Home Left

ଲକ୍ଷ୍ୟ ହାସଲ ପାଇଁ ପ୍ରତିଯୋଗିତା କର

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ସମସ୍ତ ବିକାଶମୂଳକ କାର୍ଯ୍ୟ ଯଥାସମ୍ଭବ କମ୍‌ ସମୟରେ କାର୍ଯ୍ୟକାରୀ କରିବା ସହିତ ଜନକଲ୍ୟାଣ ଯୋଜନାର ଲାଭ ପ୍ରତ୍ୟେକ ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଦରକାର। ଏହି ଲକ୍ଷ୍ୟ ହାସଲ ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବା ସକାଶେ…

ବିବିସି ଅଫିସରେ ଆୟକର ଟିମ୍‌

ନୂଆଦିଲ୍ଲୀ/ମୁମ୍ବାଇ,୧୫ା୨: ୨୦୦୨ ଗୁଜରାଟ ଦଙ୍ଗା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରି ଡକ୍ୟୁମେଣ୍ଟାରି ପ୍ରସାରଣ କରିଥିବା ବ୍ରିଟେନ୍‌ର ଜାତୀୟ ଟିଭି ଚ୍ୟାନେଲ ବ୍ରିଟିଶ୍‌ ବ୍ରଡ୍‌କାଷ୍ଟିଂ କର୍ପୋରେଶନ୍‌ (ବିବିସି)କୁ ଭାରତର ଆୟକର (ଆଇଟି) ବିଭାଗ ଟାର୍ଗେଟ କରିଛି। ବିବିସିର ନୂଆଦିଲ୍ଲୀ…

ଆଗନ୍ତୁକଙ୍କୁ କରୁଛି ଆନମନା

ପର୍ଯ୍ୟଟନ ଋତୁରେ ପ୍ରକୃତି ସହ କିଛି ସମୟ ବିତାଇବାକୁ କିଏ ବା ନ ଚାହେଁ! ସେଥିପାଇଁ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟେ ଜଳପ୍ରପାତ। ସବୁଜ ବନାନୀ ପରିବେଷ୍ଟିତ ପାହାଡ଼ ଶିଖରରୁ ଝରିପଡ଼ୁଥିବା ଶୁଦ୍ଧ ଶୀତଳ ଜଳର ଆକର୍ଷଣ ଆଗନ୍ତୁକଙ୍କୁ କରିଥାଏ ଆନମନା।…

ନୂଆ ରୂପ ପାଇବ ଡେରଜାଙ୍ଗ ପ୍ରୋଜେକ୍ଟ

ଅନୁଗୋଳ ସହର ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଛି ଡେରଜାଙ୍ଗ ପ୍ରୋଜେକ୍ଟ। ଜଳଭଣ୍ଡାରର ନୀଳ ଜଳରାଶି ସାଙ୍ଗକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ସମସ୍ତ ବ୍ୟବସ୍ଥା ଏଠାରେ ରହିଛି। ସୁନ୍ଦର ପାର୍କ ସହିତ ଆମୋଦ ପ୍ରମୋଦର ସୁବିଧା କରାଯାଇଛି। ଭୋଜିଭାତ…

କପିଳାସ ଜୁ’ ଦେଖିବ କଲରାପତରିଆ

ବଦଳିବ କପିଳାସ ପ୍ରାଣୀ ଉଦ୍ୟାନର କଳେବର। ମାନ୍ୟତା ମିଳିବାର ଦୀର୍ଘ ୨୫ବର୍ଷ ପରେ ଜୁ’କୁ ଅଣାଯିବ କଲରାପତରିଆ। ଗୁରାଣ୍ଡି, କୃଷ୍ଣସାର ମୃଗ, ଗୟଳ, କୋକିଶିଆଳି ଭଳି ଅନ୍ୟ ୧୦ ପ୍ରଜାତିର ବନ୍ୟପ୍ରାଣୀ ଏହାର ବାତାବରଣକୁ ସମୃଦ୍ଧ କରିବେ। ଏମାନଙ୍କ ରହିବା ପାଇଁ…

ବୁଧବାରଠାରୁ ମାଟ୍ରିକ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ, ୨୮ ଯାଏ ଚାଲିବ

କଟକ ଅଫିସ,୧୪ା୨: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଧନ୍ଦାମୂଳକ ଶିକ୍ଷାର ଦ୍ୱିତୀୟ ସମ୍ମେଟିଭ ଆସେସ୍‌ମେଣ୍ଟ(ଏସ୍‌ଏ-୨) ପ୍ରାକ୍ଟିକାଲ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଛାତ୍ରୀଛାତ୍ରମାନେ ନିଜ ସ୍କୁଲରେ ଏହି ପରୀକ୍ଷା ଦେବେ। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ…

ବୁଧବାରଠାରୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ଆରମ୍ଭ, ଜାଣନ୍ତୁ ସମସ୍ତ ସୂଚନା…

ଭୁବନେଶ୍ୱର,୧୪।୨(ବ୍ୟୁରୋ): ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଦଶମ ପରୀକ୍ଷା ମାର୍ଚ୍ଚ ୨୧ରେ ଶେଷ ହେବାକୁ ଥିବାବେଳେ ଦ୍ୱାଦଶ ବୋର୍ଡ ପରୀକ୍ଷା ଏପ୍ରିଲ ୫ରେ ସରିବ। ଉଭୟ ଶ୍ରେଣୀର ପରୀକ୍ଷା ସକାଳ ସାଢ଼େ ୧୦ଟାରେ…

ଅସଲି ଦେଖାଇ ବିକିଥିଲେ ନକଲି ସୁନା, ୪ ମାସ ପରେ ବନ୍ଧା ହେଲେ ୨ ଠକ

ଦେବଗଡ଼,୧୪।୨(ଡି.ଏନ୍‌.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରେ ଅସଲି ସୁନା ଦେଖାଇ ନକଲି ସୁନା ବିକ୍ରି କରି ଫେରାର ହେବା ଘଟଣାରେ ପୋଲିସକୁ ସଫଳତା। ଦୀର୍ଘ ୪ମାସ ପରେ ଧରା ପଡିଛନ୍ତି ଠକ ଗ୍ୟାଙ୍ଗର ୨ ସଦସ୍ୟ। ଗିରଫ ଅଭିଯୁକ୍ତ ହେଲେ…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ୍‌ରେ ବଡ଼ ପରିବର୍ତ୍ତନ, ହଠାତ ଦଳରେ ସାମିଲ ହେଲେ…

ନୂଆଦିଲ୍ଲୀ,୧୪।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଫେବୃୟାରୀ ୧୭ରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମୁକାବିଲା ପୂର୍ବରୁ ଭାରତୀୟ ଟିମ୍‌ ସହ ଜଡ଼ିତ ବଡ଼ ଖବର ସାମ୍ନାକୁ ଆସିଛି। ତାରକା ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟର ସମ୍ପୂର୍ଣ୍ଣ ଭାବେ…

ଲଗାନ ଫେମ୍‌ ଜାଭେଦ ଖାନ୍‌ ଆମରୋହିଙ୍କ ପରଲୋକ…

ମୁମ୍ବାଇ,୧୪।୨ : ହିନ୍ଦୀ ସିନେମାରେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଅଭିନେତା ଜାଭେଦ ଖାନ୍ନ୍‌ ଆମରୋହିଙ୍କର ପରଲୋକ ଘଟିଛି। ୭୦ ବର୍ଷ ବୟସରେ, ଜାଭେଦ ମଙ୍ଗଳବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଅଭିନୟ ଯାତ୍ରାରେ ଜାଭେଦ…

ଫିନାଇଲ ପିଇଲେ ଆବାସିକ ଛାତ୍ରୀ

ଚିତ୍ରକୋଣ୍ଡା,୧୪।୧(ଡି.ଏନ୍‌.ଏ.): ଫିନାଇଲ ପିଇ ଗୁରୁତର ହୋଇଛନ୍ତି ଜଣେ ଆବାସିକ ଛାତ୍ରୀ। ଚିତ୍ରକୋଣ୍ଡା ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୁଜାତା ଖରାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ସ୍ଥିର ରହିଛି। ସୂଚନାନୁଯାୟୀ,…

ମଲ୍ଲିକାଙ୍କ ପ୍ରଶଂସାରେ ଶତମୁଖ ହେଲେ କାର୍ତ୍ତିକ

ନୂଆଦିଲ୍ଲୀ,୧୪।୨: ମୁମ୍ବାଇରେ ଆୟୋଜିତ ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌) ନିଲାମରେ ଅନେକ ଭାରତୀୟ ଖେଳାଳି କୋଟିପତି ହୋଇଛନ୍ତି। ସେହିଭଳି ବିଦେଶୀ ଖେଳାଳିମାନେ ମଧ୍ୟ ଅଧିକ ଦାମ୍‌ରେ ବିକ୍ରି ହୋଇ ମାଲାମାଲ୍‌ ହୋଇଛନ୍ତି। ଏହି ନିଲାମରେ ସ୍ମୃତି ମନ୍ଧାନାଙ୍କ ଉପରେ ସବୁଠାରୁ ବଡ ମୂଲ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri