ନୂତନ ବସ୍ଷ୍ଟାଣ୍ଡ କାର୍ଯ୍ୟ ନିମ୍ନମାନର
କେନ୍ଦୁଝର,୧୬ା୬(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍ ମୁଖ୍ୟାଳୟରେ ସରକାରଙ୍କ ପକ୍ଷରୁ ନୂତନ ବସ୍ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲିଛି। ଏହାକୁ ନେଇ ବ୍ଲକ୍ବାସୀ ସ୍ବାଗତ କରିଥିଲେ ହେଁ ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ ବଢୁଛି। ଏହାକୁ ନେଇ ଝୁମ୍ପୁରା ସରପଞ୍ଚ ବାରମ୍ବାର…
ଆକ୍ସିସ୍ ବ୍ୟାଙ୍କର ଇ-ବିଜି ସେବା
ନୂଆଦିଲ୍ଲୀ,୧୬।୬: ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ନିକଟରେ ଏକ ଅତ୍ୟାଧୁନିକ ଇ-ବ୍ୟାଙ୍କ ଗ୍ୟାରେଣ୍ଟି (ଇ-ବିଜି) ସେବାର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ବ୍ୟାଙ୍କିଙ୍ଗ୍ ଶିଳ୍ପର ପ୍ରଥମ ଇ-ବିଜି ସମାଧାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସ୍ବିଫ୍ଟ ଇଣ୍ଡିଆ ସହଯୋଗିତରେ ଦେଶର ପ୍ରଥମ ବ୍ୟାଙ୍କ ଭାବେ…
ସାନଖେମୁଣ୍ଡି ବ୍ଲକ ସଭାପତି ବହିଷ୍କୃତ
ଭୁବନେଶ୍ୱର,୧୬ା୬(ଅନିଲ ଦାସ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସଭାପତି ନୀଳମାଧବ ରାଉତଙ୍କୁ ବିଜୁ ଜନତା ଦଳରୁ ବହିଷ୍କୃତ କରାଯାଇଛି। ଏ ନେଇ ଗୁରୁବାର ବିଜେଡି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବିତ…
ପ୍ରକଳ୍ପ ମରାମତି ନାଁରେ ଚାଲିଛି ଅପବ୍ୟୟ
ନୟାଗଡ଼,୧୬।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଲାଗୁନି । ଅଚଳ ପ୍ରକଳ୍ପକୁ ସଚଳ କରିବାକୁ ବର୍ଷକୁ ୬କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଚାଷ ଜମିକୁ ପାଣି…
ମାନସ ମଙ୍ଗରାଜ ବ୍ରହ୍ମପୁର, ସୁଶାନ୍ତ ରାଉତଙ୍କୁ ପରଜଙ୍ଗ ଓ ଢେଙ୍କାନାଳ ଦାୟିତ୍ୱ
ଭୁବନେଶ୍ୱର,୧୬ା୬(ଅନିଲ ଦାସ): ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ଲୋକ ସଭା ଓ ବିଧାନସଭା ପାଇଁ ପର୍ଯ୍ୟବେକ୍ଷକ ଏବଂ ସହ ପର୍ଯ୍ୟବେକ୍ଷକ(କୋ-ଅବଜରଭର) ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବ୍ରହ୍ମପୁର…
ତାଳତେଲ ଉତ୍ପାଦନକୁ ସର୍ବାଧିକ ଗୁରୁତ୍ୱ
ନୂଆଦିଲ୍ଲୀ,୧୫।୬: ଦେଶର ପ୍ରମୁଖ ଘରୋଇ ଅନୁଷ୍ଠାନର ଖାଦ୍ୟ ପ୍ରକିୟାକରଣ ୟୁନିଟ୍ ପତଞ୍ଜଳି ଫୁଡ୍ ଲିମିଟେଡ୍ (ପିଏଫ୍ଏଲ୍) ପକ୍ଷରୁ ତାଳତେଲ ଉତ୍ପାଦନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ଖାଇବାତେଲରେ ଆତ୍ମନିର୍ଭରଶୀଳ ହେବା ସହିତ ଭାରତ ସରକାରଙ୍କ ମିଶନକୁ ସମର୍ଥନକରି ପିଏଫ୍ଏଲ୍ ଖଜୁରି ବୃକ୍ଷରୋପଣ…
ଆବାସ ଯୋଜନାରୁ ବାଦ୍ ପଡ଼ିଛନ୍ତି ପ୍ରକୃତ ହିତାଧିକାରୀ
ନୂଆଗାଁ,୧୬।୬ (ଧନେଶ୍ୱର ସାହୁ): ଆବାସ ଯୋଜନା ମାଧ୍ୟମରେ କଚ୍ଚାଘରେ ରହୁଥିବା ପରିବାରକୁ ପକ୍କାଘରଟିଏ ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇ ପ୍ରକୃତ ହିତାଧିକାରୀଙ୍କୁ ଅନୁଦାନ ଯୋଗାଇ ଦେଉଛନ୍ତି। ହେଲେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନ ଥିଲେ ମଧ୍ୟ ସରକାରଙ୍କ…
ଡୁବୁରୀ ପାହାଡ଼ କାଟି ଲୁଟିନେଲେ ୫୦୦ ଟ୍ରିପ୍ ପଥର
ନୟାଗଡ଼, (ଲୋକନାଥ ମିଶ୍ର)/ଓଡ଼ଗାଁ (ଆଦର୍ଶ କୁମାର ପଟ୍ଟନାୟକ),୧୬।୬: ନୟାଗଡ ଜିଲା ଓଡ଼ଗାଁ ବ୍ଳକ ପାଣ୍ଡେରୀପଡ଼ା ପଞ୍ଚାୟତ ପାଣ୍ଡେରୀପଡ଼ା ବଡ଼ ପୋଖରୀ ଖୋଳାରେ ଅନିୟମିତତା ହୋଇଥିବାବେଳେ ପୋଖରୀ ଭିତରେ ଡୁବୁରୀ ପାହାଡକୁ କାଟି ୫୦୦ ଟ୍ରିପ କଳା ମୁଗୁନି ପଥର ଲୁଟିବା ଆରମ୍ଭ…
ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଉତ୍ତରାଖଣ୍ଡକୁ ହାଇକୋର୍ଟ ନିର୍ଦ୍ଦେଶ
ନୈନିତାଲ, ୧୬ା୬: ଉତ୍ତରାଖଣ୍ଡର ପାରୋଲା ସହରରେ ସାମ୍ପ୍ରଦାୟିକ ହିଂସା ଘଟଣାର ଶୁଣାଣି କରି ଉତ୍ତରାଖଣ୍ଡ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଇନ ଶୃଙ୍ଖଳା ସ୍ଥିତି ସୁନିଶ୍ଚିତ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଜିଲାରେ ଜଣେ ମୁସଲମାନ ଦୁଇଜଣ ନାବାଳିକାଙ୍କୁ ଅପହରଣ ଉଦ୍ୟମ…
ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅବାଧ ଗଛକଟା
କେନ୍ଦ୍ରାପଡ଼ା, ୧୬ା୬ (ଜଗନ୍ନାଥ ଧଳ): ପରିବେଶକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରାଯାଉଛି। ବର୍ଜ୍ୟବସ୍ତୁ, ଯାନବାହନ ଚଳାଚଳ, ଶିଳ୍ପ ଆଦି ମାଧ୍ୟମରେ ପରିବେଶ ପ୍ରଦୂଷିତ ହେଉଛି। ସମ୍ଭାବ୍ୟ ପରିସ୍ଥିତିକୁ ନେଇ ବିଶ୍ୱବ୍ୟାପୀ ସମ୍ମିଳନୀ ହେବା ସହ ପ୍ରତି ଦେଶ ଦାୟିତ୍ୱବାନ…
୧.୬୦ କୋଟି ଠକେଇର ଶିକାର: କୋର୍ଟରେ ଫିନାଇଲ୍ ପିଇଦେଲେ
ଅହମଦାବାଦ, ୧୬।୬: ଗୁଜରାଟ ହାଇକୋର୍ଟ ପରିସରରେ ୪ ଜଣ ବ୍ୟକ୍ତି ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନେ ହେଲେ ଜୟଶ୍ରୀ ପାଞ୍ଚାଲ, ଶୈଳେଶ ପାଞ୍ଚାଲ, ହାର୍ଦ୍ଦିକ ପଟେଲ ଏବଂ ମନୋଜ ବୈଷ୍ଣବ। ଘଟଣାସ୍ଥଳରେ ଉପସ୍ଥିତ ଲୋକ ସେମାନଙ୍କୁ ଉଦ୍ଧର କରି…
ରୂପ ବଦଳୁଛି, ବ୍ୟବସ୍ଥା ସୁଧୁରୁନି
ପାରାଦୀପ,୧୬।୬(ଶରତ ରାଉତ): ରାଜ୍ୟର ଅନ୍ୟତମ ବୃହତ୍ ପାରାଦୀପ ମାଛଧରା ବନ୍ଦର ଏବେ ନବକଳେବର ହେବାକୁ ଯାଉଛି। ନୂତନ ଅକ୍ସନ ହଲ (ନିଲାମ କେନ୍ଦ୍ର), ମାର୍କେଟ କମ୍ପ୍ଲେକ୍ସ, ଶୀତଳ ଭଣ୍ଡାର, ପୋତାଶ୍ରୟ ଉନ୍ନତି ଓ ବର୍ଥ ନବୀକରଣ ଆଦି ନିର୍ମାଣ ଚାଲିଛି। ପ୍ରଧାନମନ୍ତ୍ରୀ…

