ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପୁଣି ପଥର ମାଡ
ହାଇଦ୍ରାବାଦ ,୧୧।୨: ସିକନ୍ଦରାବାଦ୍ରୁ ବିଶାଖାପାଟନମକୁ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପୁଣି ପଥର ମାଡ। ଶୁକ୍ରବାର ତେଲେଙ୍ଗାନାର ମହବୁବାବାଦ ଜିଲାରେ ଏହି ଘଟଣା ସାମ୍ନାକୁ ଆସିଛି। ରେଳ ଅଧିକାରୀ କହିଛନ୍ତି ଯେ, ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ)କୁ ଏହି ଘଟଣାକୁ ନେଇ…
୫୦ ଭାରତୀୟ ଛାତ୍ର ଆଧୁନିକ ଗୋଲାମିର ଶିକାର
ଲଣ୍ଡନ,୧୧ ।୨: ବ୍ରିଟେନରେ ୫୦ରୁ ଅଧିକ ଭାରତୀୟ ଛାତ୍ର ଆଧୁନିକ ଗୋଲାମିର ଶିକାର ହେବା ଆଶଙ୍କା କରାଯାଉଛି । ମୂଳଭାବେ କେରଳରେ ରହୁଥିବା ୫ ଜଣଙ୍କ ଉପରେ ଏହି ଛାତ୍ରମାନଙ୍କୁ ନର୍ଥ ୱେଲ୍ସର କେୟାର ହୋମ୍ସରେ କାମ କରାଉଥିବା ଅଭିଯୋଗ ରହିଛି…
ଭୂକମ୍ପ ମୃତ୍ୟୁସଂଖ୍ୟା ୨୩ ହଜାର ପାର୍, ୧୦୮ ଘଣ୍ଟା ପରେ ଉଦ୍ଧାର ହେଲେ ୩ ଶିଶୁ ସମେତ ମହିଳା
ଆଙ୍କାରା,୧୧।୨: ଫେବୃଆରୀ ୬ ତାରିଖରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି। ଶୁକ୍ରବାର ରାତିରେ ମୃତକଙ୍କ ସଂଖ୍ୟା ୨୩ହଜାର ଅତିକ୍ରମ କରିଥିବା ବେଳେ ଆହତଙ୍କ ସଂଖ୍ୟା ୪୦…
ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସମେତ ୨ ମୃତ
ପରଜଙ୍ଗ, ୧୧ା୨(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ ନଂ. ଜାତୀୟ ରାଜପଥର ମୁଣ୍ଡେଇଲୋ ଗଁା ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଉପରେ କୋଇଲା ବୋଝେଇ ଟ୍ରକ୍ (ନଂ. ଓଡ଼ି ୧୯…
ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବାରେ ଓଏଏସ୍ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ହେଉଛି ରାଜ୍ୟ ପ୍ରଶାସନର ମୁଖ୍ୟ ଅଂଶ। ବ୍ଲକ ଏବଂ ତହସିଲଗୁଡ଼ିକରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଏଏସ୍ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛନ୍ତି। ତୃଣମୂଳସ୍ତରରେ ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ପହଞ୍ଚାଇବାରେ ସେମାନେ…
ମାତୃଶକ୍ତିର ଉତ୍ଥାନ ପାଇଁ ଆଧ୍ୟାତ୍ମିକ ବିକାଶ ଆବଶ୍ୟକ: ରାଷ୍ଟ୍ରପତି
ଭୁବନେଶ୍ୱର, ୧୧ା୨ (ବ୍ୟୁରୋ): ଭାରତ ନାରୀଙ୍କୁ ସମ୍ମାନ ଦିଏ। ଏହି ପରମ୍ପରା ଓ ସଂସ୍କୃତି ବହୁଦିନରୁ ରହିଆସିଛି। ନାରୀମାନେ ଶକ୍ତିସ୍ବରୂପିଣୀ। ତାଙ୍କ ନିକଟରେ ସୃଷ୍ଟି କରିବାର ଅପାର ଶକ୍ତି ରହିଛି। ନାରୀ ଜାଗ୍ରତ ହେଲେ ଓ ଆଗକୁ ବଢ଼ିଲେ ରାଷ୍ଟ୍ର ବିକଶିତ…
ବିଗ୍ବସ୍ ଫିନାଲେ ପାଇଁ ଭାରତ ଫେରିଲେ ଅବ୍ଦୁ
ବମ୍ବେ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ବସ୍’। ଏବେ ଏହାର ଫିନାଲେ ଓ୍ବିକ୍ ପ୍ରସାରିତ ହେଉଛି। ଫେବୃୟାରୀ ୧୨ରେ ଶୋ’କୁ ଏହାର ବିଜେତା ମିଳିବ। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ୁଛି। ତେବେ ଫିନାଲେରେ ଅତିଥି ଭାବେ…
ମାର୍ଚ୍ଚ ୫ରେ ହେବ ଏନ୍ଇଇଟି-ପିଜି ପରୀକ୍ଷା
ନୂଆଦିଲ୍ଲୀ,୧୦।୨: ଏନ୍ଇଇଟି-ପିଜି ପରୀକ୍ଷା ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ହେବ। ଶୁକ୍ରବାର ଲୋକ ସଭାରେ କଂଗ୍ରେସ ସଦସ୍ୟ ଗୌରବ ଗୋଗୋଇଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନ୍ସୁଖ ମାଣ୍ଡବ୍ୟ କହିଛନ୍ତି। କେହି ଯେପରି ପରୀକ୍ଷାରୁ ବାଦ୍…
ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତକୁ ଝଟ୍କା! ମନ୍ଧାନାଙ୍କ ଖେଳିବା ନେଇ ସନ୍ଦେହ
କେପ୍ଟାଉନ୍, ୧୦ା୨: ପାକିସ୍ତାନ ବିପକ୍ଷ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍ର ଓପ୍ନିଂ ମ୍ୟାଚ୍ରେ ଭାରତ ଉପଅଧିନାୟିକା ସ୍ମୃତି ମନ୍ଧାନାଙ୍କ ଖେଳିବା ନେଇ ସନ୍ଦେହ ଦେଖାଦେଇଛି। ଏକ ଓ୍ବାର୍ମଅପ୍ ଗେମ୍ ଖେଳୁଥିବା ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି। ତେବେ ସେ ବିଶ୍ୱକପ୍ରୁ…
ଗଞ୍ଜେଇ ଯାଞ୍ଚ ବେଳେ ୧୮ ଲକ୍ଷ ଜବତ ଘଟଣା : ଆୟକର ବିଭାଗର ଖୋଳତାଡ଼
ବ୍ରହ୍ମପୁର ଅଫିସ,୧୦ା୨: ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍ ଦୁଇ ଦିନ ତଳେ ଲାଞ୍ଜିପଲ୍ଲୀ ବାଇପାସରେ କଟକ ଅଭିମୁଖେ ଯାଉଥିବା ଏକ ବସ୍ରୁ ଗଞ୍ଜେଇ ଯାଞ୍ଚ କରିବା ବେଳେ ଜଣେ ଯାତ୍ରୀଙ୍କ ବ୍ୟାଗରୁ ୧୮ଲକ୍ଷ ଟଙ୍କା ଜବତ କରିଥିଲା। କାହା ପାଖରୁ…
ବିଦ୍ୟୁତ୍ ସଂସ୍ପର୍ଶରେ ଶିକ୍ଷକଙ୍କ ପ୍ରାଣଗଲା
ରୂପ୍ସା,୧୦।୨(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ କାଟୁଳିଡ଼ିହା ଗ୍ରାମରେ ଶୁକ୍ରବାର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତ ଶିକ୍ଷକ ହେଲେ ଅନିରୁଦ୍ଧ ପାଣିଙ୍କ ପୁତ୍ର ହେମନ୍ତ କୁମାର ପାଣି (୪୪)। ଭୋର ସମୟରେ ସେ…
ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ପାଲଟା ଆକ୍ରମଣ: ନିଜ ନାଁରେ ଅଜାଙ୍କ ସର୍ନେମ୍ କିଏ ଲଗାଏ…
ନୂଆଦିଲ୍ଲୀ,୧୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାରେ ଗାନ୍ଧୀ ପରିବାର ନିଜ ନାମ ସହ ନେହେରୁ ସର୍ନେମ ନ ଲଗାଇବାକୁ ନେଇ କଟାକ୍ଷ କରିଥିଲେ। ଏହାକୁ ନେଇ ଶୁକ୍ରବାର ପ୍ରତିକ୍ରିୟା ରଖି ମୋଦିଙ୍କୁ ପାଲଟା ଆକ୍ରମଣ କରିଛି କଂଗ୍ରେସ। ଭାରତରେ କିଏ…
Archives


