Home Left

ନିଖୋଜ ନାବାଳିକାକୁ ଖୋଜିବା ନେଇ ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକ

କେନ୍ଦୁଝର,୨୪।୪ (ସ୍ବ.ପ୍ର.) ଗତ ମାର୍ଚ୍ଚ ମାସ ୨୦ ତାରିଖରୁ ନିଖୋଜ ଥିବା ୧୫ ବର୍ଷ ନାବାଳିକାକୁ ସ୍ଥାନୀୟ ପୋଲିସ ଉଦ୍ଧାର କରିବାରେ ବିଫଳ ହେବାରୁ ଆଜି ସାରେ ତାଙ୍କ ବାପା ମାଧବ ଚରଣ ସୱାଇଁ ଓ ପରିବାର ସଦସ୍ୟ ଏସପି କେନ୍ଦୁଝର…

ନ୍ୟୁୟର୍କ-ନୂଆଦିଲ୍ଲୀ ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଲେ ବ୍ୟକ୍ତି

ନୂଆଦିଲ୍ଲୀ,୨୪।୪: ନ୍ୟୁୟର୍କ-ନୂଆଦିଲ୍ଲୀ ଆମେରିକୀୟ ଏୟାରଲାଇନ୍ସର ବିମାନରେ ଜଣେ ଭାରତୀୟ ବ୍ୟକ୍ତି ରବିବାର ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଗିରଫ ହୋଇଛନ୍ତି। ମଦ୍ୟପାନ କରି ବ୍ୟକ୍ତି ଜଣଙ୍କ ଏଭଳି କାଣ୍ଡ କରିଥିବା ଜଣାପଡିଛି। ଆମେରିକୀୟ ଏୟାରଲାଇନ୍ସର ବିମାନ ଏଏ ୨୯୨ରେ ଏହି ଘଟଣା…

ଶଙ୍ଖ ଭବନ ଉଦ୍‌ଘାଟନରେ ଯୋଗଦେଇ ଅଡୁଆରେ ୨ ଶିକ୍ଷକ

ବେଗୁନିଆପଡ଼ା,୨୪ା୪: ବିଜେଡିର ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ର ଉଦ୍‌ଘାଟନ ହୋଇଛି। ଏଥିରେ ମନ୍ତ୍ରୀ, ଏମ୍‌ପି, ବିଧାୟକ ଓ ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ସଂଗଠନର ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକର ୨ ଜଣ ସରକାରୀ…

ଅତିକଙ୍କ କାର୍ଯ୍ୟାଳୟରେ ପଡିଛି ରକ୍ତ ଛିଟା, ଛୁରୀ, ପୋଲିସର ତଦନ୍ତ ଆରମ୍ଭ

ଲକ୍ଷ୍ନୌ,୨୪।୪: ପ୍ରୟାଗରାଜରେ ମାଫିଆ ଅତିକ ଅହମ୍ମଦଙ୍କ କାର୍ଯ୍ୟାଳୟରେ ପୋଲିସ ପହଞ୍ଚି ଯାଞ୍ଚ କରିଛି। ଯାଞ୍ଚ ବେଳେ ପୋଲିସ କାର୍ଯ୍ୟାଳୟର ସ୍ଥାନେ ସ୍ଥାନେ ରକ୍ତ ଛିଟା ଏବଂ ଛୁରୀ ପଡିଥିବା ଦେଖିବାକୁ ମିଳିଛି। ପ୍ରୟାଗରାଜର ଏସିପି ସତ୍ୟେନ୍ଦ୍ର ପ୍ରସାଦ ତିୱାରୀ କହିଛନ୍ତି, ଅତିକଙ୍କ…

ଏମ୍‌କେସିଜିରେ ପୋଲିସ କର୍ମଚାରୀଙ୍କ ସ୍ବତନ୍ତ୍ର ଚିକିତ୍ସା ଆରମ୍ଭ

ବ୍ରହ୍ମପୁର ଅଫିସ, ୨୪/୪: ଏମ୍‌କେସିଜି ମେଡିକାଲରେ ସୋମବାର ଠାରୁ ବ୍ରହ୍ମପୁର ଜିଲାରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ସ୍ବତନ୍ତ୍ର ଚିକିତ୍ସା ଆରମ୍ଭ ହୋଇଛି। ବ୍ରହ୍ମପୁର ପୋଲିସ ଜିଲାରେ କାର୍ଯ୍ୟରତ ୪୦ ବର୍ଷରୁ ଊଦ୍ଧର୍‌ବ ସମସ୍ତ ପୋଲିସ କର୍ମଚାରୀଙ୍କୁ ଫିଟ ରଖିବା ପାଇଁ ଏଭଳି…

ପାକିସ୍ତାନୀ ମୂଳ ଲେଖକ ତାରିକ ଫତେହଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୪: ଦୀର୍ଘ ଦିନର ଅସୁସ୍ଥତା ପରେ ପାକିସ୍ତାନୀ ମୂଳ ଲେଖକ ତାରିକ ଫତେହଙ୍କ ସୋମବାର ପରଲୋକ ଘଟିଛି। ସେ ୭୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାରିକ ଫତେହଙ୍କ ଝିଅ ନତାଶା ଫତେହ ଟୁଇଟ କରି ଏହି ସୂଚନା…

ମହିଳାଙ୍କ ବେକରୁ ସୁନାହାର ଝାମ୍ପିନେଲେ ଦୁର୍ବୃତ୍ତ

ମୋରଡା,୨୪।୪(ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ବରକନ୍ଦ ପଞ୍ଚାୟତର ବଇଞ୍ଚତ୍ଡିହାଠାରେ ସୋମବାର ମଧ୍ୟାହ୍ନରେ ଜଣେ ମହିଳାଙ୍କ ବେକରୁ ସୁନାହାର ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ ରୁଚିସ୍ମିତା ପାଳ। ଏନେଇ ସେ ମୋରଡ଼ା ଥାନାରେ ଅଭିଯୋଗ…

ବଜ୍ରପାତରେ ଜଳଙ୍ଗ ଚଣ୍ଡିମନ୍ଦିର ମୁଖଶାଳା ଭାଙ୍ଗିଲା

ଖଇରା,୨୪।୪(ଡି.ଏନ.ଏ.)- ବାଲେଶ୍ୱର ଜିଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଖଇରା ବ୍ଲକର ଜଳଙ୍ଗ ଚଣ୍ଡୀ ପୀଠ ମୁଖଶାଳା ବଜ୍ରପାତରେ ଭାଙ୍ଗି ପଡ଼ିଛି। ଏନେଇ ଭକ୍ତମାନଙ୍କ ମଧ୍ୟରେ ନୈରାଶ୍ୟ ଭାବ ପ୍ରକାଶ ପାଇଛି। ତୁରନ୍ତ ଏହାକୁ ନୂତନ ଭାବରେ ନିର୍ମାଣ କରିବାକୁ ଟ୍ରଷ୍ଟି ବୋର୍ଡ…

ବିରୋଧୀଙ୍କୁ ଏକଜୁଟ କରିବାକୁ ପ୍ରୟାସ: ମମତାଙ୍କ ପରେ ଅଖିଳେଶଙ୍କୁ ଭେଟିଲେ ନୀତୀଶ

ଲକ୍ଷ୍ନୌ,୨୪।୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଲକ୍ଷ୍ନୌର ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି। ବୈଠକରେ ବିରୋଧୀଙ୍କ ଏକଜୁଟ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି। ଏହାପୂର୍ବରୁ ପୂର୍ବରୁ ନୀତୀଶ ପଶ୍ଚିମବଙ୍ଗର…

 ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା: ଦୋଷୀଙ୍କୁ ୫ବର୍ଷ୧୦ମାସ ଜେଲ

ବାଲେଶ୍ୱର ଅଫିସ,୨୪।୪: ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ବିଚାରପତି (ପୋକ୍‌ସୋ) ରଞ୍ଜନ କୁମାର ସୁତାର ସୋମବାର ଏକ ନାବାଳିକା ଯୌନ ନିର୍ଯାତନା ମାମଲାର ବିଚାର କରି ଦୋଷୀଙ୍କୁ ୫ବର୍ଷ ୧୦ ମାସ ସଶ୍ରମ କାରାଦଣ୍ଡ ସହ…

କେନ୍ଦୁପତ୍ର ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ଯୁବକ ଗୁରୁତର

କୋକସରା,୨୪/୦୪(ଡି.ଏନ.ଏ)କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ରବିବାର ସାରେ ତାଙ୍କୁ ଗୁରୁତର ଅବସ୍ଥାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଧର୍ମଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଭାଲୁ…

ଅନ୍ତଃରାଜ୍ୟ ନକଲି ସାର୍ଟିଫିକେଟ ରାକେଟ ପର୍ଦାଫାଶ: ସରକାରୀ ଶିକ୍ଷକ ସମେତ ୪ ଗିରଫ

ବ୍ରହ୍ମପୁର ଅଫିସ,୨୪।୪: ଓଡ଼ିଶାରେ ଚାଲିଥିବା ଏକ ନକଲି ସାର୍ଟିଫକେଟ ରାକେଟର ପର୍ଦାଫାଶ କରିଛି ବ୍ରହ୍ମପୁର ପୁଲିସ । ଏହି ରାକେଟର ମୁଖ୍ୟ ତଥା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଲଙ୍ଗଳେଶ୍ବରର ସରକାରୀ ଶିକ୍ଷକ ଦଇତାରୀ ବେହେରାଙ୍କ ସମେତ ଢେଙ୍କାନାଳର ପ୍ରଶାନ୍ତ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?