Home Left

ଛାତ୍ରୀ ଅପହରଣ, ବଳାତ୍କାର ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୧ା୨: ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ଗଣେଶ୍ୱର ପତି ଶୁକ୍ରବାର ଏକ ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ସେ ଅଭିଯୁକ୍ତ ଏ. ଶ୍ରବଣ କୁମାରଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ୨୦୨୧ ମେ ୨୧ ତାରିଖରେ…

ହାଇଦ୍ରାବାଦକୁ ହରାଇଲା ଓଏଫ୍‌ସି

ଭୁବନେଶ୍ୱର,୧୧ା୨(ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ୍‌ ସୁପର ଲିଗ୍‌ର ଏକ ମ୍ୟାଚ୍‌ରେ ନିମ୍‌ ଦୋର୍ଜିଙ୍କ ଆତ୍ମଘାତୀ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ହାଇଦ୍ରାବାଦ ଏଫ୍‌ସିକୁ ୩-୧ରେ ପରାସ୍ତ କରି ଓଡିଶା ଏଫ୍‌ସି(ଓଏଫ୍‌ସି) ୩ ପଏଣ୍ଟ ଅର୍ଜନ କରିଛି। ଫଳରେ ୧୮…

ଜିଲାରେ ୫୯,୪୪୪ ପିଲା ଖାଇବେ ଆଲ୍‌ବେଣ୍ଡାଜଲ

ବ୍ରହ୍ମପୁର ଅଫିସ,୧୧ା୨: ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଭି.ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଜାତୀୟ କୃମି ନାଶକ ଦିବସ ଶୁଭାରମ୍ଭ କରାଯାଇଛି। ଜିଲା ସ୍ବାସ୍ଥ୍ୟ ବିକାଶ ସମିତି ତରଫରୁ…

ବାବା ଲିଙ୍ଗରାଜଙ୍କୁ ଦର୍ଶନ କରି ଜଳାଭିଷେକ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୧।୨(ବ୍ୟୁରୋ): ବାବା ଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଡା ସୁରକ୍ଷା ବ୍ୟବସ୍ଥାରେ ଶୁକ୍ରବାର ବାବା ଲିଙ୍ଗରାଜଙ୍କ ଜଳାଭିଷେକ ସହ ପୂଜାର୍ଚ୍ଚନା କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଉପସ୍ଥିତ ଥିଲେ। ଗର୍ଭଗୃହରୁ ପୂଜାର୍ଚ୍ଚନା ସାରିବା ପରେ ରାଷ୍ଟ୍ରପତି…

୫ ଟଙ୍କାରେ ରନ୍ଧା ଖାଦ୍ୟ, ଛାତ୍ରୀଛାତ୍ରଙ୍କୁ ସ୍ମାର୍ଟଫୋନ୍‌, ସ୍କୁଟି ପ୍ରତିଶ୍ରୁତି

ଅଗରତାଲା,୧୧।୨: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦଳର ନିର୍ବାଚନୀ ଇସ୍ତାହାର ‘ଉନ୍ନତ ତ୍ରିପୁରା, ଶ୍ରେଷ୍ଠ ତ୍ରିପୁରା’ ଉନ୍ମୋଚନ କରିଛନ୍ତି। ଏଥିରେ ଲୋକଙ୍କୁ ୫ ଟଙ୍କାରେ ରନ୍ଧା ଖାଦ୍ୟ, ଆର୍ଥିକ ଦୁର୍ବଳ ଶ୍ରେଣୀ ପରିବାରରେ କନ୍ୟାସନ୍ତାନ ଜନ୍ମ େoହଲେ ୫୦ ହଜାର…

ଗୁଜରାଟ ପରେ ବିବିସିର ଏହି ଡକ୍ୟୁମେଣ୍ଟାରିକୁ ନେଇ ବିବାଦ, ‘ଜିହାଦି କନ୍ୟା’ଙ୍କୁ ନେଇ ୟୁକେରେ ଲୋକଙ୍କ କ୍ରୋଧ

ନୂଆଦିଲ୍ଲୀ/ବ୍ରିଟେନ,୧୧ ।୨: ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଗୁଜରାଟ ଦଙ୍ଗାକୁ ନେଇ ବିବିସି ଦ୍ୱାରା ନିର୍ମତ ଡକ୍ୟୁମେଣ୍ଟାରି ବିବାଦ ଏବେ ପର୍ଯ୍ୟନ୍ତ ଥମି ନ ଥିବା ବେଳେ ଏବେ ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ବିବିସି ଏବେ ଏକ…

ମୋଦି କାର୍ଡ ବ୍ୟବହାର କଲେ ଆମେ ବାଜି ମାରିବୁ: ସଞ୍ଜୟ ରାଉତ

ମୁମ୍ବାଇ,୧୧ା୨: ଶିବସେନା ଏମ୍‌ପି ସଞ୍ଜୟ ରାଉତ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ଶୁକ୍ରବାର ମୁମ୍ବାଇରେ ପହଞ୍ଚତ୍ବା ପରେ କହିଛନ୍ତି ମୁମ୍ବାଇ ସହର ଲାଗି ମୋଦି ସେଭଳି କିଛି କରିନାହାନ୍ତି। ଆଗାମୀ ମହାନଗର ନିର୍ବାଚନରେ ଭାଜପା -ଶିନ୍ଦେ ଗ୍ରୁପ୍‌…

ଅର୍ଥ, ବାହୁବଳ ବ୍ୟବହାର କରୁଛି ଭାଜପା: ୟେଚୁରୀ

ଅଗରତାଲା,୧୧।୨: ଆସନ୍ତା ୧୬ ତାରିଖରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନ ଜିତିବାକୁ ଶାସକ ଭାଜପା ଅର୍ଥ ଓ ବାହୁବଳର ବ୍ୟବହାର କରୁଥିବା ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଶୁକ୍ରବାର କହିଛନ୍ତି। ଅଗରତାଲାରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଥିଲେ,…

୬୧ ବର୍ଷ ହେଲା ଅନିଦ୍ରା

ହାନୋଇ: ଦିନ ସାରା ପରିଶ୍ରମ ପରେ ଲୋକେ ଶରୀରକୁ ବିଶ୍ରାମ ଦେବା ପାଇଁ ରାତି ସମୟରେ ଶୋଇଥାନ୍ତି। ଅନେକ ଲୋକ ରାତିରେ କାମ କଲେ ମଧ୍ୟ ତାଙ୍କୁ ଦିନ ସମୟରେ ବିଶ୍ରାମର ଆବଶ୍ୟକତା ପଡ଼ିଥାଏ। ହେଲେ ଏପରି ଜଣେ ବ୍ୟକ୍ତି ଅଛନ୍ତି…

ଡୁଡୁଲରେ ପି.କେ. ରୋଜିଙ୍କୁ ସମ୍ମାନ

ନୂଆଦିଲ୍ଲୀ: ମାଲୟାଲମ୍‌ ଫିଲ୍ମର ପ୍ରଥମ ମହିଳା ତଥା ଦଳିତ ଅଭିନେତ୍ରୀ ପି.କେ. ରୋଜିଙ୍କ ୧୨୦ତମ ଜନ୍ମଦିନ ଅବସରରେ ଶୁକ୍ରବାର ଗୁଗୁଲ ପକ୍ଷରୁ ଏକ ଡୁଡୁଲ୍‌ ସମର୍ପିତ ହୋଇଛି। ରୋଜିଙ୍କ ଜନ୍ମ ୧୯୦୩ରେ କେରଳ ଥିରୁଭାନନ୍ତପୁରମ୍‌ର ଏକ ଦଳିତ ପରିବାରରେ ହୋଇଥିଲା। ପିଲାଦିନୁ…

ବିଜ୍ଞାନରେ କୃତିତ୍ୱ

ଫେବୃୟାରୀ ୧୧, ‘ଅନ୍ତର୍ଜାତୀୟ ମହିଳା ଓ ବାଳିକା ବିଜ୍ଞାନ ଦିବସ’ ସବୁଠି ପାଳିତ ହେଉଛି। ଦିନ ଥିଲା ମହିଳା ଓ ବାଳିକାମାନେ ଘରର ଚାରିକାନ୍ଥ ଭିତରେ ସୀମାବଦ୍ଧ ହୋଇ ରହୁଥିଲେ। ହେଲେ ପରିବର୍ତ୍ତିତ ସମୟ ଅନୁଯାୟୀ ଏମାନେ ପୁରୁଷଙ୍କ ସହ ସମତାଳ…

ଇନ୍‌ଷ୍ଟା ଲୋନ୍‌ ପ୍ରଦାନରେ ଏଲ୍‌ଟିଏଫ୍‌ଏସ୍‌ର ଅଭିବୃଦ୍ଧି

ଭୁବନେଶ୍ୱର,୧୧।୨: ଗତ କିଛି ମାସ ହେବ ଇନ୍‌ଷ୍ଟା ଲୋନ୍‌ ପ୍ରଦାନ କ୍ଷେତ୍ରରେ ଏଲ୍‌ ଆଣ୍ଡ ଟି ଫାଇନାନସିଆଲ ସର୍ଭିସେସ୍‌ (ଏଲ୍‌ଟିଏଫ୍‌ଏସ୍‌)ର ଦମ୍‌ଦାର ଅଭିବୃଦ୍ଧି ଦେଖିବାକୁ ମିଳିଛି। ଏହା ଏକ ଗ୍ରାହକ କୈନ୍ଦ୍ରିକ ରିଟେଲ ଫାଇନାନ୍ସ କମ୍ପାନୀ ଭାବେ ଆକର୍ଷଣୀୟ ବୃଦ୍ଧି ଘଟାଇପାରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri