ଦେଶରେ ୫୦୦ ଛୁଇଁବାକୁ ଯାଉଛି ଏଚ୩ଏନ୨ ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ,୧୭ ।୩: ସାରା ଦେଶରେ ଏଚ୩ଏନ୨ ଇନଫ୍ଲୁଏନ୍ଞା ଭାଇରସରେ ଜାନୁୟାରୀ ୧ରୁ ଏବେ ପର୍ଯ୍ୟନ୍ତ ୪୫୦ରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ମଧ୍ୟ ପ୍ରଦେଶରେ ବି ଏଚ୩ଏନ୨ ଇନଫ୍ଲୁଏନଞ୍ଜାର ପ୍ରଥମ ଘଟଣା ସାମ୍ନାକୁ ଆସିଛି । ରାଜ୍ୟର ରାଜଧାନୀ ଭୋପାଳରେ…
‘ରତ୍ନଭଣ୍ଡାର ପ୍ରସଙ୍ଗରେ ଜାଣିଶୁଣି ପଛଘୁଞ୍ଚା ଦେଉଛି ପ୍ରଶାସନ’
ପୁରୀ ଅଫିସ,୧୭ା୩: ରତ୍ନଭଣ୍ଡାର ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସନ ଗୁରୁବାର ସତ୍ୟପାଠ ଦାଖଲ କରିନାହିଁ। ରତ୍ନଭଣ୍ଡାର ପ୍ରସଙ୍ଗରୁ ଶ୍ରୀମନ୍ଦିର ପ୍ରଶାସନ ଜାଣିଶୁଣି ଦୂରେଇ ରହିବାକୁ ଚେଷ୍ଟା କରୁଛି। ଯଦି ରତ୍ନଭଣ୍ଡାରର ସ୍ଥିତି ଠିକ୍ ରହିଛି, ତେବେ ସତ୍ୟପାଠ ଦାଖଲ…
ନିବେଶ ପାଇଁ ଓଡ଼ିଶା ସର୍ବୋତ୍ତମ
ଓଡ଼ିଶାରୁ ଉଚ୍ଚଶିକ୍ଷା ଶେଷକରି ଆମେରିକାର ବୋଷ୍ଟନ୍ ୟୁନିଭର୍ସିଟିରୁ ମାଷ୍ଟର ଡ୍ରିଗୀ ହାସଲ ପରେ ପାରିବାରିକ ବ୍ୟବସାୟରେ ସେ ମନୋନିବେଶ କରିଥିଲେ। ୧୯୯୦ ଦଶକରେ ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ(ଇମ୍ଫା)ର ପରିବର୍ଦ୍ଧନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ଏହାକୁ ରାଜ୍ୟର…
ଶିଳ୍ପୀ ଅଶୋକଙ୍କ ଅଭିନବ କଳାକୃତି
ପୁରୀ ଅଫିସ ୧୭ା୩: ଜାତୀୟ ପୁରସ୍କାରପ୍ରାପ୍ତ ଶିଳ୍ପୀ ଅଶୋକ ମହାପାତ୍ର ଏକ ଅଭିନବ କଳାକୃତି ନିର୍ମାଣ କରିଛନ୍ତି। ସେ କାଠରେ କାରୁକାର୍ଯ୍ୟ ନିର୍ମାଣ କରି ୨୦୦୩ରେ ଜାତୀୟ ପୁରସ୍କାର-ଏବଂ ୧୯୯୭ରେ ରାଜ୍ୟ ପୁରସ୍କାର ପାଇଥିଲେ। ଏଯାବତ୍ ମହାପାତ୍ର ସମୁଦାୟ ୧୫ଟି ପୁରସ୍କାର…
ଆନ୍ଦୋଳନ ସ୍ଥଗିତ ରଖିଲେ ଆଶାକର୍ମୀ
ଭୁବନେଶ୍ୱର,୧୭।୩ (ବ୍ୟୁରୋ):୧୨ ଦଫା ଦାବି ନେଇ ଆଶାକର୍ମୀ ୟୁନିୟନ୍ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଲୋୟର ପିଏମ୍ଜିରେ ଦୁଇଦିନ ଧରି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଗୁରୁବାର ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର୍ ତଥା…
ଉଦ୍ଘାଟନର ୮ଦିନରେ ଭାଙ୍ଗିପଡ଼ିଲା ଡ୍ରେନ
ଚୌଦ୍ୱାର/ମଙ୍ଗୁଳି-ଜଗତ୍ପୁର (ଡି.ଏନ୍.ଏ.)୧୭।୩: ଚୌଦ୍ୱାର ପୌରପାଳିକା ଅଧୀନ ୧୯ନମ୍ବର ୱାର୍ଡ ହାଉସିଂ ବୋର୍ଡ କଲୋନୀରେ ଗତ ୮ଦିନ ତଳେ ଉଦ୍ଘାଟିତ ହୋଇଥିବା ଏକ ଡ୍ରେନ୍ ଏବଂ ଏଥିରେ ପକାଯାଇଥିବା ସ୍ଲାବ ଭାଙ୍ଗି ଯାଇଛି। ଫଳରେ ଗୁରୁବାର ସକାଳେ ସେହି ଡ୍ରେନ୍ ଦେଇ ଯାଉଥିବା…
ରାଜ୍ୟରେ ବାଲ୍ ଆଧାର ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର,୧୭।୩(ବ୍ୟୁରୋ):ଏଣିକି ରାଜ୍ୟରେ ବାଲ୍ ଆଧାର ଯୋଜନା କାର୍ଯ୍ୟକାରୀ ହେବ। ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଯୋଜନାର ଶୁଭାରମ୍ଭ ହୋଇଛି। ଜନ୍ମ ପଞ୍ଜୀକରଣ ଓ ଜନ୍ମ ସାର୍ଟିଫିକେଟ୍ ଶିଶୁର ପ୍ରଥମ ଅଧିକାର ହୋଇଥିବାବେଳେ ଏଣିକି ଶିଶୁଙ୍କ ଜନ୍ମ…
ସ୍କୁଲ କମିଟି ସଭାପତିଙ୍କୁ ଚାପୁଡ଼ା ମାରିଲେ ବିଡିଓ
ଭଦ୍ରକ ଅଫିସ/ ବନ୍ତ,୧୭।୩ (ଡି.ଏନ.ଏ):ସ୍କୁଲ ପରିଚାଳନା କମିଟି ସଭାପତିକୁ ଚାପୁଡ଼ା ମାରିଲେ ବିଡିଓ। ସ୍କୁଲରେ ୫-ଟି କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ବ୍ଲକ ପ୍ରଶାସନ ଆସିଥିବା ବେଳେ କମିଟି ସଭାପତି ଏହାକୁ ବିରୋଧ କରିବାରୁ ବିଡିଓ ତାଙ୍କ ଉପରକୁ ହାତ…
ମାଟ୍ରିକ୍ ପରୀକ୍ଷା କେନ୍ଦ୍ରର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ନିଲମ୍ବିତ
ଭାପୁର/ଖଣ୍ଡପଡ଼ା,୧୭ା୩(ଡି.ଏନ୍.ଏ.): ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ମୋବାଇଲ ଖୋଲାରଖି ପରୀକ୍ଷା ପରିଚାଳନା କରିବା ଦାୟିତ୍ୱରେ ଥିବା ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ ମହଙ୍ଗା ପଡ଼ିଛି। ଏଥିପାଇଁ ନୟାଗଡ଼ ଜିଲା ଭାପୁର ବ୍ଲକ୍ ବାଇଗୁଣିଆଁ ତନ୍ତୁବାୟ ସହଯୋଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର…
୨୦୨୨ରେ ୭.୬୦% ବଢ଼ିଛି ଦୁର୍ଘଟଣାଜନିତ ମୃତ୍ୟୁ
ଭୁବନେଶ୍ବର,୧୭ା୩(ବ୍ୟୁରୋ): ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ପାଇଁ ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ରାଜ୍ୟର ସବୁ ଜିଲାପାଳ, ଏସ୍ପି, ଭୁବନେଶ୍ୱର-କଟକ ଅତିରିକ୍ତ କମିଶନର ଏବଂ ସବୁ ଆର୍ଟିଓଙ୍କୁ ଗୁରୁବାର ଚିଠି ଲେଖିଛନ୍ତି। ଦୁର୍ଘଟଣାଜନିତ…
ବଲିଉଡ୍ରେ କେନ୍ଦୁଝର ଝିଅ ୟୁବିକା
କେନ୍ଦୁଝର,୧୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ରାଇକଳା ପଞ୍ଚାୟତ ଟାଙ୍ଗରାଣୀ ଗ୍ରାମର ୟୁବିକା ବ୍ରହ୍ମ ବଲିଉଡ୍ ଜ୍ୱିଗାଟୋ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ର ଶୁକ୍ରବାର ମୁକ୍ତି ଲାଭ କରିବ। ଚଳଚ୍ଚିତ୍ରରେ ଅଭିନେତା କପିଲ ଶର୍ମା ଡେଲିଭରି ବୟ ଚରିତ୍ର…
କୁକୁର-ବତକର ଅନାବିଳ ସ୍ନେହ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓକୁ ଲୋକେ ବହୁମାତ୍ରାରେ ପସନ୍ଦ କରିଥାନ୍ତି। ବିଶେଷକରି ଗୃହପାଳିତ ପଶୁମାନଙ୍କର ସୁନ୍ଦର ଭିଡିଓକୁ ସମସ୍ତେ ପସନ୍ଦ କରନ୍ତି। ଯଦି ଦୁଇଟି ପ୍ରାଣୀ ମଧ୍ୟରେ ବନ୍ଧୁତ୍ୱର ଏକ ସୁନ୍ଦର ଭିଡିଓ…
Archives


