Home Left

କଶ୍ମୀରୀ ପଣ୍ଡିତଙ୍କ ପ୍ରତି ଅନ୍ୟାୟ ହୋଇଛି: ରାହୁଲ

ଜମ୍ମୁ,୨୩।୧: କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ସମୟରେ କଶ୍ମୀରୀ ପଣ୍ଡିତମାନଙ୍କ ପ୍ରତି ଅନ୍ୟାୟ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର କହିଛନ୍ତି। ସେମାନଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏଥିପାଇଁ କ୍ଷମା ମାଗନ୍ତୁ ବୋଲି…

ଆଇସିସିର ପୁରୁଷ ଅନ୍ତର୍ଜାତୀୟ ଟି-୨୦ ଦଳ ଘୋଷଣା: ଭାରତରୁ କୋହଲି, ସୂର୍ଯ୍ୟକୁମାର, ପାଣ୍ଡ୍ୟା

ନୂଆଦିଲ୍ଲୀ, ୨୩ା୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ପୁରୁଷ ଅନ୍ତର୍ଜାତୀୟ ଟି-୨୦ ଦଳ ସୋମବାର ଘୋଷଣା କରାଯାଇଛି। ଏଥିରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳିଛି। ଏଥିସହ ପାକିସ୍ତାନରୁ ଦୁଇ ଜଣ,…

ପୁରୁଷ ହକି ବିଶ୍ୱକପ୍‌: କ୍ବାର୍ଟର ଫାଇନାଲ୍‌ରେ ଜର୍ମାନୀ

ଭୁବନେଶ୍ବର,୨୩।୧: କଳିଙ୍ଗ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ପୁରୁଷ ହକି ବିଶ୍ୱକପ୍‌ର କ୍ରସ୍‌ ଓଭର ମ୍ୟାଚ୍‌ରେ ଜର୍ମାନୀ ବିଜୟ ହୋଇଛି। ଫ୍ରାନ୍ସକୁ ୫-୧ ଗୋଲରେ ପରାସ୍ତ କରି ଜର୍ମାନୀ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଆସନ୍ତା ୨୫ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଜର୍ମାନୀ…

ସ୍ପାଇସ୍‌ଜେଟ୍‌ ବିମାନରେ କ୍ୟାବିନ କ୍ର୍ୟୁଙ୍କ ସହ ଅସଦାଚରଣ: କାର୍ଯ୍ୟାନୁଷ୍ଠାନ ନେଲା ଏୟାରଲାଇନ୍ସ

ନୂଆଦିଲ୍ଲୀ,୨୩।୧: ସ୍ପାଇସଜେଟ ବିମାନରେ ଜଣେ ଯାତ୍ରୀ କ୍ୟାବିନ କ୍ର୍ୟୁଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାପରେ ଅଭିଯୁକ୍ତ ଯାତ୍ରୀ ଏବଂ ତାଙ୍କ ସହ-ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ସହ ସୁରକ୍ଷା ଦଳକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣା ସୋମବାର କହିଛି…

ଗୁଣିଗାରେଡି ସନ୍ଦେହ: ପୁତୁରାଙ୍କୁ ତୀର ମାରିଲେ ଦାଦା

ଦଆନ୍ଦପୁର,୨୩।୧(ଡି.ଏନ୍‌.ଏ.): ଗୁଣିଗାରେଡି ସନ୍ଦେହରେ ଦାଦାଙ୍କ ତୀରମାଡ଼ରେ ପୁତୁରା ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କନ୍ତୋ ଗାଁରେ। ଗୁରୁତରଙ୍କୁ ତୁରନ୍ତ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ଗୁଣିଗାରେଡି କରୁଥିବା ସନ୍ଦେହରେ…

ସାତଫେରା ନେଲେ ଆଥିଆ-ରାହୁଲ

ମୁମ୍ବାଇ,୨୩।୧: ଦୀର୍ଘଦିନର ସମ୍ପର୍କ ପରେ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର୍‌ କେ.ଏଲ ରାହୁଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ଫାର୍ମହାଉସରେ ସୋମବାର ଦୁହେଁ ରାଜକୀୟ ଢଙ୍ଗରେ ବିବାହ କରିଛନ୍ତି। ତେବେ ବିବାହକୁ ଦେଇ ସୁନୀଲ…

କାଞ୍ଝାଓ୍ବାଲା ମାମଲା: ବଢ଼ିଲା ଅଭିଯୁକ୍ତଙ୍କ ୧୪ଦିନିଆ ନ୍ୟାୟିକ ହେପାଜତ ମିଆଦ

ନୂଆଦିଲ୍ଲୀ,୨୩।୧: ଦିଲ୍ଲୀର କାଞ୍ଝାଓ୍ବାଲା ମାମଲାରେ ୫ଜଣ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ବଢ଼ିଛି। ସୋମବାର ଦିଲ୍ଲୀର ରୋହିଣୀ କୋର୍ଟ ସମସ୍ତ ଅଭିଯୁକ୍ତଙ୍କ ୧୪ଦିନିଆ ନ୍ୟାୟିକ ହେପାଜତ ମିଆଦକୁ ବୃଦ୍ଧି କରିଛନ୍ତି। ସୁରକ୍ଷା କାରଣରୁ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇ ନ ଥିଲା। ତେଣୁ…

ସାଇକେଲ ମରାମତି ଦୋକାନରେ ନିଆଁ: ୫୦ହଜାରରୁ ଊର୍ଦ୍ଧ୍ୱ ଜିନିଷ ପତ୍ର ନଷ୍ଟ

କୋରୁକୋଣ୍ଡା,୨୩।୧(ଡି.ଏନ.ଏ): ମାଲକାନାଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ମଉଳି ମା’ ଛକଠାରେ ଥିବା ଏକ ସାଇକେଲ ମରାମତି ଦୋକାନରେ ନିଆଁ ଲାଗି ପ୍ରାୟ ୫୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଜିନିଷ ପତ୍ର ପୋଡି ନଷ୍ଟ ହୋଇଯାଇଛି। ସୂଚନାନୁଯାୟୀ, କୋରୁକୋଣ୍ଡା ନିକଟ ଏମ୍‌ଭି-୩୧ ଗ୍ରାମର…

ଭାଇରାଲ ହେଉଛି ଅଭିନେତ୍ରୀଙ୍କ ହଳଦୀ ସମାରୋହ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କେ.ଏଲ ରାହୁଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ବିବାହର ଗୋଟିଏ ଦିନ ପୂର୍ବରୁ ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ଫାର୍ମ ହାଉସରେ ହଲଦୀ, ମହେନ୍ଦୀ ରୀତିନୀତି ଅନୁଷ୍ଠିତ ହୋଇଯାଇଛି। ଯଦିଓ ଏହି…

ସୁଟକେସ୍‌ରୁ ଯୁବକଙ୍କ ମୃତଦେହ ଜବତ ମାମଲା: ସ୍ତ୍ରୀଙ୍କ ସମେତ ୩ ଗିରଫ

ଖୋର୍ଦ୍ଧା ଅଫିସ,୨୩।୧: ହରିପୁର ଜଙ୍ଗଲରୁ ରବିବାର ଏକ ସୁଟକେସରୁ ରଣପୁର ଥାନା ଲାଖପଡ଼ା ଗ୍ରାମର ମନୋରଞ୍ଜନ ମହାପାତ୍ରଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା। ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ମନୋରଞ୍ଜନଙ୍କ ସ୍ତ୍ରୀଙ୍କ ସମେତ ୨ଜଣ ପୁରୁଷ ବନ୍ଧୁଙ୍କୁ ସୋମବାର ଗିରଫ କରି ପୋଲିସ…

ହୁହୁ ହୋଇ ଜଳିଗଲା ଖଣ୍ଡାଧାର

ଭୁବନେଶ୍ୱର,୨୩।୧(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡା ଷ୍ଟାଣ୍ଟରେ ଛିଡା ହୋଇଥିବା ଖଣ୍ଡାଧାର ବସ୍‌ ସୋମବାର ଜଳିଯାଇଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ସୂଚନା ଯୋଗ୍ୟ, ସକାଳେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ‘ଖଣ୍ଡାଧାର କୁଇନ’ ନାମକ ବସ୍‌ ଛିଡା ହୋଇଥିବା…

କଲେଜ ଗର୍ଲରୁ ଫ୍ରିଡମ ଫାଇଟର ହେଲେ ସାରା

ମୁମ୍ବାଇ: ବଲିଉଡରେ ଏବେ ଜଣେ ଆଗଧାଡିର ନାୟିକା ହେଲେ ସାରା ଅଲି ଖାଁ । ସେ ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି । ଏବେ ସାରାଙ୍କୁ ଏକ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri