Home Left

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶର ଅଳ୍ପ ଘଣ୍ଟା ପରେ ନିର୍ମାଣ ହେଲା ରାସ୍ତା

ସୋରଡା,୩।୧(ଡି.ଏନ.ଏ.): ଜାତୀୟ ରାଜପଥ ୫୯ ସୋରଡା ସହର ମଧ୍ୟକୁ ସଂଯୋଗ କରୁଥିବା ଜରଉ ବ୍ରିଜ ପ୍ରାରମ୍ଭରେ ୭ ଫୁଟ ଲମ୍ବ ଓ ୨ ଫୁଟ ଓସାରରେ ସିମେଣ୍ଟ ବାହାରି ଗାତ ହୋଇଥିଲା। ଏହା ସହ ବାହାରକୁ ଲୁହା ରଡ ବାହାରି ପଡିଥିବା…

କାଞ୍ଝାଓ୍ବାଲା ପୀଡ଼ିତାଙ୍କ ମା’ଙ୍କ ସହ କଥା ହେଲେ କେଜ୍‌ରିଓ୍ବାଲ: ୧୦ଲକ୍ଷ ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ,୩।୧: ଉତ୍ତର-ପୂର୍ବ ଦିଲ୍ଲୀର ସୁଲତାନପୁରୀ କାଞ୍ଝାଓ୍ବାଲା ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ ପୀଡ଼ିତାଙ୍କ ପରିବାର ସହ କଥା ହୋଇଛନ୍ତି। ପୀଡ଼ିତାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଘୋଷଣା କରିଛନ୍ତି। ଏଥିସହ ମୃତ ଝିଅର ମା’ଙ୍କ ସମ୍ପୂର୍ଣ୍ଣ…

ପୁଣି କ୍ରିକେଟକୁ ଫେରିଲେ ଗାଙ୍ଗୁଲି; ଆଇପିଏଲ୍‌ରେ ମିଳିଲା ଏହି ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୩।୧: ପୁଣି ଥରେ କ୍ରିକେଟ ମଇଦାନକୁ ଫେରିଛନ୍ତି ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି। ଆଗାମୀ ଦିନରେ ସେ ଆଇପିଏଲ୍‌ର ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବଡ଼ ଦାୟିତ୍ୱ ତୁଲାଇବେ। ତେବେ ଗାଙ୍ଗୁଲିଙ୍କୁ ଦିଲ୍ଲୀ ଫ୍ରାଞ୍ଚାଇଜ୍‌…

ଅଟୋ ଧକ୍କାରେ ଜଣେ ମୃତ

ପୁରୁଷୋତ୍ତମପୁର,୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହିଣ୍ଡୁଳା ଛକ ନିକଟରେ ମଙ୍ଗଳବାର ଏକ ଅଟୋ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ତ୍ରିନାଥ ପାତ୍ର (୬୯)। ତ୍ରିନାଥ ରାସ୍ତାରେ ଚାଲି ଚାଲି…

ଜାନୁଆରୀ ୨୭ରେ ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ ମୋଦି

ନୂଆଦିଲ୍ଲୀ,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨୭ରେ ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ। ‘ପରୀକ୍ଷା ପେ ଚର୍ଚ୍ଚାର ଆଗାମୀ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ଆଲୋଚନା କରିବେ। ଏହି ସମୟରେ ମୋଦି ଅଭିଭାବକ ଏବଂ ଶିକ୍ଷକମାନଙ୍କ…

ଛୋଟ ଚରିତ୍ରରେ କରିବି ନାହିଁ ଅଭିନୟ…

ମୁମ୍ବାଇ: ବଲିଉଡ ଅଭିନେତା ନାୱାଜୁଦ୍ଦିନ ସିଦ୍ଦିକି ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ପସନ୍ଦର ଅଭିନେତା ହୋଇ ପାରିଛନ୍ତି । ଚରିତ୍ର ଛୋଟ ହେଉ ଅବା ବଡ ନୱାଜୁଦ୍ଦିନ ଏଥିରେ ଏମିତି ଜିବନ୍ତ ଅଭିନୟ କରନ୍ତି ଯେ ଏହା ଦର୍ଶକଙ୍କ…

ଜଳଖିଆ ପାଇଁ ତେଲ ଗରମ କରିଥିଲେ ବାପା, କଡ଼େଇରେ ପଡ଼ି ଶିଶୁ କନ୍ୟା ଗୁରୁତର

ଆନନ୍ଦପୁର,୩।୧(ଡି.ଏନ୍‌.ଏ.): ବାପା ଜଳଖିଆ ଛାଣୁଥିବା ବେଳେ ଗରମ ତେଲରେ ପଡ଼ିଗଲେ କୁନି ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ଘଷିପୁରା ଥାନା ଖାଲପାଳ ଗ୍ରାମରେ। ଗ୍ରାମର ସମ୍ବରା ମୁର୍ମୁ ଜଳଖିଆ ଛାଣିବାକୁ ତେଲ ଗରମ କରୁଥିଲେ। ଏହି ସମୟରେ…

ମାର୍ଚ୍ଚ ୨ୟ ସପ୍ତାହରେ ଆସିବ ୪ର୍ଥ ଲହର!

ଭୁବନେଶ୍ୱର,୩।୧(ବ୍ୟୁରୋ): କରୋନା ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡ.ଅଜିତ୍‌ ମହାନ୍ତି ମଙ୍ଗଳବାର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ କରୋନାର ଚତୁର୍ଥ ଲହର ଆସିପାରେ। ତେବେ ଗତ ୨୪ ଘଣ୍ଟାରେ ଚାଇନାରେ…

ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

ଭୁବନେଶ୍ୱର,୩।୧(ବ୍ୟୁରୋ): ବହୁ ଚର୍ଚ୍ଚିିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ତଦନ୍ତ ଜାରି ରଖିଛି। ତେବେ ଏହି ମାମଲରେ ଜଣଙ୍କ ପରେ ଜଣଙ୍କୁ ଇଡି ଜେରା କରୁଛି। ଏହି କ୍ରମରେ ମଙ୍ଗଳବାର ତୃତୀୟ ଥର ପାଇଁ ଫିଲ୍ମ ପ୍ରଯୋଜକ ପ୍ରମୋଦ…

ବୁଧବାର ଚିଲିକାରେ ପକ୍ଷୀ ଗଣନା

ବାଲୁଗାଁ,୩।୧(ଡି.ଏନ୍‌.ଏ.): ନିଳାମ୍ବୁ ଚିଲିକାରେ ବୁଧବାର ଶୀତକାଳୀନ ପକ୍ଷୀ ଗଣନା କରାଯିବ। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ଗଣନା ଜାରି ରହିବ। ଏ ନେଇ ମଙ୍ଗଳବାର ସିଡିଏ ପରିସରରେ ପକ୍ଷୀ ଗଣନାକାରୀଙ୍କୁ ତାଲିମ ଦିଆଯାଇଛି। ବାଲୁଗାଁ ବଡ଼କୁଳ ସ୍ଥିତ ଚିଲିକା…

ଭାରତୀୟ କ୍ରିକେଟରେ ଇତିହାସ ରଚିଲେ ଉନାଦକଟ

ରାଜକୋଟ,୩।୧: ଭାରତୀୟ ଟିମ୍‌ର ଷ୍ଟାର ଦ୍ରୁତ ବୋଲର ଜୟଦେବ ଉନାଦକଟ ଘରୋଇ କ୍ରିକେଟରେ ଇତିହାସ ରଚିଛନ୍ତି। ସେ ସୌରାଷ୍ଟ୍ର ଟିମ୍‌ର ଅଧିନାୟକ ଭାବେ ଏବେ ଘରୋଇ ଟୁର୍ନାମେଣ୍ଟ ରଣଜୀ ଟ୍ରଫିରେ ଖେଳୁଛନ୍ତି। ମଙ୍ଗଳବାର ଦିଲ୍ଲୀ ଟିମ୍‌ ବିପକ୍ଷ ମ୍ୟାଚ୍‌ରେ ସେ ପ୍ରଥମ…

ପରଲୋକରେ ବିଶିଷ୍ଟ ଫିଲ୍ମ ପ୍ରଯୋଜକ ଆଳୟ ମହାନ୍ତି

ଭୁବନେଶ୍ୱର,୩।୧(ବ୍ୟୁରୋ): ପରଲୋକରେ ବିଶିଷ୍ଟ ଫିଲ୍ମ ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତି। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ୬୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶୂନ୍ୟ ସ୍ବରୂପ, ଆଶା ଏବଂ ଭୁଲ ବୁଝିବନି ଆଦି ଫିଲ୍ମର ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri