Home Left

ରାସ୍ତା ଅବରୋଧ କଲେ ଛାତ୍ରୀ,ଅଭିଭାବକ

ବାରିପଦା ଅଫିସ,୩୧ା୧: ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ପାଇକବସା କସ୍ତୁରବାଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିବିଭି)ର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ଛାତ୍ରୀଙ୍କ ସମେତ ଶତାଧିକ ଅଭିଭାବକ ବାରିପଦା-ଉଦଳା ରାଜ୍ୟରାଜପଥର କରଞ୍ଜିଆଠାରେ ସୋମବାର ରାସ୍ତା ଅବରୋଧ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ତେବାସୀମାନଙ୍କୁ…

ଦୋଷୀଙ୍କୁ ୨୦ ବର୍ଷ ଜେଲ

ବାଲେଶ୍ୱର ଅଫିସ, ୩୧।୧: ଏକ ଶିଶୁକନ୍ୟା ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ସ୍ବତନ୍ତ୍ର ଜଜ୍‌ (ପୋକ୍‌ସୋ) ରଞ୍ଜନ କୁମାର ସୂତାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ୍‌ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନ ଅନାଦେୟ…

ହିତାଧିକାରୀଙ୍କ ସହ ଧାରଣାରେ ବସିଲେ ବିଧାୟକ

ନୀଳଗିରି, ୩୧।୧(ସ୍ବ.ପ୍ର.): ନୀଳଗିରି ବ୍ଲକରେ ସଦ୍ୟ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବହୁ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍‌ କରାଯାଇଛି। ଅଯୋଗ୍ୟ ହିତାଧିକାରୀଙ୍କ ନାମ ଦେଖି ଅନେକ ଯୋଗ୍ୟ ହିତାଧିକାରୀ ପ୍ରଶାସନିକ କଳର ନିଷ୍କ୍ରିୟତାକୁ ଦାୟୀ…

ରାସ୍ତା ଅବସ୍ଥା ସୁଧୁରୁଛି, ଦୁର୍ଘଟଣା କମୁନି

ନରେଶ ଚନ୍ଦ୍ର ପଟ୍ଟନାୟକ କେନ୍ଦୁଝର,୩୧ା୧: ଏକଦା ବିପର୍ଯ୍ୟସ୍ତ ରାସ୍ତା ଘାଟ ଯୋଗୁ କେନ୍ଦୁଝର ଜିଲାରେ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନି ହେଉଛି ବୋଲି କୁହାଯାଉଥିଲା। ଏବେ ପ୍ରଶାସନ ପକ୍ଷରୁ ରାସ୍ତାଘାଟର ବିକାଶ ଓ ଉନ୍ନତୀକରଣ କରାଯାଇଛି। ଏହା ସତ୍ତ୍ୱେ ଦୁର୍ଘଟଣା…

ରାଜ୍ୟ ସିନିୟର କରାଟେ: ଭୁବନେଶ୍ୱର ଚାମ୍ପିୟନ୍‌

ଭୁବନେଶ୍ୱର,୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ବର ସ୍ଥିତ ଉତ୍କଳ କରାଟେ ସ୍କୁଲ ଠାରେ ୩୪ ତମ ରାଜ୍ୟ ସିନିୟର ଓ ୨୧ ବର୍ଷରୁ କମ କରାଟେ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ୧୯ ଜିଲ୍ଲାରୁ ମୋଟ ୧୫୦ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ଉତରାଖଣ୍ଡରେ ଆଗାମୀ…

ବିକୃତ ହେଲାଣି ‘ମୋ କଟକ’ ଫଳକ

କଟକ ଅଫିସ,୩୧ା୧:ବିଶ୍ୱକପ୍‌ ହକି ଉଦ୍‌ଘାଟନୀ ଉତ୍ସବ ପାଇଁ ବିପୁଳ ଟଙ୍କା ଖର୍ଚ୍ଚ ହେଲା। ରାସ୍ତା ମରାମତିଠାରୁ ଅରମ୍ଭ କରି ରଙ୍ଗିନ ଆଲୋକୀକରଣ, ଷ୍ଟ୍ରିଟ ଲାଇଟ, ଡିଭାଇଡର, କାନ୍ଥରେ ଚିତ୍ର ଆଦି କାର୍ଯ୍ୟ ହେଲା। ସୌନ୍ଦର୍ଯ୍ୟକରଣ ପାଇଁ ଡିଭିଜନ୍‌-୧ ଓ ୨ରେ ମୁକ୍ତା…

ଟିମ୍‌ ଇଭେଣ୍ଟରେ ଓଡ଼ିଶା ବାଳିକା ରନରଅପ୍‌

ଭୁବନେଶ୍ୱର,୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଟାଏକୋଣ୍ଡୋ ଫେଡେରେଶନ ଅଫ ଇଣ୍ଡିଆ ଓ ଉତ୍ତର ପ୍ରଦେଶ ଟାଏକୋଣ୍ଡା ସଙ୍ଘ ମିଳିତ ଆନୁକୂଲ୍ୟରେ ଜାନୁଆରୀ ୨୭ରୁ ୨୯ ତାରିଖ ପର୍ଯନ୍ତ ଉତ୍ତର ପ୍ରଦେଶର ବରେଲିଠାରେ ୩୯ ତମ ଜାତୀୟ ଜୁନିଅର କିରୋଗୀ ଓ ୧୨ତମ ଜାତୀୟ ପୁମସି…

ଫାଇନାଲରେ ଭାରତ

ବଫାଲୋ ପାର୍କ, ୩୧ା୧ (ଏପି): ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମହିଳା ତ୍ରିରାଷ୍ଟ୍ରୀୟ ଟି୨୦ କ୍ରିକେଟ ସିରିଜ୍‌ ଫାଇନାଲରେ ପ୍ରବେଶ କରିଛି ଭାରତ। ସୋମବାର ଓ୍ବେଷ୍ଟଇଣ୍ଡିଜକୁ ଭାରତ ୮ ଉଇକେଟରେ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟରେ…

ଓଡ଼ିଶାକୁ ୩ ପଦକ

ଭୁବନେଶ୍ୱର,୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଗୁଜରାଟରେ ଅନୁଷ୍ଠିତ ଜାତୀୟ ଜୁନିୟର ଓ ସବ୍‌ ଜୁନିୟର ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରତିଯୋଗୀ ମାନେ ୩ ପଦକ ହାସଲ କରିଛନ୍ତି। ୧୭ ବର୍ଷରୁ କମ ଶଟପୁଟରେ ସତ୍ୟନାରାୟଣ ଜେନା (୮.୧୮ ମିଟର) ସ୍ବର୍ଣ୍ଣ ପଦକ ହାସଲ…

କର୍ନାଟକକୁ ହରାଇ କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର, ୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ହିରୋ ଜାତୀୟ ବିଚ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଦଳ ସୋମବାର ପ୍ରତିଯୋଗିତାର ଚତୁର୍ଥ ମ୍ୟାଚରେ ଦଳ ୭-୩ ଗୋଲ୍‌ରେ କର୍ନାଟକକୁ ହରାଇ ଦେଇଛି। ଓଡ଼ିଶା ପକ୍ଷରୁ ଅଧିନାୟକ ବାପୁନୀ ବିନ୍ଧାଣୀ (୩ୟ, ୨୨ତମ,…

‘ଆକ୍ସିସ ବିଜ୍‌ନେସ ସାଇକେଲ ଫଣ୍ଡ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ,୩୧।୧: ଆକ୍ସିସ ମ୍ୟୁଚୁଆଲ ଫଣ୍ଡର ନୂଆ ଫଣ୍ଡ ‘ଆକ୍ସିସ ବିଜ୍‌ନେସ ସାଇକେଲ ଫଣ୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହା ବ୍ୟବସାୟ ଚକ୍ର ଆଧାରିତ ବିନିଯୋଗ ବିଷୟବସ୍ତୁ ଅନୁସରଣ କରୁଥିବା ଏକ ଅସୀମିତ ଲକ୍ଷ୍ୟ ଇକ୍ୱିଟି ଯୋଜନାା ଏହି ନୂଆ…

ଭାରି ବଢ଼ିଆ ଠୁଙ୍କାପୁରୀ…

ଭୁବନେଶ୍ୱର,୩୧।୧ (ବ୍ୟୁରୋ)- ସୋମବାର ପବିତ୍ର ମାଘ ନବମୀ ଅବସରରେ ଖଣ୍ଡଗିରି କୁମ୍ଭମେଳାରେ ପରମ୍ପରା ମୁତାବକ ହୋମଯଜ୍ଞାଦି ବିଧି ଜାରି ରହିଥିଲା। ନବାହ୍ନ ପାରାୟଣ ଶୁଣିବାକୁ ଦିନ ତମାମ ଲୋକଙ୍କ ଭିଡ଼ ଜମିଥିଲା। ନାଗା ସାଧୁମାନେ ବିଶ୍ୱ କଲ୍ୟାଣ ପାଇଁ ତପସ୍ୟାରତ ଥିଲାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri