ପର ପିଣ୍ଡାରେ ପାଠ ପଢୁଛନ୍ତି ପିଲା
ଦଶମନ୍ତପୁର, ୨୭ା୧୨ ( ଡି.ଏନ.ଏ.):ଦୀର୍ଘ ୫ ବର୍ଷ ହେଲା ଅଧାପନ୍ତରିଆ ଭାବେ ପଡିରହିଛି ଅଙ୍ଗନଓ୍ବାଡ଼ି ଗୃହ। ନିଜସ୍ବ ଗୃହ ନ ଥିବାରୁ ଗ୍ରାମର ଭିଭିନ୍ନ ଲୋକଙ୍କ ଘର ପିଣ୍ଡାରେ ପିଲାଙ୍କୁ ବସାଇ ପାଠ ପଢାଉଛନ୍ତି ଅଙ୍ଗନଓ୍ବାଡ଼ି କର୍ମୀ। ଏପରି ଦେଖିବାକୁ ମିଳିଛି…
ଜାତୀୟସ୍ତରକୁ ମନୋନୀତ ହେଲେ ଭାଗ୍ୟଶ୍ରୀ
ମାଲକାନଗିରି,୨୭ା୧୨ (ଡି.ଏନ୍.ଏ.):ମାଲକାନଗିରି ଜିଲା ପଡିଆ ସଦର ବ୍ଲକର ଜଣେ ଛାତ୍ରୀ ମହିଳା କ୍ରିକେଟ ଟିମ୍ ଓଡ଼ିଶା ଦଳରେ ୧୫ ବର୍ଷରୁ କମ୍ ବର୍ଗରେ ମନୋନୀତ ହୋଇଛନ୍ତି। ସେ ହେଲେ ପଡିଆ ସଦର ବ୍ଲକର ଏନ୍. ଭାଗ୍ୟଶ୍ରୀ। ଏହି ଖବର ଜଣାପଡିବା ପରେ…
ଇତିହାସ ରଚିଲେ ଓ୍ବାର୍ନର
ମେଲବୋର୍ନ,୨୭।୧୨:ବକ୍ସିଂ ଡେ ଟେଷ୍ଟ ମ୍ୟାଚରେ ଡେଭିଡ ୱାର୍ନର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇତିହାସ ସୃଷ୍ଟି କରିଛନ୍ତି। ୱାର୍ନର ତାଙ୍କର ୧୦୦ତମ ଟେଷ୍ଟ ମ୍ୟାଚରେ ଦ୍ୱିଶତକ ହାସଲ କରିଛନ୍ତି। ସେ ତାଙ୍କ ଇନିଂସରେ ୨୫୪ ବଲରେ ୨୦୦ ରନ କରିଥିଲେ। ଏହି ସମୟ…
ଦେଶରେ ଆଜି ୧୫୭ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨୭।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୭ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…
ଭାଇଜାନଙ୍କ ବାର୍ଥ୍ ଡେ’ ପାର୍ଟିରେ ଶାହରୁଖ
ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନ୍ ଆଜି ତାଙ୍କର୫୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବି-ଟାଇନ୍ର ସେଲିବ୍ରେଟିମାନେ ସଲମାନଙ୍କ ବାର୍ଥ୍ ଡେ ପାର୍ଟିରେ ସାମିଲ ହୋଇଥିବା ନଜର ଆସିଛନ୍ତି। ଗତକାଲି ରାତିରେ ସେ ତାଙ୍କ ଜନ୍ମଦିନ ଭଉଣୀ ଅର୍ପିତା…
ଏଲ୍ଇଡି ସ୍କ୍ରିନ୍ରେ ହକି ଦେଖିବେ ରାଉରକେଲାବାସୀ
ରାଉରକେଲା ଅଫିସ,୨୭ା୧୨: ପୁରୁଷ ହକି ବିଶ୍ୱକପ୍ ଷ୍ଟିଲସିଟି ରାଉରକେଲାରେ ଆଉ ମାତ୍ର ୧୭ ଦିନ ପରେ ଆରମ୍ଭ ହେବ। ଏଥିପାଇଁ ବିର୍ସାମୁଣ୍ଡା ଷ୍ଟାଡିୟମ କାର୍ଯ୍ୟ ଶେଷ ହୋଇ ସେଠାରେ ଅଭ୍ୟାସ ମ୍ୟାଚ୍ ଆରମ୍ଭ ହୋଇଯାଇଛି। ରାଉରକେଲାରେ ପ୍ରଥମ ଥର ପାଇଁ ବିଶ୍ୱସ୍ତରୀୟ…
ଧାନ ଉଠୁନି, ଜିଲାପାଳଙ୍କୁ ଫେରାଦ
ବରଗଡ଼ ଅଫିସ୍,୨୭।୧୨: ବରଗଡ଼ ଜିଲାରେ ଧାନ ବିକ୍ରିବଟା ସମସ୍ୟା ଲାଗି ରହିଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ତାହା ବିକ୍ରି ହୋଇ ନ ପାରି ଦୀର୍ଘଦିନ ଧରି ମଣ୍ଡିରେ ପଡ଼ି ରହୁଛି। ଏଭଳି ଅଭିଯୋଗ ନେଇ ସୋମବାର…
ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର: ୯ଟି ସ୍ଥାନରେ ଏକକାଳୀନ ଚଢାଉ
ଜଗତସିଂହପୁର ଅଫିସ,୨୭।୧୨: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି କଲେକ୍ଟରଙ୍କ ବାସଭବନ, ଅଫିସ, ସର୍ମ୍ପକୀୟଙ୍କ ଘର ଏବଂ ପୈତୃକ ଘର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି।…
ହାତୀପଲ ଭାଙ୍ଗି ଦେଲେ ଘର
ପରଜଙ୍ଗ,୨୭।୧୨(ଡି.ଏନ.ଏ.): ଢେଙ୍କାନାଳ ବନଖଣ୍ଡ ମହାବୀରରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ କନ୍ତୋର ପଞ୍ଚାୟତ ଚାନ୍ଦପୁର ଗ୍ରାମରେ ହାତୀପଲ ଉପଦ୍ରବ ଚଳାଇଛନ୍ତି। ଗ୍ରାମର ମଞ୍ଜୁଲତା ନାଏକଙ୍କ ୨ ବଖରା ଘର ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର, ଧାନ, ଚାଉଳ ଆଦି ନଷ୍ଟ କରି…
୧୭ ଜାନୁୟାରୀରେ ବିଶାଳ ଗଣ ବିକ୍ଷୋଭ
ଅନୁଗୋଳ ଅଫିସ, ୨୭ା୧୨: ଅନୁଗୋଳ ଜିଲାର ୯୨ଟି ରାଜସ୍ବ ଗ୍ରାମକୁ ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଦାବିରେ ଚାଷୀ ସୁରକ୍ଷା କମିଟି ଆହ୍ବାନରେ ସହର ଉପକଣ୍ଠ କୁରୁଡ଼ୋଲ ଈଶାନେଶ୍ୱର ମନ୍ଦିର ଠାରେ ସାଧାରଣ ସଭା…
୩ ନକଲି ଜିଏସ୍ଟି ଅଧିକାରୀଙ୍କ ସମେତ ୪ ଗିରଫ
ଛତ୍ରପୁର,୨୭ା୧୨(ଡି.ଏନ୍.ଏ.):ଗଞ୍ଜାମ ଜିଲାରେ ଜିଏସ୍ଟି ଅଧିକାରୀ ଦର୍ଶାଇ ଟ୍ରକ୍ ଡ୍ରାଇଭରଙ୍କୁ ମାଡ଼ ମାରି ଟଙ୍କା ଠକେଇ ସହ ୬୦ ବସ୍ତା ଡିଲକ୍ସ ପାନ ମସଲା ଲୁଟ୍ ମାମଲାର ପର୍ଦ୍ଦାଫାଶ ହୋଇଛି। ଛତ୍ରପୁର ଥାନା ପୋଲିସ ଏହି ମାମଲାରେ ୩ନକଲି ଜିଏସ୍ଟି ଅଧିକାରୀଙ୍କ ସମେତ…
ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେନି ଅଖିଳେଶ,ମାୟାବତୀ!
ନୂଆଦିଲ୍ଲୀ,୨୬।୧୨: ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ, ବିଏସ୍ପି ସୁପ୍ରିମୋ ମାୟାବତୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନାହିଁ ବୋଲି ଏକ ସୂତ୍ରରୁ ପ୍ରକାଶ ପାଇଛି। ହେଲେ ବିଧିବଦ୍ଧ ଭାବେ ଦଳ ପକ୍ଷରୁ…
Archives


