Home Left

‘ପ୍ଲାଷ୍ଟିକ୍‌ ଦିଅ ସୁନା ନିଅ’

ଶ୍ରୀନଗର,୭ା୩: ପ୍ଲାଷ୍ଟିକ୍‌ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ପରିବେଶ ଏବଂ ଜୀବଜଗତ ପ୍ରଭାବିତ ହେବାରେ ଲାଗିଛନ୍ତି। ପ୍ରାଣୀଜଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ୍‌କୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବା ଆବଶ୍ୟକ ହୋଇପଡ଼ିଥିବାବେଳେ କିନ୍ତୁ ଏହା ସମ୍ଭବପର ହୋଇନାହିଁ।…

ମିଶନ ଶକ୍ତି ସଦସ୍ୟଙ୍କୁ ଇଲେକ୍ଟ୍ରିକ୍‌ ସ୍କୁଟି

ଭୁବନେଶ୍ୱର,୭ା୩(ବ୍ୟୁରୋ):ମିଶନ ଶକ୍ତି ସ୍କୁଟର ଯୋଜନାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଏବଂ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାଙ୍କୁ ବୈଦ୍ୟୁତିକ (ଇଲେକ୍‌ଟ୍ରିକ୍‌) ସ୍କୁଟର ନିମନ୍ତେ ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନା ଅଧୀନରେ ଇଲେକ୍‌ଟ୍ରିକ୍‌ ସ୍କୁଟର କ୍ରୟ ପାଇଁ ଦିଆଯାଉଥିବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ…

୯ରେ କ୍ୟାବିନେଟ୍‌

ଭୁବନେଶ୍ୱର,୭ା୩(ବ୍ୟୁରୋ):ଆସନ୍ତା ୯ ତାରିଖରେ ଲୋକସେବା ଭବନଠାରେ ଅପରାହ୍ନ ୫ଟା ୪୫ ମିନିଟ୍‌ରେ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିବ।…

ସରିଲା ୧୦ଦିନିଆ ଦ୍ୱୈତ ମେଳା

ଭୁବନେଶ୍ୱର,୭।୩ : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ଥାନୀୟ ଜନତା ମଇଦାନଠାରେ ୧୮ତମ ହୋମ୍‌ ଆଣ୍ଡ ଡେକୋର ସାଙ୍ଗକୁ ୧୮ତମ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌ ଫେୟାର-୨୦୨୩ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏପରିକି ଚଳିତ ବର୍ଷ ଫେବୃୟାରୀ ୨୫ରୁ ଆରମ୍ଭ ହୋଇଥିବା…

ସେନା ତଥା ତାଙ୍କ ପରିବାର ବ୍ୟବହାର କରନ୍ତୁ ନାହିଁ ଚାଇନା ମୋବାଇଲ

ନୂଆଦିଲ୍ଲୀ,୭ ।୩: ସୀମାରେ ଚାଇନା ସହ ଚାଲିଥିବା ତୁତୁମେମେ ମଧ୍ୟରେ ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସି ଚାଇନା ମୋବାଇଲ ଫୋନକୁ ନେଇ ଆଡଭାଇଜରୀ ଜାରି କରିଛନ୍ତି । ଗୁଇନ୍ଦା ଏଜେନ୍ସି ସୁନିଶ୍ଚିତ କରିବାକୁ କହିଛି ଯେ ସୀମାରେ କାର୍ଯ୍ୟରତ ସେନା ଓ ତାଙ୍କ…

୧୨୦ କୋଟି ବିନିଯୋଗ କରିବ ଜେଏସ୍‌ଏଲ୍‌

ଭୁବନେଶ୍ୱର,୭।୩: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ପ୍ରକଳ୍ପ ଅଞ୍ଚଳରେ ଅଙ୍ଗାରକାମ୍ଳ ପଦଚିହ୍ନକୁ ହ୍ରାସ କରିବା ପାଇଁ ପ୍ରାୟ କମ୍ପାନୀ ବ୍ୟାପକ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ୍‌ ଯାଜପୁରଠାରେ ୨୧ ମେଗାୱାଟ୍‌ ଏବଂ ହରିୟାଣା ୟୁନିଟ୍‌ ହିସାରଠାରେ…

୪୨୫ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ

ଅହମଦାବାଦ୍‌,୭।୩: ଭାରତୀୟ ତଟରକ୍ଷୀ ବାହିନୀର ମିଳିତ ଅପରେଶନରେ ଗୁଜରାଟ ଏଟିଏସ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପିଆରଓ ପ୍ରତିରକ୍ଷା ଗୁଜରାଟ ଅନୁଯାୟୀ କାର୍ଯ୍ୟ କରୁଥିବା ଏଟିଏସ ଏବଂ ଇଣ୍ଡିଆନ କୋଷ୍ଟଗାର୍ଡ ଗୁଜରାଟର ଆରବ ସାଗରରେ ଥିବା ଭାରତୀୟ ଅଞ୍ଚଳରେ ୫ ଜଣ…

ସନ୍‌ସାଇନରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୭।୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ସନ୍‌ସାଇନ ହସ୍ପିଟାଲ ଲକ୍ଷ୍ମୀସାଗର, ଭୁବନେଶ୍ୱରକୁ ଆଉ ଏକ ବିରଳ ଅସ୍ତ୍ରୋପଚାରର ସଫଳତା ମିଳିଥିବା ଜଣାପଡ଼ିଛି। ଏପରିକି ଇଣ୍ଡୋ-ତୁର୍କୀ-କୋରିଆନର ମିଳିତ ଭାଗୀଦାରିରେ ବିଏସ୍‌ଇସିଓଏନ୍‌-୧ ଅତ୍ୟାଧୁନିକ ମେରୁଦଣ୍ଡ ବାଇପୋର୍ଟାଲ, ଏଣ୍ଡୋସ୍ପାଇନ ଲେଜର ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି।…

ନିବେଶକଙ୍କ ସମ୍ପତ୍ତି ଦିନକରେ ୨.୧୨ ଲକ୍ଷ କୋଟି ବୃଦ୍ଧି

ନୂଆଦିଲ୍ଲୀ,୭।୩: ଗତ କିଛିଦିନ ହେବ ବିଭିନ୍ନ କାରଣ ପାଇଁ ଦଲାଲ ଷ୍ଟ୍ରିଟ୍‌ରେ କାରବାର ମାନ୍ଦା ରହୁଥିଲା। ଏପରିକି ଗତ ସପ୍ତାହର କାରବାରରେ ମଧ୍ୟ ପରିବର୍ତ୍ତନ ହେଉଥିଲା। ବିଶେଷକରି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟଦିବସରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ବୃଦ୍ଧି କରାଇପାରିଛନ୍ତି।…

ଉତ୍ତରପ୍ରଦେଶରେ ନାବାଳିକାଙ୍କୁ ଗଣବଳାତ୍କାର

କାନପୁର,୭।୩: ଉତ୍ତରପ୍ରଦେଶ କାନପୁରର ଏକ ହୁକା ବାର୍‌ରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ସୋମବାର ଗିରଫ କରିଛି। ଇନ୍‌ଷ୍ଟାଗ୍ରାମ ଜରିଆରେ ପୀଡ଼ିତା ଅଭିଯୁକ୍ତଙ୍କ ସହ ପରିଚିତ ହୋଇଥିଲେ। ଅଭିଯୁକ୍ତ ବିନୟ ଠାକୁରଙ୍କ ନାଁରେ ପୀଡିତାଙ୍କ ବାପା ଥାନାରେ ଅଭିଯୋଗ…

୨ ବିମାନ ମଧ୍ୟରେ ଧକ୍କା

ବୋଷ୍ଟନ,୭।୩: ଯୁକ୍ତରାଷ୍ଟ୍ରର ବୋଷ୍ଟନ ଲୋଗାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇଟି ୟୁନାଇଟେଡ୍‌ ଏୟାରଲାଇନ୍ସର ବିମାନ ମଧ୍ୟରୋ ଧକ୍କା ହୋଇଛି। ସିଏନ୍‌ଏନ୍‌ ଫେଡେରାଲ ଆଭିଏଶନ ଆଡ୍‌ମିନିଷ୍ଟ୍ରେଶନ (ଏଫ୍‌ଏଏ)କୁ ଦର୍ଶାଇ କହିଛି, ବୋଷ୍ଟନ ଲୋଗାନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରୁଥିବା ଦୁଇଟି ୟୁନାଇଟେଡ ଏୟାରଲାଇନ୍ସର ବିମାନ ସୋମବାର…

ସରକାରଙ୍କୁ ଦେଢ଼ କୋଟିର ସମ୍ପତ୍ତି ଦାନକଲେ ବୃଦ୍ଧ

ଲକ୍ଷ୍ନୌ, ୭।୩: ସନ୍ତାନମାନଙ୍କ ଦ୍ୱାରା ନିର୍ଯାତିତ ହେବା ପରେ ଉତ୍ତର ପ୍ରଦେଶର ୮୫ ବର୍ଷୀୟ ନାଥୁ ସିଂ ଦେଢ଼ କୋଟିର ସମ୍ପତ୍ତିକୁ ରାଜ୍ୟ ସରକାରଙ୍କ ନାଁରେ କରିଦେଇଛନ୍ତି। ଏହାଛଡ଼ା ସେ ତାଙ୍କ ଶରୀରକୁ ମେଡିକାଲ କଲେଜକୁ ଦାନ କରିବା ସହ ଅନ୍ତିମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri