Home Left

ଆମେରିକୀୟ ରିପୋର୍ଟର ଇଭାନ୍‌ଙ୍କୁ ଜାମିନ ମିଳିଲାନି

ମସ୍କୋ, ୧୯।୪: ମସ୍କୋର ଏକ କୋର୍ଟ ମଙ୍ଗଳବାର ଆମେରିକୀୟ ଖବରଦାତା ଇଭାନ୍‌ ଜରସ୍କୋଭିଚ୍‌ଙ୍କୁ ଜାମିନ ପ୍ରଦାନ ପାଇଁ ମନା କରିଦେଇଛନ୍ତି। ରୁଷିଆରେ ଗୁପ୍ତଚରଗିରି ଅଭିଯୋଗରେ ଇଭାନ୍‌ଙ୍କୁ ଗିରଫ କରାଯିବା ସହ ତାଙ୍କୁ ୨୦ ବର୍ଷର ଜେଲଦଣ୍ଡ ମିଳିଛି। ଜାମିନ ନ ମିଳିବା…

ଟୁଇଟର ନୀତି ଉଲ୍ଲଂଘନକାରୀ ପୋଷ୍ଟ ଉପରେ ଲାଗିବ କଟକଣା

ଓ୍ବାଶିଂଟନ୍‌, ୧୯।୪: ମାଇକ୍ରୋ ବ୍ଲଗିଂ ଆପ୍‌ ଟୁଇଟର ମଙ୍ଗଳବାର ନିଜ ପଲିସି ଅପ୍‌ଡେଟ୍‌ କରିଛି। ଏଣିକି ଟୁଇଟର ନୀତି ଉଲ୍ଲଂଘନ କରୁଥିବା ଟୁଇଟ୍‌ର ଭିଜିବିଲିଟି ଉପରେ କଟକଣା ଲାଗିବ। ନୀତି ଉଲଂଘନ କରୁଥିବା ଟୁଇଟ୍‌ ଉପରେ କମ୍ପାନୀ ପ୍ରଥମେ ଭିଜିବିଲିଟି ଫିଲ୍ଟର…

ସିଦ୍ଦାରାମାୟା-ଜୟଶଙ୍କର ମୁହାଁମୁହିଁ

ନୂଆଦିଲ୍ଲୀ,୧୯।୪: ସୁଦାନରେ ୩୧ ଜଣ ହକ୍କି ପିକ୍କି ଆଦିବାସୀ ଫସିରହିଥିବା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଦାରାମାୟା ମଙ୍ଗଳବାର ଟୁଇଟ୍‌ କରିଛନ୍ତି। ସେଠାରୁ କନ୍ନଡିଗାମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ଆଣିବା ପାଇଁ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.…

ଗଣବଳାତ୍କାରୀଙ୍କୁ କାହିଁକି ମୁକ୍ତ କଲ

ନୂଆଦିଲ୍ଲୀ,୧୯।୪: ଗୁଜରାଟ ଦଙ୍ଗା ବେଳେ ୫ ମାସର ଗର୍ଭବତୀ ଥିବା ବିଲ୍‌କିସ୍‌ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟାକରି ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ସମସ୍ତ ୧୧ ଦୋଷୀଙ୍କୁ ଗତ ଅଗଷ୍ଟ ୧୫ରେ ରାଜ୍ୟ ସରକାର ଜେଲରୁ ମୁକ୍ତ…

ସୁଦାନରେ ସାମରିକ ସଂଘର୍ଷ: ୨୦୦ ନିହତ

ଖାର୍ତୁମ/ନୂଆଦିଲ୍ଲୀ,୧୯।୪: ଉତ୍ତର-ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ସେନା ଜେନେରାଲ ଓ ବିଦ୍ରୋହୀ ଅର୍ଦ୍ଧସାମରିକ ବଳ ମଧ୍ୟରେ ୪ ଦିନ ହେଲା ଘମାଘୋଟ ଲଢ଼େଇ ଚାଲିଛି। ଗୁଳି ବିନିୟମ ଜାରି ରହିଥିବା ଦେଖି ରାଜଧାନୀ ଖାର୍ତୁମ ସମେତ ଦେଶର ବିଭିନ୍ନ ଭାଗରେ ଲକ୍ଷ…

ପିଲାଙ୍କ ମୋବାଇଲ ନିଶା: ଚିନ୍ତାରେ ୮୫% ଅଭିଭାବକ

ନୂଆଦିଲ୍ଲୀ,୧୯।୪: ଆଧୁନିକ ଯୁଗରେ ମୋବାଇଲ୍‌ର ଉପଯୋଗିତା ବଢ଼ିଚାଲିଛି। ଖାଦ୍ୟ ଅର୍ଡର କରିବାଠାରୁ ଆରମ୍ଭ କରି କ୍ୟାବ୍‌ ବୁକ୍‌ କରି ନିଜ ଗନ୍ତବ୍ୟସ୍ଥଳକୁ ଯିବା ପର୍ଯ୍ୟନ୍ତ, ପ୍ରାୟ ସବୁ କାମ ପାଇଁ ଏବେ ଲୋକମାନେ ମୋବାଇଲ ଉପରେ ନିର୍ଭରଶୀଳ। ବହୁ ଜଟିଳ କାମକୁ…

ଓଡ଼ିଆରେ ଷ୍ଟାଫ୍‌ ସିଲେକ୍ସନ ପରୀକ୍ଷାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୯।୪: ଷ୍ଟାଫ୍‌ ସିଲେକ୍ସନ କମିଶନ ମଲ୍ଟିଟାସ୍କିଙ୍ଗ(ଅଣବୈଷୟିକ) କର୍ମଚାରୀ ଚୟନ ଲାଗି (ଏସ୍‌ଏସ୍‌ସି ଏମ୍‌ଟିଏସ୍‌) ପରୀକ୍ଷା,୨୦୨୨ ଏବଂ ମିଳିତ ଉଚ୍ଚମାଧ୍ୟମିକ ସ୍ତରୀୟ ପରୀକ୍ଷା (ସିଏଚ୍‌ଏସ୍‌ଏଲ୍‌ଇ),୨୦୨୨ ହିନ୍ଦୀ, ଇଂଲିଶ ବ୍ୟତୀତ ଓଡ଼ିଆ ଓ ଅନ୍ୟ ଆଞ୍ଚଳିକ ଭାଷାରେ ହେବ। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ…

ମେ’ ୨୧ରେ ଓଜେଏସ୍‌-୨୦୨୨ ପ୍ରିଲିମନାରି ପରୀକ୍ଷା

କଟକ ଅଫିସ,୧୯।୪: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌)-୨୦୨୨ର ପ୍ରିଲିମନାରି ପରୀକ୍ଷା ଆସନ୍ତା ମେ’ ୨୧ରେ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ। ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ…

ବାରିପଦା, ଝାରସୁଗୁଡ଼ାରେ ୪୪ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର,୧୮ା୪(ବ୍ୟୁରୋ)-ଗତ କିଛିଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉପକୂଳଠାରୁ ଉପାନ୍ତ ସବୁଠି ତାତିର ପ୍ରକୋପ ପରିବେଶକୁ ଉତ୍ତପ୍ତ କରିଛି । ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହୁଛିି। ଆସନ୍ତା…

ସରୋଜ ସାମଲ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ

ଭୁବନେଶ୍ୱର,୧୮ା୪(ବ୍ୟୁରୋ)-ରାଜ୍ୟ ସରକାର ସରୋଜ କୁମାର ସାମଲଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି । ଏ ନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ…

ଶ୍ରୀମନ୍ଦିର ପ୍ରଶାସନ ଫାଇଲ ମିଳୁନି

ଭୁବନେଶ୍ୱର,୧୮ା୪(ବ୍ୟୁରୋ)-ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ଭଳି ଜଗନ୍ନାଥ ମନ୍ଦିର ପ୍ରଶାସନର ୨ଟି ଫାଇଲର ପତ୍ତା ମିଳୁନାହିଁ। ଏ ନେଇ ଆଇନ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଉକ୍ତ ଫାଇଲକୁ ଦାଖଲ କରିବାକୁ ପଡ଼ିବ।…

ଯବାନ-ମାଓବାଦୀ ଗୁଳି ବିନିମୟ: ଜଣେ ମାଓବାଦୀ ନିହତ, ୨ ଗିରଫ

ମାଲକାନଗିରି, ୧୮ା୪(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମଙ୍ଗଳବାର ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଛନ୍ତି। ୨ଜଣ ମାଓବାଦୀ ଧରାପଡିଛନ୍ତି। ମୃତ ମାଓବାଦୀଙ୍କ ପରିଚୟ ମିଳିପାରିନାହିଁ। ଖବରରୁ ଜଣାପଡିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?