Home Left

ମାଟି ଅତଡ଼ା ଧସି ୨ ମୃତ, ୨ ଗୁରୁତର

କୋରାପୁଟ/ନନ୍ଦପୁର,୨୯ା୩ (ସ୍ବ.ପ୍ର): ଘର ଲିପାପୋଛା ପାଇଁ ଆବଶ୍ୟକ ମାଟି ସଂଗ୍ରହ କରୁଥିବା ୪ ମହିଳାଙ୍କ ଉପରେ ଅତଡ଼ା ଧସିଯାଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି। କୋରାପୁଟ ଜିଲା ନନ୍ଦପୁର ଥାନା ହିକମପୁଟ ନିକଟ ଲେଞ୍ଜିପୁଟ ନାଳ ନିକଟରେ…

ଗ୍ରୀଷ୍ମରେ ଦୁର୍ବିଷହ ହେବ ଜୀବନ

ନୂଆଦିଲ୍ଲୀ, ୨୯l୩: ଗତ ଫେବୃୟାରୀର ତାପମାତ୍ରା ୧୯୦୧ରୁ ସବୁଠାରୁ ଉତ୍ତପ୍ତମାସ ଭାବେ ରେକର୍ଡ କରାଯାଇଛି। ତେବେ ଆସନ୍ତା ସପ୍ତାହରୁ ଦେଶରେ ଗ୍ରୀଷ୍ମ ଲହରି ଆରମ୍ଭ ହେବା ସହ ତାପମାତ୍ରା ୫୦ ଡିଗ୍ରୀ ସେଲ୍‌ସିୟସ୍‌ ଛୁଇଁବ। ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନ ଜାତୀୟ…

ରାଜ୍ୟରେ ୧୦ ବର୍ଷରେ ୨୯ ବାଘ ଶିକାର

ଭୁବନେଶ୍ୱର,୨୯ା୩ (ବ୍ୟୁରୋ): ଓଡ଼ିଶାରେ ଗତ ୧୦ ବର୍ଷ ଅର୍ଥାତ୍‌ ୨୦୧୨-୧୩ରୁ ୨୦୨୧-୨୨ ଭିତରେ ୨୯ ବାଘଙ୍କୁ ଶିକାରୀ ମାରିଛନ୍ତି। ସେଥିମଧ୍ୟରେ ୩ଟି ମହାବଳ, ୨୬ଟି କଲରାପତରିଆ ବାଘ ରହିଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ମଙ୍ଗଳବାର ବିଧାନସଭାରେ ଏହି…

ଇପିଏଫ୍‌ ସୁଧହାର ୮.୧୫%କୁ ବୃଦ୍ଧି

ନୂଆଦିଲ୍ଲୀ, ୨୯ା୩: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ) ୨୦୨୨-୨୩ ଆର୍ଥତ୍କ ବର୍ଷ ଲାଗି ଭବିଷ୍ୟ ନିଧି ଜମା ଉପରେ ସୁଧହାର ୮.୧୫ ପ୍ରତିଶତ ଧାର୍ଯ୍ୟ କରିଛନ୍ତି। ୨୦୨୧-୨୨ ବର୍ଷରେ ଏହି ସୁଧହାର ୮.୧ ପ୍ରତିଶତ ଥିଲା, ଯାହାକି ୪ ଦଶନ୍ଧି ମଧ୍ୟରେ…

ପୁରୀରେ ଯାତ୍ରୀବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ପୁରୀ ଅଫିସ,୨୯ା୩: ପୁରୀ ରେଳ ଷ୍ଟେଶନ ନିକଟରେ ସୋମବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଗୁଣପୁର-ପୁରୀ ଏକ୍ସପ୍ରେସ ଟ୍ରେନଟି ସଂଟିଙ୍ଗ କରୁଥିବା ସମୟରେ ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଅପରାହ୍ନ ପ୍ରାୟ ୨ଟା ୫୦ରେ ଗୁଣପୁର-ପୁରୀ ଏକ୍ସପ୍ରେସ ଟ୍ରେନ ନଂ. ୧୮୪୧୮ଟି…

କୋଭିଡ୍‌ ଟିକା ନେଇ ଓଡ଼ିଶାରେ ୫୦ ମୃତ୍ୟୁ

ନୂଆଦିଲ୍ଲୀ,୨୯ା୩: ମହାମାରୀ କୋଭିଡ୍‌ ମୁକାବିଲା ପାଇଁ ଟିକାକରଣ ଉପରେ କେନ୍ଦ୍ର ସରକାର ଜୋର୍‌ ଦେଉଥିଲେ। କିନ୍ତୁ କୋଭିଡ୍‌-୧୯ ଟିକା ନେବା ପରେ ଭାରତରେ ୧୧୫୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୫୦ ଜଣ ହେଉଛନ୍ତି ଓଡ଼ିଶାର। କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ: ଅକ୍ଟୋବର ସୁଦ୍ଧା ସରିବ କାର୍ଯ୍ୟ

ଧାମନଗର,୨୮।୩ (ସ୍ବ.ପ୍ର.)-ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ସାମିଲ ହେଇଥିବା ଭଦ୍ରକ ଜିଲାର ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମଙ୍ଗଳବାର ପୂର୍ବାହ୍ନରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ପରିଦର୍ଶନ କରିଛନ୍ତି। ଡାକ୍ତରଖାନା ପରିସରରେ…

ଡ୍ରାଏ ଫୁଡ୍‌ କାରଖାନାରେ ଅଗ୍ନିକାଣ୍ଡ

ରୂପସା, ୨୮।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗୁତୁଡ଼ିହା ଗ୍ରାମର ଏକ ଡ୍ରାଏ ଫୁଡ୍‌ କାରଖାନାରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ସୋମବାର ରାତିରେ ସୁମନ୍ତ ମଲ୍ଲିକଙ୍କ ବାସଭବନରେ ବିଦ୍ୟୁତ ସର୍ଟ ସର୍କିଟ୍‌ରୁ ନିଆଁ ଲାଗି…

ବରଗଡ଼ରେ ଚାଞ୍ଚଲ୍ୟ: ହତ୍ୟାପରେ ଅଜଣା ଯୁବକଙ୍କୁ ପୋଡ଼ିଦେଲେ

ବରଗଡ଼ ଅଫିସ,/ଭେଡେନ, ୨୮।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ଭେଡେନ ଥାନା ରୂଷୁଡା ଫାଣ୍ଡି ଅନ୍ତର୍ଗତ ଦେଶଭଟଲି ମେଗା ଗ୍ରୀଡ୍‌ ନିକଟ ରାସ୍ତାରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଜଣେ ଅଜଣା ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ହତ୍ୟା ପରେ ମୃତଦେହ ଉପରେ ପେଟ୍ରୋଲ ଢାଳି…

ଖସିଲା ମାଟି ଅତଡ଼ା: ୨ ମୃତ, ୨ ଗୁରୁତର

କୋରାପୁଟ,୨୮।୩(ସ୍ବ.ପ୍ର.): କୋରାପୁଟ ଜିଲା ନନ୍ଦପୁର ଥାନା ଅନ୍ତର୍ଗତ ହିକିମପୁଟ ଗ୍ରାମନିକଟସ୍ଥ ଲେଞ୍ଜିପୁଟ ନାଳରେ ମଙ୍ଗଳବାର ମାଟି ଅତଡ଼ା ଖସିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଘାଗଡ଼ାପଣ୍ଡି ଗ୍ରାମର ଶଶି ହନ୍ତାଳ…

ପୁଣି ସାବରମତି ଜେଲ୍‌ ଫେରିଯିବେ ଅତିକ

ପ୍ରୟାଗରାଜ,୨୮।୩: ୪୪ ବର୍ଷ ଧରି ଅପରାଧ ଜଗତରେ ଆତଙ୍କ ଚଳାଇଥିବା ଅତିକ ଅହମ୍ମଦଙ୍କୁ ପ୍ରଥମ ଥର ପାଇଁ ଦଣ୍ଡିତ କରାଯାଇଛି। ୨୦୦୬ ଉମେଶ ପାଲ ଅପହରଣ ମାମଲାରେ ପ୍ରୟାଗରାଜର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ଅତିକ ଅହମ୍ମଦ, ହନିଫ ଏବଂ ଦିନେଶ ପାସିଙ୍କୁ ଆଜୀବନ…

ଲୋକ ସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ

ନୂଆଦିଲ୍ଲୀ,୨୮।୩: ବିରୋଧୀ ଦଳ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି। କଂଗ୍ରେସର ଏକ ଉଚ୍ଚ ସୂତ୍ରରୁ ଏହି ସୂଚନା ମିଳିଛି। ରାହୁଲ ଗାନ୍ଧୀଙ୍କ ସଦସ୍ୟତା ସମାପ୍ତ କରିବା ଏବଂ ଗୃହରେ ପକ୍ଷପାତିତା ଯୋଗୁ ସୋମବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri