ଉମେଶ ପାଲଙ୍କ ଉପରେ ପ୍ରଥମ ଗୁଳି ଚଳାଇଥିବା ଶୁଟର ନିହତ
ପ୍ରୟାଗରାଜ,୬ ।୩: ପ୍ରୟାଗରାଜରେ ସାକ୍ଷୀ ଉମଶେ ପାଲ ହତ୍ୟାଗାଣ୍ଡକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ହୋଇଥିବା ଶୁଟର ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି । ଶୁଟରଙ୍କ ନାମ ବିଜୟ ଓରଫ ଉସମାନ ।…
ପ୍ରବେଶିକା ପରୀକ୍ଷାରୁ ଛାତ୍ରୀ ବଞ୍ଚିତ
ଭୁବନ, ୬।୩(ଡି.ଏନ.ଏ.):ଶିକ୍ଷା ବିଭାଗର ତ୍ରୁଟି କାରଣରୁ ଜଣେ ଛାତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ବଞ୍ଚତ୍ତ ହୋଇଛନ୍ତି। ଢେଙ୍କାନାଳ ଜିଲା କାଙ୍କଡ଼ପାଳ ସିମିଳିଆ ଗ୍ରାମ ସରସ୍ବତୀ ବିଦ୍ୟାମନ୍ଦିରର ୫ମ ଶ୍ରେଣୀ ଛାତ୍ରୀ ତଥା ପ୍ରଦୀପ କୁମାର ସାହୁଙ୍କ ଝିଅ ଶୁଭଶ୍ରୀଙ୍କ…
ଆମେରିକାରେ ହାଉସ ପାର୍ଟି ସମୟରେ ଗୁଳିକାଣ୍ଡ: ୨ ମୃତ, ୬ ଆହତ
ୱାଶିଂଟନ,୬ ।୩: ଆମେରିକାରେ ପୁଣି ଫୁଟିଛି ଗୁଳି । ସେଠାରେ ଥିବା ଜର୍ଜିୟାର ଡଗଲସ କାଉଂଟିରେ ଏକ ହାଉସ ପାର୍ଟି ସମୟରେ ଦୁଇ ଗ୍ରୁପ ମଧ୍ୟରେ ହିଂସା ହୋଇଛି । ଏହି ପାର୍ଟିରେ ୧୦୦ରୁ ଊର୍ଦ୍ଧ୍ୱ ନାବାଳକ ସାମିଲ ହେବାକୁ ପହଞ୍ଚିଥିଲେ…
ରାସ୍ତା କାମ ଫଳକରେ ସୀମିତ: ଆନ୍ଦୋଳନ ଚେତାବନୀ
ନୟାଗଡ଼ ଅଫିସ,୬ା୩:ନୟାଗଡ଼ ଜିଲା ଦେଇ ଯାଇଥିବା ୨୧ ନଂ. ରାଜ୍ୟ ରାଜପଥର ନୟାଗଡ଼ ଲେମ୍ବୁ ବିକ୍ରି ଛକଠାରୁ ଲେଙ୍କୁଡ଼ିପଡ଼ା ଛକ ପର୍ଯ୍ୟନ୍ତ ରାସ୍ତାରେ ଖଲଖମା ଯୋଗୁ ଦୁର୍ଘଟଣା ବଢୁଛି। ତେବେ ରାସ୍ତାର ପୁନରୁଧାର ନଁାରେ ଫଳକ ରାସ୍ତାକଡ଼ରେ ଝୁଲି ଅଯଥା ରାଜନୀତି…
ଚାରି ବୋହୂଙ୍କ ସହ ପରୀକ୍ଷା ଦେଲେ ଶାଶୁ
ନାଳନ୍ଦା,୬ ।୩: ପଢିବା ଲେଖିବା ଅବା କିଛି ଶିଖିବାର କୌଣସି ବୟସ ନ ଥାଏ । ଯଦି ମନେରେ ଇଚ୍ଛା ଶକ୍ତି ରହିଛି ତେବେ ମଣିଷ କେତେବେଳେ କିଛି ବି କରିପାରେ । ବିହାରର ନାଳନ୍ଦାରେ ଶାଶୁ ଓ ୪ ବୋହୂ…
ଆଜି ସରିବ ମେଗା ଟ୍ରେଡ୍ ଫେୟାର
ଭୁବନେଶ୍ୱର,୬।୩: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ଥାନୀୟ ଜନତା ମଇଦାନଠାରେ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ହୋମ୍ ଆଣ୍ଡ ଡେକୋର-୨୦୨୩ ରିୟଲ ଇଷ୍ଟେଟ୍ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ସେହିଭଳି ବେଙ୍ଗଲ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ସହ ଜି.ଏସ୍ ମାର୍କେଟିଙ୍ଗ୍ ଆସୋସିଏଟ୍…
ବିଓଆଇ ପକ୍ଷରୁ ଋଣ ମେଳା
ଭୁବନେଶ୍ୱର,୬।୩: ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ନୂଆସନ୍ଥ ଶାଖାଠାରେ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍ଜି)ଙ୍କ ପାଇଁ ଏକ ଋଣ ମେଳାର ଅୟୋଜନ କରାଯାଇଥିଲା। ବିଓଆଇ ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ପ୍ରବନ୍ଧକ (ଋଣ ବିଭାଗ) ଦୀପ୍ତି ହୋତା ୧୫ଟି…
ଆସନ୍ନ ବିପଦକୁ ନେଇ ବଢ଼ିଲା ଯାତ୍ରୀଙ୍କ ଚିନ୍ତା
ଖଇରା,୬।୩(ଡି.ଏନ.ଏ.):ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମହତୀପୁର- ଗୋଳିହା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର କଣ୍ଟାବଣିଆଠାରୁ ପତିରାଜପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନିକଟରେ ଶେଷ ହୋଇଛି। ହେଲେ ପତିରାଜପୁର ଦୋଳ ମେଳନକୁ ଦୃଷ୍ଟିରେ ନ ରଖି ବେପରୁଆ ଭାବେ ଅଣଓସାରିଆ ରାସ୍ତା…
ଆଉଏକ ର଼୍ୟାକେଟ୍ର ୨ ଗିରଫ
ଭୁବନେଶ୍ୱର,୬।୩(ବ୍ୟୁରୋ):ରାଜଧାନୀରେ ଏକାଧିକ ଜମି ଠକେଇ ର଼୍ୟାକେଟ ସକ୍ରିୟ ରହିଛନ୍ତି। ନକଲି ମାଲିକ ଓ ଜାଲ ଦସ୍ତାବିଜ୍ରେ ଜମି ବିକ୍ରି କରି ବିପୁଳ ଟଙ୍କା ଠକି ନେଉଛନ୍ତି। ନିକଟରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏହିପରି ଏକ ର଼୍ୟାକେଟକୁ ଠାବ କରିବା…
ଫେବୃୟାରୀରେ ୨.୪୭ ଲକ୍ଷ ୟୁନିଟ୍ ଗାଡ଼ି ବିକ୍ରି
ନୂଆଦିଲ୍ଲୀ,୬।୩: ଦେଶର ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାତା ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ଚଳିତ ବର୍ଷ ଫେବୃୟାରୀର ଗାଡି ବିକ୍ରି ସମ୍ପର୍କରେ ଘୋଷଣା କରାଯାଇଛି ା ବିଶେଷ କରି ୨୦୨୩ ଫେବୃୟାରୀରେ କମ୍ପାନି ମୋଟ ୨,୪୭,୧୭୫…
‘ଚାପ ସତ୍ତ୍ୱେ କାର୍ଯ୍ୟ ପ୍ରଶଂସନୀୟ’
ଭୁବନେଶ୍ୱର,୬।୩ (ବ୍ୟୁରୋ):କମିଶନରେଟ ପୋଲିସ ପକ୍ଷରୁ ପ୍ରଥମ ଅଧିକାରୀ ସମ୍ମିଳନୀ ରବିବାର କିଟ୍ ବିଶ୍ୱବିଦ୍ୟାଳୟ ଅଡିଟୋରିୟମଠାରେ ଆରମ୍ଭ ହୋଇଛି। କଟକ-ଭୁବନେଶ୍ୱର ଦୈତ୍ୟନଗରୀରେ କାର୍ଯ୍ୟକରୁଥିବା ପୋଲିସ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା କିପରି ବୃଦ୍ଧି ପାଇବ, ବିଭିନ୍ନ ଥାନାରେ ନିୟମିତ ଉପୁଜୁଥିବା ଅସୁବିଧା ଓ ପ୍ରତିବନ୍ଧକକୁ…
ଏଜୁକେଶନ ସିଷ୍ଟମର କଥା ଉଠାଇ ଇଂରେଜଙ୍କୁ ଟାର୍ଗେଟ କଲେ ଆରଏସଏସ ମୁଖ୍ୟ ଭାଗବତ
ଚଣ୍ଡିଗଡ଼,୬ ।୩: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ଆରଏସଏସର ମୁଖ୍ୟ ମୋହନ ଭାଗବତ ରବିବାର ହରିୟାଣାର କରନାଲ ଗସ୍ତ କରିଥିଲେ । ସେ ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଭାରତରେ ଇଂରେଜଙ୍କ ଶାସନ ହେବା ପୂର୍ବରୁ ଆମ ଦେଶର…
Archives


