍‌ ବଲ୍‌ ଖେଳିବାକୁ ଯାଇ ତଳେ ପଡ଼ିଗଲେ, ତଥାପି ଛକା ମାରିଲେ କ୍ରିକେଟର। କିଛି ଏଭଳି ଦୃଶ୍ୟ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ଟି୨୦ ମୁକାବିଲାରେ ଦେଖିବାକୁ ମିଳିଛି। ଭାରତୀୟ ଇନିଂସର ୧୩ତମ ଓଭରର ଦ୍ୱିତୀୟ ବଲ୍‌ରେ…

ନୋରା ନୁହନ୍ତି, ଏହି ପାକିସ୍ତାନୀ ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଆର୍ୟନ ଖାଁ !

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆର୍ୟନ ଖାଁ। କିଛି ଦିନ ଧରି ସେ ନୋରା ଫତେହୀଙ୍କୁ ଡେଟ୍‌ କରୁଥିବା କୁହାଯାଉଥିଲା। ହେଲେ ଏବେ କାହାଣୀ ପଲଟି ଯାଇଛି। ପାକିସ୍ତାନୀ ଅଭିନେତ୍ରୀ…

ଯନ୍ତ୍ରୀଙ୍କର ରହିଛି ୧୪ ପ୍ଲଟ୍‌, ଏକାଧିକ କୋଠା

ଭୁବନେଶ୍ୱର,୭ା୧(ବ୍ୟୁରୋ): ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ଭୁବନେଶ୍ୱର ଆରଡବ୍ଲ୍ୟୁଏସ୍‌ଏସ୍‌ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କର ୨ଟି ତିନି ମହଲା କୋଠା ଗୋଟିଏ ଦୁଇ ମହଲା କୋଠା ସମେତ ୧୪ଟି ପ୍ଲଟ୍‌ ରହିଛି। ଏହା ସହିତ…

୪୫ ବଲ୍‌ରେ ଶତକ

ରାଜକୋଟ,୭।୧: ଭାରତ-ଶ୍ରୀଲଙ୍କା ମଧ୍ୟରେ ଶନିବାର ଖେଳାଯାଉଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଟି୨୦ରେ ଚମକିଛନ୍ତି ସୂର୍ଯ୍ୟକୁମାର ଯାଦବ। ଟି୨୦ ଅନ୍ତର୍ଜାତୀୟ ଫର୍ମାଟରେ ସେ ନିଜର ତୃତୀୟ ଶତକ ମାରିବାରେ ସଫଳ ହୋଇଛନ୍ତି। ମାତ୍ର ୪୫ ବଲ୍‌ରେ ୮ ଛକା ଏବଂ ୬ ଚୌକା…

ଛଟେଇ କରିବ ମ୍ୟାକ୍‌ଡୋନାଲ୍ଡ୍‌

ନୂଆଦିଲ୍ଲୀ,୭।୧: ଛଟେଇ କରିବ ମ୍ୟାକ୍‌ଡୋନାଲ୍ଡ। ଚଳିତ ବର୍ଷ ଏପ୍ରିଲ ସୁଦ୍ଧା କମ୍ପାନୀର କିଛି କର୍ମଚାରୀଙ୍କୁ ଛଟେଇ କରାଯିବାକୁ ନେଇ ଘୋଷଣା କରାଯିବ ବୋଲି ସିଇଓ କ୍ରିସ କେମ୍ପକିନସ୍କି କହିଛନ୍ତି। ତେବେ କମ୍ପାନୀରେ ୨ ଲକ୍ଷ କର୍ମଚାରୀ ଅଛନ୍ତି। ଏବେ ସେମାନଙ୍କର ଭୂମିକା…

ଉସମାନଙ୍କ ସହ ସଚିନଙ୍କ ଭଳି ଅନ୍ୟାୟ: ଦ୍ୱିଶତକ ମାରିବା ପୂର୍ବରୁ ଇନିଂସ ଘୋଷଣା କରିଦେଲେ ଅଧିନାୟକ

ସିଡନୀ,୭।୧: କ୍ରିକେଟ ଇତିହାସରେ ୨୦୦୪ ଘଟଣାର ପୁନରାବୃତ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିୟ ଖେଳାଳି ଉସମାନ ଖ୍ବାଜାଙ୍କ ଅନ୍ୟାୟ କରାଯାଇଛି। ସେ ୧୯୫ ରନ୍‌ରେ ଅପରାଜିତ ଥିଲେ ହେଁ ନିଜର ଦ୍ୱିଶତକ ପୂରଣ କରିପାରିବାରୁ ବଞ୍ଚିତ ହୋଇଛନ୍ତି। କାରଣ…

ଖାଲରେ ପଡ଼ି ଶିଶୁପୁତ୍ରର ଜୀବନ ଗଲା

ବଡ଼ବିଲ,୭ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ନାଲଦା ଅଞ୍ଚଳରେ ୩ ବର୍ଷର ଶିଶୁପୁତ୍ର  ପାଣି ଭର୍ତ୍ତି ଏକ ଖାଲରେ ପଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ନେଇ ବଡ଼ବିଲ  ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି…

ପ୍ରେମରେ ପଡ଼ିଛନ୍ତି ଇମରାନ ଖାଁଙ୍କ ପୂର୍ବପତ୍ନୀ ଅବନ୍ତିକା

ବମ୍ବେ: ବଲିଉଡ୍‌ ଅଭିନେତା ଇମରାନ ଖାଁଙ୍କ ପୂର୍ବପତ୍ନୀ ଅବନ୍ତିକା ମଲିକଙ୍କ ଜୀବନରେ ମିଷ୍ଟ୍ରିମ୍ୟାନ୍‌ଙ୍କ ଏଣ୍ଟ୍ରି। ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ପରେ ଏଭଳି କିଛି କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୮ ବର୍ଷର ବିବାହ ପରେ ଅବନ୍ତିକା ଇମରାନଙ୍କଠାରୁ ଅଲଗା…

ଫଟୋ ଶେୟାର କରି ରଣବୀରଙ୍କ ପାଇଁ ଏମିତି ଲେଖିଲେ ଦୀପିକା

ମୁମ୍ବାଇ: ଫିଲ୍ମ ‘ପଠାନ’ ପାଇଁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଅଭିନେତ୍ରୀଙ୍କ ଫିଲ୍ମ ଗୀତକୁ ନେଇ ସୋସିଆଲ ମିଡିଆରେ ବିବାଦ ଜାରି ରହିଛି। ଏହି ସମୟରେ ଦୀପିକା ତାଙ୍କର ୩୭ତମ ଜନ୍ମଦିନ ପାଳନ କରିସାରିଛନ୍ତି। ଯେଉଁଥିରେ ପ୍ରଶଂସକଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri