ଦିଲ୍ଲୀର ଗୋଟିଏ ଗୋଟିଏ ଓ୍ବାର୍ଡ ପାଲଟିଗଲାଣି ପାକିସ୍ତାନ: କୈଳାଶ ବିଜୟବର୍ଗିୟ
ନୂଆଦିଲ୍ଲୀ,୨୭।୧୧: ଦିଲ୍ଲୀ ଏମସିଡି ନିର୍ବାଚନ ୨୦୨୨କୁ ନେଇ ଭାଜପା ଏବେ ଆମ ଆଦମୀ ପାର୍ଟି ମଧ୍ୟରେ ବାକ୍ଯୁଦ୍ଧ ଲାଗିଛି। ବରିଷ୍ଠ ଭାଜପା ନେତା କୈଳାଶ ବିଜୟବର୍ଗିୟ କହିଛନ୍ତି, କଂଗ୍ରେସର ତୁଷ୍ଟିକରଣ ଏବଂ ଏଏପିର ଅଳିଆ ନୀତି ଯୋଗୁ ଏଠାରେ ଛୋଟ ୱାର୍ଡ…
ନକ୍ଆଉଟ୍ରେ ଫ୍ରାନ୍ସ
ଦୋହା (କାତାର), ୨୭।୧୧(ଏପି): ଡେନ୍ମାର୍କ ବିପକ୍ଷରେ ୨-୧ ଗୋଲରେ ବିଜୟ ହାସଲ କରି ଫ୍ରାନ୍ସ ଚଳିତ ବିଶ୍ୱକପରେ ପ୍ରଥମ ଦଳ ଭାବେ ନକ୍ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ଦଳପକ୍ଷରୁ ଦୁଇଟି ଯାକ ଗୋଲ୍ କିଲିଆନ୍ ଏମ୍ବାପେ ସ୍କୋର କରିଥିଲେ। ମ୍ୟାଚର ତିନୋଟି…
କନ୍ଧମାଳରେ ଆରମ୍ଭ ହେଲା ଷ୍ଟ୍ରବେରୀ ଚାଷ
ଫୁଲବାଣୀ ଅଫିସ, ୨୭ା୧୧: କନ୍ଧମାଳ ଜିଲାରେ ଅଧିକ ଥଣ୍ଡା ପଡିବା ଏବଂ ଚାଷ ପାଇଁ ଉପଯୁକ୍ତ ତାପମାତ୍ରା ରହୁଥିବାରୁ ପ୍ରଥମଥର ପାଇଁ ପାଇଲଟିଂ ପ୍ରୋଜେକ୍ଟରେ ଷ୍ଟ୍ରବେରୀ ଚାଷ ଆରମ୍ଭ ହୋଇଛି । ଷ୍ଟ୍ରବେରୀ ଚାଷ ସାଧାରଣତଃ ୧୫ରୁ ୨୫ ଡିଗ୍ରୀ ତାପମାତ୍ରା…
ଡାଟା ସାଇନ୍ସ ଅନୁସାରେ ବ୍ରାଜିଲ୍ ଫେଭରାଇଟ୍
ଦୋହା,୨୭।୧୧(ପି.ଟି.): କାତାରରେ ଅନୁଷ୍ଠିତ ବିଶ୍ୱକପ ମଧ୍ୟରେ ଟାଇଟଲ ଫେଭରାଇଟ୍କୁ ନେଇ ଏକ ଭିନ୍ନ ଧରଣର ଖବର ସାମ୍ନାକୁ ଆସିଛି। କିଛି ଡାଟା ସାଇଣ୍ଟିଷ୍ଟଙ୍କ ଦ୍ୱାରା କରାଯାଇଥିବା ଡାଟା ଲାବ ପ୍ରୋଜେକ୍ଟରୁ ଆସିଥିବା ତଥ୍ୟ ଅନୁସାରେ ଫିଫା ୨୦୨୨ ପାଇଁ ବ୍ରାଜିଲ ଟାଇଟଲ୍…
ବେପରୁଆ ଭାବେ ଚାଲିଛି ଗଣ୍ଡିବେଡ-ଔପଦା ରାସ୍ତା
ଖଇରା/ଔପଦା, ୨୭।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ପୂର୍ତ୍ତ ବିଭାଗ ଅଧୀନରେ ବିଭିନ୍ନ ସ୍ଥାନରେ ଚାଲିଥିବା କାର୍ଯ୍ୟକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ବିଶେଷ କରି ବେପରୁଆ ଭାବେ ଚାଲିଥିବା ଗଣ୍ଡିବେଡ-ଔପଦା ଏବଂ ୫ରୁ ଅଧିକ ରାସ୍ତା କାମର ଉଚ୍ଚସ୍ତରୀୟ…
୧୨ ବର୍ଷ ପରେ ଜିତିଲା ଅଷ୍ଟ୍ରେଲିଆ
ଅଲ ଓ୍ବାକରା(କାତାର),୨୭।୧୧,(ପି.ଟି.): ଚଳିତ ଫିଫା ବିଶ୍ୱକପ୍ରେ ନିଜର ପ୍ରଥମ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। ଟ୍ୟୁନିସିଆକୁ ୧-୦ରେ ହରାଇବା ସହିତ ଶନିବାର ପ୍ରଥମ ବିଜୟ ହାସଲ କରିଛି ଦଳ। ଏହା ସହିତ ଗ୍ରୁପ୍ ଡି’ର ପଏଣ୍ଟ ଟେବଲର ଦ୍ୱିତୀୟ ସ୍ଥାନରେ ରହି…
ଅଚଳ ହୋଇପଡ଼ିଛି ଡିଜିଟାଲ କିଓସ୍କ
କେନ୍ଦୁଝର,୨୭ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଡିଏମ୍ଏଫ୍ ଅର୍ଥରେ ପ୍ରତିଷ୍ଠା କରାଯାଇଥିବା ଲକ୍ଷାଧିକ ଟଙ୍କା ବ୍ୟୟର ଡିଜିଟାଲ କିଓସ୍କ କାମରେ ଲାଗୁନି। ଦୀର୍ଘ ମାସ ହେଲା ଏହା ଅଚଳ ହୋଇ ପଡ଼ିଥିଲେ ହେଁ ମରାମତି କରାଯାଉ ନ ଥିବାରୁ ଆସୁଥିବା ରୋଗୀ…
ଆଜି ପ୍ରତିଷ୍ଠା ଦିବସ ପାଳିବ ଉତ୍କଳ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର, ୨୭।୧୧(ବ୍ୟୁରୋ): ଦେଶର ଅନ୍ୟତମ ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ ରବିବାର ତା’ର ୮୦ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏଥିସହ ୮୧ବର୍ଷରେ ପାଦ ଦେବ। ଏହି ପରିପ୍ରେକ୍ଷୀରେ ଦିନତମାମ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଶିକ୍ଷା, ଗବେଷଣା, ପ୍ରଯୁକ୍ତି…
ଚେତାବନୀ ଦେଲା ପାକିସ୍ତାନ: ଭାରତ ଏସିଆ କପ୍ ଖେଳିବାକୁ ନ ଆସିଲେ ପାକିସ୍ତାନ ଦିନିକିଆ ବିଶ୍ୱକପ୍ ଖେଳିବାକୁ ଯିବନି ଭାରତ
ଇସଲାମାବାଦ,୨୭।୧୧: ଭାରତ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆସନ୍ତା ବର୍ଷ ହେବାକୁ ଥିବା ଏସିଆ କପ ଏବଂ ଦିନିକିଆ ବିଶ୍ୱକପକୁ ନେଇ ପୁଣି ଥରେ ସାମ୍ନାସାମ୍ନି ହୋଇଛି। ବିସିସିଆଇ ସଚିବ ଜୟ ଶାହା…
ଫେରିଲା ଶୀତ, ଦାରିଙ୍ଗବାଡ଼ିରେ ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ
ଦାରିଙ୍ଗବାଡି,୨୭।୧୧(ଡି.ଏନ୍.ଏ.): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଶୀତ ଫେରିଛି। ପାରଦ ତଳମୁହାଁ ହେବା ସହ କାକର ପଡିଛି । ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁର ସହାୟତା ନେଉଛନ୍ତି। କାମ ଧନ୍ଦାକୁ…
ଦ୍ୱିତୀୟ ଦିନିକିଆରେ ବର୍ଷା ବାଧକ: ପ୍ରଥମେ ବ୍ୟାଟିଂ କରୁଛି ଭାରତ
ହାମିଲଟନ,୨୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ଦିନିକିଆ ହାମିଲଟନର ସିଡନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ…
ସଚେତନତା ପାଇଁ ଫଟୋ ଶୁଟ୍
କାନ୍ବେରା: ପ୍ରଚଳିତ ପୁରାତନ ପ୍ରଥ ହେଉ ଅବା ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ସାମୂହିକ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ସିଡ୍ନୀର ବୋଣ୍ଡି ବିଚ୍ରେ ପାଖାପାଖି ୨୫୦୦ ଜଣ ଲୋକ ଏକାଠି ହୋଇ ଫଟୋ ଶୁଟ୍ କରିଛନ୍ତି। ତେବେ ଏହି ଗଣ…
Archives


