Home Left

ଅଗ୍ନିଶମ ବିଭାଗ ଗାଡ଼ି ଧକ୍କାରେ ଯୁବକ ଆହତ

ଗଞ୍ଜାମ,୧୨।୩(ଡି.ଏନ୍‌.ଏ.): ଗଞ୍ଜାମ ସହର ପଣ୍ଡାସାହିରେ ଥିବା ନିତ୍ୟାନନ୍ଦ ପଣ୍ଡାଙ୍କ ଘରେ ରବିବାର ସକାଳେ ଦୀପରୁ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଗ୍ରାସୀମ କମ୍ପାନୀର ଦମକଳ ଗାଡ଼ି ନିଆଁ ଲିଭାଇବାକୁ ଯାଉଥିବା ବେଳେ ଢାମଣା ସାହି ଛକ ମେଡିକାଲ ସମ୍ମୁଖ ବୁଲାଣିଆରେ ଦୁର୍ଘଟଣା…

ଗହୀରମଥାରେ ଅଲିଭ୍‌ ରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ

ରାଜନଗର, ୧୨।୩(ଡି.ଏନ୍‌.ଏ.): ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଅନ୍ତୁଡ଼ିଶାଳ କେନ୍ଦ୍ରାପଡ଼ା ଜିଲା ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୯ ତାରିଖରେ ୮୮ ହଜାର, ୧୦ ରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭ୍‌ ରିଡ୍‌ଲେ ମା’ କଇଁଛ କୂଳଠାରୁ…

ମୃତ୍ୟୁ ରାତିରେ ସାଙ୍ଗରେ ଥିଲେ ପ୍ରୀତିମାନ

ସମ୍ବଲପୁର,୧୨।୩(ବ୍ୟୁରୋ): ସମ୍ବଲପୁର ଭିସୁଟ୍‌ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଡାଏଟମ୍‌ ରିପୋର୍ଟ ସ୍ବାଭାବିକ ରହିଛି। ଏହି ରିପୋର୍ଟରେ ଚିନ୍ମୟୀଙ୍କ ପେଟରୁ ଯେଉଁ ପାଣି ବାହାରିଥିଲା ତାହା ବୁଡ଼ିଥିବା ସ୍ଥାନର ପାଣି ସହ ସମାନ ବୋଲି…

ସଚ୍ଚୋଟତା ସଫଳ ବ୍ୟବସାୟୀଙ୍କ ଲକ୍ଷଣ

ଉଚ୍ଚଶିକ୍ଷା ଶେଷକରି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଂସ୍ଥାରେ ସେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଏପରିକି ଦୀର୍ଘ ବର୍ଷର କର୍ପୋରେଟ ଅଭିଜ୍ଞତା ଓ ବ୍ୟବସାୟିକ କଳାକୌଶଳ ସହ ଏକ ଅଘଟଣ ଜୀବନର ମୋଡ଼ ବଦଳାଇ ଦେଇଥିଲା। ଫଳରେ କର୍ପୋରେଟ…

ପୁରୀ ରେଲଓ୍ବେ ଷ୍ଟେଶନରେ ଅଗ୍ନିକାଣ୍ଡ

ପୁରୀ ଅଫିସ,୧୨।୩: ପୁରୀରେ ଅଗ୍ନିକାଣ୍ଡ ଥମିବାର ନଁା ଧରୁନି। ଗତ ୩ଦିନ ମଧ୍ୟରେ ବଡ଼ଦାଣ୍ଡସ୍ଥିତ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଓ ନୀଳାଦ୍ରି କମ୍ପ୍ଲେକ୍ସରେ ନିଅଁା ଲାଗିଥିବାବେଳେ ଶନିବାର ପୁଣି ଏକ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥର ଅଗ୍ନିକାଣ୍ଡ କୌଣସି ମାର୍କେଟ କମ୍ପ୍ଲେକ୍ସ ନୁହେଁ,…

ଆଜି ସରିବ ଜେଇଇ ମେନ୍‌ ସେସନ-୨ ଆବେଦନ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ୨୦୨୩ ସେସନ-୨ ଆବେଦନ ପ୍ରକ୍ରିୟା ରବିବାର ଶେଷ ହେବ। ଇଚ୍ଛୁକ ଛାତ୍ରୀଛାତ୍ର ରବିବାର ରାତି ୯ଟା ସୁଦ୍ଧା ଅଫିସିଆଲ ୱେବ୍‌ସାଇଟ୍‌ jeemain.nta.nic.inରେ ନାମ ପଞ୍ଜୀକରଣ କରିପାରିବେ। ସେହିପରି ରବିବାର…

ନୂତନ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଠାବ

ଗୋପାଳପୁୂର,୧୨।୩(ଡ଼ି.ଏନ.ଏ.): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନୂତନ ଛାତ୍ରାବାସର ଏକ କୋଠରିରେ ଶନିବାର ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ମୃତକ ହେଲେ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଅଞ୍ଚଳର ତାରିଣୀ ପ୍ରସାଦ ବିଶ୍ୱାଳ। ସୂଚନା ଅନୁସାରେ,ଗୋପାଳପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତାରିଣୀ…

ତାତି କମିବ, ବର୍ଷା ହେବ

ଭୁବନେଶ୍ୱର, ୧୨।୩(ବ୍ୟୁରୋ): ରାଜ୍ୟରେ ଏବେ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିଛି। ଏପରିସ୍ଥିତିରେ ଆଉ ଏକ ପଶ୍ଚିମା ଝଡ଼ ଆସୁଥିବା ଜଣାପଡିଛି। ରାଜ୍ୟରେ ଆସନ୍ତା ୧୫ ତାରିଖରୁ ଏହାର ପ୍ରଭାବ…

ଭାରତର ପ୍ରଥମ ମହିଳା ଭାବେ ଆଇୟୁପିଏସି ପୁରସ୍କାର ପାଇବେ ଓଡ଼ିଆ ବୈଜ୍ଞାନିକ

ଭୁବନେଶ୍ୱର, ୧୨।୩(ବ୍ୟୁରୋ): ଓଡ଼ିଶାର ନାଁ ରଖିଲେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି। ଅନ୍ତର୍ଜାତୀୟ ସ୍ତରରେ ସମ୍ମାନ ପାଇଁ ମନୋନୀତ ହେବା ପରେ ଓଡ଼ିଶା ତାଙ୍କ ପାଇଁ ଗର୍ବ ଅନୁଭବ କରୁଛି। ଜ୍ୟୋତିର୍ମୟୀ ରସାୟନ ବିଜ୍ଞାନ ବା କେମିକାଲ ଇଞ୍ଜିନିୟରିଂ କ୍ଷେତ୍ରରେ ଉଲ୍ଲେଖନୀୟ…

ପରିବା ବିଲରେ ମରି ଶୋଇଛି ଦନ୍ତା

ଢେଙ୍କାନାଳ ଅଫିସ,୧୨।୩: ଢେଙ୍କାନାଳ ସଦର ରେଞ୍ଜ ଓସ୍ତପାଳ ଗ୍ରାମରେ ରବିବାର ସକାଳେ ପରିବା ଚାଷ ବିଲରୁ ଏକ ଦନ୍ତାହାତୀ ମୃତଦେହ ଜବତ ହୋଇଛି। ହାତୀଟିର ବୟସ ୨୦ ବର୍ଷ ହେବ । ହାତୀଟି ଗୋଠ ଛଡ଼ା ହାତୀ ବୋଲି ଜଣାପଡିଛି। ମୃତ୍ୟୁର…

ହାଇୱା ଧକ୍କାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ

ନିମାପଡ଼ା,୧୨।୩(ଡି.ଏନ୍‌.ଏ.):ପୁରୀ ଜିଲା ନିମାପଡ଼ା ଡେଲ୍‌ଟା ଛକରେ ଏକ ହାଇୱା ଧକ୍କାରେ ଶନିବାର ଜଣେ ମହିଳା ସରପଞ୍ଚଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁର ପଞ୍ଚାୟତ ସଦାନନ୍ଦପୁର ଗ୍ରାମର ଦୀପା ବେହେରା(୩୨)। ଏନେଇ ତାଙ୍କ ପୁତୁରା ପ୍ରଶାନ୍ତ ବେହେରା ନିମାପଡ଼ା…

ଦିଶାହୀନ ରାଜ୍ୟ ପର୍ଯ୍ୟଟନ

ଭୁବନେଶ୍ୱର,୧୨।୩(ବ୍ୟୁରୋ):  କୋଭିଡ୍‌-୧୯ ମହାମାରୀ ପରେ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକ ଆସୁନାହାନ୍ତି। ଯେଉଁ ଘରୋଇ ପର୍ଯ୍ୟଟକ ଆସୁଛନ୍ତି ସେମାନଙ୍କ ପାଇଁ ଉପଯୁକ୍ତ ଭିତ୍ତିଭୂମି ନାହିଁ। ସୁରକ୍ଷା, ରହଣି, ପଯର୍ର୍‌ୟଟନ ସ୍ଥଳ ଭିତ୍ତିଭୂମି ବିକାଶ ଆଦି ବହୁ ପଛରେ ପଡିଛି। ରାଜ୍ୟ ପର୍ଯ୍ୟଟନ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri