Home Left

୧୩% ବୃଦ୍ଧି ପାଇଛି କୋଇଲା ଉତ୍ପାଦନ

ନୂଆଦିଲ୍ଲୀ,୪।୨: ପୂର୍ବବର୍ଷ ତୁଳନାରେ ଦେଶରେ ସାମଗ୍ରିକ କୋଇଲା ଉପତ୍ାଦନ ୧୨.୯୪ ପ୍ରତିଶତ ବୃଦ୍ଧି ହୋଇ ୮୯.୯୬ ମିଲିୟନ୍‌ ଟନ୍‌ରେ ପହଞ୍ଚଛି ବୋଲି କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, କୋଲ୍‌ ଇଣ୍ଡିଆ ଲିମିଟେଡ଼୍‌ ଦ୍ୱାରା ୧୧.୪୪ ପ୍ରତିଶତ କୋଇଲା ଉପତ୍ାଦନ ହୋଇଥିବା…

ଏସ୍‌ବିଆଇର ୩ୟ ତ୍ରେିମାସିକ ଫଳାଫଳ

ନୂଆଦିଲ୍ଲୀ, ୪।୨: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସର୍ମ୍ପକରେ ଘୋଷଣା କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ଅକ୍ଟୋବରରୁ ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କ ନେଟ୍‌ ଲାଭ ୬୮.୫% ବୃଦ୍ଧି ଘଟିଛି।…

ଆଜି ଏନ୍‌ଆଇଟିର ୨୦ତମ ସମାବର୍ତ୍ତନ ଉତ୍ସବ

ରାଉରକେଲା ଅଫିସ,୪ା୨: ରାଉରକେଲା ସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି) ପରିସରରେ ୨୦ତମ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହେବ। ଏ ସମ୍ପର୍କରେ ଏନ୍‌ଆଇଟି ସ୍ଥିତ ସିନେଟ ହଲ ପରିସରରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ସମ୍ମିଳନୀରେ…

ଭୁବନେଶ୍ୱରରେ ଆସସ୍‌ର ସ୍ବତନ୍ତ୍ର ଷ୍ଟୋର୍‌ ଉଦ୍‌ଘାଟିତ

ନୂଆଦିଲ୍ଲୀ,୪।୨: ଅନ୍ତଃରାଷ୍ଟ୍ରୀୟ ଇଲେଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ କମ୍ପାନୀ ଆସସ୍‌ ଇଣ୍ଡିଆ ପକ୍ଷରୁ ନିକଟରେ ଆଉ ଏକ ଫାସିଲିଟ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ଏପରିକି ସମଗ୍ର ଦେଶରେ ବ୍ରାଣ୍ଡ୍‌ର ରିଟେଲ ଉପସ୍ଥିତିକୁ ମଜଭୁତ କରିବା ଦିଗରେ ଏକ ପଦକ୍ଷେପ ସ୍ବରୂପ କମ୍ପାନୀ ଭୁବନେଶ୍ୱରର…

ବେଦାନ୍ତ ଲାଞ୍ଜିଗଡ଼କୁ ଗୋଲ୍‌ଡେନ୍‌ ପିକକ୍‌ ପୁରସ୍କାର

ଭୁବନେଶ୍ୱର,୪।୨: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ସହଯୋଗୀ କମ୍ପାନୀ ବେଦାନ୍ତ ଆଲୁମିନାର ଲାଞ୍ଜିଗଡ଼ ଓଡ଼ିଶା ୟୁନିଟ୍‌କୁ ନିକଟରେ ଏକ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି ବେଦାନ୍ତ ଲିମିଟେଡ୍‌ର ଲାଞ୍ଜିଗଡ଼ ୟୁନିଟ୍‌ ଦେଶର ଅଗ୍ରଣୀ ମେଟାଲର୍ଜିକାଲ…

ପୋଖରୀ ଏରିଆ ଚିହ୍ନଟ କଲା ଜିଲା ପ୍ରଶାସନ

ଦେବଗଡ଼, ୪।୨(ଡି.ଏନ.ଏ.): ଦେବଗଡ଼ ସହର କଲେଜ ରୋଡ ଶନିମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଉନ୍ନତିକରଣ କରାଯାଉଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ପୋଖରୀ ଏରିଆ ମପାଯାଇ ଚିହ୍ନଟ କରାଯାଇଛି। ତହସିଲଦାର ଏଜଲିନ ବାରା, ପୌର ନିର୍ବାହୀ ଅଧିକାରୀ…

ପ୍ଲାଟିନମ୍‌ ଇଭାରାର ଆକର୍ଷଣୀୟ ଜୁଏଲେରି କଲେକ୍ସନ

ନୂଆଦିଲ୍ଲୀ,୪।୨: ଚଳିତ ବର୍ଷର ଭାଲେଣ୍ଟାଇନ୍‌ ଡେ’ ପରିପ୍ରେକ୍ଷୀରେ ପ୍ଲାଟିନମ୍‌ ଇଭାରାର ଆକର୍ଷଣୀୟ ଜୁଏଲେରି କଲେକ୍ସନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଉକ୍ତ ଉତ୍ସବକୁ ସେଲିବ୍ରେଟ୍‌ କରିବା ପାଇଁ ପ୍ଲାଟିନମ୍‌ ଇଭାରା ବାଏ ପିଜିଆଇ ଇଣ୍ଡିଆ ୯୫%ଶୁଦ୍ଧ ପ୍ଲାଟିନମ୍‌ରୁ ସୁନ୍ଦର ଭାବେ ନିର୍ମିତ…

ଅଟୋମୋବାଇଲ ରପ୍ତାନିରେ ଅଭିବୃଦ୍ଧି

ନୂଆଦିଲ୍ଲୀ, ୪।୨: ଦେଶର ଅଟୋମୋବାଇଲ ଶିଳ୍ପକ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଦେଖାଦେଇଛି ଏପରିକି ଅଟୋମୋବାଇଲ ରପ୍ତାନି ହାର ୨୦୨୧-୨୨ରେ ପ୍ରାୟ ୩୬% (୩୫.୯%) ବୃଦ୍ଧି ଘଟିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୪୧,୩୪,୦୪୭ ୟୁନିଟ୍‌ ଗାଡ଼ି ରପ୍ତାନି ହୋଇଥିବା ବେଳେ ୨୦୨୧-୨୨ରେ ଏହି ସଂଖ୍ୟା…

ସମିତି ବୈଠକରେ ହଟ୍ଟଗୋଳ

ହିନ୍ଦୋଳ,୪।୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ସଭାଗୃହ ପରିସରରେ ଶୁକ୍ରବାର ସମିତିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ସମସ୍ୟା ସମାଧାନ ହେଉ ନ ଥିବା ଏବଂ ସମିତିସଭ୍ୟଙ୍କୁ ଅଣଦେଖା କରାଯାଉଥିବା ପ୍ରତିବାଦରେ ହଟ୍ଟଗୋଳ ହୋଇଥିଲା। ବିଡିଓ ଶିବ ଶଙ୍କର ମିଶ୍ର…

ଝାଡଖଣ୍ଡ ଯିବେ ଶାହା: ବାବା ବୈଦ୍ୟନାଥଙ୍କୁ କରିବେ ଦର୍ଶନ

ନୂଆଦିଲ୍ଲୀ,୪।୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ଝାଡଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଅମିତ ଶାହା ବାବା ବୈଦ୍ୟନାଥଙ୍କୁ ଦର୍ଶନ କରିବେ। ଏହାପରେ ରାମକୃଷ୍ଣ ମିଶନର ଶତବାର୍ଷିକୀ ଉତ୍ସବରେ ଅଂଶଗ୍ରହଣ କରିବେ। ଏଥିସହ ୪୫୦ କୋଟି ବ୍ୟୟରେ…

୧୩୧.୧୫ କେଜିର ବିବାହ ଡ୍ରେସ୍‌ କେକ୍‌

ବର୍ନ: ସୁଇଜରଲାଣ୍ଡର ଜଣେ ମହିଳା କେକ୍‌ ଡ୍ରେସ୍‌ ତିଆରି କରି ଗିନିଜ୍‌ ୱାଲର୍‌ଡ ରେକର୍ଡରେ ନିଜ ନାମ ଲେଖାଇଛନ୍ତି। ଗତ ମାସ ୧୫ ତାରିଖରେ ଆୟୋଜିତ ସ୍ବିସ୍‌ ୱାଲର୍‌ଡ ୱେଡିଂ ମେଳାରେ ନତାଶା କୋଲିନ୍‌ କିମ୍‌ ଫେହଲି ଫେକାସ୍‌ ଏହି କେକ୍‌…

‘ସେବାକୁ ବ୍ରତ ଭାବେ ଗ୍ରହଣ କର’

କାମାକ୍ଷାନଗର, ୪।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତିରାଜ ହାଇସ୍କୁଲରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୩୫ତମ ଜିଲାସ୍ତରୀୟ ସ୍କାଉଟ୍ସ, ଗାଇଡ୍ସ କ୍ୟାମ୍ପୋରୀ। ଏହା ୩ଦିନ ଧରି ଚାଲିବ। ଏଥିରେ ୧୭୦ ବିଦ୍ୟାଳୟର ୩୪୩ ସ୍କାଉଟ୍ସ, ୧୩୬ ଗାଇଡ୍ସ, ୧୩୬ ସ୍କାଉଟ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri