Home Left

ଏକସଙ୍ଗେ ୫ ଶିଶୁକନ୍ୟା ଜନ୍ମଦେଲେ ମହିଳା

ରାଞ୍ଚତ୍, ୨୪ା୫: ଏକ ବିରଳ ଘଟଣା କ୍ରମରେ ଝାଡ଼ଖଣ୍ଡର ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଆର୍‌ଆଇଏମ୍‌ଏସ୍‌)ରେ ସୋମବାର ଜଣେ ମହିଳା ଏକସଙ୍ଗେ ୫ କନ୍ୟାସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଅଙ୍କିତା ନାମ୍ନୀ ଏହି ମହିଳାଙ୍କ ଘର ଚତ୍ରା ଜିଲା ଇଟ୍‌ଖୋରି ଅଞ୍ଚଳରେ।…

୩0 ଗ୍ରାମର ବ୍ରାଉନ ସୁଗାର ଜବତ,ଜଣେ ଗିରଫ

ନିରାକାରପୁର, ୨୩।୫(ଡି.ଏନ.ଏ): ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଆଜି ଟାଙ୍ଗୀ ଅବକାରୀ ବିଭାଗ ଚଢ଼ାଉକରି ଜଣେ ଚୋରା ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜଙ୍କିଆଥାନା ଛଣଗିରି ଗ୍ରାମର ସଞ୍ଜୟ ମହାପାତ୍ର (୩୫)। ି ସୂତ୍ରରୁ ଖବରପାଇ ଟାଙ୍ଗୀ ଅବକାରୀ…

ଡ଼. ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କୁ ମିଳିଲା କଳିଙ୍ଗ ଭାରତୀ ସମ୍ମାନ

ନିରାକାରପୁର, ୨୩।୫: କଳିଙ୍ଗ ଭାରତୀ ମର୍ଯ୍ୟାଦା ଜନକ ବିଛନ୍ଦ ଚରଣ ସମ୍ମାନ ରାଜ୍ୟ, ଜାତୀୟ ଓ ଅର୍ନ୍ତଜାତୀୟ ସାହିତି୍ୟକ ଏବଂ ଭଞ୍ଜ ସାହିତ୍ୟ ଗବେଷକ ଆଲୋଚକ ଖୋର୍ଦ୍ଧା ଜିଲା ନିରାକାରପୁରର ଡ଼ ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କୁ କଟକ ଭଞ୍ଜ ମଣ୍ଡପରେ ପ୍ରଦାନ…

ସର୍ବ ଭାରତୀୟ ପ୍ରଶାସନିକ ସେବାରେ ଗୌରବ ଆଣିଲେ ସିଦ୍ଧାନ୍ତ ବେଶ୍ରା

କୋକସରା,୨୩।୦୫ (ଡି.ଏନ.ଏ): ଆଜି ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଭିଲ ସର୍ଭିସ ପରୀକ୍ଷାରେ କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ଗ୍ରାମର ରାଜେନ୍ଦ୍ର ବେଶ୍ରା ଓ ଅଞ୍ଜନା ନାଗଙ୍କ ପୁଅ ସିଦ୍ଧାନ୍ତ ବେଶ୍ରା ୮୮୭ ର଼୍ୟାଙ୍କରେ…

ଗରିବ ହିତାଧିକାରୀଙ୍କ ପିଡ଼ିଏସ ଚାଉଳ ବାଟମାରଣା ଅଭିଯୋଗ

କୋକସରା,୨୨/୦୫(ଡି.ଏନ.ଏ): ଗରିବ ସୀମାରେଖା ତଳେ ରହୁଥିବା ହିତାଧିକାରୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପିଡିଏସ ଚାଉଳ ଯୋଗାଣ କରୁଥିବା ବେଳେ ଗରିବଙ୍କ ପେଟକୁ ମାରି ଚାଉଳ ବାଟମାରଣା ହେଉଥିବା ଅଭିଯୋଗ ଆସିଛି । କଳାହାଣ୍ଡି ଜିଲା କୋକସରା…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆନନ୍ଦପୁର,୨୩।୫(ସ୍ବ.ପ୍ର.): ଆନନ୍ଦପୁର ଫକୀରମୋହନ ବସଷ୍ଟାଣ୍ଡ ରିଙ୍ଗରୋଡ ପାର୍ଶ୍ୱ ହାଣ୍ଡିଆ ହାଟରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମଙ୍ଗଳବାର ସକାଳେ ଯୁବକଙ୍କ ଝୁଲନ୍ତା ମୃତଦେହ ଗଛରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ମୃତକଙ୍କ ପକେଟ୍‌ରୁ ମିଳିଥିବା…

ଜାତୀୟ ରାଜପଥରେ ହୁତୁ ହୁତୁ ହୋଇ ଜଳିଲା କାର୍‌

କେନ୍ଦୁଝର,୨୩।୫ (ସ୍ବ.ପ୍ର): କାଞ୍ଜିିପାଣି ଥାନା ନିକଟରେ ଏନ୍‌ଏଚ୍‌ ୪୯ରେ ହଠାତ୍‌ ଏକ କାର୍‌ରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିଲେ ମଧ୍ୟ କାର୍‌ରେ ଥିବା ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘାଟି ରାସ୍ତା ପୂର୍ବରୁ କାର୍‌ରୁ ଧୂଆଁ ବାହାରୁଥିବା ଦେଖି ସେମାନେ…

ବଳତ୍କାର ମାମଲାରେ ବିଚାରଧୀନ ବନ୍ଦୀଙ୍କ ସହ ପୀଡ଼ିତାଙ୍କ ବିବାହ

ଦେବଗଡ଼,୨୩ା୫(ଡି.ଏନ୍‌.ଏ.): ବଳାତ୍କାର ଅଭିଯୋଗରେ ୪ ବର୍ଷ ଧରି ବିଚାରଧୀନ ବନ୍ଦୀ ଥିବା ଯୁବକଙ୍କ ସହ ପୀଡ଼ିତା ଯୁବତୀଙ୍କ ମଙ୍ଗଳବାର ବିବାହ ହୋଇଛି। ଜେଲ କର୍ତ୍ତୃପକ୍ଷ ଓ ପୋଲିସ ବିଭାଗ ପକ୍ଷରୁ ଏହା ଆୟୋଜନ କରାଯାଇଥିଲା। ଯୁବତୀ ଓ ଯୁବକ ହେଲେ ଦେବଗଡ଼…

ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ଆର.ଉଦୟଗିରି,୨୩ା୫(ଡି.ଏନ.ଏ.): ମୋହନା ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଏବଂ ବଳାକତ୍ାର ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସେ ହେଲେ ଅଡ଼ବା ଥାନା ଅନ୍ତର୍ଗତ କାଟ୍ରାକା ଗ୍ରାମର ସାମନ୍ତ ନାୟକ(୨୭)। ଅଭିଯୁକ୍ତଙ୍କର ଏକ…

୧୫ଫୁଟ୍‌ ତଳକୁ ଖସିଲା କାର

ପାରଳାଖେମୁଣ୍ଡି, ୨୩ା୫ (ଡି.ଏନ୍‌.ଏ): ଗଜପତି ଜିଲା ମୋହନା ବ୍ଲକ ଅଡ଼ବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ବୁଲାଣି ରାସ୍ତା୍‌ରେ ମଙ୍ଗଳବାର ସକାଳେ ଭାରସାମ୍ୟ ହରାଇ ଏକ କାର୍‌ ୧୫ ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ କାରରେ ଥିବା ୫…

ମୋଦିଙ୍କ ୯ବର୍ଷ କାର୍ଯ୍ୟକାଳ ପୂର୍ତ୍ତିରେ ମହାସମ୍ପର୍କ ଅଭିଯାନ ଆରମ୍ଭ କରିବ ଭାଜପା

କେନ୍ଦୁଝର,୨୩।୫(ସ୍ବ.ପ୍ର.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ନବମ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ଆଜି ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ଜିଲା ଭାଜପା କାର୍ଯ୍ୟାଳୟରେ “ବିଶେଷ ଜିଲା କାର୍ଯ୍ୟକାରିଣୀ ବୈଠକ” ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି…

ଯୌତୁକ ମାମଲାର ତଦନ୍ତ ବେଳେ ପୋଲିସକୁ ଆକ୍ରମଣ ୫ ଗିରଫ, ବାଳସୁଧାର ଗୃହକୁ ଗଲେ ନାବାଳକ

ବ୍ରହ୍ମପୁର ଅଫିସ,୨୩ା୫: ଗୋଷାଣିନୂଆଗାଁ ଥାନା ଅଞ୍ଚଳରେ ଏକ ଯୌତୁକ ନିର୍ଯାତନା ମାମଲାର ତଦନ୍ତ କରିବାକୁ ଯାଇଥିବା ମହିଳା ଥାନା ପୋଲିସକୁ ଆକ୍ରମଣ କରାଯାଇଛି। ଏସ୍‌ଆଇ ଝୁନୁବାଳା ସାସମଲଙ୍କ ସହ ପୋଲିସ ଟିମ୍‌ ଓ ଅଭିଯୋଗକାରୀ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?