ଆଶିଷ ୨୦୨୩ ପାଇଁ ସ୍ବଚ୍ଛ ଆମ୍ବାସାଡାର
ଭଞ୍ଜନଗର,୩।୧୨(ଡି.ଏନ.ଏ): ସ୍ବଚ୍ଛ ଭାରତ ଅଭିଯାନ ଯୋଜନାରେ ବିଭିନ୍ନ ବ୍ୟକ୍ତିବିଶେଷ, ଅନୁଷ୍ଠାନ ଆଦିଙ୍କୁ ପୁରସ୍କୃତ କରାଯାଉଛି । ଏଥିସହ ସହରଗୁଡ଼ିକରେ ୧୭ଟି ବିଭାଗରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ମିଳୁଛି । ଯୋଜନା ଆରମ୍ଭ ହେବାର ୮ବର୍ଷ ପରେ ଭଞ୍ଜନଗର ଏନ୍ଏସି…
ସୁସ୍ଥ ଅଛନ୍ତି ଜୁବିନ,ହସ୍ପିଟାଲରୁ ଶେୟାର କଲେ ଫଟୋ
ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ ଗୁରୁବାର ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଘରର ଶିଢିରୁ ଖସି ଗାୟକଙ୍କ ହାତର କୋହୁଣୀ,ପାଟି ଏବଂ ମୁଣ୍ଡରେ ଜୋର୍ରେ ଆଘାତ ଲାଗିଛି। ସେ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କ ଡାହାଣ…
ଶୀତ ଅଧିବେଶନ ପାଇଁ ରଣକୌଶଳ
ନୂଆଦିଲ୍ଲୀ,୩ା୧୨: ଆସନ୍ତା ୭ ତାରିଖରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ ଦଳ କଂଗ୍ରେସ ରଣକୌଶଳ ପ୍ରସ୍ତୁତି ନିମନ୍ତେ ଶନିବାର ଏହାର ବରିଷ୍ଠ ନେତାମାନଙ୍କ ବୈଠକ ଡାକିଛି। ମୁଖ୍ୟତଃ ବେରୋଜଗାରୀ, ଦରଦାମ୍…
ଚାଷୀଙ୍କୁ ନେଇ ବିଧାନସଭା ଘେରିଲା ଭାଜପା
ଭୁବନେଶ୍ୱର, ୩ା୧୨(ବ୍ୟୁରୋ): ଓଡ଼ିଶାର କୃଷକ ଓ କୃଷି ପ୍ରସଙ୍ଗରେ ଭାଜପାର ୧୫ଦିନ ଧରି ଚାଲିଥିବା ସତ୍ୟାଗ୍ରହ ଶୁକ୍ରବାର ଜୋର୍ଦାର ହୋଇଥିଲା। ଚାଷୀ ବିରୋଧୀ ରାଜ୍ୟ ସରକାରଙ୍କ ବିରୋଧରେ ହଜାର ହଜାର ଚାଷୀଙ୍କୁ ନେଇ ଭୁବନେଶ୍ୱର ଲୋୟର ପିଏମ୍ଜିରେ ସମାବେଶ କରିବା ସହ…
ମୁଖ୍ୟମନ୍ତ୍ରୀ ପୁଣି ମିଛ କହିଲେ: ଜୟନାରାୟଣ
ପଦ୍ମପୁର,୩ା୧୨(ଡି.ଏନ.ଏ.): ଯେଉଁଠି ଉପନିର୍ବାଚନ ହୁଏ ସେହି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜେ ନିଅନ୍ତି ବୋଲି ସବୁବେଳେ ଉପନିର୍ବାଚନ ପ୍ରଚାରରେ କୁହନ୍ତି। ହେଲେ ପ୍ରଥମ ଥର ପାଇଁ ସେ ପଦ୍ମପୁର ଉପନିର୍ବାଚନରେ ଦାୟିତ୍ୱ ମୋର ବୋଲି କହିଲେ ନାହିଁ। ବୋଧହୁଏ ବିଜେଡି…
ଶାହାରୁଖଙ୍କ ଇଚ୍ଛା
ମୁମ୍ବାଇ: ବଲିଉଡ କିଙ୍ଗ ଖାଁ ଶାହାରୁଖ ଏବେ ଖୁବ୍ ଚର୍ଚ୍ଚାରେ । ଗୋଟିଏ ପଟେ ତାଙ୍କ ଅଭିନୀତ ଫିଲ୍ମ ‘ପଠାନ’ ବିଭିନ୍ନ ଦେଶରେ ଶୁଟିଂ ଚାଲିଥିବା ବେଳେ ଏବେ ଏହି ଫିଲ୍ମକୁ ନେଇ ସେ ଅଛନ୍ତି ଚର୍ଚ୍ଚାରେ । ବଲିଉଡର ଏହି…
ବିଜେଡି, ଭାଜପା ପଦ୍ମପୁରବାସୀଙ୍କୁ ଠକିଛନ୍ତି: ଶରତ
ପଦ୍ମପୁର,୩ା୧୨(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣକୁ ଆଉ ୩ ଦିନ ବାକି ଅଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ପଦ୍ମପୁର କର୍ମୀ ସମ୍ମିଳନୀ ଏବଂ ସାଧାରଣ ସଭାରେ ଯୋଗ ଦେଇଥିଲେ। ଆସନ୍ତା…
ବ୍ୟବସାୟୀଙ୍କୁ ପିଟିବା ମହଙ୍ଗା ପଡ଼ିଲା
ଫୁଲବାଣୀ ଅଫିସ/ଗୋପାଳପୁର(ଡି.ଏନ୍.ଏ.),୩ା୧୨: ଆଇନକୁ ଉଲ୍ଲଂଘନ କରି ଦାଦାଗିରି ଦେଖାଇବା ଗଞ୍ଜାମ ଜିଲା ଗୋପାଳପୁର ଥାନାଧିକାରୀଙ୍କୁ ମହଙ୍ଗା ପଡ଼ିଛି । ବିନା ଦୋଷରେ କନ୍ଧମାଳ ଜିଲା ରାଇକିଆର ଜଣେ ଯୁବ ବ୍ୟବସାୟୀଙ୍କୁ ମାଡମାରି ଲହୁଲୁହାଣ କରିବା ଅଭିଯୋଗରେ ଶୁକ୍ରବାର ଗୋପାଳପୁର ଥାନାଧିକାରୀ ଶ୍ରୀକାନ୍ତ…
ହୁକ୍କା ବାର ଉପରେ ପ୍ରତିବନ୍ଧକ ଲଗାଇଲେ ପଶ୍ଚିମବଙ୍ଗ ସରକାର
କୋଲକାତା,୩।୧୨: ପଶ୍ଚିମବଙ୍ଗ ସରକାର ଶୁକ୍ରବାର ରାଜଧାନୀ କୋଲକାତାରେ ହୁକ୍କା ବାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାର କହିଛନ୍ତି ଯେ, ହୁକ୍କା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଏହି ନିଷେଧାଦେଶ ଘୋଷଣା କରି କୋଲକାତା ମେୟର ତଥା ଟିଏମ୍ସି ନେତା ଫିରହାଦ ହାକିମ…
ଗଞ୍ଜାମରେ ୩,୮୬୦ଜଣ ପାଇବେ ଭତ୍ତା
ଛତ୍ରପୁର,୩ା୧୨(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଗଞ୍ଜାମ ଜିଲାର ୩,୮୬୦ ଜଣ କଳାକାର ଭତ୍ତା ପାଇବେ। ଏଥିସକାଶେ ତାଲିକା ପ୍ରସ୍ତୁତ ହୋଇସାରିଛି। ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଶୁକ୍ରବାର ଅନୁଷ୍ଠିତ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ଜିଲାକୁ ପ୍ରାପ୍ତ ହୋଇଥିବା ସଂଖ୍ୟା…
ଶାହି ଇଦଗାହରେ ହନୁମାନ ଚାଳିଶା ପାଠ ପାଇଁ ଅନୁମତି ମାଗିଲା ହିନ୍ଦୁ ମହାସଭା, ମଥୁରାରେ ୧୪୪ ଧାରା ଜାରି
ମଥୁରା, ୩ ।୧୨: ଉତ୍ତର ପ୍ରଦେଶ ମଥୁରାରେ ହଠାତ୍ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାକୁ ଯାଉଛି । ସୂଚନାଯୋଗ୍ୟ, ଅଖିଳ ଭାରତୀୟ ହିନ୍ଦୁ ମହାସଭା ମଥୁରା ଜନପଦରେ ଶ୍ରୀକୃଷ୍ଣ ଜନ୍ମଭୂମୀ-ଇଦଗାହ ପରିସରରେ ଲଡୁ ଗୋପାଳଙ୍କର ୬ ଡିସେମ୍ବରରେ ଜଳାଭିଷେକ କରିବା ଓ…
ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିକୁ ନେଇ ଉତ୍ତେଜନା
ବେତନଟୀ,୩ା୧୨(ସ୍ବ.ପ୍ର.): ବେତନଟୀ ବ୍ଲକ ଅଧୀନ ଆମ୍ବଗଡ଼ିଆ ପଞ୍ଚାୟତର ଅଙ୍ଗାରଗଡ଼ିଆ ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ନୂତନ କର୍ମୀଙ୍କୁ ବିରୋଧ କରି ଶୁକ୍ରବାର ସ୍ଥାନୀୟ ଗ୍ରାମବାସୀ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇବା ସହ ଦୁଆର ମୁହଁରେ…
Archives


