ବଲିଉଡ୍ର ଏହି ହୋଲି ଗୀତ ସବୁଠୁ କରିଥିଲା ଅଧିକ ରୋଜଗାର
ମୁମ୍ବାଇ: ଦିନକ ପରେ ଆସୁଛି ରଙ୍ଗର ପର୍ବ ହୋଲି। ହୋଲି ସହ ବଲିଉଡ୍ର ବିଶେଷ ସଂଯୋଗ ରହିଛି। ଅତୀତରେ ହୋଲିକୁ ନେଇ କିଛି ଗୀତ ସୁପର ଡୁପର ହୋଇଛି। ଆଜି ବି ଏହି ଗୀତଗୁଡ଼ିକର କ୍ରେଜ୍ କମିନାହିଁ। ହୋଲି ପୂର୍ବରୁ ଏପରି…
‘ଭୋଳା’ର ଟ୍ରେଲର ରିଲିଜ୍, ନୂଆ ଲୁକ୍ରେ ନଜର ଆସିଲେ ଅଜୟ
ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନ ତାଙ୍କ ଅପକମିଙ୍ଗ୍ ଫିଲ୍ମ ‘ଭୋଳା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଯେଉଁଥିରେ ଅଜୟଙ୍କ ଜବରଦସ୍ତ ଲୁକ୍କୁ ପ୍ରଶଂସକ ବେଶ୍ ପସନ୍ଦ କରିଛନ୍ତି। ଅଜୟଙ୍କ ବ୍ୟତୀତ ବି-ଟାଉନର ସୁପରଷ୍ଟାର…
ମୋଦିଙ୍କୁ ସୈତାନ କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର୍
ଇସଲାମାବାଦ୍,୬।୩: ପାକିସ୍ତାନ ଏକ ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି ଏବଂ ଲୋକଙ୍କ ପାଖରେ ଖାଇବାକୁ ମଧ୍ୟ ଟଙ୍କା ନାହିଁ। ଶେହଓ୍ବାଜ୍ ସରକାର ଋଣ ପାଇଁ ଅନ୍ୟ ଦେଶମାନଙ୍କ ନିକଟରେ ନିବେଦନ କରୁଛନ୍ତି। ଦୁର୍ଭାଗ୍ୟବଶତଃ, ଅର୍ଥନୈତିକ ଦୁଃଖ ମଧ୍ୟରେ ମଧ୍ୟ…
ଅଷ୍ଟ୍ରେଲିଆ ଦଳକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୬।୩: ଇନ୍ଦୋର ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲୀୟ ଦଳକୁ ଏକ ବଡ଼ ଝଟ୍କା ଲାଗିଛି। ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ପାଇଁ ଦଳକୁ ଫେରିବେ ନାହିଁ। କମିନ୍ସ ତାଙ୍କ ମା’ଙ୍କ ଚିକିତ୍ସା ପାଇଁ ଅଷ୍ଟ୍ରେଲିଆରେ…
‘ୟୁକ୍ରେନ ଯୁଦ୍ଧରୁ ପ୍ରୋତ୍ସାହିତ ହୋଇ ଚାଇନା ଭାରତ ଉପରେ କରିପାରେ ଆକ୍ରମଣ’
ନ୍ୟୁୟର୍କ,୬।୩: ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ ଜିମ ମ୍ୟାଟିସ ଏକ ବଡ଼ ଖୁଲାସା କରିଛନ୍ତି। ୟୁକ୍ରେନ ଯୁଦ୍ଧ ଦ୍ୱାରା ଉତ୍ସାହିତ ହୋଇ ଚାଇନା ମଧ୍ୟ ଭାରତ ଉପରେ ଆକ୍ରମଣ କରିପାରେ ବୋଲି ମ୍ୟାଟିସ୍ ଭବିଷ୍ୟବାଣୀ କରିଛନ୍ତି। ମ୍ୟାଟିସ କହିଛନ୍ତି, ୟୁକ୍ରେନ ଯୁଦ୍ଧ…
ଆସନ୍ତା ୧୦ରୁ ମାଟ୍ରିକ ପରୀକ୍ଷା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ
ଭୁବନେଶ୍ୱର,୬ା୩(ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୧୦ରୁ ୧୭ ଯାଏ ଚାଲିବ ମାଟ୍ରିକ ପରୀକ୍ଷା। ଏଥର କପି ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସେଣ୍ଟରଗୁଡ଼ିକୁ ସ୍କ୍ବାଡ ଅଚାନକ ଗସ୍ତ କରିବେ। ଏଥିସହ ସମସ୍ତ କେନ୍ଦ୍ରରେ…
ଆଲିଆଙ୍କୁ ମିଛ କହିଥିଲେ ରଣବୀର
ବଲିଉଡ୍ ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ ‘ତୁ ଝୁଠି ହୈ ମେଁ ମକ୍କାର’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ସେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ ସ୍ତ୍ରୀ ଆଲିଆ ଭଟ୍ଟଙ୍କୁ କିଛି ମିଛ କହିଥିବା ସ୍ବୀକାର…
ଦାବି ପୂରଣ ନ ହେଲେ ସାମୁହିକ ଛୁଟିରେ ଯିବେ ଶିକ୍ଷକ
ଛତ୍ରପୁର,୬ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଲକ୍ଷ୍ମଣଭବନଠାରେ ରାଜ୍ୟ ସଂଘର ଡାକରା କ୍ରମେ ଛତ୍ରପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଂଘର ସଭାପତି କୃଷ୍ଣଚନ୍ଦ୍ର ଦାଶ ସଭାପତିତ୍ୱ କରିଥିବାବେଳେ ସଂଘର ସମ୍ପାଦକ…
ଧୋନୀଙ୍କ ନାଁ ବ୍ୟାଟ୍ରେ ଲେଖି ପଡ଼ିଆକୁ ଓହ୍ଲାଇଲେ ଏହି ମହିଳା କ୍ରିକେଟ୍ର: ଜାଣନ୍ତୁ କାରଣ
ମୁମ୍ବାଇ,୬।୩: ମହିଳା ପ୍ରିମିୟର ଲିଗରେ ଏକ ରୋମାଞ୍ଚକର ମ୍ୟାଚରେ ୟୁପି ୱାରିୟର୍ସ ଗୁଜରାଟ ଜିଆଣ୍ଟସକୁ ତିନି ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ୟୁପିର ଗ୍ରେସ ହାରିସ ୨୬ ବଲରେ ୫୯ ରନର ଅପରାଜିତ ଇନିଂସ ଖେଳିଥିଲେ। ତେବେ ଏହି ବିଜୟର…
କାର୍ରୁ ମିଳିଲା କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ, ୨ କୋର୍ଟ ଚାଲାଣ
ବ୍ରହ୍ମପୁର ଅଫିସ,୬ା୩: ଗଞ୍ଜେଇ ଚୋରା ଚାଲାଣର ଭୂସ୍ବର୍ଗ ପାଲଟିଛି ବ୍ରହ୍ମପୁର। ଗଜପତି ଓ କନ୍ଧମାଳରୁ ଗଞ୍ଜେଇ ବେଆଇନ ଭାବେ ଅଣାଯାଇ ବ୍ରହ୍ମପୁର ଦେଇ ବାହାର ରାଜ୍ୟବକୁ ଚାଲାଣ ହେଉଛି। ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗଞ୍ଜେଇ ଧରପଗଡ଼ ଅଭିଯାନ ଜୋରଦାର କରାଯାଇଛି।…
ରାବ୍ରି ଦେବୀଙ୍କ ଘରେ ସିବିଆଇ ଟିମ୍
ପାଟନା,୬।୩: ଆରଜେଡି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ଘରେ ସୋମବାର ସିବିଆଇ ଟିମ ପଚରାଉଚରା ପାଇଁ ପହଁଚିଛି। ଜମି ବଦଳରେ ଚାକିରି ମାମଲାରେ ସିବିଆଇ ଏହି ପଦକ୍ଷେପ ନେଇଥିବା କୁହାଯାଇଛି। ଏହି ମାମଲାରେ ଲାଲୁ ପ୍ରସାଦ ଯାଦବ,…
ବିଶାଳକାୟ ଅଜଗର ସହ ଖେଳୁଛି କୁନି ବାଳକ, ଭିଡିଓ ଦେଖିଲେ ଟାଙ୍କୁରି ଉଠିବ ଲୋମ
ସାଧାରଣତଃ ଲୋକେ କୁକୁର, ବିଲେଇ, ନେଉଳ, ଶୁଆ, ପାରା, କୁକୁର ଆଦି ଘରେ ପାଳିଥାନ୍ତି। ଯେଉଁମାନେ କୌଣସି କ୍ଷତି କରନ୍ତି ନାହିଁ। ମାତ୍ର ଘରେ ସାପ ପାଳିବା ନିଶ୍ଚିତ ଭୟଙ୍କର। କିନ୍ତୁ ଅନେକ ଥର ଏମିତି ଭୟଙ୍କର ଜୀବଙ୍କୁ ଲୋକେ ଘରେ…
Archives


