Home Left

ଥାନା ସମ୍ମୁଖ ଝୁମ୍ପୁଡ଼ିରେ ଯୁବକଙ୍କ ମୃତଦେହ

ଭୁବନେଶ୍ୱର, ୧୫।୬, ସତ୍ୟଜିତ୍‌ ରାଉତ: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ସାମ୍ନାରେ ବୁଧବାର ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ଥାନା ନିକଟରୁ ପ୍ରାୟ ୩୦ ମିଟର ଦୂର ରାସ୍ତା କଡ଼ରେ ଥିବା ଏକ ଝୁମ୍ପୁଡ଼ି ଘର ଭିତରୁ ପୋଲିସ ମୃତଦେହ…

ବିଜେଡି କର୍ମୀଙ୍କୁ ଗୁଳିମାଡ଼

କାମାକ୍ଷାନଗର, ୧୫।୬(ସୁଧୀର କୁମାର ପରିଡ଼ା) ଢେଙ୍କାନାଳ ଜିଲା କାମାକ୍ଷାନଗର ବିଜେଡି କର୍ମୀ ତଥା ଠିକାଦାର କାହ୍ନୁଚରଣ ସାହୁଙ୍କ ଉପରେ ବୁଧବାର ରାତି ପ୍ରାୟ ୧୧ଟା ବେଳେ ଗୁଳିମାଡ଼ ହୋଇଛି। ସେ କାର୍‌ରେ ଫେରୁଥିବାବେଳେ ଘର ସମ୍ମୁଖରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆଖିବୁଜା…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଦନ୍ତାହାତୀର ମୃତ୍ୟୁ

କଣ୍ଟାମାଳ,୧୪ା୬(ଆଦିତ୍ୟେଶ୍ୱର ମିଶ୍ର): ବୌଦ୍ଧ ଜିଲା କଣ୍ଟାମାଳ ବନଖଣ୍ଡ ଘୁଚାଙ୍ଗୀ ଗାଁ ନିକଟ ବିଲରେ ବୁଧବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ବୁଧବାର ପାହାନ୍ତିଆରେ ଏକ ହାତୀର ଚିତ୍କାର ଶୁଣିଥିଲେ। ସକାଳ ହେବା…

ସବୁଜ ଶକ୍ତି ହିଁ ସର୍ବୋତ୍ତମ

ବିଶ୍ୱରେ ପ୍ରଦୂଷଣ ମାତ୍ରା ବଢ଼ିଚାଲିଛି। ଶିଳ୍ପାୟନର ଦ୍ରୁତ ବିକାଶ ସହିତ ପ୍ରଦୂଷଣମୁକ୍ତ ଶକ୍ତିର ଚାହିଦା ବଢ଼ିବାରେ ଲାଗିଛି। ପୃଥିବୀକୁ ଆସନ୍ତା ପିଢ଼ିଙ୍କ ଲାଗି ଜୀବିତ ରଖିବା ପାଇଁ ସବୁଜ ଶକ୍ତି ଉତ୍ସ ଉପରେ ଗୁରୁତ୍ୱାରୋପ କରାଯାଉଛି। ସବୁଜ ଶକ୍ତି ମଧ୍ୟରେ ପବନ…

କମ୍ପ୍ରୋମାଇଜ୍‌ ନ କଲେ କାମ ମିଳେନି: ରାଣୀ ପ୍ରିୟଦର୍ଶିନୀ

ଭୁବନେଶ୍ୱର, ୧୫।୬(ସତ୍ୟଜିତ୍‌ ରାଉତ) ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌କୁ ନେଇ ଲାଗି ରହିଥିବା ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ପ୍ରତିଦିନ ଜଣେ ପରେ ଜଣେ ଅଭିନେତ୍ରୀ କାଷ୍ଟିଂ କାଉଚ୍‌କୁ ନେଇ ମୁହଁ ଖୋଲୁଛନ୍ତି। ବୁଧବାର ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ଏ ପ୍ରସଙ୍ଗରେ…

୨୦ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର, ୧୫।୬(ଅନିଲ ଦାସ) ଆସନ୍ତା ୨୦ ତାରିଖ ମଧ୍ୟରେ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ସମ୍ଭାବନା ରହିଛି। ଏ ନେଇ ପାଗ ଅନୁକୂଳ ହେଉଛି। ଗତ କିଛିଦିନ ଧରି ରାଜ୍ୟକୁ ଉତ୍ତର-ପୂର୍ବ ଦିଗରୁ ବାୟୁ ପ୍ରବାହ ହେଉଥିବା ବେଳେ…

ବାଧ୍ୟତାମୂଳକ ହେବ ବୋର୍‌ଓ୍ବେଲ ପଞ୍ଜୀକରଣ

ଭୁବନେଶ୍ୱର, ୧୫।୬(ଅନିଲ ଦାସ): ବର୍ଷାଭାବ ରାଜ୍ୟର ଜଳ ଉତ୍ସ ଉପରେ ଗଭୀର ପ୍ରଭାବ ପକାଇଲାଣି। ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁ ବର୍ଷର ଅଧିକାଂଶ ଦିନ ନଦୀ, ହ୍ରଦ, ଝରଣା, ପୋଖରୀ ଶୁଖିଲା ପଡୁଛି। ଭୂଗର୍ଭ ଜଳ ଉପରେ ଚାପ ବଢ଼ିଚାଲିଛି। ରାଜ୍ୟର ଅନେକ…

ନିଆଁରେ ପୋଡ଼ିଗଲା ଆମ୍ବ ବଗିଚା

ଭେଡେନ,୧୪।୬(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ଥାନା ରୂଷୁଡା ଫାଣ୍ଡି ଅଧୀନ ଗଣ୍ଡତୁରୁମ ଗ୍ରାମରେ ବୁଧବାର ସାରେ ବିଲରେ ଲଗାଯାଇଥିବା ନିଆଁ ଭୟଙ୍କର ରୂପ ନେଇ ବ୍ୟାପକ କ୍ଷୟକ୍ଷତି କରିଛି। ନିଆଁ ବ୍ୟାପିବାରୁ ଗ୍ରାମର ଭୁକୁଲାନନ୍ଦ ଦାଶଙ୍କ ଆମ୍ବ ବଗିଚା ପୋଡ଼ି…

ହାତୀ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ

ସମ୍ବଲପୁର,୧୪ା୬(ଶୁଭାଶିଷ ପାଢୀ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ବସିଆପଡା ଗ୍ରାମ ରାସ୍ତାପାର୍ଶ୍ୱ ନାଳ ନିକଟରେ ମଙ୍ଗଳବାର ଏକ ଦନ୍ତାହାତୀର ମୃତଦେହକୁ ବନ ବିଭାଗ ଠାବ କରିଥିଲା। ପେଟଜନିତ ରୋଗେରେ ଦନ୍ତାର ମୃତ୍ୟୁ ହୋଇଥିବା ନେଇ ଗଣମାଧ୍ୟମରେ ଏସିଏଫ୍‌ ତେଜରାଜ ନାୟକ ସୂଚନା…

ବୋଟ୍‌ ବୁଡ଼ି ଚାଲିଗଲା ୫୯ ପ୍ରବାସୀଙ୍କ ଜୀବନ

ଆଥେନ୍ସ(ଗ୍ରୀସ୍‌),୧୪।୬: ଗ୍ରୀସ୍‌ ପେଲୋପୋନେନ୍ସର ଲୋନିଆନ୍‌ ସମୁଦ୍ରରେ ଏକ ବୋଟ୍‌ ବୁଡ଼ି ୫୯ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ରେସ୍କ୍ୟୁ ଟିମ୍‌ ୧୦୦ଜଣଙ୍କୁ ଉଦ୍ଧାର କରିଛନ୍ତି। ଅଧିକ ଲୋକ ବୋଟ୍‌ରେ ବସିଥିବା ଯୋଗୁ ଭାରସାମ୍ୟ ହରାଇ ବୋଟ୍‌ ବୁଡ଼ିଯାଇଥିବା କୋଷ୍ଟଗାର୍ଡ ପକ୍ଷରୁ କୁହାଯାଇଛି। ଉଦ୍ଧାର…

ଚାଇନା ସୀମାରେ ଖୁବ୍‌ ଶୀଘ୍ର ଭାରତ ନିର୍ମାଣ କରିବ ବୃହତ ଜଳ ବିଦ୍ୟୁତ୍‌ ପ୍ରକଳ୍ପ

ନୂଆଦିଲ୍ଲୀ, ୧୪।୬: ଚାଇନା ସୀମାରେ ଭାରତ ଖୁବ୍‌ ଶୀଘ୍ର ବୃହତ ଜଳ ବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ କରିବ। ରାଜ୍ୟ ଜଳବିଦ୍ୟୁତ୍‌ କମ୍ପାନୀ ଏନ୍‌ଏଚ୍‌ପିସି ଏଲ୍‌ଟିଡି ଏହି ମେଗା ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେଇଛି। ପ୍ରକଳ୍ପ ନେଇ ମୋଟ ୮ଟି ୟୁନିଟର…

ଏକକାଳୀନ ୪ ଭୂକମ୍ପ ଝଟକା

ଜମ୍ମୁ,୧୪।୬: ଜମ୍ମୁରେ ବୁଧବାର ଏକକାଳୀନ ୪ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଡୋଡା ଏବଂ କିସ୍ତଓ୍ବାର ଜିଲାର ସମସ୍ତ ସ୍କୁଲକୁ ବନ୍ଦ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?