Home Left

ଧାନ ବିକ୍ରି କରିବାର ୫୦ ଦିନ ପରେ ବି ଚାଷୀଙ୍କୁ ମିଳୁନି ଟଙ୍କା

କର୍ଲାମୁଣ୍ଡା:୨।୨(ଡି.ଏନ.ଏ.): ମଣ୍ଡିରେ ଧାନ ବିକ୍ରି କରିବାର ୭୨ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଜମା କରାଯିବାର ନିୟମ ରହିଥିଲେ ହେ ଚାଷୀମାନେ ସମୟ ସୀମା ଭିତରେ ପ୍ରାପ୍ୟ ରାଶି ପାଇପାରୁ ନ ଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କଳାହାଣ୍ଡି…

ସିଙ୍ଗାପୁର ଯିବେ ପଞ୍ଜାବର ୩୬ ପ୍ରିନ୍ସିପାଲ

ଚଣ୍ଡିଗଡ଼,୨।୨: ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ସରକାର ନିଜ ରାଜ୍ୟର ଶିକ୍ଷକଙ୍କୁ ତାଲିମ ପାଇଁ ସିଙ୍ଗାପୁର ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୁରୁବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଘୋଷଣା କରିଛନ୍ତି। ପଞ୍ଜାବର ସରକାରୀ ସ୍କୁଲର ୩୬ଜଣ ପ୍ରିନ୍ସିପାଲ ସରକାରୀ…

ପୁଣି ଅଟକିଲା ଦିଲ୍ଲୀ ଶିକ୍ଷକଙ୍କ ଫିନ୍‌ଲାଣ୍ଡ ଫାଇଲ୍‌

ପୁଣି ଅଟକିଲା ଦିଲ୍ଲୀ ଶିକ୍ଷକଙ୍କ ଫିନ୍‌ଲାଣ୍ଡ ଫାଇଲ୍‌ ନୂଆଦିଲ୍ଲୀ,୨।୨: ତାଲିମ ପାଇଁ ଶିକ୍ଷକମାନଙ୍କୁ ଫିନ୍‌ଲାଣ୍ଡ ପଠାଇବାକୁ ନେଇ ଦିଲ୍ଲୀର ଅରବିନ୍ଦ କେଜ୍‌ରିଓ୍ବାଲ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ଖବରଦାତା…

ଧରାପଡ଼ିଲେ ୫ ସୁନା ଚୋର

ରାୟଗଡ଼ା ଅଫିସ,୨ା୨: ରାୟଗଡ଼ା ପୋଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି। ଜନୈକ ବ୍ୟବସାୟୀଙ୍କ ଘରୁ ଗତ ୧୯ ତାରିଖରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ ବୁଧବାର କରିବା ସହ ୫ ଜଣଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରିଥିବା ପ୍ରେସ୍‌ମିଟ୍‌ରେ ସୂଚନା…

ପାଇଖାନା ଟାଙ୍କିରୁ ମିଳିଲା କାଗଜ ଟୁକୁଡ଼ା: ହ୍ୟାଣ୍ଡରାଇଟିଂ ଏକ୍ସପର୍ଟର ସାହାଯ୍ୟ ନେବ କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା ଅଫିସ,୨।୨: ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାକୁ ଜୋର୍‌ଦାର କରିଛି। କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ରିମାଣ୍ଡର ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚର କେତେକ ଅଧିକାରୀ ଗୋପାଳଙ୍କୁ…

‘ଦ କପିଲ ଶର୍ମା ଶୋ’କୁ ଆଉ ଏକ ଝଟ୍‌କା

ବମ୍ବେ: ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’କୁ ଲାଗିଛି ଆଉ ଏକ ଝଟ୍‌କା। ନିକଟରେ କୃଷ୍ଣା ଅଭିଷେକ ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏବେ କମେଡିଆନ ସିଦ୍ଧାର୍ଥ ସାଗର ମଧ୍ୟ ଅଲବିଦା କହିଛନ୍ତି। ପାଉଣା ବଢ଼ାଇବାକୁ ନେଇ…

ଗିଲ୍‌ଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି କହିଦେଲେ କୋହଲି

ନୂଆଦିଲ୍ଲୀ,୨।୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର  ଶେଷ ମ୍ୟାଚରେ ଶୁବମନ ଗିଲ ବିସ୍ଫୋରକ ଶତକ ହାସଲ କରିଥିଲେ। ଗିଲଙ୍କ ଶତକ ଜରିଆରେ ଭାରତ ନ୍ୟୁଜିଲାଣ୍ଡକୁ ୧୬୮ ରନ ବ୍ୟବଧାନରେ ପରାସ୍ତ କରିଛି। ଅନେକ…

ପୁଣି କଥିତ ପ୍ରେମିକା ସାରାଙ୍କ ସହ ନଜର ଆସିଲେ ଶୁଭମନ, ଏୟାରପୋର୍ଟରେ ଲୁଚାଛପାରେ…

ନୂଆଦିଲ୍ଲୀ,୨।୧: କ୍ରିକେଟର ଶୁଭମନ ଗିଲ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ମାରିବା ପରଠାରୁ ଭାରତର ପ୍ରିୟ କ୍ରିକେଟର ପାଲଟିଛନ୍ତି। ଏମିତିରେ ତାଙ୍କ ବ୍ୟକ୍ତିଗତ ଜୀବନ ବି ରହିଛି ଚର୍ଚ୍ଚାରେ। ଏବେ ସୋସିଆଲ ମିଡିଆରେ କଥିତ ପ୍ରେମିକା ସାରା ଅଲି ଖାଁଙ୍କ ସହ ତାଙ୍କର…

‘ଖୁବଶୀଘ୍ର ଶେଷ ହେବ ଭାଜପାର ଅହଙ୍କାର’

ଲକ୍ଷ୍ନୌ,୨।୨: ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପାଇଁ ଗୁରୁବାର ମୋରାଦାବାଦ୍‌ରେ ବିମାନ ଅବତରଣ କରିବାକୁ ଅନୁମତି ଦିଆଯାଇ ନାହିଁ। ଏଥିରେ ରାଗିଯାଇ ସମାଜବାଦୀ ପାର୍ଟି ଟୁଇଟ୍‌ ଯୋଗେ କହିଛି…

ସେଲୁନରେ କେଶ କାଟିବାକୁ ବସିଥିଲେ ବ୍ୟକ୍ତି, ଦ୍ରୁତ ଗତିରେ ପଶି ଆସିଲା କାର୍‌, ଆଉ ତା’ ପରେ…

କେତେବେଳେ କାହା ସହ କ’ଣ ଘଟିବ କେହି କହି ପାରିବେ ନାହିଁ। କଥାରେ ଅଛି ଘରେ ବସିଥିଲେ ମଧ୍ୟ ବିପଦ ଯଦି ଆସିବାର ଥିବ କେହି ରୋକିପାରିବେ ନାହିଁ। ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। The…

ବଜେଟକୁ ନେଇ ପୁଣି ଭାଜପାକୁ ଟାର୍ଗେଟ କଲେ ମମତା

କୋଲକାତା,୨ ।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ଏଲଆଇସି ଓ ସାଧାରଣ ବଜେଟ ୨୦୨୩କୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ସେ ଦାବି କରିଛନ୍ତି ଯେ ୟୁନିୟନ ବଜେଟ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ…

ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଭାରତୀୟ ଟିମ୍‌ ଲାଗି ଖୁସିଖବର: ଫିଟ୍‌ ହେଲେ ଏହି କ୍ରିକେଟର…

ନୂଆଦିଲ୍ଲୀ,୨।୧: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଭାରତୀୟ ଟିମ୍‌ ପାଇଁ ଖୁସି ଖବର। ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫେବୃୟାରୀ ୯ରୁ ନାଗପୁରରେ ଖେଳାଯିବାକୁ ଥିବା ଟେଷ୍ଟ ପୂର୍ବରୁ ଫିଟ୍‌ନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫଳରେ ତାଙ୍କର ଦଳକୁ ଫେରିବା ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri