Home Left

ବିପୁଳ ପରିମାଣର ନକଲି ମଦ ପାଉଚ ଜବତ: ଧରାପଡ଼ିଲେ ୨ ଯୁବକ

ଭବାନୀପାଟଣା,୨୮।୨(ସ୍ବ.ପ୍ର): କଳାହାଣ୍ଡି ଜିଲା ଧର୍ମଗଡ଼ ଅବକାରୀ ବିଭାଗ ମଙ୍ଗଳବାର ଭୋରରେ ଚଢାଉ କରି ବିପୁଳ ପରିମାଣର ନକଲି ମଦ ଜବତ କରିଛି। ଅବକାରୀ ବିଭାଗ ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି। ମିଳିଥିବା ସୂଚନା ମୁତାବକ,…

କେନ୍ଦ୍ରୀୟ ଯୋଜନା ଟଙ୍କା ଠିକ୍‌ ସମୟରେ ଖର୍ଚ୍ଚ ନ କଲେ ଲାଗିବ ୭ ପ୍ରତିଶତ ଜରିମାନା

ଶିମଲା,୨୮।୨: କେନ୍ଦ୍ରୀୟ ଯୋଜନାର ଟଙ୍କା ଖର୍ଚ୍ଚ କରିବା ମାମଲାରେ କେନ୍ଦ୍ର ସରକାର ରାଜ୍ୟର ସୁଖୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ଚେତାବନୀ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଯୋଜନାଗୁଡିକର ଅର୍ଥ ପ୍ରଦାନ କ୍ଷେତ୍ରରେ ଦିଆଯାଇଛି। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର ନିର୍ଦ୍ଦେଶକ ପ୍ରତୀକ କୁମାର…

ଭୂକମ୍ପର ୨୧ ଦିନ ପରେ ଜୀବନ୍ତ ଉଦ୍ଧାର ହେଲା ଘୋଡା, ଭାଇରାଲ ହେଉଛି ଭିଡିଓ

ଆଙ୍କାରା,୨୮।୨: ଫେବୃୟାରୀ ୬ରେ ତୁର୍କୀ ଏବଂ ସିରିଆରେ ଶକ୍ତିଶାଳୀ ଭୂକମ୍ପରେ ବ୍ୟାପକ ଧ୍ୱଂସ ଘଟିଥିଲା। ଏଥିରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିସହ ଭୂକମ୍ପ ଯୋଗୁ ହଜାର ହଜାର ଘର ନଷ୍ଟ ହେବା କାରଣରୁ ବହୁ ଜନସଂଖ୍ୟା…

ଶ୍ରମିକ ଜୀବନ୍ତ ଦଗ୍ଧ ମାମଲାର ତଦନ୍ତ ଆରମ୍ଭ

ଭବାନୀପାଟଣା,୨୮।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ ପାଷ୍ଟିକୁଡି ନିକଟରେ ଥିବା ଏକ ଠିକା କ୍ୟାମ୍ପରେ ନିଆଁ ଲାଗି ଶ୍ରମିକ ପ୍ରଦୀପ କେତକୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସଦରଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ନିଆଁ ଲାଗିବାର କାରଣ…

ଅଖିଳେଶଙ୍କ ସହ ନଜର ଆସିଲେ ଉମେଶ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ

ଲକ୍ଷ୍ନୌ,୨୮।୨: ବିଏସ୍‌ପି ବିଧାୟକ ରାଜୁ ପାଲଙ୍କ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ଶୁକ୍ରବାର ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଦାକତ ଖାନ୍‌ଙ୍କ ଏକ ଫଟୋ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ଫଟୋରେ ସମାଜବାଦୀ ପାର୍ଟିର ମୁଖ୍ୟ…

ଭାରତ ଆସିବେ ଚାଇନା ବୈଦେଶିକ ମନ୍ତ୍ରୀ: ଜି -୨୦ ବୈଠକରେ ଦେବେ ଯୋଗ

ନୂଆଦିଲ୍ଲୀ,୨୮।୨: ଚାଇନା ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ ଭାରତ ଗସ୍ତରେ ଆସିବେ। ଏହି ଗସ୍ତରେ ମାର୍ଚ୍ଚ ୨ରେ ଦିଲ୍ଲୀରେ ଅନୁଷ୍ଠିତ ଜି -୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗ ଦେବେ। ଚାଇନା ବୈଦେଶିକ ମନ୍ତ୍ରଣାଳୟ ଏନେଇ ସୂଚନା ଦିଆଯାଇଛି। ମୁଖପାତ୍ର ମାଓ…

ଖରାରେ ବି ରହିବ ମେକ୍‌ଅପ୍‌

ବସନ୍ତଋତୁରେ ଗ୍ରୀଷ୍ମ ଭଳି ଖରା ହେଲାଣି। ଏମିତିରେ ଝାଳରେ ମେକ୍‌ଅପ୍‌ ଖରାପ ହୋଇଯିବାକୁ ନେଇ ଅନେକ ମହିଳାଙ୍କର ଚିନ୍ତା ବଢ଼ିଲାଣି। ତେଣୁ ଏଭଳି ଗରମରେ ବି ମେକ୍‌ଅପ୍‌କୁ କିପରି ଦୀର୍ଘ ସମୟ ରଖିପାରିବେ ଜାଣିରଖନ୍ତୁ ଟିପ୍ସ… ମେକଅପ୍‌ ନେବା ପୂର୍ବରୁ ମାଇଲ୍ଡ…

ଝିଅର ମୃତ୍ୟୁ ପରେ ଘରୁ ଚୋରି

ଗଜପତି,୨୮।୨(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ଷ୍ଟେଟ ବ୍ୟାଙ୍କ ନିକଟରୁ ଚୋରି ହୋଇଛି। ଘର ତାଲା ଭାଙ୍ଗି ଆଲମାରୀରୁ ୫ ଭରି ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି। କାଶୀନଗର ମୁଖ୍ୟ ରାସ୍ତା କଡ଼ ଷ୍ଟେଟ ବ୍ୟାଙ୍କ ନିକଟରେ ଡେଭିଡ ରଇତ ଭଡ଼ା…

କୁନି ମନରେ ବଡ଼ ସ୍ବପ୍ନ

କିଏ କହେ ବଡ଼ ହେଲେ ଡାକ୍ତର ହେବି ତ କିଏ ଇଞ୍ଜିନିୟର ଆଉ ପୁଣି କାହାର ଇଚ୍ଛା ଥାଏ ସିଙ୍ଗର କିମ୍ବା ଆକ୍ଟର ହେବାକୁ । କୁନି କୁନି ମନରେ ଥାଏ ଅନେକ ବଡ଼ ସ୍ବପ୍ନ। ହେଲେ କେବେ କେବେ ଅଭିଭାବକମାନଙ୍କର…

ବିଦ୍ୟାଳୟକୁ ଶିକ୍ଷକ ଡେରିରେ ଆସିବାରୁ ତାଲା ପକାଇଲେ ଗ୍ରାମବାସୀ

କୁନ୍ଦୁରା,୨୮ା୨ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତର ଆମ୍ବଗୁଡା ପ୍ରାଥମିକ ବିଦ୍ୟାଳୟରେ ସୋମବାର ଗ୍ରାମବାସୀ ତାଲା ପକାଇଛନ୍ତ। ପୂର୍ବାହ୍ନ ୧୧ଟା ସୁଦ୍ଧା ବିଦ୍ୟାଳୟ ଖୋଲି ନ ଥିଲା। ବିଦ୍ୟାଳୟ ପରିସରରେ ୫୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ବୁଲୁଥିଲେ। ୧୧ଟା ସୁଦ୍ଧା…

ବିଶ୍ୱାସ,ପରମ୍ପରାର ଯାତ୍ରା ଝାମିଯାତ୍ରା

ଜୟପୁର, ୨୮ା୨ (ନି.ପ୍ର.):ବିଶ୍ୱାସର ଯାତ୍ରା ଝାମିଯାତ୍ରା ପାଇଁ ଜୟପୁର ଉତ୍ସବମୁଖର ହୋଇପଡିଛି। ଶିରଲୀ ଦେବୀ ପୂଜା ପାଉଥିବା ଏହି ଯାତ୍ରା ଶିବରାତ୍ରିଠାରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି ା ଶିବରାତ୍ରି ଦିନ ଶିବ ମନ୍ଦିରରେ ଏକ ପୂଜା କରାଯାଇଥାଏ ା ପରେ ଝାମି…

ଏହି ଦିନ ରିଲିଜ ହେବ ‘ପୋନ୍ନିୟିନ ସେଲଭାନ-୨’ର ଟ୍ରେଲର୍‌

ମୁମ୍ବାଇ: ନିର୍ଦ୍ଦେଶକ ମଣି ରତ୍ନଙ୍କ ସୁପରହିଟ୍‌ ଚଳଚ୍ଚିତ୍ର‘ପୋନ୍ନିୟିନ ସେଲଭାନ’ର ସଫଳତା ପରେ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ ଅପେକ୍ଷାର ଅନ୍ତ ଘଟାଇବାକୁ ଯାଉଛି ମଣି ରତ୍ନଙ୍କ ‘ପୋନ୍ନିୟିନ ସେଲଭାନ ୨’। ଏହି ଚଳଚ୍ଚିତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri