Home Left

‘ହାଇଦ୍ରାବାଦ-ଦିଲ୍ଲୀ ମାର୍ଗରେ ଆସନ୍ତା ସପ୍ତାହରେ ବାଲେଶ୍ୱର ଭଳି ଦୁର୍ଘଟଣା ଘଟିବ’, ରେଲଓ୍ବେକୁ ମିଳିଲା ଚେତାବନୀ

ନୂଆଦିଲ୍ଲୀ, ୩।୭: ଦକ୍ଷିଣ କେନ୍ଦ୍ରୀୟ ରେଳବାଇକୁ ନିକଟରେ ଏକ ଅଜ୍ଞାତ ଚିଠି ମିଳିଛି। ଯେଉଁଥିରେ ଆସନ୍ତା ସପ୍ତାହରେ ହାଇଦ୍ରାବାଦ-ଦିଲ୍ଲୀ-ହାଇଦ୍ରାବାଦ ମାର୍ଗରେ ବାଲେଶ୍ୱର ଭଳି ଟ୍ରେନ ଦୁର୍ଘଟଣା ହେବ ବୋଲି ଚେତାବନୀ ଦିଆଯାଇଛି। ସରକାରୀ ସୂତ୍ର ଏହି ସୂଚନା ଦେଇଛି। ସୂଚନାଯୋଗ୍ୟ, ଜୁନ…

୩୨ ଗଛ କାଟିବାରୁ ୨୬ ଲକ୍ଷ ଜରିମାନା

ବର୍ତ୍ତମାନ ସମୟରେ ପରିବେଶ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ହେଲେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଏସବୁକୁ ନ ମାନି ଗଛ କାଟିଥାନ୍ତି। ନିକଟରେ ଜଣେ ଯୁବକ ଗଛ କାଟିଥିବାରୁ ତାଙ୍କୁ ମୋଟା ଅଙ୍କର ଜରିମାନା ଭରିବାକୁ କୋର୍ଟ ନିର୍ଦ୍ଦେଶ…

ଦିନିକିଆ ବିଶ୍ୱକପରେ ଏ ପର୍ଯ୍ୟନ୍ତ ସର୍ବାଧିକ ରନ କରିଛନ୍ତି ସଚିନ, ଜାଣନ୍ତୁ କେତେ ନମ୍ବରରେ ବିରାଟ

ନୂଆଦିଲ୍ଲୀ,୩।୭: ଦିନିକିଆ ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏଥର ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଅକ୍ଟୋବର ୫ରେ ଅହମ୍ମଦାବାଦରେ ଖେଳାଯିବ। ଅକ୍ଟୋବର ୮ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆ ପ୍ରଥମ ମ୍ୟାଚ ଖେଳିବ। ଯଦି ଆପଣ ଭାରତୀୟ ଦଳର ଖେଳାଳିଙ୍କ…

ମହିଳାଙ୍କୁ ପ୍ରେମ ନିବେଦନ କରି ଡେଲିଭରି ବୟଙ୍କ ଚାକିରି ଗଲା

ଲକ୍ଷ୍ନୌ: ନିକଟରେ ଜଣେ ପିଜ୍ଜା ଡେଲିଭରି ବୟ ଜଣେ ଗ୍ରାହକଙ୍କୁ ପ୍ରେମ ନିବେଦନ କରିବାରୁ ତାଙ୍କୁ ଚାକିରି ହରାଇବାକୁ ପଡ଼ିଛି। ବର୍ତ୍ତମାନ ସମସ୍ତ ଡେଲିଭରି ବୟ ଖୁବ୍‌ କମ୍‌ ସମୟରେ ଅଡର ଜିନିଷ ଘରେ ପହଞ୍ଚାଇ ଦେଇପାରୁଛନ୍ତି । ଏହି ଜିନିଷ…

ଧାରା ୩୭୦ ହଟିବା ଉପରେ ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ,୩।୭: ଧାରା ୩୭୦ ଉଚ୍ଛେଦ ଉପରେ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ କିଶନ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି.ଆର ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ଏହି ଶୁଣାଣି…

ମୁଖ୍ୟ ଶାସନ ସଚିବ ନୀରବତା ଭାଙ୍ଗି ପଦମର୍ଯ୍ୟାଦା ରକ୍ଷା କରନ୍ତୁ: ଭାଜପା

ଭୁବନେଶ୍ବର, ୩ା୭(ସୁନିତ୍‌ ମିଶ୍ର): ରାଜ୍ୟରେ କିଛିମାସ ହେବ ଗଣତନ୍ତ୍ର ଭୁଶୁଡ଼ି ପଡ଼ିଥିବା ଭଳି ମନେହେଉଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ଯେଉଁଭଳି ବିକାଶର ମିଛ କାହାଣୀର ଡିଣ୍ଡିମ ପିଟୁଛନ୍ତି, ତାହା ଭାରତବର୍ଷରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ।…

ମହାକାଳଙ୍କ ଦର୍ଶନ ପାଇଁ ସ୍ତ୍ରୀଙ୍କ ସହ ଉଜୈନରେ ପହଞ୍ଚିଲେ ଉମେଶ ଯାଦବ

ଭୋପାଳ,୩।୭: ଭାରତୀୟ କ୍ରିକେଟ ଦଳର ଖେଳାଳି ଉମେଶ ଯାଦବ ତାଙ୍କ ସ୍ତ୍ରୀ ତାନ୍ୟା ବାଧବାଙ୍କ ସହ ଉଜୈନରେ ପହଞ୍ଚି ମହାକାଳଙ୍କୁ ଦର୍ଶନ କରିଛନ୍ତି। ମହାକାଳଙ୍କ ଦର୍ଶନ ପରେ ସେ ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି। ତେବେ ଉମେଶ ଶ୍ରାବଣ ମାସ…

୧୨ ଜଣଙ୍କ ନାଁରେ ମାମଲା: କର୍ନାଟକ, ନାୟକାଣିଡିହୀ ପୋଲିସକୁ ଦୁର୍ବ୍ୟବହାର ଘଟଣା

ବାସୁଦେବପୁର, ୩।୭ (ନାରାୟଣ ପ୍ରସାଦ ବାରିକ୍‌)-କର୍ନାଟକରୁ ସୁନା ଅଳଙ୍କାର ଓ ଟଙ୍କା ଚୋରି ଅଭିଯୋଗରେ ବାସୁଦେବପୁର ବ୍ଲକ ନାୟକାଣିଡିହୀ ଥାନା ଅଧୀନ ବିରସ ଗ୍ରାମର ଜଣେ ଯୁବକଙ୍କୁ ଗତ ଜୁନ୍‌ ୨୯ରେ ପୋଲିସ ଗିରଫ କରିଥିଲା। ୩୦ ତାରିଖରେ ଅଭିଯୁକ୍ତଙ୍କୁ ବାସୁଦେବପୁର…

ଶେଷ ଅଭ୍ୟାସ ମ୍ୟାଚ୍‌ ଖେଳିବା ପୂର୍ବରୁ ଓହରିଗଲେ ସମସ୍ତ ଖେଳାଳି

କେପ୍‌ଟାଉନ୍‌, ୩ା୭: ମହିଳା ବିଶ୍ୱକପ ପାଇଁ ଦକ୍ଷିଣ ଆଫ୍ରିକା ଫୁଟବଲ ଦଳ ଏହାର ଶେଷ ଅଭ୍ୟାସ ମ୍ୟାଚ୍‌ ଖେଳିବା ପୂର୍ବରୁ ସମସ୍ତ ଖେଳାଳି ଓହରି ଯାଇଥିଲେ। ବେତନ ମିଳୁ ନ ଥିବା କାରଣରୁ ବୋଷ୍ଟଓ୍ବାନା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏହି ଘଟଣା…

ବିଜେଡିରେ ମିଶିଲେ ଅନ୍ୟ ଦଳର କର୍ମୀ

ଧାମନଗର, ୩।୭ (ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବ୍ଲକର ଦେହୁଡ଼ି ଆନନ୍ଦପୁର ପଞ୍ଚାୟତଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନ୍ୟ ଦଳର କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ବ୍ଲକ ସଭାପତି ଉମେଶ ଚନ୍ଦ୍ର ମହାନ୍ତିଙ୍କ…

୨ ଫେରାର ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ବ୍ରହ୍ମପୁର,୩।୭(ସୁବାସ ଚନ୍ଦ୍ର ପାଢ଼ୀ): ବଡବଜାର ପୋଲିସ ଶ୍ରୀକ୍ଷେତ୍ରବିହାରରେ ଡକାୟତି ଯୋଜନା ଘଟଣାର ଫେରାର ଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଗଣପତି ନଗରର ଲାଲା ମହାନ୍ତି(୨୫) ଏବଂ ବାଲାଜି ବେହେରା (୩୦)। ଏନେଇ ପୋଲିସ ଏକ ମାମଲା(ନଂ.୧୧୦।୨୩)…

ଏବେବି ଲୋକଙ୍କ ମନରେ ଭୟ

ବାହାନଗା, ୩ା୭(ଅରୂପ କୁମାର ଦାସ)-ଜୁନ୍‌ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ମାସେ ପୂରିଗଲାଣି। ଏବେ ବି ସେହି ସନ୍ଧ୍ୟାର ଦୃଶ୍ୟକୁ ମନେ ପକାଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡୁଛନ୍ତି। ଏହି ଷ୍ଟେଶନ ଅପ୍‌, ଡାଉନ୍‌ରେ ୭ଟି ପାସେଞ୍ଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?