Home Left

ଦିଲ୍ଲୀ ବଜେଟ ବନ୍ଦ କରନ୍ତୁ ନାହିଁ: ପ୍ରଧାନମନ୍ତ୍ରୀଙ୍କୁ କେଜ୍‌ରିଓ୍ବାଲଙ୍କ ଚିଠି

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀ ବିଧାନସଭାରେ ମଙ୍ଗଳବାର ଉପସ୍ଥାପନ ହେବନାହିଁ ବଜେଟ। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ ଅଛି ଯେ, ଦେଶର ୭୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ…

ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣା: ନିନ୍ଦା କଲା ଆମେରିକା

ଓ୍ବାଶିଂଟନ୍‌,୨୧।୩: ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ ଘଟଣାକୁ ବାଇଡେନ ସରକାର ଦୃଢ ନିନ୍ଦା କରିଛନ୍ତି। ଏପରି ଆକ୍ରମଣକୁ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ ବୋଲି ଆମେରିକା କହିଛି। ଏହି ଘଟଣାକୁ ନିନ୍ଦା କରି ହ୍ବାଇଟହାଉସର…

ଖଲିସ୍ତାନ ସମର୍ଥକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୧।୩: ଭାରତରେ ଖଲିସ୍ତାନୀ ସମର୍ଥକଙ୍କ ଟୁଇଟର ଆକାଉଣ୍ଟଗୁଡିକୁ ବ୍ଲକ୍‌ କରାଯାଇଛି। ଏହି ବ୍ଲକ୍‌ ଆକାଉଣ୍ଟରେ କାନାଡାର ନ୍ୟୁ ଡେମୋକ୍ରାଟିକ ପାର୍ଟିର ନେତା ଜଗମିତ ସିଂଙ୍କ ଟୁଇଟର ଆକାଉଣ୍ଟ ମଧ୍ୟ ରହିଛି। ଖଲିସ୍ତାନୀ ନେତା ଅମୃତପାଲ ସିଂଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏମିତି ଅନୁରୋଧ କଲେ ପାକିସ୍ତାନର ପୂର୍ବତନ କ୍ରିକେଟର୍‌

ଦୋହା,୨୧।୩: ଚଳିତ ବର୍ଷ ଖେଳାଯିବାକୁ ଥିବା ଏସିଆ କପ ଟୁର୍ନାମେଣ୍ଟ ପାକିସ୍ତାନରେ ଆୟୋଜିତ ହେଉଛି। କିନ୍ତୁ ଭାରତୀୟ ଦଳ ଏସିଆ କପ ୨୦୨୩ ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)ର ସେକ୍ରେଟାରି ଜୟ…

ଆଜି ମନୀଷ ସିସୋଡିଆଙ୍କ ଜାମିନ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମଙ୍ଗଳବାର ରୌଜ୍‌ ଏଭିନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ। ବର୍ତ୍ତମାନ ଏକ୍ସାଇଜ ପଲିସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଙ୍କ ହେପାଜତରେ…

କରୋନା ଆକ୍ରାନ୍ତ ହେଲେ କିରଣ ଖେର୍‌

ନୂଆଦିଲ୍ଲୀ,୨୧।୩: ବଲିଉଡ୍‌ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କିରନ ଖେର୍‌ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜ ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି, ମୋର କୋଭିଡ-୧୯ ଟେଷ୍ଟ ପଜିଟିଭ୍‌ ହୋଇଛି, ତେଣୁ…

ଆଜି ଗିରଫ ହୋଇପାରନ୍ତି ଟ୍ରମ୍ପ, ସମର୍ଥକଙ୍କୁ ଲେଖିଲେ ଶେଷ ଚିଠି

ଓ୍ବାଶିଂଟନ୍‌,୨୧।୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ୨୦୧୬ ନିର୍ବାଚନ ପ୍ରଚାରରେ ଅନିୟମିତ ଦେୟ ମାମଲାରେ ଶୁଣାଣି ଚାଲିଛି। ତାଙ୍କୁ ଯେକୌଣସି ସମୟରେ ଗିରଫ କରାଯିବ ବୋଲି ଜଣାପଡିଛି। ଏହି ସମୟରେ ଟ୍ରମ୍ପ ସମର୍ଥକଙ୍କୁ ଏକ ଇ-ମେଲ ପଠାଇ କହିଥିଲେ…

ଝାଡ଼ଖଣ୍ଡକୁ ୧୦-୧ରେ ହରାଇଲା ଓଡ଼ିଶା

ଭୁବନେଶ୍ୱର ୨୧ା୩: ସ୍ଥାନୀୟ ପ୍ରଧାନ ମହାଲେଖାକାର ଅଡିଟ୍‌ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଅଡିଟ ଓ ଆକାଉଣ୍ଟ୍ସ ପୂର୍ବାଞ୍ଚଳ ହକି ଟୁର୍ନାମେଣ୍ଟ ସୋମବାର କଳିଙ୍ଗ ଷ୍ଟାଡିୟମ ହକି ଗ୍ରାଉଣ୍ଡଠାରେ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶାର କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟଅତିଥି, ଓଡ଼ିଶା…

ଏସିଆ ଲାୟନ୍ସ ଚାମ୍ପିୟନ

ଦୋହା,୨୧ା୩ : ଲିଜେଣ୍ଡ୍ସ ଲିଗ୍‌ ଟି ୨୦ ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଏସିଆ ଲାୟନ୍ସ। ରବିବାର ଅନୁଷ୍ଠିତ ଫାଇନାଲରେ ଓ୍ବାଲର୍‌ଡ ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇଛି ଶାହିଦ ଆଫ୍ରିଦିଙ୍କ ଏସିଆ ଲାୟନ୍ସ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା…

ଜୟନ୍ତୀଙ୍କୁ ତୃତୀୟ ସ୍ବର୍ଣ୍ଣ, ସୁଚିତ୍ରା ରୌପ୍ୟ

ଭୁବନେଶ୍ୱର, ୨୧।୩ (କ୍ରୀଡ଼ା ପ୍ରତିନିଧି): ପୁଣେର ବାଲଓ୍ବୋଡ଼ିସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ ସୋମବାର ଶେଷ ହୋଇଛି। ଅନ୍ତିମ ଦିବସରେ ପୁଣି ଚମକ ଦେଖାଇଛନ୍ତି ପାରା ଆଥଲେଟ୍‌ ଜୟନ୍ତୀ ବେହେରା। ପୂର୍ବରୁ ୪୦୦ ମିଟର…

ବସକୁ ପଛରୁ ପିଟିଲା ଟ୍ରକ: ୧୦ ଆହତ

ବୌଦ୍ଧ,୨୧।୩(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣା କଟକ ଥାନା ଚାରିଛକ ତହସିଲ ଅଫିସ ନିକଟରେ ଯାତ୍ରୀବାହୀ ବସକୁ ପଛରୁ ପିଟିଛି ଏକ ଟ୍ରକ। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ପୁରୁଣା କଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ…

ନେପାଳକୁ ୪-୧ରେ ହରାଇଲା ଭାରତ

ଢାକା, ୨୧।୩: ସ୍ଥାନୀୟ ବିଏସ୍‌ଏସ୍‌ଏସ୍‌ ମୁସ୍ତାଫା କମଲ ଷ୍ଟାଡିୟମରେ ୧୭ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟବଲ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ସୋମବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଶିଲ୍‌ଜି ଶାଜିଙ୍କ ହ୍ୟାଟ୍ରିକ ବଳରେ ଭାରତ ୪-୧ ଗୋଲରେ ନେପାଳକୁ ହରାଇ ଦେଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri