Home Left

ଖସିପଡ଼ିଥିବା ଡ୍ରୋନ୍‌କୁ ନେଇ ଆତଙ୍କ

ଢେଙ୍କାନାଳ ଅଫିସ, ୧୨।୫: ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଗ୍ରାମ କେନାଲ ବନ୍ଧ ଉପରେ ଗୁରୁବାର ଅପରାହ୍ନରେ ଖସିପଡ଼ିଥିବା ଏକ ଡ୍ରୋନ୍‌କୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଅପରାହ୍ନ ପ୍ରାୟ ୫ଟା ୪୦ରେ…

ପିଆଇଡବ୍ଲ୍ୟୁଟି ନିର୍ଦ୍ଦେଶକଙ୍କ ସତ୍ୟପାଠ ଦାଖଲ

କଟକ ଅଫିସ,୧୨ା୫: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଡଙ୍ଗାବୁଡ଼ି ମାମଲାରେ ମେ’ ୧ ତାରିଖରେ ସତ୍ୟପାଠ ଦାଖଲ କରାଯାଇଛି। ଓଡ଼ିଶା ପୋର୍ଟ ଆଣ୍ଡ୍‌ ଆଇଲାଣ୍ଡ୍‌ ଓ୍ବାଟର ଟ୍ରାନ୍ସପୋର୍ଟ ବିଭାଗ(ପିଆଇଡବ୍ଲ୍ୟୁଟି)ର ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ ସତ୍ୟପାଠ ଦାଖଲ କରି ରାଜ୍ୟରେ…

ବିଲ୍‌ରେ ଜାଲିଆତି କରି ଟଙ୍କା ହଡ଼ପ ଉଦ୍ୟମ

ଅନୁଗୋଳ ଅଫିସ,୧୨ା୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲମାନେ କେବଳ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଆର୍ଥିକ ଭାବେ ଶୋଷଣ କରୁନାହାନ୍ତି, ସୁଯୋଗ ପାଇବା ମାତ୍ରେ ସରକାରୀ ଅର୍ଥ ହଡପ୍‌ ପାଇଁ କିପରି ଉଦ୍ୟମ କରୁଛନ୍ତି ତାହାର ଉଦାହରଣ ଗୁରୁବାର ଦେଖିବାକୁ…

ଜୁନ ୨ ପର୍ଯ୍ୟନ୍ତ ସିସୋଡିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୧୨।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ଆମ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଡୁଆ ବଢିବାରେ ଲାଗିଛି। ଶୁକ୍ରବାର ସିବିଆଇ ମାମଲାର ଶୁଣାଣି କରି ରୌଜ୍‌ ଏଭିନ୍ୟୁ କୋର୍ଟ ସିସୋଡିଆଙ୍କ…

ଖୁଆଇଦେଲେ ଅବୈଧ ଔଷଧ, ମୃତ୍ୟୁସହ ଲଢ଼ୁଛି ଶିଶୁ

ପାରଳାଖେମୁଣ୍ଡି,୧୨ା୫(ଡି.ଏନ୍‌.ଏ.): ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କ ବେପରୁଆ ମନୋଭାବ ଯୋଗୁ ମୃତ୍ୟୁ ସହ ଲଢୁଛି ୧୧ ମାସର ଶିଶୁ। ପ୍ରାୟ ବର୍ଷେ ତଳର ଅବୈଧ ଔଷଧ ଖୁଆଇ ଦେବାରୁ ଶିଶୁପୁତ୍ରର ଅବସ୍ଥା ସଙ୍କଟାପନ୍ନ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା…

ସରକାରୀ ଯୋଜନାଠାରୁ ବହୁ ଦୂରରେ ବେତାଗଣ୍ଡା ଗାଁ

ଆର.ଉଦୟଗିରି,୧୧ା୫(ଡି.ଏନ.ଏ.): ମୋହନା ବ୍ଲକ ଗୁରୁଝୁଳୀ ପଞ୍ଚାୟତର ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ବେତାଗଣ୍ଡା ଗାଁ। ଏହି ଗାଁକୁ ଯିବାକୁ ହେଲେ ଅଡ଼ବା ହରଭଙ୍ଗି ଡ୍ୟାମ୍‌ ନିକଟ ପଣସଡିହ ଗ୍ରାମଠାରୁ ପ୍ରାୟ ୨୦ କିମି ଦୂର ଘଞ୍ଚ ଜଙ୍ଗଲ, ପାହାଡ଼ ପର୍ବତ ଦେଇ…

ନିରନ୍ତର ବିଦ୍ୟୁତ୍‌ ଯୋଗାଣ ଲକ୍ଷ୍ୟ

ବ୍ରହ୍ମପୁର ଅଫିସ,୧୨ା୫: ଗ୍ରାହକଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣକୁ ନିଶ୍ଚିତ କରିବା ପାଇଁ ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ସମସ୍ତ ସର୍କଲରେ ଏବେ ଭ୍ରାମ୍ୟମାଣ ସବ୍‌ ଷ୍ଟେଶନ ରଖା ଯାଇଛି। ଫଳରେ ବିଦ୍ୟୁତ୍‌ ବିଭ୍ରାଟ ସମୟରେ ଯୋଗାଣ…

ଗାଁମୁହାଁ ଭାଲୁ, ଲୋକେ ଆତଙ୍କିତ

କେନ୍ଦୁଝର,୧୨।୫(ସ୍ବ.ପ୍ର.)-କେନ୍ଦୁଝର ସଦର ରେଞ୍ଜ ଅଧୀନ ଯୋଗୀମଠ ବନ ବିଭାଗ ନର୍ସରୀରେ ଏକ ଭାଲୁ ପଶି ଆସିଛି। ଭାଲୁଟି ପାଖ ଗାଁ ଦେଇ ଯାଉଥିବା ବେଳେ ଲୋକେ ଦେଖି ହୋହଲ୍ଲା କରି ଗୋଡାଇବାରୁ ଭାଲୁଟି ବାଟବଣା ହୋଇ ନର୍ସରୀ ଭିତରକୁ ପଶି ଆସି…

ଗଞ୍ଜେଇ ଭର୍ତ୍ତି ଅଟୋ ଜବତ: ଜଣେ ଗିରଫ

ବ୍ରହ୍ମପୁର ଅଫିସ,୧୨ା୫: ଅବକାରୀ ଗୋଇନ୍ଦା ଟିମ୍‌ ଶୁକ୍ରବାର ଏକ ଗଞ୍ଜେଇ ଭର୍ତ୍ତି ଅଟୋ ଜବତ କରିଛି। ଜଣେ ଚାଲାଣକାରୀଙ୍କୁ ଗିରଫ କରିଛି। ସେ ହେଉଛନ୍ତି ବଡ଼ଗଡ଼ ଥାନା ଅନ୍ତର୍ଗତ ବଡ଼ଚିକିଲି ଗ୍ରାମର ପ୍ରମୋଦ କୁମାର ନାୟକ(୩୪)। ଫୁଲବାଣୀରୁ ଗଞ୍ଜେଇ ଆସ୍କା ଦେଇ…

ବୁଲୁଛି ଦନ୍ତା, ଗ୍ରାମବାସୀ ଭୟଭୀତ

ବାଲେଶ୍ୱର ଅଫିସ,୧୨।୫: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ବଡ଼ପାଳ ପଞ୍ଚାୟତ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରେ ବୁଲୁଛି ଝାଡ଼ଖଣ୍ଡ ଦନ୍ତା। ଗାଁକୁ ପଶିଯିବା ଭୟରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ବିଦ୍ୟୁତ୍‌ ତାର ଦ୍ୱାରା ହାତୀର କ୍ଷୟକ୍ଷତି ହେବା ଆଶଙ୍କାକୁ ନେଇ ସାରା…

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଅନୁଗୋଳ ଅଫିସ,୧୨।୫: ହାତୀ ଆକ୍ରମଣରେ ଅନୁଗୋଳ ଜିଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ଗଡତରାସ ପଞ୍ଚାୟତ ଅଧୀନ ଯାମୁଣ୍ଡା କୂଳିଆପଶି ସାହିର ଜଣେ ବୃଦ୍ଧାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ବୈଦେହୀ ପ୍ରଧାନ(୬୫)। ମିଳିଥିବା ସୂଚନା ମୁତାବକ, ବୈଦେହୀ ଗାଁ ପାଖରେ…

ଗାଁ ଛାଡୁଛନ୍ତିି ଲୋକେ

ବାରିପଦା ଅଫିସ,୧୨ା୫: ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଶିଆଳିଘାଟି ଓ ପାଉଁଶିଆ ପଞ୍ଚାୟତ ଅନ୍ତର୍ଗତ ୪ଟି ଗ୍ରାମର ଲୋକେ ପ୍ରଶାସନିକ ଅବହେଳାରୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଆଗକୁ ବର୍ଷା ଦିନ ଥିବାରୁ ଏବେଠାରୁ ଏହି ୪ ଗ୍ରାମର ଲୋକେ ଜଳବନ୍ଦୀ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?