Home Left

୨୦୨୪ ନିର୍ବାଚନ ପୂର୍ବରୁ ପାଓ୍ବାରଙ୍କ ଗୋଟିଚାଳନା

ମୁମ୍ବାଇ,୮।୧:ଏନସିପି ମୁଖ୍ୟ ଶରଦ ପାୱାର ୨୦୨୪ ନିର୍ବାଚନ ପୂର୍ବରୁ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏନସିପି, ଶିବସେନାର ଉଦ୍ଧବ ଠାକରେଙ୍କ ଦଳ ଏବଂ କଂଗ୍ରେସ ୨୦୨୪ରେ ମହାରାଷ୍ଟ୍ର ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ଏକାଠି ଲଢିବାକୁ ପାଓ୍ବାର ସମର୍ଥନ କରିଛନ୍ତି।…

କଣ୍ଟେନର ପଛରେ ଧକ୍କା ଦେଲା ବସ୍‌, ୫ ଆହତ

କେନ୍ଦୁଝର,୮ା୧(ସ୍ବ.ପ୍ର.): ୪୯ ନଂ. ଜାତୀୟ ରାଜପଥ ଅନ୍ତର୍ଗତ ଜୁଡ଼ିଆ ଘାଟିରେ ଶନିବାର ବିଳମ୍ବିତ ରାତିରେ ଏକ କଣ୍ଟେନର ବେଆଇନ ପାର୍କିଂ କରିଥିବାରୁ ପୁଣି ଏକ ଦୁର୍ଘଟଣା ଘଟିଛି। ଅନୁଗୋଳରୁ ଟାଟା ଯାଉଥିବା ସାଇବାବା ନାମକ ଯାତ୍ରୀବାହୀ ବସ୍‌ ରାସ୍ତା ପାର୍ଶ୍ୱରେ ବ୍ରେକ୍‌…

ଜୁନାଗଡ଼ କଳାହାଣ୍ଡି ଉତ୍ସବ: ଶୀତୁଆ ସନ୍ଧ୍ୟାରେ ଜମୁଛି ସାଂସ୍କୃତିକ କାର୍ଯ୍ୟକ୍ରମ

ଭବାନୀପାଟଣା,୮।୧(ସ୍ବ.ପ୍ର.): ଜୁନାଗଡ଼ କଳାହାଣ୍ଡି ଉତ୍ସବର ପ୍ରଥମ ସନ୍ଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିଥିଲେ ସମ୍ବଲପୁରୀ ଲୋକପ୍ରିୟ ଗାୟକ ରୁକୁ ସୁନା। ଗୀତର ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ। ପ୍ରଥମ ଗୀତ ଲଚକି ମଣି ଜୁରା ବେଣୀ…, ଆଲୋ ମୋର ରିବନ ଫିତା……

ପୋଲିସ ମୁଖ୍ୟାଳୟରେ ଚା’ ପିଇଲେ ନାହିଁ ଅଖିଳେଶ: କହିଲେ, ମୋତେ ଭରସା ନାହିଁ

ଲକ୍ଷ୍ନୌ,୮।୧: ସମାଜବାଦୀ ପାର୍ଟି(ଏସ୍‌ପି)କାର୍ଯ୍ୟକର୍ତ୍ତା ତଥା ଟୁଇଟର ଆଡମିନି ମନୀଷ ଜଗନ ଅଗ୍ରୱାଲଙ୍କୁ ଲକ୍ଷ୍ନୌ ପୋଲିସ ଶନିବାର ଗିରଫ କରିଛି। ଏହାକୁ ବିରୋଧ କରି ରବିବାର ଏସପି ସଭାପତି ଅଖିଳେଶ ଯାଦବ ପୋଲିସ ମୁଖ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ବହୁ ସଂଖ୍ୟକ ଏସପି…

ଧୋନୀ କି ଦ୍ରାବିଡ ନୁହେଁ, ଉନ୍ନତ ଅଧିନାୟିକତ୍ୱ ପାଇଁ ଏହି ବ୍ୟକ୍ତିଙ୍କୁ ଶ୍ରେୟ ଦେଲେ ହାର୍ଦ୍ଦିକ

ରାଜକୋଟ,୮।୧: ଆଇପିଏଲ ୨୦୨୨ରେ ଗୁଜରାଟ ଟାଇଟାନ୍ସକୁ ଚାମ୍ପିଅନ କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛନ୍ତି। ସେବେଠାରୁ ସେ ଟିମ ଇଣ୍ଡିଆର ଅଧିନାୟକ ହେବାର ସୁଯୋଗ ପାଇଥିଲେ। ତାଙ୍କ ଅଧିନାୟିକତ୍ୱରେ ୩ଟି ଟି-୨୦ ସିରିଜ୍‌ ଭାରତ ବିଜୟୀ ହୋଇଛି।…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ବିକ୍ରମାଦିତ୍ୟଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା

ଶିମ୍‌ଲା,୮।୧: ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ରବିବାର ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପୁଅ ବିକ୍ରମାଦିତ୍ୟ ସିଂ ଏବଂ ବରିଷ୍ଠ ବିଧାୟକ ଧାନିରାମ ଶାଣ୍ଡିଲଙ୍କ ସମେତ ୭ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।…

ଦ୍ରାବିଡ ପଚାରିଲେ ଏମିତି ପ୍ରଶ୍ନ, ସୂର୍ଯ୍ୟକୁମାର ରୋକିପାରିଲେନି ହସ

ରାଜକୋଟ,୮।୧: ତିନିଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ଶ୍ରୀଲଙ୍କାକୁ ୨-୧ରେ ପରାସ୍ତ କରିଛି। ଜାନୁଆରୀ ୭ ରାଜକୋଟରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ସେ ୯୧ ରନ୍‌ରେ ଜିତିଥିଲେ। ଟିମ ଇଣ୍ଡିଆ ପାଇଁ ଏହି ମ୍ୟାଚରେ ସୂର୍ଯ୍ୟକୁମାର ଏକ ଶତକ ହାସଲ…

ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କର ସୁଲଭ ଶୌଚାଳୟରେ ଚାଲିଗଲା ଜୀବନ

କେନ୍ଦୁଝର,୮ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ହେବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ରବିବାର ମେଡିକାଲ ନିକଟ ସୁଲଭ ଶୌଚାଳୟକୁ ପରିସ୍ରା କରିବାକୁ ଯାଇଥିବାବେଳେ ହଠାତ୍‌ ତଳେ ପଡ଼ି ଯାଇଥିଲେ। ସେଠାରୁ…

ରେକର୍ଡ ବର୍ଷା କଲେ ସୂର୍ଯ୍ୟକୁମାର

ରାଜକୋଟ,୮।୧: ରାଜକୋଟରେ ଶ୍ରୀଲଙ୍କା ବିପକ୍ଷରେ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ଇଂନିସ ଖେଳିଥିଲେ। ସେ ୫୧ ବଲରୁ ଅପରାଜିତ ୧୧୨ ରନ କରିଥିଲେ। ତାଙ୍କ ଇନିଂସ ଯୋଗୁ ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୯୧ ରନରେ…

ସୁରକ୍ଷା ବନ୍ଧ କାର୍ଯ୍ୟ ଚାଲୁଥିବା ବେଳେ ନଦୀକୁ ଖସିଲା ପଥର

ଆରଡ଼ି,୮ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡ଼ି ପଞ୍ଚାୟତ ଅଧୀନ ଶିତଳପୁର ଗାଁ ନିକଟରେ ପ୍ରବାହିତ ସାଳନ୍ଦୀ ନଦୀକୂଳରେ ଥିବା ସୁରକ୍ଷା ବନ୍ଧ କାର୍ଯ୍ୟ ଚାଲୁ ରହିଥିବା ବେଳେ ରବିବାର ପଥର ସମେତ ବନ୍ଧ ନଦୀ ଗର୍ଭକୁ ଧସି ଯାଇଛି ।…

ଏହି ଦିନ ରିଲିଜ ହେବ ‘କେଜିଏଫ୍‌ ଚାପ୍ଟର-୩’

ମୁମ୍ବାଇ: ୟଶ ଷ୍ଟାରର ‘କେଜିଏଫ୍‌ ଚାପ୍ଟର-୨’ ୨୦୨୨ରେ ସର୍ବାଧିକ ଆୟ କରିଥିଲା। ପାନ ଇଣ୍ଡିଆ ଏହି କନ୍ନଡ ଫିଲ୍ମ ଦେଶ ତଥା ବିଦେଶରେ ବିପୁଳ ଅର୍ଥ ସଂଗ୍ରହ କରିଥିଲା। ରକି ଭାଇଙ୍କ ଆକ୍ସନରେ ବିମୋହିତ ପ୍ରଶଂସକମାନେ ଉତ୍ସାହର ସହିତ ତାଙ୍କର ତୃତୀୟ…

ଠାକୁର ଅନୁକୁଳଚନ୍ଦ୍ରଙ୍କର ଉତ୍ସବ: ଯୋଗଦେଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୮।୯: ପୁରୀ ତାଳବଣିଆସ୍ଥିତ ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଆୟୋଜିତ ଠାକୁର ଅନୁକୁଳଚନ୍ଦ୍ରଙ୍କର ଉତ୍କଳ ଆଗମନକୁ ୧୦୧ ତମ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ତାଳବଣିଆସ୍ଥିତ ହେଲିପ୍ୟାଡ଼ରେ ପହଞ୍ଚିବା ପରେ ସୁରକ୍ଷା ବଳୟ ଭିତରେ ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri