ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ ଚରମ ନିଷ୍ପତ୍ତି
ଖଇରା,୧୧।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଟୋ ଗ୍ରାମର କିଛି ଅସାମାଜିକ ଯୁବକ ଗତ ୫ ଓ ୬ତାରିଖ ଦିନ ତୁଡ଼ିଗଡ଼ିଆ ବଜାରର ବ୍ୟବସାୟୀ, ବଜାର କମିଟିର କର୍ମକର୍ତ୍ତା ତଥା ଗ୍ରାହକମାନଙ୍କୁ ଆକ୍ରମଣ କରିବା ସହିତ ହତ୍ୟା ଧମକ ଦେଇଥିଲେ। ଏନେଇ…
ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି କରାଉଛି ଜେଏନ୍ଟିଭିଟିଆଇ
ଭୁବନେଶ୍ୱର,୧୧।୨: ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏଲ୍) ପକ୍ଷରୁ ଜେଏନ୍ ଟାଟା ଧନ୍ଦାମୂଳକ ତାଲିମ ପ୍ରତିଷ୍ଠାନ (ଜେଏନ୍ଟିଭିଟିଆଇ)ର ୧୭ଜଣ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତିଭିତ୍ତିକ ତାଲିମ ପାଇଁ ଜାମଶେଦପୁର ପଠାଯାଇଛି। ଏପରିକି ସମସ୍ତ ୧୭ ଜଣ ପ୍ରଶିକ୍ଷାର୍ଥୀ ସ୍ଥାନୀୟ ଅଞ୍ଚଳର ଛାତ୍ରୀଛାତ୍ର ବୋଲି ଜଣାପଡ଼ିଛନ୍ତି।…
ଶିଳ୍ପବିହୀନ ଜିଲାରେ କାରଖାନାର ବିଷାକ୍ତ ଧୂଆଁ
କେନ୍ଦ୍ରାପଡ଼ା ଅଫିସ, ୧୧ା୨: ମହାନଦୀର ଗୋଟିଏ ପାର୍ଶ୍ୱରେ କେନ୍ଦ୍ରାପଡ଼ା ଜିଲା ଥିବାବେଳେ ଅପରପାର୍ଶ୍ୱରେ ଜଗତ୍ସିଂହପୁର ଜିଲା ଅଛି। କେନ୍ଦ୍ରାପଡ଼ା ଜିଲା ଅଦ୍ୟାବଧି ଶିଳ୍ପବିହୀନ ହୋଇ ରହିଛି। ତେବେ ଅପରପାର୍ଶ୍ୱରେ ଜଗତ୍ସିଂହପୁର ଜିଲା ପାରାଦୀପ ଅଞ୍ଚଳରେ ୧୬ରୁ ଊର୍ଦ୍ଧ୍ୱ ବୃହତ ଶିଳ୍ପ ଗଢ଼ି…
ନିଲାମ ଅବଧି ସରିଥିଲେ ବି ଚାଲିଛି ବେଆଇନ ବାଲି ଉଠାଣ
କୁଜଙ୍ଗ/ରାହାମା,୧୧ା୨(ଡି.ଏନ୍.ଏ.): କୁଜଙ୍ଗ ତହସିଲ ଅନ୍ତର୍ଗତ କଳଦ୍ୱୀପ ବାଲି ସଇରାତ୍ର ନିଲାମି ମିଆଦ ପୂରିଥିଲେ ମଧ୍ୟ ରାତିରେ ବାଲି ଚୋରା ଚାଲାଣ ଚାଲିଛି। ଏନେଇ ଶୁକ୍ରବାର ଭାଜପା ଯୁବ ମୋର୍ଚ୍ଚା କୁଜଙ୍ଗ ବ୍ଲକ ପକ୍ଷରୁ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଉକ୍ତ…
ବିଜୁ ସେତୁ ନିର୍ମାଣସ୍ଥଳକୁ ନେଇ ତେଜୁଛି ଅସନ୍ତୋଷ
କୋରେଇ,୧୧ା୨(ଡି.ଏନ.ଏ.): ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ପାଇଁ ରାଜ୍ୟ ସରକାର ୨୦୧୧ରେ ଆରମ୍ଭ କରିଥିବା ବିଜୁ ସେତୁ ଯୋଜନାର ସଫଳ ରୂପାୟନ ପରାହତ ହୋଇଛି। କେତେଜଣ ଠିକାଦାର ଓ ଅଧିକାରୀଙ୍କ ଲାଭଖୋର ମନୋଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଜମି…
ବିଏମ୍ସି ପକ୍ଷରୁ ‘କ୍ଲୋଜ୍ ଦି କେୟାର ଗ୍ୟାପ୍’ ଅଭିଯାନ
ଭୁବନେଶ୍ୱର,୧୧।୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍ର ହେଲ୍ଥ ୟୁନିଟ୍ ବାଲ୍କୋ ମେଡିକାଲ ସେଣ୍ଟର (ବିଏମ୍ସି)ର କ୍ୟାନ୍ସର ଡିର୍ପାଟମେଣ୍ଟ ପକ୍ଷରୁ ବିଶ୍ୱ କର୍କଟ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘କ୍ଲୋଜ୍ ଦି କେୟାର ଗ୍ୟାପ୍’ ଶୀର୍ଷିକ…
ବିଇଓଙ୍କ ପତ୍ରକୁ ୪ ମାସ ଚାପି ଦିଆଗଲା
ଯାଜପୁର ଅଫିସ,୧୧ା୨: ଗତ ଏକ ଦଶନ୍ଧି ହେଲା ନକଲି ପ୍ରମାଣପତ୍ର ବଳରେ ଚାକିରି କରୁଥିବା ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ସରକାରୀସ୍ତରରେ ପଦକ୍ଷେପ ନିଆଯାଉଛି। ହେଲେ ବାଡ଼ ଫସଲ ଖାଇବା ସଦୃଶ ନକଲି ଶିକ୍ଷକଙ୍କୁ ସୁରକ୍ଷା…
ଆବାସ ଚୟନରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ
ରସୁଲପୁର,୧୧ା୨(ଡି.ଏନ.ଏ.): ରସୁଲପୁର ବ୍ଲକ୍ ଅଞ୍ଚଳରେ ୨,୪୯୨ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିବ। ଏନେଇ ଗାଁସ୍ତରରୁ ବ୍ଲକ୍ ପର୍ଯ୍ୟନ୍ତ କସରତ ଚାଲିଛି। ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ପଞ୍ଚାୟତସ୍ତରରେ ୩ ଜଣିଆ କମିଟି ଗଠନ କରାଯାଇଛି। ସେମାନଙ୍କ ତଦନ୍ତକୁ ତଦାରଖ ପାଇଁ ଏକ…
ଜାମକାନି କୋଇଲା ଖଣିରେ ଖନନ କାର୍ଯ୍ୟ ଆରମ୍ଭ
ଭୁବନେଶ୍ୱର,୧୧।୨: ଦେଶର ପ୍ରମୁଖ ଘରୋଇ କମ୍ପାନୀ ବେଦାନ୍ତ ଗ୍ରୁପ୍ର ନିଲାମାଧୀନ ସୁନ୍ଦରଗଡ଼ ଜାମକାନି କୋଇଲା ଖଣି କେତେକ ସ୍ଥାନୀୟ କାରଣ ପାଇଁ ଖନନ ହୋଇପାରୁ ନ ଥିଲା। ଏପରିକି ଖଣି ଖନନ ସ୍ଥଳରେ ସ୍ଥାନୀୟ ବାସିନ୍ଦ ଦୀର୍ଘଦିନ ହେବ ଆନ୍ଦୋଳନ କରିଆସୁଥିଲେ।…
ବଲିଉଡ୍, ଓଲିଉଡ୍ ସଙ୍ଗୀତରେ ମତୁଆଲା ଦର୍ଶକ
ଯାଜପୁର ଟାଉନ,୧୧ା୨ (ଡି.ଏନ.ଏ.): ଯାଜପୁର ବାଳାଶ୍ରମ ପଡ଼ିଆରେ ଚାଲିଥିବା ଯାଜପୁର ଜିଲା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଶୁକ୍ରବାର ବଲିଉଡ୍ ଓ ଓଲିଉଡ୍ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ମତୁଆଲା ହୋଇଥିଲେ ଦର୍ଶକ। ବଲିଉଡ଼ କଣ୍ଠଶିଳ୍ପୀ ଆୟୁଷମାନ ଖୁରାନା ଓ ତାଙ୍କ ଦଳ ମଞ୍ଚରେ ”…
ସବୁ ବୃକ୍ଷଚେରରେ ଔଷଧୀୟ ଗୁଣ ରହିଛି
ଭୁବନେଶ୍ୱର,୧୧।୨(ବ୍ୟୁରୋ): ଏପରି କୌଣସି ବୃକ୍ଷର ଚେର ନାହିଁ ଯାହାର ଔଷଧୀୟ ଗୁଣ ନାହିଁ। ସବୁ ଚେରରେ ହିଁ ଔଷଧୀୟ ଗୁଣ ଭରି ରହିଛି। ଔଷଧୀୟ ବୃକ୍ଷକୁ ଠିକ୍ ଭାବେ ଚିହ୍ନଟ କରି ତାହାକୁ ଠିକ୍ ଉପଯୋଗ ପାରିଲେ ମାରାତ୍ମକ ରୋଗରୁ ଉପଶମ…
ୟୁପିରେ ୭୫,୦୦୦ କୋଟି ନିବେଶ କରିବ ରିଲାଏନ୍ସ
ନୂଆଦିଲ୍ଲୀ,୧୧।୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ଆର୍ଆଇଏଲ୍)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୁକ୍ରବାର ଉତ୍ତର ପ୍ରଦେଶରେ ୭୫,୦୦୦ କୋଟି ଟଙ୍କା ନିବେଶ ସମ୍ପର୍କରେ ଘୋଷଣା କରିଛନ୍ତି। ଏହାଦ୍ୱାରା ପ୍ରାୟ ୧ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବା…
Archives


