Home Left

ଇଣ୍ଡୋନେସିଆର ଟୋବେଲୋରେ ୫.୫ ତୀବ୍ରତାର ଭୂକମ୍ପ

ଜାକର୍ତ୍ତା,୨୪ ।୧: ପୁଣିଥରେ ଥରି ଉଠିଛି ଇଣ୍ଡୋନେସିଆ । ୟୁନାଇଟେଡ ଜିଓଲଜିକାଲ ସର୍ଭେ(ୟୁଏସଜିସି) କହିଛି ସୋମବାର ଇଣ୍ଡୋନେସିଆର ଟୋବେଲୋଠାରୁ ୧୬୨ କିଲୋମିଟର ଉତ୍ତର ପଶ୍ଚିମରେ ଏକ ଭୁକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୫ ।…

ସାଧାରଣତନ୍ତ୍ର ପରେଡ୍‌ର ଅତିଥି ହେବେ ଶ୍ରମିକ, ରିକ୍ସାବାଲା

ନୂଆଦିଲ୍ଲୀ,୨୩।୧: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ କର୍ତ୍ତବ୍ୟପଥରେ ହେବାକୁ ଥିବା ବେଳେ ଏଥିରେ ସାମିଲ ହେବା ଲାଗି ବହୁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ୧୦୦୦ ସ୍ବତନ୍ତ୍ର ସାଧାରଣ ଲୋକଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି। ଯେଉଁଥିରେ…

‘ବିଚାରପତି ନିର୍ବାଚନର ସମ୍ମୁଖୀନ ହୁଅନ୍ତି ନାହିଁ’

ନୂଆଦିଲ୍ଲୀ,୨୩।୧: ବିଚାରପତିମାନଙ୍କୁ ନିର୍ବାଚନ କିମ୍ବା ଜନସାଧାରଣଙ୍କ ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ି ନ ଥାଏ ବୋଲି କେନ୍ଦ୍ର ଆଇନମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି। ତଥାପି ସେମାନେ ସେମାନଙ୍କ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ନଜରରେ ରହିଥାନ୍ତି। ଜନସାଧାରଣ ଆପଣଙ୍କୁ ଦେଖୁଛନ୍ତି ଓ ଆପଣମାନେ…

ମନ୍ଦିର ପରିସରରୁ କାଟିନେଲେ ଚନ୍ଦନ ଗଛ

ବାସୁଦେବପୁର, ୨୩।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆର୍ତୁଂ ପଞ୍ଚାୟତରେ ଥିବା ଶଙ୍ଖେଶ୍ୱର ମନ୍ଦିର ପରିସରରୁ ଏକ ଚନ୍ଦନ ଗଛକୁ କେହି ଦୁର୍ବୃତ୍ତ ରବିବାର ରାତିରେ କାଟି ଚୋରି କରିନେଇଛନ୍ତି। ଚନ୍ଦନ ଗଛ ଚୋରି ସମ୍ପର୍କରେ ସୋମବାର ସକାଳେ ଜଣାପଡ଼ିବା…

କାର୍‌-ଟ୍ରକ୍‌ ମୁହାଁମୁହିଁ: ଦୁର୍ଘଟଣାରେ ଚାଲିଗଲା ୫ଇସ୍ରୋ କର୍ମଚାରୀଙ୍କ ଜୀବନ

ଥିରୁଭାନ୍ତମପୁରମ୍‌,୨୩।୧: କେରଳରେ ଅଲପ୍ପୁଜାରେ ରବିବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଇସ୍ରୋର ୫ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ଇସ୍ରୋର ୫ଜଣ କର୍ମଚାରୀ ଏକ କାର୍‌ରେ ଥିରୁଭାନ୍ତମପୁରମ ଯାଉଥିବା ବେଳେ…

ଚିତା ପ୍ରଜାତିର ବିଲେଇ ଛୁଆ ମୃତ

ବାରିପଦା ଅଫିସ/ଠାକୁରମୁଣ୍ଡା,୨୩ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କରଞ୍ଜିଆ ଡିଭିଜନ ଅଧୀନ ଦୁଧିଆଣି ରେଞ୍ଜ ବରମୁଣ୍ଡା ସେକ୍ସନ ବୁଢ଼ିଗଁା ବିଟ୍‌ ଅଞ୍ଚଳ ବନ୍ଧମୁଣ୍ଡା ସାହି ଜଙ୍ଗଲରୁ ଚିତା ପ୍ରଜାତିର ଏକ ବିଲେଇ ଛୁଆର ମୃତଦେହକୁ ବନବିଭାଗ ଜବତ କରିଛି।…

ବାଇକ୍‌ ଦୁର୍ଘଟଣାରେ ଯୁବକ ଗୁରୁତର

ମୋରଡ଼ା,୨୩ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ମାକୁନ୍ଦ ନିକଟରେ ଏକ ବାଇକ୍‌ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ବେତନଟୀ ଥାନା ଅଧୀନ ସଂଶା ଅଞ୍ଚଳର ରାଜାରାମ ମହାନ୍ତ (୨୫)। ଏକ ନୂତନ ବାଇକ୍‌ରେ…

ଜୁଆ ଖେଳି ୩ ଗିରଫ

କୁଳିଅଣା,୨୩ା୧(ଡି.ଏନ.ଏ): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ପୋଲିସ ଜୁଆ ଖେଳ ଚାଲିଥିବା ବେଳେ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଠଶୀର୍ଷ ଗ୍ରାମର ରମେଶ ହଁାସଦା, ଯଦୁ ମୁର୍ମୁ ଓ ବାଙ୍ଗରିପୋଷି ଥାନା ଜଗନ୍ନାଥଖୁଣ୍ଟା ଗ୍ରାମର ଭରତ…

ପାଣି ପାଇଁ ସଖିପଡ଼ାରେ ରାସ୍ତାରୋକୋ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୩ା୧: ଫିରିଙ୍ଗିଆ ବ୍ଲକ ସଖିପଡାରେ ରବିବାର ପୂର୍ବାହ୍ନରେ ପାଣି ପାଇଁ ରାସ୍ତାରୋକ ହୋଇଛି ା ପାଣି ସମସ୍ୟା ପ୍ରଶାସନ ଦୂର କରୁ ନ ଥିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ଆନ୍ଦୋଳନ କରିଛନ୍ତିି। ଦୀର୍ଘ ୩ ଘଣ୍ଟା ରାସ୍ତାରୋକୋ ଯୋଗୁ…

ଗଞ୍ଜେଇ ଗାଡ଼ି ଧରିବାକୁ ଯାଇ ଏସ୍‌ଆଇ ଗୁରୁତର

ଆର୍‌.ଉଦୟଗିରି,୨୩ା୧(ଡି.ଏନ.ଏ.): ଗଞ୍ଜେଇ ଚାଲାଣ କରୁଥିବା ଏକ କାର୍‌କୁ ପିଛା କରିବା ବେଳେ ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଥାନା ଏସ୍‌ଆଇ ଗୁରୁତର ଆହତ ହୋଇଛନ୍ତି। ସେପଟେ ପୋଲିସକୁ ଚକ୍‌ମା ଦେଇ ଗଞ୍ଜେଇ ଗାଡ଼ିଟି ପଳାଇଯାଇଛି। ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ…

ସର୍ଜିକାଲ ଷ୍ଟ୍ରାଇକ୍‌ ଉପରେ ପ୍ରଶ୍ନ ଉଠାଇଲେ ଦିଗ୍‌ବିଜୟ

ନୂଆଦିଲ୍ଲୀ,୨୩।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ଜାରି ରହିଛି। ଇତିମଧ୍ୟରେ ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ ପରେ ୨୦୧୬ରେ ଭାରତ ପାକିସ୍ତାନ ବିରୋଧରେ ହୋଇଥିବା ସର୍କିକାଲ ଷ୍ଟ୍ରାଇକ୍‌ ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ…

ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା ଅଭିଯୋଗ, ଯୁବକ ଗିରଫ

ଜୟପୁର,୨୨ା୧(ନି.ପ୍ର.): ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ହରିଶଙ୍କର ଚୌପାଡି (୨୭)। ସୁନାବେଡାର ହରିଶଙ୍କର ଗତ ୨ ବର୍ଷ ହେଲା ବୋରିଗୁ୍‌ମ୍ମା ଅଞ୍ଚଳର ଜଣେ ଯୁବତୀଙ୍କ ଭଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri