ଭାରତୀୟ ଦଳରୁ ମାତ୍ର ଜଣେ
ଦୁବାଇ,୨୮।୨: ମହିଳା ଟି-୨୦ ବିଶ୍ୱକପ ଶେଷ ହୋଇଛି। କେପଟାଉନରେ ଖେଳାଯାଇଥିବା ଫାଇନାଲରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ଟାଇଟଲ ଜିତିଥିଲା। ଅଷ୍ଟ୍ରେଲୀୟ ମହିଳା ଦଳ ଷଷ୍ଠ ଥର ପାଇଁ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଛି। ବର୍ତ୍ତମାନ…
ମାତୃତ୍ୱ ପରେ ଦୀପ୍ତିଙ୍କୁ ଦ୍ୱିତୀୟ ସୁଯୋଗ
ମୁମ୍ବାଇ,୨୮ା୨: ସ୍ମୃତି ମନ୍ଧାନାଙ୍କ ସହିତ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଭାରତୀୟ ଦଳରୁ ବାଦ ପଡିଥିଲେ। ବିବାହ କରି ଗୋଟିଏ ସନ୍ତାନର ମା’ ହୋଇ ସାରିଥିବା ବେଳେ ସ୍ନେହା ଦୀପ୍ତିଙ୍କୁ ମିଳିଛି କ୍ୟାରିୟରରେ ଦ୍ୱିତୀୟ ସୁଯୋଗ।…
ଅନ୍ଲାଇନ୍ ଚେସ୍: କର୍ତ୍ତବ୍ୟ ଚାମ୍ପିୟନ
ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ନଳିନୀ ରାଜଗୁରୁ ସ୍ମାରକୀ ଅନ୍ଲାଇନ୍ ଓପନ ଚେସ୍ରେ ଗୁଜରାଟର କର୍ତ୍ତବ୍ୟ ଅନାଡକଟ୍ ଚାମ୍ପିୟନ ହୋଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ କର୍ତ୍ତବ୍ୟ ୩୧ଟି ମ୍ୟାଚ୍ ଖେଳି ୧୯ଟି ଜିତିଥିବାବେଳେ…
ମୁନୀ ଜାଏଣ୍ଟ୍ସ ଅଧିନାୟିକା
ମୁମ୍ବାଇ, ୨୮।୨: ମାର୍ଚ୍ଚ ୪ରୁ ଆରମ୍ଭ ହେବାକୁ ଯାଉଥିବା ଓମେନ୍ସ ପ୍ରିମିୟର ଲିଗ୍ ପାଇଁ ଗୁଜରାଟ ଜାଏଣ୍ଟ୍ସ ଦଳର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିକଟ ଅତୀତରେ ସ୍ଥିର ପ୍ରଦର୍ଶନ ଦେଇ ଆସିଥିବା ଅଷ୍ଟ୍ରେଲିଆର ବେଥ୍ ମୁନୀଙ୍କୁ ଦଳର ଅଧିନାୟିକା ଘୋଷଣା…
ମେଘାଳୟରେ ଭୂକମ୍ପ ଝଟ୍କା
ଶିଲଂ,୨୮।୨: ମେଘାଳୟରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ରହିଛି। ଏହାପୂର୍ବରୁ ଆଜି ସକାଳୁ ମଣିପୁରରେ ମଧ୍ୟ ୩.୨ ତୀବ୍ରତାର ଭୂକମ୍ପ ଝଟ୍କା ଲାଗିଥିଲା।
ଇତିହାସ ରଚିଲେ କେନ ୱିଲିୟମସନ
ଅକଲାଣ୍ଡ,୨୮।୨: ନ୍ୟୁଜିଲାଣ୍ଡର କେନ ୱିଲିୟମସନ ରସ ଟେଲରଙ୍କୁ ପଛରେ ପକାଇ ଦେଇଛନ୍ତି। ସେ ନ୍ୟୁଜିଲାଣ୍ଡ ପାଇଁ ଟେଷ୍ଟରେ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ସୋମବାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୱିଲିୟମସନ ୧୩୨ ସ୍କୋର କରିଥିଲେ। ୱିଲିୟମ୍ସନ ୨୯…
୧୦ ବର୍ଷରେ ୧୧ ଫ୍ଲପ ଫିଲ୍ମ ଦେଇଛନ୍ତି ଇମରାନ ହାସମି
ମୁମ୍ବାଇ: ଦୀର୍ଘ ପ୍ରାୟ ୩ ବର୍ଷ ପରେ ପୁଣିଥରେ ବଡ ପରଦାକୁ ଫେରିଛନ୍ତି ବଲିଉଡର ଚକୋଲେଟ ବୟ ଇମରାନ ହାସମି । ଫିଲ୍ମ ‘ସେଲଫି’ ଜରିଆରେ ସେ ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ଆସିଛନ୍ତି । ହେଲେ ଏହି ମୁଭିକୁ ଦର୍ଶକେ ଏତେଟା…
କାର୍ଯ୍ୟଦିବସରେ ଅଫିସର, କର୍ମଚାରୀ ଅନୁପସ୍ଥିତ
ନୟାଗଡ଼ ଅଫିସ,୨୮।୨:ନୟାଗଡ଼ରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଜିଲା ଶ୍ରମ ଅଧିକାରୀ, ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ଓ କର୍ମଚାରୀ ସୋମବାର କାର୍ଯ୍ୟ ଦିବସରେ ଅନୁପସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ମାସର ବିଭିନ୍ନ କାର୍ଯ୍ୟଦିବସରେ ଅଧିକାରୀ…
ହରମନପ୍ରୀତ ଅଧିନାୟକ, ନିଲମ ସାମିଲ
ଭୁବନେଶ୍ୱର,୨୮।୨(କ୍ରୀଡ଼ା ପ୍ରତିନିଧି): ମାର୍ଚ୍ଚ ୧୦ରୁ ୧୫ ପର୍ଯ୍ୟନ୍ତ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହେବାକୁଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ ଗୁଡ଼ିକ ପାଇଁ ସୋମବାର ୨୦ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଗତ ହକି ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେଇଥିବା…
୫ ପ୍ରାରମ୍ଭିକ ଭୋଟରଙ୍କୁ ମେଡାଲ
ସିଲଂ : ବର୍ତ୍ତମାନ ସମୟରେ ମେଘାଳୟ ରାଜ୍ୟରେ ଭୋଟ ପ୍ରକ୍ରିୟା ଜାରି ରହିଛି। ସେଠାରେ ଲୋକଙ୍କୁ ଭୋଟ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ସେଠାକାର ସରକାର ଏକ ଭିନ୍ନ ଉପାୟ ଅବଲମ୍ବନ କରିଛି। ପୋଲିଂ ବୁଥ୍ରେ ପ୍ରଥମକରି ଭୋଟ ଦେଇଥିବା ପ୍ରଥମ…
ଯାଆଁଳା ହୋଇ ମଧ୍ୟ ଉଚ୍ଚତା ଭିନ୍ନ
ଟୋକିଓ: ମା’ ଗର୍ଭରୁ ଏକାସାଙ୍ଗରେ ଜନ୍ମିତ ଶିଶୁଙ୍କୁ ଯାଆଁଳା ବୋଲି କୁହାଯାଏ। ସେମାନେ ଦେଖିବାକୁ ମଧ୍ୟ ଏକାଭଳି ହୋଇଥାନ୍ତି। ହେଲେ କିଛି କ୍ଷେତ୍ରରେ ଏକାସାଙ୍ଗରେ ଜନ୍ମ ହୋଇଥିଲେ ମଧ୍ୟ ଦେଖିବାକୁ ଏକାଭଳି ହୋଇ ନ ଥାନ୍ତି। କେବଳ ସେମାନଙ୍କୁ ଟୁଇନ୍ସ କୁହାଯାଏ।…
ଦେଶର ପ୍ରଥମ ଡିଜିଟାଲ ନାଗରିକ
ଥିମ୍ଫୁ: ଭୁଟାନର ରାଜକୁମାର ୭ ବର୍ଷୀୟ ଜିଗ୍ମେ ନାମ୍ଜୟେଲ୍ ୱାଙ୍ଗଚୁକ୍ ଭୁଟାନ ନ୍ୟାଶନାଲ ଡିଜିଟାଲ ପରିଚୟ(ଏନ୍ଡିଏ) ମୋବାଇଲ ୱାଲେଟ୍ ଉପରେ ଦେଶର ପ୍ରଥମ ଡିଜିଟାଲ ନାଗରିକତ୍ୱ ହାସଲ କରିଛନ୍ତି। ଏନେଇ ଭୁଟାନ ଲାଇଭ୍ ରିପୋର୍ଟ କରିଛି। ରିପୋର୍ଟ ମୁତାବକ, ଭୁଟାନ ଏନ୍ଡିଏ…
Archives


