Home Left

ଆର୍ସେଲରମିତ୍ତଲ ପକ୍ଷରୁ ସଚେତନତା ଶିବିର

ଭୁବନେଶ୍ୱର,୩୧।୧: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ଆର୍ସେଲରମିତ୍ତଲ ପକ୍ଷରୁ ଏକ ମେଗା ସ୍ବାସ୍ଥ୍ୟ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ଏପରିକି କେନ୍ଦୁଝର ବ୍ଲଡ ବ୍ୟାଙ୍କ ସହଯୋଗରେ କମ୍ପାନୀର ଠାକୁରାଣୀ ଆଇରନ୍‌ ଓର ମାଇନ୍ସ ପରିସରରେ ଏକ ରକ୍ତଦାନ ଶିବିର ସାଙ୍ଗକୁ…

ଏପ୍ରିଲ ୧ରୁ ହଟିବ ୯ ଲକ୍ଷ ସରକାରୀ ଗାଡ଼ି

ନୂଆଦିଲ୍ଲୀ,୩୧।୧: ଚଳିତ ବର୍ଷ ଏପ୍ରିଲ ୧ରୁ ସାରା ଦେଶର ୯ ଲକ୍ଷ ସରକାରୀ ଗାଡ଼ି ରାସ୍ତା ଉପରୁ ହଟିବ ବୋଲି ସୂଚନା ମିଳିଛି। ଏପରିକି ୧୫ ବର୍ଷରୁ ଅଧିକ ସବୁ ବର୍ଗର ପୁରୁଣା ସରକାରୀ ଗାଡ଼ି ୨୦୨୩ ଏପ୍ରିଲ ୧ରୁ ଏକ…

୧ରୁ ଯୁକ୍ତ୨ ପ୍ରାକ୍ଟିକାଲ: ହବ୍‌ ସେଣ୍ଟରକୁ ଗଲା ପ୍ରଶ୍ନପତ୍ର

ଭୁବନେଶ୍ୱର, ୩୧ା୧(ବ୍ୟୁରୋ): ସିଏଚ୍‌ଏସ୍‌ଇ ଦ୍ୱାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ୧ ତାରିଖରୁ ଆରମ୍ଭ ହେବ। ସୋମବାର ରାଜ୍ୟର ସମସ୍ତ ହବ୍‌ ସେଣ୍ଟରକୁ ଉଭୟ ପ୍ରାକ୍ଟିକାଲ ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ପଠାଯାଇଛି। ୧୦ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା…

୬ରେ ସିଜେଆଇଙ୍କ ଖଣ୍ଡପୀଠରେ ଶୁଣାଣି

ନୂଆଦିଲ୍ଲୀ,୩୧।୧: ୨୦୦୨ ଗୁଜରାଟ ଦଙ୍ଗା ଉପରେ ବିବିସି ପ୍ରସ୍ତୁତ ଡକ୍ୟୁମେଣ୍ଟାରିକୁ ନିଷେଧ କରିବା ସହ ଏହା ଉପରେ ଟୁଇଟ୍‌ ଏବଂ ସୋସିଆଲ ମିଡିଆ ପୋଷ୍ଟକୁ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା। ସର୍ବୋଚ୍ଚ…

ଆଦାନୀ ପ୍ରସଙ୍ଗ ଉଠାଇଲେ ବିରୋଧୀ

ନୂଆଦିଲ୍ଲୀ,୩୧।୧(ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ ପୂର୍ବରୁ ସୋମବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିରୋଧୀ ଦଳଗୁଡ଼ିକ ଆଦାନୀ ଏବଂ ମହିଳା ସ୍ଥାନ ସଂରକ୍ଷଣ ବିଲ୍‌ ପ୍ରସଙ୍ଗ ଉଠାଇଥିଲେ। ନିୟମ ଅନୁଯାୟୀ ସମସ୍ତ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସରକାର ପ୍ରତିଶ୍ରୁତି…

ବକୁଳ ଫାଉଣ୍ଡେଶନକୁ ‘ମୋଷ୍ଟ ଇନୋଭେଟିଭ୍‌ ଲାଇବ୍ରେରି’ ପୁରସ୍କାର

ଭୁବନେଶ୍ୱର, ୩୧।୧(ବ୍ୟୁରୋ):ହାଇଦ୍ରାବାଦଠାରେ ଚାଲିଥିବା ହାଇଦ୍ରାବାଦ ସାହିତ୍ୟ ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଇଣ୍ଡିଆ ରିଡିଂ ଅଲମ୍ପିଆଡ୍‌ର ୫ମ ସଂସ୍କରଣର ‘ମୋଷ୍ଟ ଇନୋଭେଟିଭ୍‌ ଲାଇବ୍ରେରି’ ବର୍ଗରେ ବକୁଳ ଫାଉଣ୍ଡେଶନକୁ ପୁରସ୍କୃତ କରାଯାଇଛି। ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଏବଂ ଦୁଇ…

ବୋରିସ୍‌ଙ୍କୁ ହତ୍ୟା ଧମକ ଦେଇଥିଲେ ପୁଟିନ୍‌

ମସ୍କୋ,୩୧।୧:ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ହତ୍ୟା ଧମକ ଦେଇଥିବା କଥା ମିଛ ବୋଲି କ୍ରେମ୍‌ଲିନ୍‌ କହିଛି। କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେସକୋଭ କହିଛନ୍ତି ଯେ, ଜନ୍‌ସନ୍‌ ଯାହା କହିଛନ୍ତି ତାହା ସତ ନୁହେଁ। ପୁଟିନ୍‌…

‘ଏଲୋନ୍‌’ରେ କପିଲ

ମୁମ୍ବାଇ: କମେଡିରେ ହସାଇ ହସାଇ ବେଦମ୍‌ କରାଉଥିବା ବଲିଉଡ୍‌ ଅଭିନେତା ତଥା କପିଲ ଶର୍ମା ଶୋ’ର ହୋଷ୍ଟ କପିଲଙ୍କ ଆଗାମୀ ଗୀତର ଭିଡିଓ ଆସିବାକୁ ଯାଉଛି। କପିଲ ପଞ୍ଜାବୀ ଗାୟକ ଗୁରୁ ରନ୍‌ଧାୱାଙ୍କ ସହ ଭିଡିଓ କରିବେ। ଏନେଇ ଦୁହେଁ ଏକ…

ଜାତୀୟତାବାଦ ଦ୍ୱାରା ଜାଲିଆତିକୁ ଢଙ୍କାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩୧।୧(ପି.ଟି.): ଆମେରିକାର ଶର୍ଟ ସେଲର ହିଣ୍ଡେନବର୍ଗ ରିସର୍ଚ୍ଚ ଭାରତର ସବୁଠୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ର ଜାଲିଆତି ପଦାରେ ପକାଇବା ପରେ ଏହାର ତାଲିକାଭୁକ୍ତ କମ୍ପାନୀଗୁଡ଼ିକ ଜାନୁୟାରୀ ୨୪ରୁ ଇତିମଧ୍ୟରେ ୭୦ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ କ୍ଷତି ସହିଲେଣି।…

ସ୍ନାତକରେ ପାଠ୍ୟକ୍ରମ ଭାବେ ସାମିଲ ହେବ ଏନ୍‌ସିସି

ଭୁବନେଶ୍ୱର, ୩୧।୧(ବ୍ୟୁରୋ):ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟରେ ଏନ୍‌ସିସିକୁ ସ୍ନାତକ(ୟୁଜି)ରେ ପାଠ୍ୟକ୍ରମ ଭାବେ ସାମିଲ କରାଯିବ। ୟୁଜିସିର ମଡେଲ ସିଲାବସ୍‌ ଆଧାରରେ ୟୁଜି ସ୍ତରରେ ଏନ୍‌ସିସିକୁ ଜେନେରାଲ ଇଲେକ୍ଟିଭ୍‌ କୋର୍ସ ଭାବେ ପଢ଼ାଯିବ। ଏ ନେଇ ସୋମବାର ଉଚ୍ଚଶିକ୍ଷା ବିଭାଗ…

ସରକାରୀ କର୍ମଚାରୀଙ୍କୁ ମିଳିବ ପଦୋନ୍ନତି

ଭୁବନେଶ୍ୱର,୩୧ା୧(ବ୍ୟୁରୋ):ପଦୋନ୍ନତି ଠିକ୍‌ ସମୟରେ ମିଳୁ ନ ଥିବାରୁ ଅନେକ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ପଦୋନ୍ନତି ପାଇଁ ବହୁ କର୍ମଚାରୀ ଅପେକ୍ଷା କରି ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଫେବୃୟାରୀ ୧ରୁ ୩ ତାରିଖ ପର୍ଯ୍ୟନ୍ତ ପଦୋନ୍ନତି…

ମା’ କ୍ଷୀରରେ କୀଟନାଶକ

ଲକ୍ଷ୍ନୌ,୩୧।୧:ନବଜାତ ଶିଶୁଙ୍କ ପାଇଁ ମା’ କ୍ଷୀର ପ୍ରଥମ ଆହାର। ଗୁରୁତ୍ୱ ଦୃଷ୍ଟିରୁ ଏହାକୁ ଅମୃତ ଆଖ୍ୟା ଦିଆଯାଇଛି। ଡାକ୍ତରଙ୍କ ମତରେ ମା’ କ୍ଷୀରରୁ ହିଁ ଶିଶୁକୁ ପୋଷକତତ୍ତ୍ୱ ମିଳିଥାଏ, ଯାହା ଶାରୀରିକ ଓ ମସ୍ତିଷ୍କ ବିକାଶରେ ସାହାଯ୍ୟ କରେ। ତେବେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri