ପ୍ରଧାନ ବିଚାରପତିଙ୍କ କ୍ଷମତାକୁ ହ୍ରାସ କରିବ ପାକିସ୍ତାନ, ପ୍ରସ୍ତାବ ସଂସଦରେ ଆଗତ…
ଇସଲାମାବାଦ,୨୯।୩ : ଦେଶର ପ୍ରଧାନ ବିଚାରପତିଙ୍କ କ୍ଷମତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ପାକିସ୍ତାନ ସରକାର ସଂସଦରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଥିଲେ ଯେ ଯଦି ପ୍ରଧାନ ବିଚାରପତିଙ୍କ କ୍ଷମତାକୁ ହ୍ରାସ କରିବାକୁ ସଂସଦ ଆଇନ…
ପୁଣେ ଭାଜପା ଏମ୍ପି ଗିରିଶ ବାପଟଙ୍କ ପରଲୋକ…
ପୁଣେ,୨୯।୩ : ପୁଣେର ଲୋକସଭା ଏମ୍ପି ତଥା ଭାଜପା ନେତା ଗିରିଶ ବାପଟଙ୍କର ବୁଧବାର ପୁଣେର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଗତ ଦେଢ଼ବର୍ଷ ଧରି ଅସୁସ୍ଥ ଥିଲେ। ତାଙ୍କୁ ଗୁରୁତର…
ଆଇପିଏଲ୍ରୁ ଅବସର ନେବେ କି ଧୋନୀ: ରୋହିତ ଶର୍ମା କଲେ ଖୁଲାସା
ମୁମ୍ବାଇ,୨୯।୩: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଆଗାମୀ ସିଜନ ପରେ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି। ୪୧ ବର୍ଷୀୟ ଧୋନୀ ଚେନ୍ନାଇରେ ତାଙ୍କର ଶେଷ ମ୍ୟାଚ ଖେଳିବେ ବୋଲି ପୂର୍ବରୁ…
ଡେବ୍ୟୁ ଫିଲ୍ମରୁ ହୋଇଥିଲେ ବ୍ଲକ୍ବଷ୍ଟର, ଏବେ ମିଳୁନି ଦେଖା
ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରତିଦିନ ନୂଆ ନୂଆ ଚେହେରା ଦେଖିବାକୁ ମିଳେ। ଏହି ଚେହେରାଗୁଡ଼ିକ ମଧ୍ୟରୁ କିଛି ଅଭିନେତ୍ରୀ ଅଭିନେତା ଦୀର୍ଘ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ରାଜ୍ କରିଥାନ୍ତି। ଆଉ କିଛି କଳାକାରଙ୍କର ଗୋଟିଏ ଦୁଇଟି ଫିଲ୍ମ ପରେ ଆଉ ଦେଖା…
୨ଦିନିଆ ମାଲକାନଗିରି ଗସ୍ତରେ ୫-ଟି ସଚିବ: ପରିଦର୍ଶନ କଲେ ଚିତ୍ରକୋଣ୍ଡା ମାଟି ବନ୍ଧ ଡ୍ୟାମ୍
ଚିତ୍ରକୋଣ୍ଡା ୨୯ା୩ (ଡି.ଏନ୍.ଏ.): ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ୨ଦୁଇଦିନିଆ ମାଲକାନଗିରି ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜନସାଧାରଣଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ…
ଏହି ଗାଁରେ ପିଲାମାନଙ୍କୁ ବାହାରେ ଖେଳିବାକୁ ଦିଅନ୍ତିନି ଅଭିଭାବକ, କାରଣ ଜାଣିଲେ…
ଆଜିକାଲି କେବଳ ଗୋଟିଏ କଥା ଉପରେ ବିତର୍କ ଚାଲିଛି କି ଜୀବନଶୈଳୀରେ ଶାରୀରିକ କାର୍ଯ୍ୟକଳାପ ହ୍ରାସ ପାଉଛି। ପିଲା ହୁଅନ୍ତୁ କି ବୟସ୍କ। ସେମାନେ ଯେତିକି ଶାରୀରିକ ପରିଶ୍ରମ କରିବା ଉଚିତ୍ ସେତିକି କରିବାକୁ ସକ୍ଷମ ନୁହନ୍ତି। ଏଭଳି ପରିସ୍ଥିତିରେ ମାତାପିତା…
ସ୍ବାସ୍ଥ୍ୟ ବିଭାଗ ଓଡ଼ିଶା କାୟାକଳ୍ପ ଚୟନ: ଦ୍ୱିତୀୟ ସ୍ଥାନରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ
ଚିତ୍ରକୋଣ୍ଡା,୨୯।୩(ଡି.ଏନ୍.ଏ.): ଚଳିତ ବର୍ଷ ସ୍ବାସ୍ଥ୍ୟ ବିଭାଗ ଓଡ଼ିଶା କାୟାକଳ୍ପ ଚୟନ ତାଲିକାରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଦ୍ୱତୀୟ ସ୍ଥାନରେ ରହିଛି। ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟ ସେବା, ପରିଷ୍କାର ପରିଚ୍ଛନତା, ସ୍ବଚ୍ଛତା ନିଦାନ ଭଳି ପ୍ରତେକ ସୁବିଧା…
ପଞ୍ଜାବୀ ଗାୟକ ବବୁ ମାନ୍ଙ୍କର ଟୁଇଟର ଆକାଉଣ୍ଟ ବ୍ୟାନ୍
ଚଣ୍ଡିଗଡ,୨୯।୩: ପଞ୍ଜାବର ପ୍ରସିଦ୍ଧ ଗାୟକ ବବୁ ମାନ୍ଙ୍କର ଟୁଇଟର ଆକାଉଣ୍ଟକୁ ଭାରତରେ ବ୍ୟାନ୍ କରାଯାଇଛି। ମାନ୍ଙ୍କୁ କିଛି ଦିନ ପୂର୍ବରୁ ହତ୍ୟା ଧମକ ମିଳିଥିଲା, ଯାହା ପରେ ଆଇନଗତ ଦାବି ହେତୁ ଟୁଇଟର ଏହି ପଦକ୍ଷେପ ନେଇଥିବା ଜଣାପଡିଛି। ଟୁଇଟରରେ ମାନ୍ଙ୍କର…
ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରି କେନ୍ଦ୍ରକୁ ଟାର୍ଗେଟ କଲେ ରାକେଶ ଟିକାୟତ
ନୂଆଦିଲ୍ଲୀ,୨୯।୩: ଚାଷୀ ନେତା ରାକେଶ ଟିକାୟତ କେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ହରିଆଣାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରି ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଦେଶରେ ଗଣତନ୍ତ୍ର ଏବେ ବିପଦରେ। ଯେତେବେଳେ…
ବାଳିମେଦରୁ ଗୁପ୍ତଚର ପାରା ଠାବ
ପଦ୍ମପୁର,୨୯।୩(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମେଦଠାରୁ ଏକ ଗୁପ୍ତଚର ପାରା ଠାବ କରାଯାଇଛି। ଗ୍ରାମର ସୁଶିଲ ମହାନ୍ତି ପାରାଟିକୁ ମଙ୍ଗଳବାର ଝଡ଼ବର୍ଷା ସମୟର ପାଇଥିଲେ। ପାରାର ଗୋଡ଼ରେ କିଛି ନାମ ଓ ମୋବାଇଲ ନମ୍ବର ଥିବା ଦେଖି ନ…
ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ୮ ନାବାଳକଙ୍କୁ ୨୫ ହଜାର ଜରିମାନା
କେନ୍ଦୁଝର,୨୯।୩(ସ୍ବ.ପ୍ର.): ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ୮ ଜଣ ନାବାଳକଙ୍କୁ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଧରିଛି। ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଫାଇନ୍ କରାଯିବା ସହ ତାଙ୍କ ନାମରେ ଚାଲାଣ କଟାଯାଇଥିବା ଆରଟିଓ ଗୋପାଳ କୃଷ୍ଣ ଦାସ ସୂଚନା ଦେଇଛନ୍ତି।
ମାନ୍ଦାବସ୍ଥାରେ ନିଯୁକ୍ତିରେ ଆଇଆଇଏମ୍କୁ ସଫଳତା
ସମ୍ବଲପୁର,୨୯।୩(ବ୍ୟୁରୋ): ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା ଚାଲିଥିବା ବେଳେ ସମ୍ବଲପୁର ଆଇଆଇଏମ୍କୁ ଚଳିତ ଶିକ୍ଷାବର୍ଷରେ ସଫଳତା ମିଳିଛି। ଛାତ୍ରୀଛାତ୍ରଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନୀରେ ଶତପ୍ରତିଶତ ନିଯୁକ୍ତି ମିଳିଛି। ଦୁଇ ଛାତ୍ରୀ ଆଭା ମାଲହୋତ୍ରାଙ୍କୁ ବାର୍ଷିକ ସର୍ବାଧିକ ୬୪ ଲକ୍ଷ ୧୬ ହଜାର…
Archives


