Home Left

ସୋନିର ନୂତନ ମଡେଲ ଉନ୍ମୋଚିତ

ନୂଆଦିଲ୍ଲୀ,୧୮ା୨: ସୋନିର ନୂତନ ମଡେଲ ‘ଏନ୍‌ଡବ୍ଲ୍ୟୁ-ଏ୩୦୬ ୱାକ୍‌ମ୍ୟାନ୍‌’ର ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଉକ୍ତ ମଡେଲର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ସୋନି ୱାକ୍‌ମ୍ୟାନ୍‌ ଏନ୍‌ଡବ୍ଲ୍ୟୁ-ଏ୩୦୬ ଏକ ଷ୍ଟାଇଲିଶ୍‌, କମ୍ପ୍ୟାକ୍ଟ ମ୍ୟୁଜିକ୍‌ ପ୍ଲେୟର ଭାବେ ପରିଗଣିତ ହେଉଛି। ବିଶେଷକରି…

ଡିସେମ୍ବରରେ ଜିଓର ୭୪,୦୦୦ ନୂଆ ଗ୍ରାହକ

ନୂଆଦିଲ୍ଲୀ,୧୮ା୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ପରିଗଣିତ ହେଉଛି। ଏପରିକି ରିଲାଏନ୍ସ ଜିଓ ୨୦୨୨ ଡିସେମ୍ବରରେ ୭୪,୦୦୦ରୁ ଅଧିକ ନୂଆ ମୋବାଇଲ ଗ୍ରାହକ ଓ ୮୦୦୦ରୁ ଅଧିକ ଜିଓ…

ବସ୍ତି ଅଞ୍ଚଳରେ ପାନୀୟଜଳ ସମସ୍ୟା ଉତ୍କଟ

ରାଉରକେଲା ଅଫିସ,୧୮।୨: ରାଉରକେଲା ସହରର ୬୦ରୁ ଊର୍ଦ୍ଧ୍ୱ ବସ୍ତିରେ ପାନୀୟଜଳ ସମସ୍ୟା ଉକତ୍ଟ ହୋଇଛି। ଫଳରେ ବସ୍ତିବାସିନ୍ଦା ପାନୀୟଜଳ ସମସ୍ୟା ଯୋଗୁ ଉବୁଟୁବୁ ହେଉଛନ୍ତି। ଅନେକ ବସ୍ତିରେ ପାନୀୟଜଳ ଯୋଗାଣ ନିମନ୍ତେ ପାଇପ୍‌ ବିଛା କାର୍ଯ୍ୟ ସରି ସାରିଥିଲେ ହେଁ ପାଇପ୍‌ଗୁଡିକ…

ଚଳିତ ଆର୍ଥିକ ବର୍ଷରେ ୩ ରୁ ୫% ରପ୍ତାନି ବୃଦ୍ଧି ଘଟିପାରେ

ନୂଆଦିଲ୍ଲୀ,୧୮ା୨: ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଭାରତର ରପ୍ତାନି ୩ ରୁ ୫% ବୃଦ୍ଧି ଘଟି ୪୩୫ରୁ ୪୪୫ ବିଲିୟନ ଡଲାରରେ ପହଞ୍ଚତ୍ବ ବୋଲି ଶୁକ୍ରବାର ରପ୍ତାନିକାରୀ ସଂସ୍ଥା ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଏକ୍ସପୋର୍ଟ ଅର୍ଗାନାଇଜେସନ୍ସ (ଏଫ୍‌ଆଇଏଫ୍‌ଓ) ପକ୍ଷରୁ ଆକଳନ କରାଯାଇଛି।…

‘ମିଶନ ଶକ୍ତି କାଫେ’: ଏସ୍‌ଏଚ୍‌ଜି ମହିଳାଙ୍କୁ ଜୀବିକା

ସୁନ୍ଦରଗଡ଼, ୧୮।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାର ବ୍ଲକ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଲୋକମାନଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଖୋଲାଯାଇଛି ‘ମିଶନ ଶକ୍ତି କାଫେ’। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଦ୍ୱାରା ପରିଚାଳିତ ଏହି କାଫେରେ ସ୍ବାସ୍ଥ୍ୟକର ପରିବେଶ…

ବାଣିଜି୍ୟକ କାର୍ଯ୍ୟକଳାପରେ ଆର୍‌ପିଏ ପ୍ରଚଳନ

ଭୁବନେଶ୍ୱର,୧୮ା୨: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରୋବୋଟିକ୍‌ ପ୍ରୋସେସ୍‌ ଅଟୋମେଶନ(ଆର୍‌ପିଏ)ର ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ତା’ର ବାଣିଜି୍ୟକ କାର୍ଯ୍ୟକଳାପରେ ଆର୍‌ପିଏ ପ୍ରଚଳନ କରୁଥିବା ଜଣାପଡ଼ିଛି। ଏହା ଭାରତର ଧାତୁ ଓ ଖଣି ଉଦ୍ୟୋଗ ପାଇଁ ପ୍ରଥମ…

ଅତ୍ୟାଧୁନିକ ଆଦର୍ଶ ବସ୍‌ଷ୍ଟାଣ୍ଡ ନେଇ ଜାଗା ଚିହ୍ନଟ

ପଦ୍ମପୁର, ୧୮।୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଅଧୀନ ଜୁକବନ୍ଧ କଲୋନି ନିକଟରେ ନୂତନ ଭାବେ ଅତ୍ୟାଧୁନିକ ଆଦର୍ଶ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବା ନିମନ୍ତେ ପଦ୍ମପୁର ବ୍ଲକ ପ୍ରଶାସନ ଓ ଜିଲା ପରିବହନ ବିଭାଗ ଜାଗା ଚିହ୍ନଟ କରିଛନ୍ତି। ଯାତ୍ରୀ ପରିବହନ…

ପ୍ରଥମ ଦିନରେ ଏତିକି କୋଟି ରୋଜଗାର କଲା ‘ଶେହଜାଦା’

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ୟନ ଏବଂ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଶେହଜାଦା’ ଫେବୃଆରୀ ୧୭ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ‘ଶେହଜାଦା’କୁ ଆଣ୍ଟ ମ୍ୟାନ ୩’ ସହ ପ୍ରତିଯୋଗିତା କରିବାକୁ ପଡୁଛି। କାରଣ ଏହି ଦୁଇଟି ଫିଲ୍ମ ଏକ ଦିନରେ…

ମହାଦେବଙ୍କ କରୁଣା ଜୀବନକୁ ସୁଖ ଶାନ୍ତିରେ ଭରିଦେଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଆଜି ପବିତ୍ର ମହାଶିବରାତ୍ରି ବା ଜାଗରଯାତ୍ରା। ଏ ନେଇ ସବୁ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଜାଗରର ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ପବିତ୍ର ମହାଶିବରାତ୍ରି ତଥା ଜାଗର…

ନାଲ୍‌କୋରେ ଠିକା ଶ୍ରମିକଙ୍କ ଆନ୍ଦୋଳନ

ଦାମନଯୋଡି,୧୮ା୨(ଡି.ଏନ.ଏ.): ନବରତ୍ନ ଉଦ୍ୟୋଗ ନାଲକୋର ଦାମନଯୋଡି ପ୍ରକଳ୍ପରେ କାର୍ଯ୍ୟରତ ଠିକାଶ୍ରମିକଙ୍କ ପକ୍ଷରୁ ଶୁକ୍ରବାର ପ୍ଲାଣ୍ଟ ମୁଖ୍ୟ ଫାଟକ ବାହାରେ ବିକ୍ଷୋଭ ପ୍ରଦର୍ଶନ କରି ଏକ ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। କ୍ୟାଣ୍ଟିନ ଓ ଅତିରିକ୍ତ ଭତ୍ତା ବୃଦ୍ଧି, ଅବସରକାଳୀନ ପ୍ରୋତ୍ସାହନ…

ଫିଲିପାଇନ୍ସ ଗଭର୍ନରଙ୍କୁ ଗୁଳି: ୪ ଅଙ୍ଗରକ୍ଷୀ ନିହତ

ଜାମ୍ବୋଆଙ୍ଗା,୧୮ା୨: ଦକ୍ଷିଣ ଫିଲିପାଇନ୍ସ ଅଞ୍ଚଳରେ ଶୁକ୍ରବାର ଜଣେ ପ୍ରାଦେଶିକ ଗଭର୍ନରଙ୍କ କାର୍‌କେଡ୍‌ ଉପରେ ବନ୍ଧୁକଧାରୀ ଆକ୍ରମଣ କରିଛନ୍ତି। ସେମାନଙ୍କ ଗୁଳିରେ ଗଭର୍ନର ଆହତ ହୋଇଥିବାବେଳେ ତାଙ୍କର ୪ ଅଙ୍ଗରକ୍ଷୀ ନିହତ ହୋଇଛନ୍ତି। ଲାନାଇ ଡେଲ୍‌ ସୁର୍‌ର ଗଭର୍ନର ମାମିଣ୍ଟାଲ ଆଲୋଣ୍ଟୋ ଆଡିଓଙ୍ଗ୍‌…

ଆଜି ପହଞ୍ଚିବେ ୧୨ ଚିତା

ନୂଆଦିଲ୍ଲୀ, ୧୮ା୨: ଦକ୍ଷିଣ ଆଫ୍ରିକାରୁ ଆସୁଥିବା ୧୨ ଚିତାବାଘ ଶନିବାର ଭାରତରେ ପହଞ୍ଚତ୍ବେ। ସେଥିରେ ୭ ପୁରୁଷ ଓ ୫ ମାଈ ଚିତା ଅଛନ୍ତି। ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବ୍‌ମାଷ୍ଟର ବିମାନ ସେମାନଙ୍କୁ ଧରି ଭାରତ ଫେରୁଛି। ଶନିବାର ସକାଳ ୧୦ଟାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri