Home Left

‘ଜୁନ୍‌ ସୁଦ୍ଧା ଜିଲାକୁ ଦୁର୍ଗମ ଅଞ୍ଚଳ ମୁକ୍ତ କର’

ଢେଙ୍କାନାଳ ଅଫିସ, ୨୯।୩: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର ‘ମୋ ବ୍ଲକ-ମୋ ଢେଙ୍କାନାଳ’ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରି ଜୁନ୍‌ ସୁଦ୍ଧା ଜିଲାକୁ ଦୁର୍ଗମ ଅଞ୍ଚଳ ମୁକ୍ତ କରିବା ଲାଗି…

ଭାରତକୁ ‘ଫେୟାର ପ୍ଲେ’ ପୁରସ୍କାର

ଢାକା, ୨୯ା୩: ଏଠାରେ ମଙ୍ଗଳବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟବଲ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଭାରତ ୦-୨ ଗୋଲରେ ଶକ୍ତିଶାଳୀ ରୁଷିଆ ନିକଟରୁ ହାରି ଯାଇଛି। ରୁଷିଆ ପକ୍ଷରୁ ଭାସିଲିସା ଆଭଲିଏଙ୍କୋ ୧୦ ଓ ଡାରିଆ କୋଟଲୋଭା…

ସ୍ବସ୍ତି ସିଂଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର, ୨୯ା୩(କ୍ରୀଡ଼ା ପ୍ରତିନିଧି): ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସାଇକ୍ଲିଂ ଟ୍ରାକ୍‌ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍‌ ମଙ୍ଗଳବାର ଆରମ୍ଭ ହୋଇଛି। ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାର ପ୍ରଥମ ଦିବସରେ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ…

ସାଙ୍ଗିଆ କରିଛି ଅଡୁଆ

ଢେଙ୍କାନାଳ ଅଫିସ, ୨୯।୩:  ‘ସଅର’ ସାଙ୍ଗିଆ ପାଇଁ ଅଡୁଆରେ ପଡ଼ିଛନ୍ତି ଢେଙ୍କାନାଳ ଜିଲାରେ ବସବାସ କରୁଥିବା ଜନଜାତି ବର୍ଗର ଶତାଧିକ ପରିବାର। ଜିଲାର ଆର୍‌ଆଇମାନେ ଜମିପଟ୍ଟାରେ ସେମାନଙ୍କ ସାଙ୍ଗିଆ ‘ଶବର’ ପରିବର୍ତ୍ତେ ‘ସଅର’ ବୋଲି ଉଲ୍ଲେଖ କରୁଛନ୍ତି। ଫଳରେ ସେମାନଙ୍କୁ ଆଦିବାସୀ…

ଏପ୍ରିଲ ୧୮ରେ ହାଇକୋର୍ଟରେ ଏକତ୍ର ଶୁଣାଣି ଧାର୍ଯ୍ୟ

ଛତ୍ରପୁର,୨୯।୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ କାଳିପଲ୍ଲୀଠାରେ ପ୍ରସ୍ତାବିତ ସ୍ମାର୍ଟକେମ୍‌ ଟେକ୍ନୋଲୋଜି କମ୍ପାନୀ ବିରୋଧରେ ହାଇକୋର୍ଟରେ ପୁଣି ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି ା ଏହାକୁ ମିଶାଇ ୩ ଟି ମାମଲା ହାଇକୋର୍ଟରେ ରୁଜୁ ହେଲାଣି ା ଉକ୍ତ ମୂଳ କେଶ…

ସେମିଫାଇନାଲରେ ମୁକ୍ତେଶ୍ୱର

ଭୁବନେଶ୍ୱର,୨୯ା୩(ସ୍ପୋଟର୍‌ସ ବ୍ୟୁରୋ): ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ଅନୁଷ୍ଠିତ ପଞ୍ଚମ ରାମେଶ୍ୱର କପ୍‌ ତଥା କମଳା ପରିଡ଼ା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଛି ମୁକ୍ତେଶ୍ୱର। ମଙ୍ଗଳବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ତୃତୀୟ କ୍ୱାର୍ଟର ଫାଇନାଲକୁ ଡର୍କଓ୍ବର୍ଥ ଲୁଇସ୍‌ ମେଥଡରେ…

ଆଇପିଏଲ୍‌ ପୂର୍ବରୁ ଇଞ୍ଜେକ୍ସନ ନେବେ ଷ୍ଟୋକ୍ସ

ଲଣ୍ଡନ, ୨୯ା୩ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳିବା ଲାଗି ଭାରତ ଯିବା ପୂର୍ବରୁ ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସଙ୍କୁ ଏକ ଇଞ୍ଜେକ୍ସନ ନେବାକୁ ପଡ଼ିବ। ଷ୍ଟୋକ୍ସଙ୍କର ଦୀର୍ଘ ଦିନ ହେଲା ବାମ ଆଣ୍ଠୁରେ ସମସ୍ୟା ଦେଖା ଦେଇଛି।…

ଜାତୀୟ ଶକ୍ତି ଉତ୍ତୋଳନ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୨୯ା୩ (ସ୍ପୋଟର୍‌ସ ବ୍ୟୁରୋ): କେରଳ ରାଜ୍ୟ ଅନ୍ତର୍ଗତ କୋଝିକୋଡ୍‌ଠାରେ ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି ପାଇଁ ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ ତରଫରୁ ମନୋନୀତ ୧୫ ଜଣିଆ ଖେଳାଳି ଦଳ ଏବଂ…

କିଓସ୍କ ବ୍ୟାଙ୍କରେ ହିତାଧିକାରୀଙ୍କ ଟଙ୍କା ଠକେଇ

ଫୁଲବାଣୀ ଅଫିସ, ୨୯।୩: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଥିବା କିଓସ୍କ ବ୍ୟାଙ୍କି ସଂସ୍ଥା ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ଉଠାଇ ନେଇଛି ା ବାୟୋମେଟ୍ରିକ ପଦ୍ଧତି ଜରିଆରେ ୨୦ ରୁ ଅଧିକ ଗ୍ରାହକଙ୍କ ୭ ଲକ୍ଷରୁ ଅଧିକ ଟଙ୍କା ଠକି ନିଆଯାଇଛି।…

ସୁଟ୍‌ବୁଟ୍‌ରେ ପର୍ବତାରୋହଣ

ଟୋକିଓ: ଏକ ଲୋକକଥା ଅଛି, ଯେପରି ଦେଶ ସେପରି ବେଶ ା ଲୋକ ଯେଉଁଠାର ହୋଇଥିବ ସେ ସେହିପରି ବେଶପୋଷାକ ପରିଧାନ କରୁଥିବ। ତେବେ ଅଫିସରେ ଜଣେ ବ୍ୟକ୍ତି ସୁଟ୍‌ବୁଟ୍‌ରେ ନଜର ଆସିବା ସାଧାରଣ କଥା। ଯଦି ସେ ଅନ୍ୟ କେଉଁଠାରେ…

ଶୁଆ ଖୋଜି ଆଣିଲେ ମିଳିବ ୧ ହଜାର

ଭୋପାଳ: ଅନେକ ଲୋକ ଘରେ ଗୃହପାଳିତ ପ୍ରାଣୀ ରଖିବାକୁ ବହୁତ ଭଲ ପାଆନ୍ତି। ସେମାନଙ୍କୁ ଅନେକ ଭଲ ପାଇବା ମଧ୍ୟ ଦେଇଥାନ୍ତି। ଏହା ଭିତରେ ଗୃହପାଳିତ ପ୍ରାଣୀଟି ପରିବାରର ଏକ ସଦସ୍ୟ ପାଲଟିଯାଇଥାଏ। ତା’ର ଅନୁପସ୍ଥିତି ପରିବାର ଲୋକଙ୍କୁ ଅନେକ ଦୁଃଖ…

୫୨୭ ଦିନରେ ୧୪ ଦେଶ ଭ୍ରମଣ

ୱାଶିଂଟନ: ନିକଟରେ ଜଣେ ୧୯ ବର୍ଷୀୟ ଯୁବକ ସାଇକେଲରେ ୧୪ଟି ଦେଶ ଭ୍ରମଣ କରିଛନ୍ତି। ତାଙ୍କୁ ୩୨ ହଜାର କିମିରୁ ଅଧିକ ଦୂରତା ଅତିକ୍ରମ କରିବାକୁ ୫୨୭ ଦିନ ସମୟ ଲାଗିଛି। ଆମେରିକାର କାଲିଫର୍ନିଆ ବାସିନ୍ଦା ଲିଆମ୍‌ ଗାର୍ନରଙ୍କ ହାଇସ୍କୁଲ ପାଠ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri