ନିଜ ଖର୍ଚ୍ଚରେ ରାସ୍ତା ମରାମତି କଲେ ଯୁବ ସଙ୍ଗଠକ
କେସିଙ୍ଗା,୧୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହ ବଲାଙ୍ଗୀର ଜିଲା ଟିଟଲାଗଡ ସହରକୁ ସଂଯୋଗ କରୁଥିବା ରାସ୍ତାର କେସିଙ୍ଗା ସହରଠାରୁ ପ୍ରାୟ ୫୦୦ ମିଟର ଦୂର ଏକ କଲଭର୍ଟ ଉପରେ ଗତ ଏକ ବର୍ଷ ହେଲା ସିମେଣ୍ଟ ଫାଟି ଲୁହା ରଡ଼ ଦେଖା…
ଦୂରହେବ ଦୀର୍ଘ ଦଶନ୍ଧିର ଦୁଃଖ
ଭବାନୀପାଟଣା,୧୯।୫(ସ୍ବ.ପ୍ର.): ଗ୍ରାମାଞ୍ଚଳକୁ ସହରାଞ୍ଚଳ ସହ ସଂଯୋଗ କରିବାକୁ ସରକାର ରାସ୍ତା ଓ ପୋଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଉପାନ୍ତ ଇଲାକାର ଲୋକଙ୍କ ପାଇଁ ପ୍ରହସନ ପାଲଟିଛି ଯୋଜନା। ନଦୀରେ ପୋଲଟିଏ ନ ଥିବା ଯୋଗୁ…
ପକ୍କା ଘର ସାତସପନ
ଲହୁଣୀପଡ଼ା,୧୯ା୫(ଡି.ଏନ୍.ଏ.): ଲହୁଣୀପଡ଼ା ବ୍ଲକ ଦର୍ଜୀଂ ପଞ୍ଚାୟତ ମଧୁପୁର ଗ୍ରାମବାସୀଙ୍କୁ ମିଳୁନିି ପକ୍କା ଘର। ପିଢ଼ି ପରେ ପିଢ଼ି ବିତିଗଲାଣି ହେଲେ ଗ୍ରାମରେ ଆଜି ଯାଏ ଜଣକୁ ହେଲେ ପକ୍କାଘର ଖଣ୍ଡେ ମିଳିନାହିଁ। ପ୍ରତ୍ୟେକ ଥର ବ୍ଲକ, ପଞ୍ଚାୟତ ଯାଇ ଗ୍ରାମବାସୀ ଅଭିଯୋଗ…
ତାତିରେ ମାନ୍ଦା ଫୁଲ ବ୍ୟବସାୟ
ରାଉରକେଲା ଅଫିସ,୧୯।୫: ରାଉରକେଲା ସହରରେ ପ୍ରବଳ ତାତି ଯୋଗୁ ଫୁଲ ଶୁଖିଯାଉଛି । ଫଳରେ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ହୋଇପଡ଼ିଛି। ସହରର ୩ ଶହରୁ ଊର୍ଦ୍ଧ୍ୱ ସ୍ଥାନରେ ଫୁଲ ବ୍ୟବସାୟ ହୋଇଥାଏ। ହେଲେ ଖରା ଯୋଗୁ ଏବେ ଫୁଲର ଚାହିଦା କମିଛି।…
ଆଇସିୟୁ, ଡାକ୍ତର ନିଯୁକ୍ତି ପାଇଁ ପ୍ରତିଶ୍ରୁତି
ରାଉରକେଲା ଅଫିସ,୧୯।୫: ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ୪ ଜଣିଆ ଟିମ୍ ଗୁରୁବାର ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ୍)କୁ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଉକ୍ତ ଟିମ୍ ପୂର୍ବାହ୍ନ ୧୦ଟାରେ ଡାକ୍ତରଖାନାରେ ପହଞ୍ଚତ୍ବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସେମାନଙ୍କୁ…
ଶପଥ ନେଲେ ସୁପ୍ରିମକୋର୍ଟର ୨ ବିଚାରପତି
ନୂଆଦିଲ୍ଲୀ,୧୯।୫: ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ପ୍ରଶାନ୍ତ କୁମାର ମିଶ୍ରା ଏବଂ ବରିଷ୍ଠ ଓକିଲ କେ.ଭି ବିଶ୍ୱନାଥନ। ଶୁକ୍ରବାର ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ୨ ବିଚାରପତିଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ମେ’…
ପରିବାଚାଷ ନିଶାରେ ଚିତ୍ରସେନ
ପଦ୍ମପୁର,୧୯।୫(ଡି.ଏନ.ଏ.): ବରଗଡ଼ ଜିଲା ପଦ୍ମପୁର ବ୍ଲକ ଖୁଜେନ ଗ୍ରାମର ଚିତ୍ରସେନ ସ୍ବାଇଁ ନିକଟସ୍ଥ ଜମଲା ପାକ୍ସରେ ସହକାରୀ ସମ୍ପାଦକ ଭାବେ କାର୍ଯ୍ୟରତ ଅଛନ୍ତି। ସେ ସରକାରୀ ଚାକିରୀ କରିଥିଲେ ମଧ୍ୟ ଚାଷ ପ୍ରତି ତାଙ୍କର ବିଶେଷ ଆଗ୍ରହ ଅନ୍ୟମାନଙ୍କ ପାଇଁ ପ୍ରେରଣା…
ବିଜ୍ଞାନ ପଢ଼ିବାକୁ ମାଟ୍ରିକ୍ ଟପ୍ପର ଆଗ୍ରହୀ
ବରଗଡ଼ ଅଫିସ୍,୧୯।୫(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ବରଗଡ଼ ଜିଲାର ଛାତ୍ରୀଛାତ୍ର ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ରାଜ୍ୟର ପାସ୍ ହାର ୯୬.୪୦ ପ୍ରତିଶତ ରହିଥିବାବେଳେ ବରଗଡ଼ ଜିଲାରେ ୯୭.୨୨ ପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି…
ଦୀପ ଜାଳି ସ୍ବାମୀଙ୍କ ଦୀର୍ଘାୟୁ କାମନା କଲେ…
ଭଦ୍ରକ ଅଫିସ,୧୯।୫: ଭଦ୍ରକ ଜିଲା ବନ୍ତ ବ୍ଲକ ଏରଝାଟିଆଠାରେ ଥିବା ପ୍ରସିଦ୍ଧ ସାବିତ୍ରୀ ପୀଠରେ ଶୁକ୍ରବାର ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ସଧବା ବ୍ରତଧାରୀ ମହିଳାଙ୍କ ଭିଡ଼ ଲାଗିଛି l ବ୍ରତଧାରୀ ମା’ମାନେ ମା’ସାବିତ୍ରୀଙ୍କ ପାଖରେ ଫଳ, ଫୁଲ, ନୂଆ ଶାଢୀ,…
ଶାହରୁଖଙ୍କ ସହ ସ୍କ୍ରିନ୍ ଶେୟାର କରିବେ ‘ଦଙ୍ଗଲ’ ଫେମ୍ ସାନିଆ
ମୁମ୍ବାଇ: ଆମୀର ଖାନଙ୍କ ଅଭିନୀତ ‘ଦଙ୍ଗଲ’ରେ ବବିତା କୁମାରୀର ଭୂମିକାରେ ଅଭିନୟ କରିଥିବା ସାନିଆ ମାଲହୋତ୍ରା ଆଜି କୌଣସି ପରିଚୟ ଉପରେ ନିର୍ଭରଶୀଳ ନୁହଁନ୍ତି। ଆଜିର ସମୟରେ ସାନିଆ ମାଲହୋତ୍ରାଙ୍କର ଏକ ଭିନ୍ନ କ୍ରେଜ ଦେଖାଯାଉଛି। ଏହି ସମୟରେ ସାନିଆ ମଲହୋତ୍ରା…
ଶନିବାର ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୦ ତାରିଖରେ ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ବୈଠକରେ ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଓ ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପ୍ରସଙ୍ଗରେ ଆଲୋଚନା ହେବ…
ହାଇଓ୍ବା ତଳେ ଚାପିହୋଇ ଦୁଇ ବାଇକ୍ ଆରୋହୀ ମୃତ
ଚାନ୍ଦବାଲି,୧୯।୫(ଡି.ଏନ୍.ଏ.): ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଉଗ୍ରତରା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଲି ବୋଝେଇ ହାଇଓ୍ବା ତଳେ ଚାପିହୋଇ ୨ଜଣ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତର ହୋଇ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ…

