ଶ୍ରୀଲିଙ୍ଗରାଜ ମନ୍ଦିର: ଆରମ୍ଭ ହେବ ନୂଆ ରୋଷଘର କାର୍ଯ୍ୟ
ପୁରୁଣା ଭୁବନେଶ୍ୱର,୧୩ା୧(ଡି.ଏନ୍.ଏ.): ଶ୍ରୀଲିଙ୍ଗରାଜଙ୍କ ଦୈନଦିନ ନୀତିରେ ଶଙ୍ଖୁଡ଼ି ଭୋଗ, ଅନ୍ନ ଭୋଗ ଲାଗି ହୋଇଥାଏ। ପ୍ରାଚୀନ କାଳରୁ ମନ୍ଦିର ବେଢା ପରିସରରେ ନୃସିଂହ ଦେବ ମନ୍ଦିର ପଛପଟେ ରହିଛି ଠାକୁରଙ୍କ ରୋଷଘର। ସମ୍ପ୍ରତି ଏଠାରେ ୪ରୁ ୫ଟି ରୋଷଚୁଲା ରହିଛି। ବିଭିନ୍ନ…
ପ୍ରସିଦ୍ଧ ଗାୟିକାଙ୍କ ପରଲୋକ
ଆମେରିକାର ପ୍ରସିଦ୍ଧ ଗାୟିକା ତଥା ଗୀତିକାର ଲିସା ମାରି ପ୍ରେସଲି ଆଉ ନାହାଁନ୍ତି। ସେ ୫୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ଆକ୍ରାନ୍ତ ପରେ ପ୍ରେସଲିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଲିସା ଆମେରିକାର ସ୍ବର୍ଗତ ଅଭିନେତା, ଗାୟକ…
୯୦ ଏକର ଜମିରେ ହେବ ‘ଆନନ୍ଦବନ’
ଭୁବନେଶ୍ୱର,୧୩।୧ (ବ୍ୟୁରୋ): ସହରାଞ୍ଚଳ ବନ ବିଭାଗ ପକ୍ଷରୁୁ ଶଙ୍କରପୁର ମୌଜା ଘାଟିକିଆ-କଳିଙ୍ଗ ବିହାର ଅଞ୍ଚଳରେ ପ୍ରକଳ୍ପ ‘ଆନନ୍ଦବନ’ ପ୍ରସ୍ତୁତ କରାଯାଉଛି। ପ୍ରାୟ ୯୦ ଏକର ଜମିରେ ଏହି ଆନନ୍ଦବନର ପରିକଳ୍ପନା କରାଯାଇଥିବାବେଳେ ଉକ୍ତ ଅଞ୍ଚଳରେ ଗଢ଼ିଉଠିଥିତ୍ବା ବେଆଇନ୍ ନିର୍ମାଣ ଏଥିରେ ବାଧକ…
କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ସୃଷ୍ଟିହେଲା ୨୦ ନୂଆ ପଦବୀ
ଭୁବନେଶ୍ବର,୧୩ା୧(ବ୍ୟୁରୋ): କେନ୍ଦୁଝରରେ ୩୩୦ ଶଯ୍ୟା ବିଶିଷ୍ଟ ଜିଲା ମୁଖ୍ୟ ଚିକିତ୍ସାଳୟ ନିମନ୍ତେ ବିଭିନ୍ନ ବର୍ଗରେ ୨୦ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ କାର୍ଯ୍ୟାଳୟ ଆଦେଶରୁ ଜଣାପଡ଼ିଛି। ରାଜ୍ୟ ସରକାରଙ୍କ…
ଆଜି ରିଲିଜ ହେବ ‘ଦମନ’ର ହିନ୍ଦୀ ଟ୍ରେଲର
ଭୁବନେଶ୍ୱର,୧୩।୧(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ହିନ୍ଦୀ ଟ୍ରେଲର ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପାନୋରମା ୟୁଟ୍ୟୁବ ଚ୍ୟାନେଲରେ ମୁକ୍ତିଲାଭ କରିବ। ଓଡ଼ିଆ ଭାଷାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ବିପୁଳ ସଫଳତା ପରେ ହିନ୍ଦୀ ଭାଷାରେ ପ୍ରସ୍ତୁତ କରାଯାଇଛି। ଗତ ଗୁରୁବାର ପାନୋରମା ଷ୍ଟୁଡିଓ…
ଫେବୃୟାରୀ ୨୭ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ନିର୍ଦ୍ଦେଶ
ମଙ୍ଗୁଳି-ଜଗତପୁର,୧୩ା୧(ଡି.ଏନ.ଏ.): ଚୌଦ୍ୱାର ପୌରପାଳିକା ଅଧୀନ ୧୯ଟି ଓ୍ବାର୍ଡରେ ଉନ୍ନତି ଯୋଜନାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ବାବଦରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ସୂଚନା ଅଧିକାର କର୍ମୀ ମନୋଜ ସାହୁ ଓ ଶ୍ରୀକାନ୍ତ ପାକଳ ଗତ ମେ’ରେ…
ସାଇକେଲ ହ୍ୟାଣ୍ଡେଲ ଛାଡ଼ି ‘ପତଲି କମରିଆଁ’ଗୀତରେ ଡ୍ୟାନ୍ସ କଲେ ଯୁବତୀ, ଭିଡିଓ ଦେଖିଲେ…
ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ଭାଇରାଲ ହେଉଛି। ସେଥିରୁ କିଛି ଭିଡିଓ ୟୁଜରଙ୍କ ହୃଦୟକୁ ଛୁଇଁଯାଇଥାଏ। ଏବେ ସୋସିଆଲ ମିଡିଆରେ ରିଲ୍ସର ଟ୍ରେଣ୍ଡ ଚାଲିଛି। ବଲିଉଡ୍ର ହିଟ୍ ଗୀତରେ ଲୋକେ ରିଲ୍ କରିବାକୁ ପସନ୍ଦ କରୁଛନ୍ତି। ବେଳେବେଳେ ଏମିତି ରିଲ୍…
ଫ୍ରାନ୍ସ ବିପକ୍ଷରେ ଅଷ୍ଟ୍ରେଲିଆ ଫେଭରାଇଟ
କଳିଙ୍ଗରେ ଦ୍ୱିତୀୟ ମ୍ୟାଚରେ ଫ୍ରାନ୍ସକୁ ଭେଟିବ ଶକ୍ତିଶାଳୀ ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟ ଇତିହାସରେ ସର୍ବାଧିକ ପଦକ ବିଜୟୀ ଅଷ୍ଟ୍ରେଲିଆ ସ୍ବାଭାବିକଭାବେ ଫେଭରାଉଟ ବିବେଚିତ ହେଉଛି। ଅଷ୍ଟ୍ରେଲିଆ ୧୯୮୬, ୨୦୧୦, ୨୦୧୪ରେ ଚାମ୍ପିୟନ ହୋଇଥିବାବେଳେ ୨୦୦୨ ଓ ୨୦୦୬ରେ ରନରଅପ୍ ହେବାର ସୌଭାଗ୍ୟ ପାଇଥିଲା।…
କଳିଙ୍ଗରୁ ଆରମ୍ଭ
ବିଶ୍ୱକପ ଇତିହାସରେ ପ୍ରଥମଥରପାଇଁ ୨ଟି ଭେନ୍ୟୁରେ ହେବ ମେଗା ପ୍ରତିଯୋଗିତା। ଏଥିପାଇଁ ଭୁବନେଶ୍ୱରର କଳିଙ୍ଗ ଏବଂ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ। ୧୬ଟି ଯାକ ଦଳ ଭୁବନେଶ୍ୱର ଓ ରାଉରକେଲାରେ ନିଜ ଅଭ୍ୟାସକୁ ଅନ୍ତିମ ରୂପ ଦେଉଥିବାବେଳେ ମ୍ୟାଚ ଆରମ୍ଭକୁ ଅପେକ୍ଷା।…
ପାଇପ୍ ଫାଟି ରାସ୍ତାରେ ପାଣି ଜମୁଛି
ନାଉଗାଁ,୧୩ା୧(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଗୋଠଦା ଗ୍ରାମରେ ଦୀର୍ଘ ୧୫ ଦିନରୁ ଊର୍ଦ୍ଧ୍ୱ ହେବ ପାଣି ପାଇପ୍ ଫାଟିଯାଇଛି। ଫଳରେ ରାସ୍ତାରେ ପାଣି ଜମିବା ସହ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଦୀର୍ଘ ଦିନ ହେବ ପାଣି…
ପ୍ରୋତ୍ସାହନ ଅଭାବ: ଲୁଣିମାଠିଆ ଆଦିବାସୀ ହକି ଖେଳାଳି
ମହାକାଳପଡ଼ା,୧୩ା୧(ଡି.ଏନ୍.ଏ.): ହକି ବିଶ୍ୱକପ୍ ପାଇଁ ସାରା ଓଡ଼ିଶା ସହ ବିଶ୍ୱ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଭିନ୍ନ ଦେଶରୁ ଆସିଥିବା ଖେଳାଳି ଖେଳ ନୈପୁଣ୍ୟତା ଦେଖାଇବେ। ହେଲେ କେନ୍ଦ୍ରାପଡ଼ା ଜିଲା…
ପ୍ରଶଂସକଙ୍କ ହୃଦୟ ଜିତିଲା ଶାହାରୁଖଙ୍କ ଉତ୍ତର
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଏବେ ତାଙ୍କ ଅପକମିଂ ଫିଲ୍ମ ପଠାନକୁ ନେଇ ଖୁବ ଚର୍ଚ୍ଚାରେ । ଏବେ ସେ ତାଙ୍କ ଫିଲ୍ମର ପ୍ରମୋଶନରେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହାରି ଭିତରେ ଶାହାରୁଖ ଟୁଇଟରରେ ଆସ୍କ ମି ଏନିଥିଙ୍ଗ…
Archives


