Home Left

ଉନ୍ନୟନ କାମ ଅବ୍ୟବସ୍ଥା ନେଇ ଉଦ୍‌ବେଗ

ଦେଓଗାଁ,୪ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ବିଭିନ୍ନ ବିଭାଗ କାର୍ଯ୍ୟର ଅଗ୍ରଗତି ନେଇ ବିଧାୟକ ନରସିଂହ ମିଶ୍ର ସମୀକ୍ଷା କରିଛନ୍ତି। ପ୍ରଥମେ ୨୦୧୪-୧୫ ସମିହାରୁ ବିଧାୟକଙ୍କ ପାଣ୍ଠି ବିନିଯୋଗକୁ ନେଇ ସମୀକ୍ଷା କରିଥିଲେ।…

ଚାଷୀଙ୍କୁ ଧାନ ବିକ୍ରି ପ୍ରାପ୍ୟ ପ୍ରଦାନରେ ବିଳମ୍ବ

ସୋନପୁର,୪।୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଚଳିତ ଖରିଫ ଋତୁରେ ରେକର୍ଡ ପରିମାଣର ଧାନ ଅମଳ ହୋଇଛି। ତଦନୁଯାୟୀ ଧାନ ସଂଗ୍ରହରେ ଜିଲା ଚଳିତ ଥର ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଜିଲାର ୧୦୭ ମଣ୍ଡିରୁ ୬୨୯୧୬ ଜଣ ଚାଷୀଙ୍କ…

ମାର୍ଚ୍ଚ ୧୮ରେ ହେବ ଆଇଏସ୍‌ଏଲ୍‌ ଫାଇନାଲ

ନୂଆଦିଲ୍ଲୀ,୪।୨(ପି.ଟି.): ଚଳିତ ସିଜନ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇଏସ୍‌ଏଲ୍‌)ର ଫାଇନାଲ ମ୍ୟାଚ ମାର୍ଚ୍ଚ ୧୮ରେ ଖେଳାଯିବ ବୋଲି ଆୟୋଜକ ଗଣ ଶୁକ୍ରବାର ଘୋଷଣା କରିଛନ୍ତି। ଲିଗ୍‌ ପର୍ଯ୍ୟାୟ ଶେଷ ହେବା ପରେ ଚତୁର୍ଥ ଓ ପଞ୍ଚମ ଦଳ ଏବଂ ତୃତୀୟ ଓ…

ଭାରତ ୧୨-୦ରେ ଭୁଟାନକୁ ହରାଇଲା

ଢାକା, ୪।୨(ପି.ଟି.): ବଦଳ ଖେଳାଳିଭାବେ ଆସିଥିବା ତିନି ଖେଳାଳିଙ୍କ ହ୍ୟାଟ୍ରିକ ସହାୟତାରେ ଭାରତ ଏଠାରେ ଚାଲିଥିବା ୨୦ ବର୍ଷରୁ କମ୍‌ ମହିଳା ସାଫ୍‌ ଚାମ୍ପିୟନଶିପ୍‌ର ଶୁକ୍ରବାର ଅନୁଷ୍ଠିତ ଏକ ମ୍ୟାଚରେ ଭୁଟାନକୁ ୧୨-୦ ଗୋଲରେ ପରାସ୍ତ କରିଛି। ଭାରତର ଏହା ପ୍ରଥମ…

ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ, ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

କୋକସରା,୪।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡା ପଞ୍ଚାୟତ ମହୁଲମୁଣ୍ଡା ଗ୍ରାମର ଦାଦନ ଦଲାଲ ଲକ୍ଷ୍ମୀଧର ଦୁର୍ଗାଙ୍କ କଥାରେ ପଡି ଆଜକୁ ଦେଢ଼ମାସ ହେବ ମାଝିଗୁଡା ଗ୍ରାମର ବିଶେକ ନାଏକ(୬୦) ହାଇଦ୍ରାବାଦସ୍ଥିତ ଏକ ଘରୋଇ କମ୍ପାନୀରେ ଦିନମଜୁରିଆ ଭାବେ କାମ…

ସମ୍ବଲପୁର ମଣ୍ଡଳ: ୧୬ ଷ୍ଟେଶନର ହେବ ଆଧୁନିକୀକରଣ

ସମ୍ବଲପୁର,୪ା୨(ବ୍ୟୁରୋ): କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ ପ୍ରାୟ ୧୦ ହଜାର କୋଟି ବ୍ୟୟ ବରାଦ ହୋଇଛି। ସମ୍ବଲପୁର ରେଳମଣ୍ଡଳର ଅନେକ ଷ୍ଟେଶନ, ରେଳ ଲାଇନ ତଥା ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରାଯିବ। ଅମୃତ ଷ୍ଟେଶନ ଯୋଜନାରେ ସମ୍ବଲପୁର ମଣ୍ଡଳର ୧୬ ଗୋଟି…

ଦୃଷ୍ଟିବାଧିତ ମହିଳା କ୍ରିକେଟ ପ୍ରଶିକ୍ଷଣ ଓ ଆତ୍ମରକ୍ଷା କୌଶଳ ତାଲିମ ଶିବିର

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି): ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍‌ ସଂଘ (କାଭି ଓଡ଼ିଶା) ଓ ସମର୍ଥନମ୍‌ ଟ୍ରଷ୍ଟ ଫର୍‌ ଦି ଡିସାବୁଲ୍‌ର ସହଯୋଗରେ ଦୃଷ୍ଟିବାଧିତ ମହିଳାମାନଙ୍କ ନିମନ୍ତେ ୫ ଦିନିଆ କ୍ରିକେଟ୍‌ ପ୍ରଶିକ୍ଷଣ ଓ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଖୋର୍ଦ୍ଧାର ବାଣପୁରସ୍ଥିତ…

କିଆରା-ସିଦ୍ଧାର୍ଥଙ୍କ ବିବାହ ସମାରୋହରେ ସାମିଲ ହେବେ ଏହି ସବୁ ଅଭିନେତା

ମୁମ୍ବାଇ: ବି-ଟାଉନର ଚର୍ଚ୍ଚିତ ଯୋଡି ମଧ୍ୟରୁ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଯୋଡିକୁ ବେଶ୍‌ ପସନ୍ଦ କରନ୍ତି ପ୍ରଶଂସକ। ବର୍ତ୍ତମାନ ଏହି ଯୋଡି ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବେଶ୍‌ କିଛି ଦିନ ହେବ ସେମାନଙ୍କର ବିବାହ…

କାମରେ ଲାଗୁନି ଶୌଚାଳୟ

ରାଉରକେଲା ଅଫିସ,୪।୨: ରାଉରକେଲା ମହାନଗର ନିଗମ ଅଧୀନ ପାନପୋଷ ବଜାରରେ ଥିବା ସାର୍ବଜନୀନ ଶୌଚାଳୟ ଏବେ ବ୍ୟବହାର ଅନୁପଯୋଗୀ ହୋଇପଡିଛି। ଫଳରେ ବଜାରକୁ ଆସୁଥିବା ଗ୍ରାହକ ଏବଂ ବ୍ୟବସାୟୀମାନେ ଅସୁବିଧା ଭୋଗୁଛନ୍ତି। ପାନପୋଷ ବଜାର ରାଉରକେଲାର ସର୍ବପୁରାତନ ବଜାର। ୯ଏକର ପରିମିତ…

ଓଡ଼ିଶା ପୁରୁଷ ଦଳର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି): ଆସାମର ଗୁଆହାଟୀଠାରେ ଚାଲିଥିବା ୭୧ତମ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ (ମହିଳା/ପୁରୁଷ)ରେ ଓଡ଼ିଶା ପୁରୁଷ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଗୁରୁବାର ନିଜର ପ୍ରଥମ ମ୍ୟାଚରେ ମଣିପୁରକୁ ୩:୧ (୨୫-୨୧, ୨୭-୨୯, ୨୫-୧୧, ୨୫-୧୪)ରେ…

ଓଡ଼ିଶା ବାଳିକା ଖୋ ଖୋ ଦଳକୁ ସ୍ବର୍ଣ୍ଣ, ବାଳକଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ଓଡ଼ିଶାର ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର ଖୋ ଖୋ ଇଭେଣ୍ଟରେ ଓଡ଼ିଶା ବାଳିକା ଦଳ ସ୍ବର୍ଣ୍ଣ ଏବଂ ବାଳକ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା…

ଜୟରାମ, ସବିତାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶର ବିଭିନ୍ନ ସହରରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ଏହା ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଥଲେଟିକ୍ସ ଇଭେଣ୍ଟର ପ୍ରଥମ ଦିବସରେ ଓଡ଼ିଶାକୁ ୨ଟି ସ୍ବର୍ଣ୍ଣ ପଦକ ମିଳିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri