Home Left

ନିୟମିତ ହେଉନି ବିଇଏମ୍‌ସି ସାଧାରଣ ବୈଠକ

ବ୍ରହ୍ମପୁର ଅଫିସ,୧୩।୫: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ସାଧାରଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଗତ ବର୍ଷର ପୌର ନିର୍ବାଚନ ପରେ ନୂଆ ପରିଷଦ ଗଠନର ବର୍ଷେ ବିତିଛି ଓ ଏହି ସମୟ ଭିତରେ ଏହାକୁ ମିଶାଇ ମାତ୍ର ୩ଟି ସାଧାରଣ…

ବିଏସ୍‌କେୱାଇ କାର୍ଡରେ ଚିକିତ୍ସା ବିଫଳ ଅଭିଯୋଗ

ବ୍ରହ୍ମପୁର ଅଫିସ୍‌,୧୩।୫: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ମାଗଣା ସ୍ବାସ୍ଥ୍ୟଗତ ଚିକିତ୍ସା ସେବା ପାଇବା ନିମନ୍ତେ ଅନୁମୋଦନ ପ୍ରଦାନ କରିବା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦାୟିତ୍ୱହୀନତା ଓ ଅବହେଳା ଯୋଗୁଁ ସହରରେ ବିଭିନ୍ନ ରୋଗୀ ସମସ୍ୟାର ସମ୍ମୁଖୀନ ହେଉଥିବା ସହରତଳି…

ଖଡ଼ଗ ନଦୀରେ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର

ଦାରିଙ୍ଗବାଡି,୧୩।୫(ଡି.ଏନ.ଏ): ଦାରିଙ୍ଗବାଡ଼ିର ଖଡ଼ଗ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥିରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଙ୍କ ମଧ୍ୟରେ ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର…

ଶିକ୍ଷକଙ୍କ ପଦୋନ୍ନତିରେ ନିୟମକୁ ଅଣଦେଖା ଅଭିଯୋଗ

ଫୁଲବାଣୀ ଅଫିସ, ୧୩।୫: କନ୍ଧମାଳ ଜିଲାରେ ଶିକ୍ଷକଙ୍କ ପଦୋନ୍ନତିରେ ଦୁର୍ନୀତିର ଗନ୍ଧ ବାରିହୋଇଛି। ପ୍ରାଥମିକ ଶିକ୍ଷକ (ପ୍ରାଇମେରୀ ଟିଚର) ଲେଭେଲ ୪ରୁ ଲେଭେଲ ୩କୁ ପଦୋନ୍ନତିରେ ଥିବା ୨୦୧୯ ଶିକ୍ଷା ନିୟମକୁ ଅଣଦେଖା କରାଯାଇଛି ା ଜିଲା ଶିକ୍ଷାଧିକାରୀ ଏହି କାର୍ଯ୍ୟରେ…

ଅଜଣା ଗାଡି ଧକ୍କାରେ ୩ ବାଇକ୍‌ ଆରୋହୀ ମୃତ

ଚଣ୍ଡିଗଡ, ୧୩।୫(ଡି.ଏନ.ଏ.): ଛତିଆ ୧୬ ନଂ ଜାତୀୟ ରାଜପଥ ବଡ଼ଚଣ ର କଢେଇ ପୋଲ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ୩ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଚଣ୍ଡିଖୋଲରୁ କଟକ ଆଡକୁ ଗୋଟିଏ…

ବୁଗୁଡ଼ା ଠାକୁରାଣୀ ଯାତ୍ରା ଉଦ୍‌ଯାପିତ

ବୁଗୁଡ଼ା,୧୩।୫(ଡି.ଏନ.ଏ.):ଚଳିତ ଏପ୍ରିଲ ୨୬ ତାରିଖରୁ ଶୁଭାରମ୍ଭ ହୋଇଥିବା ସପ୍ତଦଶ ଦିବସୀୟ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ଠାରୁ ମେଲାଣି ନେଇ ପଞ୍ଚ ଠାକୁରାଣୀ ସ୍ବ ସ୍ବ ମନ୍ଦିରକୁ ପ୍ର୍ଯଯାବର୍ତ୍ତନ କରିଥିବା ବେଳେ ଅନ୍ତିମ ନଗର ଭ୍ରମଣି…

ଜନ୍ମଦିନ ପାଳିଲା ୩୧ ବର୍ଷୀୟ ବୋବି

ଲିସ୍‌ବର୍ନ: ବିଶ୍ୱର ସବୁଠୁ ବୟସ୍କ କୁକୁର ବୋବି। ଏ ନେଇ ବୋବି ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡ ମଧ୍ୟ କରିଛି। ଗୁରୁବାର ବୋବିକୁ ୩୧ ବର୍ଷ ବୟସ ହୋଇଛି। ନିକଟରେ ବୋବିର ଜନ୍ମଦିନକୁ ତା’ ମାଲିକ ବେଶ୍‌ ବଡ଼ ଆକାରରେ…

ସମାଜସେବୀଙ୍କ ସହାୟତାରେ ଘରକୁ ପ୍ରବେଶ

ଛତ୍ରପୁର,୧୩।୫(ଡି.ଏନ.ଏ.): ୨ଟି କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡା ହୋଇଛନ୍ତି । ସ୍ତ୍ରୀ ଓ ୨ ପିଲାଙ୍କୁ ଛାଡି ସ୍ବାମୀ କେରଳ ଚାଲି ଯାଇଛନ୍ତି । ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ କତୁରୁ ଗଁାରେ ଏପରି ଘଟଣା ଦେଖିବାକୁ ମିଳିଛି।…

ଅଭିମାନ କରିଛନ୍ତି ଅର୍ମାନ୍‌

ମୁମ୍ବାଇ: ୟଙ୍ଗ୍‌, ଟ୍ୟାଲେଣ୍ଟେଡ୍‌ ଆଣ୍ଡ ହ୍ୟାଣ୍ଡସମ୍‌ ସିଙ୍ଗର ଭାବେ ଜଣାଯାଉଥିବା ଅର୍ମାନ୍‌ ମଲ୍ଲିକ ବଲିଉଡ୍‌ ଇଣ୍ଡଷ୍ଟ୍ରି ଉପରେ ଅଭିମାନ କରିଛନ୍ତି। ବଲିଉଡ୍‌ରେ ଆଉ ସେ ଗୀତ ଗାଇବାକୁ ଚାହୁଁ ନ ଥିବା ନିକଟରେ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି। ତେବେ ଅର୍ମାନ୍‌ଙ୍କ…

ସବୁଠୁ ବଡ଼ କସ୍‌ମିକ୍‌ ଏକ୍ସପ୍ଲୋଜନ

ଓ୍ବାଶିଂଟନ୍‌: ମହାକାଶରେ ବର୍ତ୍ତମାନର ସବୁଠୁ ବଡ଼ କସ୍‌ମିକ୍‌ ଏକ୍ସପ୍ଲୋଜନ୍‌ (ତାରକା ମଧ୍ୟରେ ଧକ୍କା ହୋଇ ଘଟୁଥିବା ବିସ୍ଫୋରଣ) ହୋଇଥିବା ଜ୍ୟୋତିର୍ବିଜ୍ଞାନୀଙ୍କ ପକ୍ଷରୁ କୁହାଯାଇଛି। ପୃଥିବୀଠାରୁ ୮ ବିଲିୟନ୍‌ ଆଲୋକ ବର୍ଷ ଦୂରରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ସୁପରନୋଭା (ତାରକାର ଜୀବନକାଳ…

ବିପିସିଏଲ୍‌ ସହ ଟିଏସ୍‌ଏମ୍‌ଏଲ୍‌ର ବୁଝାମଣା

ଭୁବନେଶ୍ୱର,୧୩।୫: ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌) ଏବଂ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଯାଇଛି। ଟିଏସ୍‌ଏମ୍‌ଏଲ୍‌ର ଯାଜପୁରସ୍ଥିତ ଫେରୋ ଆଲଏଜ୍‌ କାରଖାନା ପାଇଁ ଦୀର୍ଘମିଆଦୀ…

ଗୁଣାତ୍ମକ ସାମଗ୍ରୀ ଯୋଗାଇବାକୁ ଗୁରୁତ୍ୱ

ଭୁବନେଶ୍ୱର,୧୩।୫: ଦେଶର ପ୍ରମୁଖ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦକ ପ୍ୟାରିୱେର ପକ୍ଷରୁ ନିକଟରେ ଏକ ରିଟେଲର୍ସ ମିଟ୍‌ ଆୟୋଜିତ ହୋଇଯାଇଛି। ବିଶେଷକରି ଓଡ଼ିଶା ବଜାରରେ କମ୍ପାନୀର ଉପସ୍ଥିତି ସହ ଦୃଢ ବ୍ୟବସାୟ ପ୍ରତିଷ୍ଠା କରିପାରିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଭୁନେଶ୍ବରସ୍ଥିତ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?