Home Left

ଫାଇନାଲରେ ପହଞ୍ଚିଲେ ସେନ୍‌

କାଲାଗାରି,୯ା୭: ଜାପାନର କେଣ୍ଟା ନିଶିମୋତୋଙ୍କ ବିପକ୍ଷରେ ବିଜୟ ଲାଭ କରି ଲକ୍ଷ୍ୟ ସେନ୍‌ କାନାଡା ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ପି.ଭି. ସିନ୍ଧୁ ତାଙ୍କ ସେମିଫାଇନାଲ ମ୍ୟାଚରେ ହାରିଯାଇଛନ୍ତି। ସେମିଫାଇନାଲରେ ବିଶ୍ୱର ୧୧ତମ ମାନ୍ୟତାପ୍ରାପ୍ତ…

ପ୍ରଥମ ଟି୨୦ ଜିତିଲା ଭାରତ

ମୀରପୁର,୮ା୭: ବାଂଲାଦେଶ ବିପକ୍ଷ ପ୍ରଥମ ମହିଳା ଟି୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି। ପ୍ରଥମେ ଭାରତୀୟ ସ୍ପିନର ବାଂଲାଦେଶକୁ ୧୧୪ ରନ୍‌ରେ ସୀମିତ ରଖିଥିଲେ। ଅଧିନାୟିକା ହରମନ୍‌ପ୍ରୀତ କୌରଙ୍କ ଅପରାଜିତ ୫୪ ରନ୍‌ ବଳରେ ଭାରତ ୩ ଉଇକେଟ ହରାଇ ଆବଶ୍ୟକ…

‘ରିଲ୍‌ ଅପେକ୍ଷା ରିଅଲ୍‌ ହୁଅନ୍ତୁ ରାହୁଲ ଗାନ୍ଧୀ’

ଗୁଆହାଟୀ,୯।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କ୍ଷେତରେ ଚାଷୀଙ୍କ ସହ ଫଟୋ ଉଟାଇବା ହାସ୍ୟାସ୍ପଦ ବୋଲି ସରମା କହିଛନ୍ତି। ରାହୁଲ ଶନିବାର ହରିୟାଣାର ସୋନିପତ ଜିଲାର ମଦିନା ଗ୍ରାମରେ ଅଟକି…

ଟ୍ରକ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ପାରଳାଖେମୁଣ୍ଡି,୯।୭(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗାରବନ୍ଧ ଥାନା ଅଧୀନ ସାରିଆପଲ୍ଲୀ ଗ୍ରାମ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ଗାଡି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଇଠଡା ଗ୍ରାମର ଟି.ସିମାଞ୍ଚଳମ୍‌(୫୨)। ମିଳିଥିବା ସୂଚନା ମୁତାବକ, ଟି.ସିମାଞ୍ଚଳମ ଗାରବନ୍ଧ…

ପଡିପାରେ ଶରଦ ପାଓ୍ବାରଙ୍କ ଆଉ ଏକ ଓ୍ବିକେଟ!

ମୁମ୍ବାଇ,୯।୭: ମହାରାଷ୍ଟ୍ର ରାଜନୀତିରେ କିଛି ଦିନ ହେବ ହଲଚଲ ଲାଗି ରହିଛି। ଚାଚା ଶରଦ ପାଓ୍ବାରଙ୍କ ସହ ଗେମ ଖେଳିବା ପରେ ଅଜିତ ପାଓ୍ବାର ଏନଡିଏ ସରକାରରେ ସାମିଲ ହୋଇଯାଇଛନ୍ତି। ଏହାପରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ଦୁଇ ଭାଗ ହୋଇଯାଇଛି। ଏବେ…

ମାତ୍ର ୧୧ ବର୍ଷ ବୟସରେ କୋଟିପତି ହେଲେ ମହେଶ ବାବୁଙ୍କ ଝିଅ

ସାଉଥ୍‌ ସୁପରଷ୍ଟାର ମହେଶ ବାବୁଙ୍କ ଝିଅ ସୀତାରା ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ୧୧ ବର୍ଷିୟା ସିତାରା ଛୋଟ ବେଳୁ ଏତେ ବଡ଼ କାମ କରିଛନ୍ତି, ଯାହା ପ୍ରସିଦ୍ଧ ତାରକାଙ୍କ ପିଲାମାନେ ମଧ୍ୟ କରିପାରି ନାହାନ୍ତି। ସୀତାରା ଏକ ପ୍ରସିଦ୍ଧ…

ବର୍ଷାରେ ବେହାଲ ଦାରିଙ୍ଗବାଡି: ପାଣି ନିଷ୍କାସନ ପାଇଁ ଖୋଲାହେଲା ଗାତ

ଦାରିଙ୍ଗବାଡି,୯ା୭(ଅରୁଣ ସାହୁ ): ଦାରିଙ୍ଗବାଡି ବଜାର ଦେଇ ଯାଇଥିବା ୫୯ ନମ୍ବର ଜାତୀୟରାଜପଥର ତ୍ରୁଟିପୂର୍ଣ୍ଣ ରାସ୍ତା ସମ୍ପ୍ରସାରଣ ଯୋଗୁ ମାତ୍ର ୧୦ ମିନିଟ ବର୍ଷାରେ ପାଣି ଜମି ଯାତାୟାତରେ ସମସ୍ୟା ଦେଖାଯାଇଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶିତ ପରେ ଜାତୀୟ ରାଜପଥ…

ଟମାଟର ଜଗୁଛନ୍ତି ସୁରକ୍ଷାକର୍ମୀ

ଲକ୍ଷ୍ନୌ,୯।୭: ଆଜିକାଲି ଟମାଟର ମୂଲ୍ୟ ଆକାଶଛୁଆଁ ରହିଛି। ବାରାଣସୀ ସମେତ ଦେଶର ଅନେକ ସହରରେ ଟମାଟର ମୂଲ୍ୟ ପେଟ୍ରୋଲ ତୁଳନାରେ ଅଧିକ ହୋଇଛି। ବାରାଣସୀରେ କିଲୋଗ୍ରାମ ପିଛା ୧୨୦ ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ଏହାକୁ ଦୃଷ୍ଟିରେ ରଖି…

ଟ୍ରୋଲ ହେଲେ କାଜଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲ ଏକ ସାକ୍ଷାତକାରରେ ଏମିତି କିଛି କଥା କହିଛନ୍ତି ଯାହାକୁ ନେଇ ଏବେ ସେ ଟ୍ରୋଲ ହୋଇଛନ୍ତି। ଅଭିନେତ୍ରୀ ଏବେ ତାଙ୍କା ଆଗାମୀ ଶୋ’ ‘ଦ ଟ୍ରାୟଲ’ର ପ୍ରମୋଶନରେ ବିଜି ଅଛନ୍ତି। ଏଥିପାଇଁ ସେ ଇମୋଶନାଲ କାର୍ଡ…

ସନ୍ତାନ ନ ହେବାରୁ ପଡ଼ୋଶୀ କରୁଥିଲେ ବିଦ୍ରୁପ: ବ୍ୟକ୍ତି ନେଲେ ଚରମ ପଦକ୍ଷେପ

ଲୁଧିଆନା,୯।୭: ପଞ୍ଜାବର ଲୁଧିଆନାର ସାଲେମ ଟାବରୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସନ୍ତାନ ନ ହେବାରୁ ପଡୋଶୀ ବିଦ୍ରୁପ ସହି ନ ପାରି ଜଣେ ବ୍ୟକ୍ତି ଗୋଟିଏ ପରିବାରର ୩ ଜଣଙ୍କ ହତ୍ୟା କରିଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।…

ରିଲିଜ ହେଲା ‘ବବାଲ’ର ଟ୍ରେଲର

ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ଜାହ୍ନବୀ କପୁର ଓ ନାୟକ ବରୁଣ ଧଓ୍ବନଙ୍କ ମୋଷ୍ଟ ଆଓ୍ବେଟେଡ ମୁଭି ‘ବବାଲ’ର ଟ୍ରେଲର ଶେଷରେ ରିଲିଜ ହୋଇଛି। ଏଥିରେ ବରୁଣ ଓ ଜାହ୍ନବୀଙ୍କ ବେହତରିନ କେମେଷ୍ଟ୍ରି ଦେଖିବାକୁ ମିଳିଛି ଦର୍ଶକଙ୍କୁ। ଏହି ଫିଲ୍ମରେ ଉଭୟ…

ଆରମ୍ଭ ହେଲା ଶରଦ ପାଓ୍ବାରଙ୍କ ଖରାପ ଦିନ: ଅଠାଓ୍ବଲେ

ନୂଆଦିଲ୍ଲୀ,୯।୭: ମହାରାଷ୍ଟ୍ରରେ ଏନସିପିରେ ଫାଟ ପରେ ରାଜନୀତି ହୋଇଛି ସରଗରମ। ଏହି ରାଜାନୈତିକ ଘଟଣାକ୍ରମ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ବିରୋଧୀ ଦଳ ମଧ୍ୟରେ ବୟାନବାଜୀ ଆରମ୍ଭ ହୋଇଛି। ଏବେ ରାଷ୍ଟ୍ରୀୟ ରିପବ୍ଲିକାନ ପାର୍ଟିର ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?