କୋଇଡ଼ା ଗୁଳିକାଣ୍ଡର ତଦନ୍ତ
ଟେନ୍ସା, ୨୮।୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ମାଲଦାରେ ରବିବାର ରାତିରେ ଘଟିଥିବା ଗୁଳିକାଣ୍ଡ ଘଟଣାର ତଦନ୍ତ ଜାରି ରହିଛି। ସୋମବାର ରାଉରକେଲାରୁ ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧନୀ କୁକୁର ଆସି ଅଧିକ ତଦନ୍ତ ଜାରି ରହିଛି। ଘଟଣା ସ୍ଥଳରେ…
ସମୟ ନ ଦେଇ ଘର ଭାଙ୍ଗିଲା ପ୍ରଶାସନ
ବୌଦ୍ଧ, ୨୮।୨(ସ୍ବ.ପ୍ର.): ଖରଭୂଇଁ ଗ୍ରାମରେ କ୍ରସର ଚାଲିବା ନେଇ ପ୍ରଶାସନର ଅଧିକାରୀମାନେ ଚାହୁଁଥିବା ବେଳେ ଏପଟେ କିନ୍ତୁ ଗ୍ରାମବାସୀ କ୍ରସର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆନ୍ଦୋଳନ ଚାଲୁରଖିଛନ୍ତି। ପ୍ରଶାସନ ଗ୍ରାମବାସୀଙ୍କ ଆନ୍ଦୋଳନକୁ ଭଣ୍ଡରୁ କରିବାକୁ ଗ୍ରାମବାସୀଙ୍କ ନାମରେ ବହୁ ମିଥ୍ୟା ମାମଲା…
ସ୍ତ୍ରୀଙ୍କୁ ମାରି ବିଷ ପିଇଲେ ସ୍ବାମୀ
ଖଇରା,୨୮।୨: ବାଲେଶ୍ବର ଜିଲା ଖଇରା ଥାନା ସାରୁଗାଁ ଗ୍ରାମ ପଞ୍ଚାୟତ ତିଳଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ବାବୁ ଦାସ(୪୨) ନାମକ ଯୁବକ ନିଜ ସ୍ତ୍ରୀକୁ ମାରିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, ସୋମବାର…
ଆଦର୍ଶ ଥାନାରେ ପ୍ରେମୀ ଯୁଗଳଙ୍କ ବିବାହ
ଅମରପାଲି,୨୮ା୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଆଦର୍ଶ ଥାନା ପରିସରରେ ସୋମବାର ପ୍ରେମୀ ଯୁଗଳଙ୍କ ବିବାହ ପୋଲିସ ଓ ପରିବାର ଲୋକଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଯାଇଛି। ଥାନା ଅନ୍ତର୍ଗତ ଗୌଡଗାଡ ଗ୍ରାମର ଯଦୁ ସାହୁଙ୍କ ବଡପୁଅ ସୁଶିଲ କୁମାର (୨୮) ଓ ମୁର୍ଷୁଣ୍ଢି…
ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ
ବୌଦ୍ଧ, ୨୮।୨(ସ୍ବ.ପ୍ର.): ବୌଦ୍ଧ ଜିଲା ଦୌରାଜଜ୍ ବିକ୍ରମ କୁମାର ପ୍ରଧାନ ସୋମବାର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଆଦେଶ ପ୍ରଦାନ କରିଛନ୍ତି। ମାମଲାରୁ ପ୍ରକାଶ ଯେ, ବୌଦ୍ଧ ଥାନା ଅନ୍ତର୍ଗତ କିରାସିରା ଗ୍ରାମରେ ଜମିବାଡ଼ି ବିବାଦକୁ…
୯୧ ବର୍ଷ ବୟସରେ ପ୍ରେମରେ ପଡିଲେ ଡିଏଲଏଫ୍ ଚେୟାର୍ମ୍ୟାନ୍
ନୂଆଦିଲ୍ଲୀ,୨୮।୨:ଦେଶର ପ୍ରମୁଖ ବ୍ୟବସାୟୀ ତଥା ଡିଏଲଏଫ୍ ଚେୟାର୍ମ୍ୟାନ୍ କୁଶଲ ପାଲ ସିଂ ୯୧ ବର୍ଷ ବୟସରେ ପ୍ରେମରେ ପଡିଛନ୍ତି। ୨୦୧୮ରେ ସେ ସ୍ତ୍ରୀଙ୍କୁ କ୍ୟାନସର ରୋଗରେ ହରାଇଥିଲେ। ଏବେ ପୁଣି ଥରେ ସେ ତାଙ୍କ ଜୀବନରେ ଏକ ସାଥୀ ପାଇଛନ୍ତି। ନିକଟରେ…
ଲକ୍ଅପ୍, ଖତରୋ କେ ଖିଲାଡିରେ ନଜର ଆସିବେ ଉର୍ଫି? ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ
ମୁମ୍ବାଇ: ବି-ଟାଉନ୍ର ଚର୍ଚ୍ଚିତ ଅଭିନେତ୍ରୀ ଉର୍ଫି ଜାଭେଦ ବଡ଼ ରିଆଲିଟି ଶୋ’ରେ ନଜର ଆସିବେ ବୋଲି ଖବର ଜୋରସୋରରେ ଚାଲିଛି । ଉର୍ଫି କଙ୍ଗନା ରାଣାୱତଙ୍କ ରିଆଲିଟି ଶୋ’‘ଲକ୍ଅପ୍ ସିଜନ-୨’ ଏବଂ ରୋହିତ ଶେଟ୍ଟୀଙ୍କ ‘ଖତରୋ କେ ଖିଲାଡି-୧୩’ ରେ ଅଂଶ…
ଷ୍ଟୁଡିଓ ମାଲିକଙ୍କ ମୃତ୍ୟୁ ରହସ୍ୟ ଘେରରେ
ଢେଙ୍କାନାଳ ଅଫିସ,୨୮ା୨: ଢେଙ୍କାନାଳ ସହର ୭ନଂ. ୱାର୍ଡରେ ରହୁଥିବା ଫଟୋଲାଇନ ଷ୍ଟୁଡିଓ ମାଲିକ ତଥା ବିଶିଷ୍ଟ ଫଟୋଗ୍ରାଫର ସଚ୍ଚିଦାନନ୍ଦ ନାୟକ ଓରଫ୍ ବାବୁଲି(୫୦)ଙ୍କ ଝୁଲନ୍ତା ମୃତଦେହ ଶନିବାର ସନ୍ଧ୍ୟାରେ ସଦର ଥାନା ଗୋହିରାଖାଲ ଠାରେ ଜଣେ ସମ୍ପର୍କୀୟଙ୍କ ଫାର୍ମ ହାଉସ ପରିସରରେ…
ବିଜ୍ଞାନ ଜ୍ଞାନ ବଢ଼ାଉଛି ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର
ଢେଙ୍କାନାଳ ଅଫିସ,୨୮ା୨ (ରତନ ନାୟାର): ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ପକ୍ଷରୁ ଗୋଟିଏ ଲେଖାଏ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଏବଂ ଜିଲା ବିଜ୍ଞାନ କେନ୍ଦ୍ର ମହାରାଷ୍ଟ୍ର ଓ ଓଡ଼ିଶାରେ ସ୍ଥାପନ କରାଯାଇଛି। ସେହିପରି…
ଚୋରି ହୋଇଥିବା ନଗରପାଳଙ୍କ ଟ୍ରକ୍ ଜବତ
ଅନୁଗୋଳ ଅଫିସ, ୨୮ା୨: ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ଟ୍ରକ୍ ଅମଲାପଡ଼ା ୬ଷ୍ଠ ଲେନ୍ରୁ ଚୋରି ହୋଇଥିବା ବେଳେ ତାହାକୁ ପୋଲିସ ଅନ୍ୟସ୍ଥାନରୁ ଜବତ କରିଛି। ପୋଲିସ କହିଛି, ଟ୍ରକ୍ ଚୋରି ସମ୍ପର୍କରେ ଅଭିଯୋଗ ପରେ ନଂ. ୧୦୨/୨୩ରେ ମାମଲା…
ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟ ଗଲେ ମନୀଷ ସିସୋଡିଆ
ନୂଆଦିଲ୍ଳୀ,୨୮।୨: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ପାଞ୍ଚ ଦିନିଆ ସିବିଆଇ ରିମାଣ୍ଡରେ ଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ତାଙ୍କ ଓକିଲ ଅଭିଷେକ ମନୁ ସିଂଘବୀ ଗିରଫଦାରୀ ବିରୋଧରେ ଏବଂ ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ଏକ…
ପିକ୍ଅପ୍ ଭ୍ୟାନ-ବାଇକ ଧକ୍କା: ବାଇକ ଆରୋହୀ ମୃତ
ନୟାଗଡ଼ ଅଫିସ,୨୮।୨: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ବ୍ଲକ ଚକ୍ରଧରପୁର ନିକଟସ୍ଥ ପେଟ୍ରୋଲ ପମ୍ପ ରାଜପଥରେ ପେଟ୍ରୋଲ ପମ୍ପ ନିକଟରେ ପିକ୍ଅପ୍ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।…
Archives


