Home Left

ସୂର୍ଯ୍ୟକାନ୍ତଙ୍କୁ ୪ ଉଇକେଟ, ନିଶାନ୍ତଙ୍କ ଶତକ

ଭୁବନେଶ୍ୱର, ୨୮ା୧୨(ସ୍ପୋଟର୍‌ସ ବ୍ୟୁରୋ): କଟକର ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଓଡ଼ିଶା ବିପକ୍ଷ ରଣଜୀ ଟ୍ରଫି ମ୍ୟାଚର ପ୍ରଥମ ଦିନରେ ୫ ଉଇକେଟରେ ୩୦୬ ରନ୍‌ କରିଛି ହରିୟାଣା। ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଖେଳାଳି ନିଶାନ୍ତ ସିନ୍ଧୁ ଅପରାଜିତ…

ରାଉରକେଲାରେ ଭବ୍ୟ ସ୍ବାଗତ

ରାଉରକେଲା ଅଫିସ,୨୮ା୧୨: ରାଉରକେଲାରେ ପ୍ରଥମ ଥର ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ଦର୍ଶକଙ୍କ ମନରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ଝାରସୁଗୁଡା ଏୟାରପୋର୍ଟରୁ ବସ୍‌ ଯୋଗେ ଭାରତୀୟ ହକି ଦଳ ମଙ୍ଗଳବାର ସନ୍ଧ୍ୟା ୭ଟାରେ ରାଉରକେଲାରେ ପହଞ୍ଚିଥିଲା।…

‘ଘରୋଇ ପରିବେଶରୁ ଫାଇଦା ନେବୁ’

ଭୁବନେଶ୍ୱର, ୨୮ା୧୨(କ୍ରୀଡ଼ା ପ୍ରତିନିଧି): ୨୦୨୩ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ହକି ବିଶ୍ୱକପ ଭୁବନେଶ୍ୱର ଏବଂ ରାଉରକେଲାରେ ଅନୁଷ୍ଠିତ ହେବ। ହକିର ଏହି ମହାକୁମ୍ଭରେ ଅଂଶଗ୍ରହଣ କରିବା ପାଇଁ ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ମଙ୍ଗଳବାର ଓଡ଼ିଶାରେ ପହଞ୍ଚତ୍ଛି। ବିଶ୍ୱକପ…

ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳର ପ୍ରସ୍ତୁତି ଶିବିର

ଭୁବନେଶ୍ୱର,୨୮ା୧୨(ସ୍ପୋଟର୍‌ସ ବ୍ୟୁରୋ): ଜାତୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ନାମେଣ୍ଟର ତୃତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା ମହିଳା ଦଳ। ଦଳରେ ସାମିଲ ହେବାକୁ ଥିବା ୨୦ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କୁ ନେଇ ଏହି ପ୍ରସ୍ତୁତି ଶିବିର ଅନୁଷ୍ଠିତ ହେଉଛି। ଦୃଷ୍ଟିବାଧିତ…

ଅଷ୍ଟ୍ରେଲିଆ ୧୯୭ ରନରେ ଆଗୁଆ

ମେଲବୋର୍ନ,୨୮ା୧୨(ପି.ଟି): ଶତକୀୟ ଟେଷ୍ଟରେ ଓପନର ଡେଭିଡ୍‌ ଓ୍ବାର୍ନରଙ୍କ ଦ୍ୱିଶତକ ବଳରେ ଦୃଢ ସ୍ଥିତିରେ ରହିଛି ଅଷ୍ଟ୍ରେଲିଆ। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୮୯ ରନରେ ଅଲଆଉଟ ହୋଇଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୩ ଉଇକେଟରେ ୩୮୬…

ମାସ୍କ ବ୍ୟବହାର କରିବାକୁ ଅନୁରୋଧ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): କରୋନାର ନୂଆ ସଂକ୍ରମଣ ଏବେ ଚିନ୍ତା ବଢାଉଛି। ତେବେ ରାଜ୍ୟରେ କୋଭିଡ ମୁକାବିଲା ନେଇ ପ୍ରସ୍ତୁତି ଚାଲିଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ସ୍ଥିତି ଉପରେ ନଜର ରଖିବାକୁ ମଙ୍ଗଳବାର ସମୀକ୍ଷା…

ରୋଲ୍‌ ବଲ୍‌ ଚାମ୍ପିୟନଶିପ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର,୨୮ା୧୨(ସ୍ପୋଟର୍‌ସ ବ୍ୟୁରୋ): ରାଜସ୍ଥାନର ଜୟପୁରରେ ହେବାକୁ ଥିବା ୧୫ ତମ ଜାତୀୟ ସବ୍‌ ଜୁନିୟର ରୋଲ୍‌ ବଲ୍‌ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଛନ୍ତି ଓଡ଼ିଶା ବାଳକ ଓ ବାଳିକା ଦଳ। ସାଇ ଶ୍ରୀୟାଂଶୁ ରାଉତଙ୍କ ନେତୃତ୍ୱରେ ୧୦ ଜଣିଆ ବାଳକ ଦଳ ଓ…

ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ

ପ୍ରିଟୋରିଆ (ଦକ୍ଷିଣ ଆଫ୍ରିକା), ୨୮ା୧୨ (ପି.ଟି.): ଭାରତର ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚକୁ ୫୪ରନରେ ଜିତି ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି।…

ବ୍ରିଜେଶ ଦମାନି ଜାତୀୟ ବିଲିୟାଡର୍‌ସ ଚାମ୍ପିୟନ

ନୂଆଦିଲ୍ଲୀ, ୨୮ା୧୨(ପି.ଟି.): ଇନ୍ଦୋରରେ ପିଏସ୍‌ପିବି (ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ)ର ଧ୍ରୁବ ସିଟ୍‌ଓ୍ବାଲଙ୍କୁ ୫-୩ରେ ହରାଇ ଏସିଆନ ଗେମ୍ସ ରୌପ୍ୟ ବିଜେତା ବ୍ରିଜେଶ ଦମାନି ପ୍ରଥମ ଥର ଜାତୀୟ ବିଲିୟାଡର୍‌ସ ଚାମ୍ପିୟନଶିପ୍‌ ଜିତିଛନ୍ତି। ଇଣ୍ଡିଆନ ଅଏଲ୍ସର ବ୍ରିଜେଶ କ୍ୱାର୍ଟରଫାଇନାଲ ଓ ସେମିଫାଇନାଲରେ…

ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ଅଧିନାୟକ

ନୂଆଦିଲ୍ଲୀ, ୨୮ା୧୨ (ପି.ଟି.): ଆଗାମୀ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ରୋହିତ ଶର୍ମା କିନ୍ତୁ ଅନ୍ତର୍ଜାତୀୟ ଦିନିକିଆ ଦଳର ଅଧିନାୟକ ରହିବେ। ବିରାଟ…

କରଜରୁ ବଞ୍ଚିବା ପାଇଁ ମୃତ୍ୟୁର ନାଟକ

ଜାକର୍ତ୍ତା: ଜଣେ ମହିଳା ତାଙ୍କ ପୁଅ ଜରିଆରେ ନିଜକୁ ମୃତ ଘୋଷଣା କରି ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଫଟୋରେ ମହିଳାଙ୍କ ନାକରେ ତୁଳା ଲାଗିଥିବା ଦେଖିବାକୁ ମିଳିଛି। ଇଣ୍ଡୋନେସିଆର ବାସିନ୍ଦା ଲିଜା ଦେୱି ପ୍ରମିତା ନାମ୍ନୀ ଏହି…

ୟୁରୋପରେ ସ୍ବାମୀଙ୍କ ସହ ହଂସିକା

ବ୍ରସେଲ୍ସ: ତେଲୁଗୁ ଅଭିନେତ୍ରୀ ହଂସିକା ମୋଟୱାନି ସ୍ବାମୀ ସୋହେଲ କାଥୁରିଆଙ୍କ ସହ ୟୁରୋପରେ ହନିମୁନ କଟାଉଛନ୍ତି। ସେମାନେ ଭିଏନାରେ ଖ୍ରୀଷ୍ଟମାସ ପାଳନ କରୁଥିବା ନେଇ ଏକ ଫଟୋ ଶେୟାର କରିଥିଲେ। ପରଦିନ ସେ ହଙ୍ଗେରି ରାଜଧାନୀ ବୁଡାପେଷ୍ଟରେ ସ୍ବାମୀଙ୍କ ସହ ବୁଲୁଥିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri